22 C
Bhubaneswar
Thursday, November 26, 2020

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ବଢିଚାଲିଛି ।

Must read

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ମାଲକାନଗିରି,୨୧/୧୦: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଏଭଳି ଅଭିଯୋଗ ହେଇଛି ମାଲକାନ ଗିରିଜିଲ୍ଲାରୁ । ଗତକାଲି ମାଲକାନଗିରି ଜିଲ୍ଲା ଏମଭି-୪୩ ଗ୍ରାମର ଭୀମ ବିଶ୍ୱାସ କାମକରିବା ସମୟରେ ହଠାତ ଛାତରୁ ତଳକୁ ଖସିପଡିଥିଲେ । ତାଙ୍କୁ ତୁରନ୍ତ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଥିଲା ୟପ୍ରଥମେ କାଜୁଆଲଟିରେ ତାଙ୍କୁ ଚିକିତ୍ସା କରାଇଥିଲେ । ଏକ ଘଣ୍ଟା ଅପେକ୍ଷା କରିବା ପରେ ଏକ୍ସରେ କରାଯାଇଥିଲା ଏବଂ ଏକ୍ସରେ ରିପୋର୍ଟରେ କିଛି ଜଣାନପଡିବାରୁ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା ।

ୱାର୍ଡକୁ ଭୀମ ଯିବା ପରେବାନ୍ତି କରିଥିଲେ ୟ ତାଙ୍କ ସମ୍ପର୍କୀୟ ତୁରନ୍ତ ନର୍ସଙ୍କୁ ଡାକିବାକୁ ଯାଇଥିଲେ । ହସ୍ପିଟାଲରେନର୍ସ ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ଦେଖିବାକୁ ଯାଇନଥିବା ଏବଂ ଦୁର୍ବ୍ୟବହାର କରିବା ସହଫୋନରେ ଲୁଡୁ ଖେଳିବାରେ ବ୍ୟସ୍ତ ଥିବା ଅଭିଯୋଗ ଆଣିଛନ୍ତି ଭୀମଙ୍କ ସମ୍ପର୍କୀୟ ।ତେବେ କିଛି ସମୟରେ ପରେ ରୋଗୀର ମୃତ୍ୟୁ ଘଟିଥିଲା । ଭୀମଙ୍କ ବିୟୋଗରେ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ଏଥିପାଇଁ ସିଧାସଳଖ ମେଡିକାଲ କର୍ତ୍ତୃପକ୍ଷ, ନର୍ସ ଓ ଡାକ୍ତରଙ୍କୁ ଦାୟୀ କରାଯାଇଛି ।

ଏହାସହ ମେଡିକାଲରେ ଉତ୍ତେଜନା ମୂଳକସ୍ଥିତି ରହିବା ସହ ଡାକ୍ତରଙ୍କୁ ଘେରିଛନ୍ତି ପରିବାର ଏବଂ ଗ୍ରାମବାସୀ । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଟାୟାର ଜାଳି ନ୍ୟାୟ ପାଇଁ ଓ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରିଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବିକରିଛନ୍ତି । ଏନେଇ ତାଙ୍କ ସମ୍ପର୍କୀୟ ଓ ଅଞ୍ଚଳବାସୀ ବିକ୍ଷୋଭ କରିଛନ୍ତି । ଏଭଳି ଅଭିଯୋଗ ପୂର୍ବରୁ ବହୁବାର ଆସିଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ।

ମାଲକାନଗିରି ଜିଲ୍ଲାରେ ସାତ ମହଲା ବିଶିଷ୍ଟ ମେଡିକେଲ ଥାଇ ମଧ୍ୟଚିକିତ୍ସା ଅବହେଳାରୁ ବହୁ ରୋଗୀ ମୃତୁ୍ୟ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚôଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବାର କହିଛନ୍ତି ।

- Advertisement -ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ବଢିଚାଲିଛି  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ବଢିଚାଲିଛି  ।

Latest article

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ଭାରତୀୟ ଘରୋଇ ବ୍ୟାଙ୍କଗୁଡିକ ପାଇଁ ବିସ୍ତୃତ ମାଲିକାନା ନିର୍ଦ୍ଦେଶାବଳୀ ।

ନୂଆଦିଲୀ,ତା,୨୫/୧୧; ଭାରତର ରିଜର୍ଭ ବ୍ୟାଙ୍କର ଏକ ଆଭ୍ୟନ୍ତରୀଣ ୱାର୍କିଂ ଗ୍ରୁପ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ସମାଲୋଚନାର ଶିକାର...