37 C
Bhubaneswar
Sunday, March 7, 2021

ଯୁବ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁଗଞ୍ଜାମ ଜିଲ୍ଲା ସଭାପତି ଦାୟିତ୍ୱ ।

Must read

ମୁଥୁଥ ଫାଇନାନ୍ସ ମୁଖ୍ୟ ଏମ.ଜି ଜର୍ଜଙ୍କର ୭୧ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ତାଙ୍କ ଘରର ଚତୁର୍ଥ ମହଲାରୁ ଖସିପଡିବା ପରେ ଶୁକ୍ରବାର ସନ୍ଧ୍ୟାରେ ମୁଥୁଟ୍ ଫାଇନାନ୍ସ କମ୍ପାନୀର ଚେୟାରମ୍ୟାନ୍ ଏମ.ଜି ଜର୍ଜ ମୁଥୁଟଙ୍କ ଦେହାନ୍ତ...

୧୬୮ ରୋହିଙ୍ଗ୍ୟା ଶରଣାର୍ଥୀ ଜମ୍ମୁ କାଶ୍ମୀର ରେ ‘ହୋଲଡିଂ ସେଣ୍ଟର’କୁ ଚାଲିଗଲେ |

ଜମ୍ମୁ କାଶ୍ମୀର: କାଥୁଆର ହିରାନଗର ଉପ-ଜେଲରେ ବିଦେଶୀ ଅଧିନିୟମ ଅନୁଯାୟୀ ଏହା “ହୋଲଡିଂ ସେଣ୍ଟର” ସ୍ଥାପନ କରିବାର ଗୋଟିଏ ଦିନ ପରେ ଜାମ୍ମୁ କାଶ୍ମୀର...

ଆଇଏମଏ ଦେହରାଡୁନରେ ଭାରତୀୟ, ବିଦେଶୀ କ୍ୟାଡେଟଙ୍କ ମଧ୍ୟରେ ଝଗଡା |

ଦେହରାଡୁନ୍: ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଦେହରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (ଆଇଏମ୍ଏ) ରେ ପ୍ରି-କମିଶନ ଟ୍ରେନିଂ ନେଉଥିବା ଭାରତୀୟ ଏବଂ ବିଦେଶୀ କ୍ୟାଡେଟ୍ଙ୍କ...

ପଞ୍ଜାବ ବିଧାନସଭା ଚାଷ ଆଇନ ବିରୁଦ୍ଧରେ ସଂକଳ୍ପ ପାରିତ କରିଛି

ପଞ୍ଜାବ: ବିଧାନସଭା ଶୁକ୍ରବାର ଦିନ ଏକ ସଂକଳ୍ପ ପାରିତ କରି କୃଷକ ଏବଂ ପଞ୍ଜାବର ସ୍ୱାର୍ଥରେ ଚାଷ ଆଇନକୁ ସର୍ତ୍ତମୂଳକ ପ୍ରତ୍ୟାହାର କରିବାକୁ...

ବ୍ରହ୍ମପୁର,୧୯/୧୦; ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ରଜେନାଙ୍କୁ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀ ଜିଲ୍ଲା କଂଗ୍ରେସ ସଭାପତି ଭାବେ ମନୋନୀତ କରି ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ଦଳ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି ।

ତାଙ୍କର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶଂସିତ ହୋଇ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀ ଏହିଦାୟିତ୍ୱ ଦେଇଛନ୍ତି । ଗଞ୍ଜାମର ଜିଲ୍ଲା କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା କଂଗ୍ରେସକମିଟିର ସଭାପତି ଭାବେ ନିଯୁକ୍ତ ହୋଇଥିବା ବିଧାୟକ ରମେଶ ଜେନାଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି ଦଳୀୟନେତା । ସେ ଜଣେ ଗତିଶୀଳ ନେତା ଏବଂଗଞ୍ଜାମରେ ତାଙ୍କୁ ସାଧାରଣ ଲୋକ ବହୁତଭଲ ପାଆନ୍ତି । ତାଙ୍କ ନେତୃତ୍ୱରେ କଂଗ୍ରେସ ନିଶ୍ଚିତ ଭାବରେ ଗଞ୍ଜାମରେ ହଜି ଯାଇଥିବାଗୌରବ ଫେରାଇ ଆଣିବ ବୋଲି ବହୁକଂଗ୍ରେସ କର୍ମୀ ମତ ପ୍ରକାଶ କରିଛନ୍ତି ।

ପୂର୍ବରୁ ଜିଲ୍ଲା କଂଗ୍ରେସ୍ ସଭାପତି ଦାୟିତ୍ୱରେତ୍ରନାଥ ବେହେରା କାର୍ଯ୍ୟରତ ରହିଥିବା ବେଳେ, ବର୍ତ୍ତମାନ ସମୟରେ ସାନଖେମୁଣ୍ଡିବିଧାୟକଙ୍କୁ ଜିଲ୍ଲା ସଭାପତି ଦାୟିôବ ପ୍ରଦାନ କରାଯାଇଥିବା ସୂଚନା ଯୋଗ୍ୟ । ଏହିଅବସରରେ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧି ବିଧାୟକ ଶ୍ରୀ ଜେନାଙ୍କୁ ଏହି ଦାୟିତ୍ୱଦେଇଥିବାରୁ ସେ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇବା ସହ ଜିଲ୍ଲାର ସମସ୍ତ ଦଳୀୟକର୍ମକର୍ତ୍ତା ମାନଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ ଜଣାଇଛନ୍ତି ।

- Advertisement -ଯୁବ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁଗଞ୍ଜାମ ଜିଲ୍ଲା ସଭାପତି ଦାୟିତ୍ୱ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଯୁବ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁଗଞ୍ଜାମ ଜିଲ୍ଲା ସଭାପତି ଦାୟିତ୍ୱ ।

Latest article

ମୁଥୁଥ ଫାଇନାନ୍ସ ମୁଖ୍ୟ ଏମ.ଜି ଜର୍ଜଙ୍କର ୭୧ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀର ତାଙ୍କ ଘରର ଚତୁର୍ଥ ମହଲାରୁ ଖସିପଡିବା ପରେ ଶୁକ୍ରବାର ସନ୍ଧ୍ୟାରେ ମୁଥୁଟ୍ ଫାଇନାନ୍ସ କମ୍ପାନୀର ଚେୟାରମ୍ୟାନ୍ ଏମ.ଜି ଜର୍ଜ ମୁଥୁଟଙ୍କ ଦେହାନ୍ତ...

୧୬୮ ରୋହିଙ୍ଗ୍ୟା ଶରଣାର୍ଥୀ ଜମ୍ମୁ କାଶ୍ମୀର ରେ ‘ହୋଲଡିଂ ସେଣ୍ଟର’କୁ ଚାଲିଗଲେ |

ଜମ୍ମୁ କାଶ୍ମୀର: କାଥୁଆର ହିରାନଗର ଉପ-ଜେଲରେ ବିଦେଶୀ ଅଧିନିୟମ ଅନୁଯାୟୀ ଏହା “ହୋଲଡିଂ ସେଣ୍ଟର” ସ୍ଥାପନ କରିବାର ଗୋଟିଏ ଦିନ ପରେ ଜାମ୍ମୁ କାଶ୍ମୀର...

ଆଇଏମଏ ଦେହରାଡୁନରେ ଭାରତୀୟ, ବିଦେଶୀ କ୍ୟାଡେଟଙ୍କ ମଧ୍ୟରେ ଝଗଡା |

ଦେହରାଡୁନ୍: ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଦେହରାଡୁନ୍ସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (ଆଇଏମ୍ଏ) ରେ ପ୍ରି-କମିଶନ ଟ୍ରେନିଂ ନେଉଥିବା ଭାରତୀୟ ଏବଂ ବିଦେଶୀ କ୍ୟାଡେଟ୍ଙ୍କ...

ପଞ୍ଜାବ ବିଧାନସଭା ଚାଷ ଆଇନ ବିରୁଦ୍ଧରେ ସଂକଳ୍ପ ପାରିତ କରିଛି

ପଞ୍ଜାବ: ବିଧାନସଭା ଶୁକ୍ରବାର ଦିନ ଏକ ସଂକଳ୍ପ ପାରିତ କରି କୃଷକ ଏବଂ ପଞ୍ଜାବର ସ୍ୱାର୍ଥରେ ଚାଷ ଆଇନକୁ ସର୍ତ୍ତମୂଳକ ପ୍ରତ୍ୟାହାର କରିବାକୁ...

ରିକ୍ସା-ପଲର୍, ଲେଖକ ପରେ, ବାଇପାରୀ ନୂତନ ଭୂମିକା ପାଇଁ ପ୍ରସ୍ତୁତ

ପଶ୍ଚିମବଙ୍ଗ: ତାଙ୍କର ୨୦ ଦଶକର ଶେଷ ଭାଗରେ, ନକ୍ସଲ ରାଜନୀତିରେ ଅସନ୍ତୁଷ୍ଟ, ଯାହା ଏକଦା ସମାନତାର ପ୍ରତିଜ୍ ପାଇଁ ତାଙ୍କୁ ନିବେଦନ କରିଥିଲା, ଯେତେବେଳେ ମନୋରଂଜନ ବାଇପାରୀ ପୁଣିଥରେ...