32 C
Bhubaneswar
Monday, March 1, 2021

ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

Must read

ଭାରତରେ ୧୬,୭୫୨ ନୂତନ କରୋନାଭାଇରସ୍ ମାମଲା |

ରବିବାର ଦିନ କ୍ରମାଗତ ଚତୁର୍ଥ ଦିନ ପାଇଁ ଭାରତ୧୬,୦୦୦ କୋବିଡ-୧୯ ମାମଲାର ଏକ ଦିନିକିଆ ସ୍ପାଇକ୍ ପଞ୍ଜିକୃତ କରି ସଂକ୍ରମଣକୁ ୧,୧୦,୯୬,୭୩୧ କୁ ଠେଲି...

ବରିଷ୍ଠ ନାଗରିକ ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟୀକାକରଣର ଦୀତୀୟ ପର୍ଯ୍ୟାୟ ଆରମ୍ଭ ହୁଏ |

ନୁଆଦିଲ୍ଲୀ:ଆୟୁଷ୍ମାନ ଭାରତ ଅଧୀନରେ ପ୍ରାୟ ୧୦,୦୦୦ ବେସରକାରୀ ଡାକ୍ତରଖାନା ଏବଂ କେନ୍ଦ୍ର ସରକାରଙ୍କ ସ୍ଵାସ୍ଥ୍ୟ ଯୋଜନା ଅନ୍ତର୍ଗତ ୬୦୦ ରୁ ଅଧିକ ବେସରକାରୀ ଡାକ୍ତରଖାନାକୁ...

ମନ୍ତ୍ରୀମାନେ ଦରମା ସୁବିଧା ପାଇଁ ଚୟନ କରନ୍ତି |

ଭାରତରେ ସକ୍ରିୟ ମାମଲା ସଂଖ୍ୟା ୧୭୦,୨୯୩ କୁ ବୃଦ୍ଧି ପାଇଛି। ରବିବାର ଦିନ, ଦେଶ ୧୫,୧୬,ତାଜା କୋଭିଡ -୧୯ ମାମଲା ପଞ୍ଜିକୃତ କରିଛି, ଏହାର...

କାନିଆ ଅନମୋଲ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ‘ଚରଣ ସ୍ପର୍ଶ’ ପୁରସ୍କାରରେ ସମ୍ମାନିତ କରନ୍ତି |

ଭୁବନେଶ୍ଵର: ବିଭିନ୍ନ ସ୍ତରରେ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାରେ କଠିନ ପରିଶ୍ରମ, ନିଷ୍ଠା ଏବଂ ଅଖଣ୍ଡତାକୁ ସ୍ଵୀକୃତି ଦେବା ଉଦ୍ଦେଶ୍ୟରେ 'ଚରଣ ସ୍ପର୍ଶ' ପୁରସ୍କାର...

ବାଲେଶ୍ୱର,୧୯ା୧୦: ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେଜିଲ୍ଲାବାସୀ ପ୍ରତିକ୍ଷଣରେ ଚିକ୍ରାର କରୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରିବାଲେଶ୍ୱର ସଦର ମହକୁମାରେ ଥାଇମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନଉଠାଇଛି ବିଜେପି । ଏନେଇ ଆୟୋଜିତଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକର୍ମକର୍ତ୍ତାମାନେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଦାୟିତ୍ୱ କର୍ତ୍ତବ୍ୟ ସମ୍ପର୍କରେ ପ୍ରଶ୍ନକରିଛନ୍ତି । ଉପ-ନିର୍ବାଚନରେ ବିଜେଡିସପକ୍ଷରେ ଭୋଟହାର ବୃଦ୍ଧି ପାଇଁସ୍ୱାସ୍ଥ୍ୟମନ୍ତ୍ରୀ ବାଲେଶ୍ୱରରେ ଦୀର୍ଘଦିନ ଧରିଡେରା ପକାଇଥିଲେ ବି ଜିଲ୍ଲାର ଋଗୁଣସ୍ୱାସ୍ଥ୍ୟ ବ୍ୟବସ୍ଥା ନେଇ କେତେ ସଚେତନଅଛନ୍ତି ବୋଲି ସେମାନେ କହିଛନ୍ତି ।କୋଭିଡ୍ ପରିଚାଳନାରେ ରାଜ୍ୟସରକାରବିଫଳ ହୋଇଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀନିଜର ସାମ୍ବିଧାନିକ ଦାୟିତ୍ୱ ପ୍ରତିଅବହେଳା କରି ବାଲେଶ୍ୱରରେ ଦୀର୍ଘଦିନଅଟକି ରହିବା କେତେ ଯଥାର୍ଥ ବୋଲିବିଜେପି ପକ୍ଷରୁ ଅଭିିଯୋଗ ହୋଇଛି ।

ନ୍ୟାସନାଲ ଫେମିଲି ହେଲ୍ଥ ସର୍ଭେଅନୁସାରେ ବାଲେଶ୍ୱର ଜିଲ୍ଲାରେ ୫ ବର୍ଷରୁକମ ବୟସର ୩୩.୨ ପ୍ରତିଶତ ଶିଶୁଙ୍କରପୋଷଣ ଅଭାବରୁ ଶାରୀରିକ ଓ ମାନସିକଅଭିଭୃଦ୍ଧି ହୋଇନାହିଁ, ୨୮ ପ୍ରତିଶତଶିଶୁ ରକ୍ତହୀନତାର ଶିକାର, ୧୨ରୁ୨୩ମାସ ମଧ୍ୟରେ ଶିଶୁଙ୍କୁ ଆବଶ୍ୟକୀୟଟିକା ପ୍ରଦାନ କରାଯାଇନାହିଁ, ଜନନୀସୁରକ୍ଷା ଯୋଜନାରେ ଜିଲ୍ଲାର ୩୪ପ୍ରତିଶତ ମହିଳାପ୍ରସବ କାଳୀନ ଆର୍ଥିକସହାୟତାରୁ ବଞ୍ଚିତ, ମୌଳିକ ସୁବିଧାସୁଯୋଗର ଅଭାବରୁ ୪୨ ପ୍ରତିଶତଗର୍ଭବତୀ ମହିଳା ଆଣ୍ଟି ନାଟାଲ ସେଣ୍ଟର(ଏଏନସି)କୁ ଯାଇ ପାରୁନାହାନ୍ତି । ମାତ୍ରସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ବାଲେଶ୍ୱରରେ ଥାଇମଧ୍ୟ ଜିଲ୍ଲାର ସ୍ୱାସ୍ଥ୍ୟସେବା ସ୍ଥିତି ପ୍ରତି ଟିକିଏହେଲେ ଦୃଷ୍ଟି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟରବିଷୟ ବୋଲି ବିଜେପି ପକ୍ଷରୁ ଆରୋପକରାଯାଇଛି । ସବୁଠାରୁ ବଡ଼କଥା ହେଲାଭେଣ୍ଟିଲେଟର ଅଭାବରୁ ରାଜ୍ୟରେକରୋନା ରୋଗୀଙ୍କ ମୃତୁ୍ୟ ସଂଖ୍ୟା ବଢ଼ିଚାଲିଥିବା ବେଳେ କେନ୍ଦ୍ର ସରକାରପ୍ରଦାନ କରିଥିବା ୫୬୭ଟିଭେଣ୍ଟିଲେଟର ମଧ୍ୟରୁ ଅଦ୍ୟାବଧି୪୨୦ଟି ବ୍ୟବହାର ନହେବା ।

ଅନ୍ୟପକ୍ଷରେ ବାଲେଶ୍ୱରରେ ସରକାରୀମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲାମାତ୍ର ଜିଲ୍ଲାର ସ୍ୱାସ୍ଥ୍ୟସେବାର ଉନ୍ନତିହୋଇପାରୁ ନାହିଁ । ମୁଖ୍ୟଡାକ୍ତରଖାନାସମେତ ଜିଲ୍ଲାର ସମସ୍ତ ପିଏଚସି ଓସିଏଚସିରେ ଡାକ୍ତର, ନର୍ସ ଓ କର୍ମଚାରୀଅଭାବ ଥିବା ବେଳେ ପ୍ରତିଦିନ ଶହ ଶହରୋଗୀଙ୍କୁ କଟକ ଓ ଭୁବନେଶ୍ୱରକୁରେଫର କରିଦିଆଯାଉଛି । ସ୍ୱାସ୍ଥ୍ୟମନ୍ତ୍ରୀବେଶ୍ କିଛିଦିନ ଧରି ବାଲେଶ୍ୱରରେ ରହିସଦର ଉପନିର୍ବାଚନର ବିଜେଡି ପ୍ରାର୍ଥୀଙ୍କପାଇଁ ପ୍ରଚାର କରୁଛନ୍ତି । ଆପତତଃ ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟକୁ ନେଇ ଉପୁଜିଥିବାସମସ୍ୟା ସମାଧାନ ଓ ସ୍ୱାସ୍ଥ୍ୟସେବାର ସୁଧାରନେଇ କେଉଁ ପଦକ୍ଷେପ ସବୁ ନେଉଛନ୍ତି,ତାହାକୁ ପ୍ରଚାର ସମୟରେ ଭୋଟର ତଥାଜନସାଧାରଣଙ୍କୁ ଜଣାନ୍ତୁ । ନଚେତସାଧାରଣ ଜନତା ଆପଣଙ୍କୁ କେବେ ବିକ୍ଷମା କରିବେ ନାହିଁ ବୋଲି ବିଜେପିକର୍ମକର୍ତ୍ତାମାନେ କହିଛନ୍ତି । ରାଜ୍ୟବିଧାନସଭାର ବିରୋଧୀ ଦଳ ଉପନେତାଧାମନଗରର ବିଜେପି ବିଧାୟକ ବିଷ୍ଣୁସେଠୀ, ବିଜେପି ରାଜ୍ୟ ମୁଖୃପାତ୍ରସତ୍ୟବ୍ରତ ପଣ୍ଡା, ପୂର୍ବତନ ବିଧାୟକଗୋବିନ୍ଦ ଚନ୍ଦ୍ର ଦାସ, କୃଷକ ମୋର୍ଚ୍ଚା ରାଜ୍ୟଉପ-ସଭାପତି ବିପିନ ବିହାରୀ ଦାସ, ଜିଲ୍ଲାଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର,ମିଡିଆ ପ୍ରଭାରୀ ଶ୍ରୀନିବାସ ପ୍ରଧାନ ପ୍ରମୁଖଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତଥିଲେ ।

- Advertisement -ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି  ।

Latest article

ଭାରତରେ ୧୬,୭୫୨ ନୂତନ କରୋନାଭାଇରସ୍ ମାମଲା |

ରବିବାର ଦିନ କ୍ରମାଗତ ଚତୁର୍ଥ ଦିନ ପାଇଁ ଭାରତ୧୬,୦୦୦ କୋବିଡ-୧୯ ମାମଲାର ଏକ ଦିନିକିଆ ସ୍ପାଇକ୍ ପଞ୍ଜିକୃତ କରି ସଂକ୍ରମଣକୁ ୧,୧୦,୯୬,୭୩୧ କୁ ଠେଲି...

ବରିଷ୍ଠ ନାଗରିକ ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟୀକାକରଣର ଦୀତୀୟ ପର୍ଯ୍ୟାୟ ଆରମ୍ଭ ହୁଏ |

ନୁଆଦିଲ୍ଲୀ:ଆୟୁଷ୍ମାନ ଭାରତ ଅଧୀନରେ ପ୍ରାୟ ୧୦,୦୦୦ ବେସରକାରୀ ଡାକ୍ତରଖାନା ଏବଂ କେନ୍ଦ୍ର ସରକାରଙ୍କ ସ୍ଵାସ୍ଥ୍ୟ ଯୋଜନା ଅନ୍ତର୍ଗତ ୬୦୦ ରୁ ଅଧିକ ବେସରକାରୀ ଡାକ୍ତରଖାନାକୁ...

ମନ୍ତ୍ରୀମାନେ ଦରମା ସୁବିଧା ପାଇଁ ଚୟନ କରନ୍ତି |

ଭାରତରେ ସକ୍ରିୟ ମାମଲା ସଂଖ୍ୟା ୧୭୦,୨୯୩ କୁ ବୃଦ୍ଧି ପାଇଛି। ରବିବାର ଦିନ, ଦେଶ ୧୫,୧୬,ତାଜା କୋଭିଡ -୧୯ ମାମଲା ପଞ୍ଜିକୃତ କରିଛି, ଏହାର...

କାନିଆ ଅନମୋଲ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ‘ଚରଣ ସ୍ପର୍ଶ’ ପୁରସ୍କାରରେ ସମ୍ମାନିତ କରନ୍ତି |

ଭୁବନେଶ୍ଵର: ବିଭିନ୍ନ ସ୍ତରରେ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାରେ କଠିନ ପରିଶ୍ରମ, ନିଷ୍ଠା ଏବଂ ଅଖଣ୍ଡତାକୁ ସ୍ଵୀକୃତି ଦେବା ଉଦ୍ଦେଶ୍ୟରେ 'ଚରଣ ସ୍ପର୍ଶ' ପୁରସ୍କାର...

ସାଟକୋସିଆ ଇକୋ ପଂଚାୟତ ମହୋତ୍ସବରେ ବଡ଼ ଅଗ୍ନିକାଣ୍ଡ ଘଟିଛି

କଟକ: ରବିବାର ସକାଳେ କଟକ ଜିଲ୍ଲାର ବାଲିପୁଟ ନିକଟରେ ଥିବା ସାଟକୋସିଆ ଇକୋ ପଂଚାୟତ ମହୋତ୍ସବରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ଇକୋ ପଂଚାୟତ ମହୋତ୍ସବରେ ସ୍ଥାପିତ ଅତି କମରେ...