22 C
Bhubaneswar
Thursday, November 26, 2020

ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଲେ ହାଇକୋର୍ଟ ।

Must read

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ଭୁବନେଶ୍ୱର,୧୯ା୧୦(ନି.ପ୍ର.):କରୋନା ସଂକଟ ସମୟରେବେସରକାରୀ ସ୍କୁଲ ଫି ଛାଡ କରିବାପ୍ରସଙ୍ଗକୁ ନେଇ ଆଭିମୁଖ୍ୟ ସ୍ପଷ୍ଟକରିବାକୁ ସରକାରଙ୍କୁ କହିଲେହାଇକୋର୍ଟ । ଏନେଇ ସ୍ପଷ୍ଟଆଭିମୁଖ୍ୟ ରଖିବାକୁ ସ୍କୁଲ ଓଗଣଶିକ୍ଷା ବିଭାଗକୁ କୋର୍ଟ ପକ୍ଷରୁନିଦେ୍ର୍ଦଶ ଦିଆଯାଇଛି । ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣିହେବ ବୋଲି କୋର୍ଟ କହିଛନ୍ତି ।ସୂଚନା ଥାଉକି, କରୋନା ମହାମାରୀ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଛ । ପିଲା ସ୍କୁଲଯାଉନାହାନ୍ତି କି ଶିକ୍ଷକ ସ୍କୁଲକୁଆସୁନାହାନ୍ତି ।

ଏଭଳି ସ୍ଥଳେ ବେସରକାରୀ ବିଦ୍ୟାଳୟମାନେ ପିଲାମାନଙ୍କ ଠାରୁ ମାସିକ ଦେୟଆଦାୟ କରିବାରେ ଲାଗିଛନ୍ତି ।ଏହାକୁ ବିରୋଧ କରି ଅବିଭାବକସଂଘ ସ୍କୁଲ ଫି ଛାଡ କରିବାକୁ ନେଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।ସେମାନେ ଅଭିଯୋଗ କରିଥିଲେ କି,ପିଲା ଯେତେବେଳେ ସ୍କୁଲ ଯାଉନାହାନ୍ତି ତ ଅବିଭାବକ ମାନେ କାହିଁକିମାସିକ ଦେୟ ଦେବେ । ଏନେଇ ରାଜ୍ୟସରକାରଙ୍କର କିଛି ସ୍ୱତନ୍ତ୍ରଗାଇଡଲାଇନ ନଥିବା ବେଳେ ବେସରକାରୀ ସ୍କୁଲ ସଂଘ କହିଛି କି ପିଲାସ୍କୁଲକୁ ନଆସିଲେ ବି କର୍ମଚାରୀ ମାନେଦରମା ନେଉଛନ୍ତି ।

ଆନୁସାଙ୍ଗିକ ଖର୍ଚ୍ଚବି ବନ୍ଦ ହୋଇ ନାହିଁ । ଏହା ସହଆମେ ପିଲାମାନଙ୍କୁ ଅନଲାଇନ୍ମାଧ୍ୟମରେ ଶିକ୍ଷାଦାନ ଦେଇ ଚାଲିଛୁ ।ତେଣୁ ଅବିଭାବକ ମାନେ ମାସିକଦେୟ ଦେବାକୁ ବାଧ୍ୟ । ଅନ୍ୟପଟେଏନେଇ ଉଭୟ ଅବିଭାବକ ସଂଘ ଓବେସରକାରୀ ସ୍କୁଲ ସଂଘ କୋର୍ଟରେ ଦ୍ୱାରସ୍ଥହୋଇଥିବା ବେଳେ କୋର୍ଟ ଆଜି ଏହି ମାମଲାଉପରେ ସ୍ପଷ୍ଟ ଆଭିମୁଖ୍ୟ ରଖିବାକୁ ସ୍କୁଲ ଓଗଣଶିକ୍ଷା ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି ।

- Advertisement -ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଲେ ହାଇକୋର୍ଟ   ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଲେ ହାଇକୋର୍ଟ   ।

Latest article

ବିଡେନଙ୍କ ସମ୍ପ୍ରତି ବିବୃତ୍ତିରେ, ଭାରତ ପ୍ରତି ଆମେରିକାର ଆଭିମୁଖ୍ୟ |

ଆମେରିକା,ତା୨୫/୧୧; ରାଷ୍ଟ୍ରପତି ମନୋନୀତ ଜୋ ବିଡେନଙ୍କ ନିକଟତମ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ରାଜ୍ୟ ସଚିବ ଏବଂ ଜାତୀୟ ସୁରକ୍ଷା...

ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ବବୁଲ ଚୁକ୍ତି ଉପରେ ଭାରତ, ସାଉଦି ଆରବ ଆଲୋଚନା ।

ଚେନ୍ନାଇ,ତା,୨୫/୧୧: ଦୁଇ ଦେଶ ମଧ୍ୟରେ ବାଧାପ୍ରାପ୍ତ ଯାତ୍ରାକୁ ସୁଗମ କରିବା ପାଇଁ ଏୟାର ବବୁଲ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଭାରତ ଏବଂ ସାଉଦି ଆରବ...

ୟୁପି “ଆନ୍ତ – ବିଶ୍ୱାସ ବିବାହ” ଯାଞ୍ଚ କରୁଛି ।

ଉତରପ୍ରଦେଶ,ତା,୨୫/୧୧; ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ଥିବା “ବେଆଇନ ଧାର୍ମିକ ପରିବର୍ତ୍ତନ” ଏବଂ “ଆନ୍ତ - ବିଶ୍ୱାସ ବିବାହ” ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶ...

ପାକ୍ ର ମିଲିୟନ୍ ବିଦ୍ରୋହ, ଡୋଭାଲଙ୍କ ‘ପ୍ରତିରକ୍ଷା ଅପରାଧ’ ତତ୍ତ୍। |

ନୂଆଦିଲୀ,ତା,୨୫/୧୧; ଦଶନ୍ଧି ଧରି ଭାରତ ଆତଙ୍କବାଦ ରପ୍ତାନିରେ ପାକିସ୍ତାନର ନିରନ୍ତର ରପ୍ତାନି ଶେଷ କରିଆସୁଛି, ଯେଉଁ ଦ୍ରବ୍ୟରେ ଏହା ଉଭୟ ତୁଳନାତ୍ମକ ତଥା ପ୍ରତିଯୋଗିତାମୂଳକ ସୁବିଧା ଉପଭୋଗ କରିଛି। ଆତଙ୍କବାଦକୁ...

ଭାରତୀୟ ଘରୋଇ ବ୍ୟାଙ୍କଗୁଡିକ ପାଇଁ ବିସ୍ତୃତ ମାଲିକାନା ନିର୍ଦ୍ଦେଶାବଳୀ ।

ନୂଆଦିଲୀ,ତା,୨୫/୧୧; ଭାରତର ରିଜର୍ଭ ବ୍ୟାଙ୍କର ଏକ ଆଭ୍ୟନ୍ତରୀଣ ୱାର୍କିଂ ଗ୍ରୁପ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ସମାଲୋଚନାର ଶିକାର...