28 C
Bhubaneswar
Thursday, May 6, 2021

ତନିସ୍କ ପକ୍ଷରୁ ସ୍ୱତନ୍ତ୍ର ହୀରା ପ୍ରଦର୍ଶନୀ

Must read

ଭୁବନେଶ୍ୱର,୨୧/୧୦:ଭାରତର ସବୁଠାରୁ ବିଶ୍ୱସ୍ତ ଅଳଙ୍କାରବ୍ରାଣ୍ଡ ତନିସ୍କ ପ୍ରଥମ ଥର ପାଇଁଭୁବନେଶ୍ୱର ଷ୍ଟୋରରେ ହୀରା ଉତ୍ପାଦଉପରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଓ ବିକ୍ରୟକରିବାକୁ ଘୋଷଣା କରିଛି । ସୁକ୍ଷ୍ମକାରିଗରୀ ଉତ୍ପାଦଗୁଡ଼ିକର ସ୍ୱତନ୍ତ୍ରପ୍ରଦର୍ଶନୀ ୧୫ ଅକ୍ଟୋବର ରୁ ୨୫ଅକ୍ଟୋବର ପର୍ଯ୍ୟନ୍ତ ଚନ୍ଦ୍ରଶେଖରପୁରରତନିସ୍କ ଠାରେ ସପ୍ତାହର ସମସ୍ତ ଦିନସକାଳ ୧୦ ଘ. ରୁ ରାତି ୮ ଘ. ପର୍ଯ୍ୟନ୍ତଅନୁଷ୍ଠିତ ହେବ । ଏହି ସ୍ୱତନ୍ତ୍ର ଇଭେଂଟଗ୍ରାହକଙ୍କ ପାଇଁ ଏକ

ଆକର୍ଷଣୀୟ ତଥାଜ୍ଞାନକୌଶଳ କାର୍ଯ୍ୟକଳାପ ହେବଯେଉଁଠାରେ ତନିସ୍କର ହୀରାଉତ୍ପାଦଗୁଡ଼ିକ ଏକତାଭମ୍, ଆରମ୍ଭ,ବିରାସତ, ଅହଲ୍ୟା ଓ ରିଭା ପରିଚମକ୍ରାର ସମ୍ଭାରର ସର୍ବଶେଷ ଧାରାସହିତ ପ୍ରଦର୍ଶିତ ହେବ ଓ ଏଗୁଡ଼ିକରମୂଲ୍ୟ ଟ. ୧ ଲକ୍ଷ ଓ ଅଧିକ ରହିଛି ।ଏହି ଉତ୍ସବରେ ତନିସ୍କ ମଧ୍ୟ ଏକଆକର୍ଷଣୀୟ ଅଫର ଘୋଷଣା କରିଛି ।ଗ୍ରାହକମାନେ ବର୍ତମାନ ସୁନା ଗହଣାରଗଢ଼ା ମଜୁରୀ ଏବଂ ହୀରା ଗହଣାର ମୂଲ୍ୟଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତିପାଇପାରିବେ । ତନିସ୍କ ସହିତ ଉତ୍ସବରଋତୁକୁ ପାଳନ କର ଏବଂ ଏହିଅଫରଗୁଡ଼ିକ ସହିତ ଘରର ସମୃଦ୍ଧି ଓସୁଖ ଆଣନ୍ତୁ ।

ଏହି ଅଫର କେବଳ ସୀମିତସମୟ ଅବଧି ପାଇଁ ବୈଧ ଅଟେ ।ଅଫରଗୁଡ଼ିକ ବିଷୟରେ ଅଧିକ ବିବରଣୀପାଇଁ, ଦୟାକରି ଆପଣଙ୍କ ନିକସ୍ଥ ତନିସ୍କଷ୍ଟୋରକୁ ଯୋଗାଯୋଗ କରନ୍ତୁ କିମ୍ବାଙ୍ଗଙ୍ଗଙ୍ଗ.ଗ୍ଧବଦ୍ଭସଗ୍ଦଷକ୍ତ.ମକ୍ଟ.ସଦ୍ଭ/କ୍ଟଲ-ଲରକ୍ସଗ୍ଦ ପରିଦର୍ଶନ କରନ୍ତୁ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article