25 C
Bhubaneswar
Monday, March 1, 2021

ଛେଳୀଚୋରକୁ କାବୁକଲେ ଗ୍ରାମବାସୀ, ନିସ୍ତୁକ ଛେଚିବା ପରେ ପୁୁଲିସ ଜିମାଦେଲ ।

Must read

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ବଳଙ୍ଗା,୨୨ା୧୦:ବଳଙ୍ଗା ଥାନା ଅନ୍ତର୍ଗତ ବଳଙ୍ଗା –ହରିପୁର ମୁଖ୍ୟ ରସ୍ତାର ଖିରିଖିଆ ଗାଁ ମୁଣ୍ଡରୁଛେଳି ଚୋରୀ କରି ଏକ ଡାଲା ଅଟୋ ସାହାଯ୍ୟରେ ଖସି ପଳାଉଥିବା ୨ଜଣ ଛେଳି ଚୋରଙ୍କୁ ଗ୍ରାମବାସୀ ମାନେଧରିବା ସହ ନିସ୍ତୁକ ଛେଛି ପୁଲିସ ଜିମାଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଆଜିଅପରାହ୍ନ ୩ଟା ସମୟରେ ବଳଙ୍ଗା ପଟୁହରିପୁରକୁ ଯାଉଥିବା (ଓଡି ୦୨ଜେଡ୯୨୮୬)ନଂ ଥିବା ଏକ ଡାଲା ଅଟୋଖିରିଖିଆ ଗାଁ ମୁଣ୍ଡରେ ଅଟକି ଥିଲା ।ଏବଂ ଗାଡି ଭିତରେ ଥିବା ୨ଜଣ ଯୁବକଗାଡିରୁ ଓହ୍ଲାଇ ଗାଡି ନିକଟରେ ଚରୁଥିବା ଖିôରିଖିଆ ଗ୍ରାମର ଲକ୍ଷ୍ଣଣ ସେଠୀଙ୍କ ଏକଛେଳୀକୁ ଉଠାଇ ନେଇ ଡାଲା ଅଟୋରେ ରଖିଥିଲେ । ବନ୍ଧର ଅପର ପାଶ୍ୱର୍ରେ ଥିବାଲକ୍ଷ୍ଣଣ ଏହା ଦେଖି ପାରି ଗାଁ ଲୋକଙ୍କୁ ଡାକିବାରେ ଦୁର୍ବୁତ ମାନେ ଡାଲା ଅଟୋକୁନେଇ ଦ୍ରୁତ ଗତିରେ ପଳାଇଥିଲେ ।

ଫଳରେ ଲକ୍ଷ୍ଣ ସେହି ବାଟ ଦେଇବଳଙ୍ଗା ଯାଉଥିବା ଜଣେ ବାଇକ ଆରୋହୀଙ୍କୁ ଅଟକାଇ ସମସ୍ତ କଥାକହିବାରେ ବାଇକ ଆରୋହୀ ଜଣକ ଲକ୍ଷ୍ଣଣଙ୍କୁ ବସାଇ ଡାଲା ଅଟୋକୁ ପିଛାକରି ସମରୋଇ ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲେ । ତେବେ ଦୁର୍ବୁତମାନେ ପନର୍ବାର ଅଟୋକୁ ବୁଲାଇବଳଙ୍ଗା ଅଭିମୁଖେ ଆସିଥିଲେ । ଗୋଟିଏପଟେ ବାଇକ ଆରୋହୀ ସେମାନଙ୍କୁପିଛା କରୁଥିବା ବେଳେ ଅନ୍ୟ ପଟେଘଟଣାଟି ବିଜୁଳୀ ବେଗରେ ପ୍ରଚାରିତ ହୋଇଯିବାରୁ ରାସ୍ତା ଉପରେ ସ୍ଥାନୀୟଲୋକମାନେ ଦୁର୍ବୁତ ମାନଙ୍କୁ ଜଗିରହିଥିଲେ । ଫଳରେ ଦୁର୍ବୁତ ମାନେଆଗକୁ ଯାଇ ନପାରି ଦକ୍ଷିଣ ରାଡସ ଗାମୁଣ୍ଡରେ ଡାଲା ଅଟୋକୁ କେନାଲ ଭିତରକୁ ପୁରାଇ ଦେଇଥିଲେ ।

ଦୁଇଜଣ ଦୁର୍ବୁତ ଗାଡି ଭିତରୁ ବାହାରି ଗହୀରବିଲରେ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଲୋକମାନେ ସେମାନଙ୍କୁ ଗୋଡେଇ ଗୋଡଇ ବିଲ ଭିତରେ ମାଡିବସିଥିଲେ । ଏବଂ ନିସ୍ତୁକ ଛେଚିଲାପରେ ସେମାନଙ୍କୁ ଆଣି ଗାଁ ମୁଣ୍ଡରେ ଅଟକ ରଖି ପୁଲିସକୁ ଖବର ଦେଇଥିଲୋ ଖବର ପାଇ ବଳଙ୍ଗା ପୁଲିସ ଘଟଣାସ୍ଥଳରେ ପହଂଚି ଅଟକଥିବା ୨ଜଣଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିପଚରା ଉଚରା କରୁଛି । ୨ଜଣ ଯୁବକମାନେ ହେଲେ ପିପିଲି ଅଂଚଳର ଲୁରୁଲ ମହମ୍ମଦ (୩୦) ,ଅବଦୁଲ ସାଇରୁଦ୍ଧିନଖାଁ (୩୨) ବୋଲି ଜଣାପଡିଛି । ଆଜିର ଘଟଣାରେ ଲକ୍ଷ୍ଣଣ ସେଠୀ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ସୁଚନା ଥାଉକି ଗତକାଲି ରାତିରେ ଏହିଥାନା ଅନ୍ତର୍ଗତ ବାୟାବର ଗ୍ରାମରୁ ଧନେଶ୍ୱର ଖଟୋଇଙ୍କର ୨ଟି ଏବଂ ଦୁର୍ଯେ୍ୟାଧନ ଖଟୋଇଙ୍କ ୧୦ଟି ଛେଳୀକୁ ସେମାନଙ୍କ ଗୁହାଳରୁ କେହି ଦୁର୍ବୁତଚୋରୀ କରିନେଇଥିବା ନେଇ ଆଜିଧନେଶ୍ୱର ଏବଂ ଦୁର୍ଯ୍ୟୋଧନଙ୍କ ପକ୍ଷରୁଥାନାରେ ଲିଖିତ ଅଭିଯୋଗ କରାଯାଇଛିା ବଳଙ୍ଗା ଅଂଚଳରେ ବାରମ୍ବାର ଛେଳିଚୋରୀ ବୃଦ୍ଧି ପାଉଥିବା ବେଳେ ପୁର୍ବରୁଛେଳି ଚୋରିରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ବଳଙ୍ଗା ପୁଲିସ ଗିରଫକରିଥିଲା ବେଳେ ଆଜିର ଘଟଣା ପରେଏହି ଛେଳୀ ଚୋରୀ ଘଟଣାରେ କେତେକ ଗ୍ୟାଙ୍ଗ କାମ କରୁଥିବା ନେଇସାଧାରଣରେ ସନେ୍ଦହ ପ୍ରକାଶ ପାଉଛି ।

- Advertisement -ଛେଳୀଚୋରକୁ କାବୁକଲେ ଗ୍ରାମବାସୀ, ନିସ୍ତୁକ ଛେଚିବା ପରେ ପୁୁଲିସ ଜିମାଦେଲ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଛେଳୀଚୋରକୁ କାବୁକଲେ ଗ୍ରାମବାସୀ, ନିସ୍ତୁକ ଛେଚିବା ପରେ ପୁୁଲିସ ଜିମାଦେଲ ।

Latest article

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ପ୍ରକଳ୍ପ ଉପରେ ଓଡିଶା ବିଧାନସଭା ସଂକଳ୍ପ ପାରିତ କରିଛି ।

ପୁରୀ: ଦାଦଶ ଶତାବ୍ଦୀର ଶ୍ରୀମନ୍ଦିରର ସୁରକ୍ଷା, ଭକ୍ତମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପାରିତ କରିଛି।...