29 C
Bhubaneswar
Thursday, September 24, 2020

ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ବୈଠକ

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଢେଙ୍କାନାଳ, ୨୧ା୨ (ଶ୍ରୁ.ମି) : ଭାଗôରଥି ସାଗର ନିକଟସ୍ଥ ପିପାର ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ମଂଚ ଗଠନର ଆଭିମୁଖ୍ୟ ଉପରେ ଆଲୋଚନା କରି ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ସଭାପତି ଦୁର୍ଗାଚରଣ ମିଶ୍ର ପ୍ରକାଶ କରିଥିଲେ । ସମଗ୍ର ଜିଲ୍ଲାକୁ ନିଶା ଓ ଦୁର୍ନୀତି ମୁକ୍ତ କରିବା ସହିତ,ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ,କ ମ୍ପ ।ଉଣ୍ଡର ଓ ଷ୍ଟାଫ୍ ନିଯୁକ୍ତି ସହିତ ଅତିକମ୍ ରେ ଗୋଟିଏ ଆ ମ୍ବୁଲାନ୍ସ ଗାଡି ରହିବା ପାଇଁ ଜୋରଦାର୍ ଚାପ ପ୍ରୟୋଗ କରାଯିବ ଓ ଦରକାର ପଡିଲେ ମାନ୍ୟବର ହାଇକୋର୍ଟ କି ମ୍ବା ସୁପ୍ରିମ୍ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରାଯିବ ବୋଲି ପ୍ରସ୍ତାବକୁ ଉପସ୍ଥିତ ସମସ୍ତ ସଭ୍ୟ ସମସ୍ୱରରେ ସମର୍ଥନ କରିଥିଲେ । ଏହାଛଡା ଚାଷି ମାନଙ୍କର ଶସ୍ୟ ସହାୟକ ମୂଲ୍ୟ ବୃଦ୍ଧି ସହିତ ସମସ୍ତ ସୁବିଧା ,କନ୍ୟା ଭୃଣ ହତ୍ୟା ଓ ନାରୀ ନିର୍ଯାତନା ବନ୍ଦ ଓ ଢେଙ୍କାନାଳ ଜିଲ୍ଲାକୁ ଆବର୍ଜନା, ପ୍ରଦୁଷଣ ଓ ଭିକ୍ଷା ବୃତି ମୁକ୍ତ କରାଯିବା ପାଇଁ ଦୃଢ ପଦକ୍ଷେପ ନିଆଯିବା ପାଇଁ ଆଲୋଚନା କରାଯାଇଥିଲା । ଢେଙ୍କାନାଳ ସହରବାସୀଙ୍କୁ ସୁଖ ଦୁଃଖରେ ସାଥି ହୋଇ କାର୍ଯ୍ୟକଲେ ପରିଷଦ ସବୁ ଲୋକଙ୍କର ପ୍ରିୟଭାଜନ ହୋଇପାରିବ ବୋଲି ଉପସଭାପତି ଗୋପୀନାଥ ମହାନ୍ତି ଓ ଉପଦେଷ୍ଟା ପ୍ରଫେସର ନିତ୍ୟାନନ୍ଦ ମିଶ୍ର ଦେଇଥି ବା ପ୍ରସ୍ଥାବକୁ ସମସ୍ତ ସଦସ୍ୟ ଗ୍ରହଣ କରିଥିଲେ । ଏହି ବୈଠକରେ ପରିଷଦର ସମସ୍ତ କର୍ମକର୍ତା ଓ ଜିଲ୍ଲାର ସମସ୍ତ ବ୍ଳକ୍ ରୁ ୪/୫ ଜଣ ଲେଖାଏଁ ପ୍ରତିନିଧି ଯୋଗ ଦେଇଥିଲେ ଏବଂ ଆଗାମୀଦିନରେ ସଭ୍ୟସଂଖ୍ୟା ବୃଦ୍ଧି ସହିତ ଉପର ବର୍ଣ୍ଣିତ ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ସଫଳ କରିବାରେ ସବୁ ବ୍ଳକ୍ ର ସବୁ ବରିଷ୍ଠ ନାଗରିକ ମାନେ ସାହାର୍ଯ୍ୟ କରିବେ ବୋଲି ଘୋଷଣା କରିଥିଲେ । ଏକ ବର୍ଷ ମଧ୍ୟରେ ସଂଘରେ ଏତେ ସଂଖ୍ୟକ ସଭ୍ୟ ଯୋଗଦେବା ଏବଂ ସମାଜ କଲ୍ୟାଣ କାର୍ଯ୍ୟକ୍ରମ କରିବା ପାଇଁ ସମସ୍ତେ ସମସ୍ୱରରେ ରାଜିହେବା ଏକ ଐତିହାସିକ କାର୍ଯ୍ୟ
ବୋଲି ଉପସଭାପତି ଶଶାଙ୍କ ଶେଖର ରଥ, ବାହାଦୁର ପା…ଶାଣୀ , ମୋହିତ କୁମାର ଦାସ,ଉପଦେଷ୍ଟା ହରେକୃଷ୍ଣ କର ,ସ୍ୱତନ୍ତ୍ର ସଭ୍ୟ ସୁବାସ ଚନ୍ଦ୍ର ଶତପଥି,ବିପ୍ରବର ସାହୁ,ଉପଦେଷ୍ଟା ପ୍ରମୋଦ ପ୍ରସାଦ ନନ୍ଦ,ପୂର୍ବତନ ପ୍ରିନସିପାଲ୍ ଅଜୟ କୁମାର ମିଶ୍ର ,ଧର୍ମାନନ୍ଦ ପୃଷ୍ଟି ,ଶ୍ରୀମତୀ ସରିତା ପା…ସାହାଣୀ ,ନିର୍ମଳା ମହାପାତ୍ର,ଭୁବନ ବ୍ଳକର ଦୁର୍ଗାପୃଷ୍ଟି ଓ ରଥ ସେଠି ,କଙ୍କଡାହାଡ ବ୍ଳକରୁ ସଭାପତି ଭଗବାନ ସିଂ ଓ ସ ମ୍ପ ।ଦକ କୈଳାସ ଚନ୍ଦ୍ର ସାହୁ ,ହିନେ୍ଦାଳରୁ ପଂଚାନନ ପାଲ୍ ,ଓଡାପଡା ବ୍ଳକରୁ ଗୋଲକ ବିହାରି ମହାନ୍ତି ,କୈଳାସ ଚନ୍ଦ୍ର ରାଉତ,କାମାକ୍ଷା ନଗରର ଆଡ୍ଭୋକେଟ ରବିନାରାୟଣ ସାହୁ ,ଦିଲିପ୍ ସ୍ୱାଇଁ ଓ ଡ ମ୍ବରୁଧର ରାଉତ ପ୍ରଭୃତି ଆଲୋଚନାରେ ଅଂଶ ଗ୍ରହଣ କରି ସବୁବେଳେ ସ ମ୍ପ ୂର୍ଣ୍ଣ ଭାବରେ ସମର୍ଥନ ଓ ସହାୟତା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଶ୍ରୀ ଅ ମ୍ବିକା ପ୍ରସାଦ ବରାଳ ଓ ରୁଦ୍ରନାରାୟଣ ମିଶ୍ର ବୈଠକ ପରିଚାଳନାରେ ସହାୟତା କରିଥବା ବେଳେ ଗୁଣଧର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...