21 C
Bhubaneswar
Tuesday, November 24, 2020

ବାକି ପଡିଛି ୪୨୨୨ କୋଟି ଟଙ୍କାରୁ ଅଧିକ ବିଜୁଳି ବିଲ୍ ।

Must read

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ଭୁବନେଶ୍ୱର,୧୮ା୧୦:କରୋନା କାଳରେ ରାଜସ୍ୱ ବୃଦ୍ଧି ପାଇଁବାକିଆ ଅର୍ଥ ଆଦାୟ ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ରାଜ୍ୟର ୪ଟି ବିଦ୍ୟୂତ ବିତରଣ କମ୍ପାନୀର ଏବେବିଭିନ୍ନ ସଂସ୍ଥା ଉପରେ ୪ହଜାର କୋଟିଟଙ୍କାରୁ ଅଧିକ ବାକିଆ ଗଡୁଛି । ଏହାକୁଆଦାୟ ପାଇଁ ଏବେ କର୍ତ୍ତୃପକ୍ଷ ଅଣ୍ଟାଭିଡିଥିବା ଜଣାପଡିଛି ।ସୂଚନା ଅନୁଯାୟୀ ଚାରିଟିକମ୍ପାନୀର ମୋଟ୍‍ ବିଜୁଳି ବାକି ୪୨୨୨କୋଟି ୬୭ଲକ୍ଷ ଟଙ୍କାହୋଇଥିବାବେଳେ ଏଥି ମଧ୍ୟରୁ ସବୁଠାରୁକମ୍‍ ବାକି ଅର୍ଥ ରହିଛି ଟାଟା ପାୱାରରା ଯଦିଓ ନିକଟରେ ସେସୁ ଠାରୁପରିଚାଳନା ଦାୟିତ୍ୱରେ ଟାଟା ପାୱାରହାତକୁ ଯାଇଛି ତଥାପି ଏହାର ବାକିଅର୍ଥ ପରିମାଣ ହେଉଛି ୫୬୬କୋଟି୪ଲକ୍ଷ ଟଙ୍କା । ସବୁଠାରୁ ଅଧିକ୧୪୫୫କୋଟି ୫୯ଲକ୍ଷ ଟଙ୍କାର ବାକିଗଡୁଛି ସାଉଥ୍‍କୋର ।

ଏହା ପଛରୁନେସ୍କୋର ୧୧୯୮କୋଟି ୧୩ଲକ୍ଷଏବଂ ୱେସ୍କୋର ୧୦୦୭କୋଟି୫୦ଲକ୍ଷ ଟଙ୍କାର ବାକି ରହିଛି ।ତେବେ ରାଜ୍ୟରେ ସବୁଠାରୁ ଅଧିକଉପଭୋକ୍ତା ରହିଛନ୍ତି ଟାଟା ପାୱାରଅଧିନରେ । ଏହାର ଉପଭୋକ୍ତା ସଂଖ୍ୟା୨୭ଲକ୍ଷ ପାଖାପାଖି ହୋଇଥିବାବେଳେସାଉଥକୋର ୨୨ଲକ୍ଷ ୮୦ହଜାର,ୱେସ୍କୋର ୧୯ଲକ୍ଷ ୬୩ହଜାର ଏବଂନେସ୍କୋର ସବୁଠାରୁ କମ୍‍ ୧୯ଲକ୍ଷରୁସାମାନ୍ୟ ଅଧିକ ଉପଭୋକ୍ତା ରହିଛନ୍ତି ।ବିଜୁଳି ଶକ୍ତି ଖରିଦ କ୍ଷେତ୍ରରେସାଉଥକୋର ଦର ସବୁଠାରୁ କମ୍‍ରେରହିଛି । ସାଉଥ୍‍କୋ ଗ୍ରିଡ୍‍କୋ ଠାରୁକିଲୋୱାଟ ପିଛା ୧୯୭.୪୦ପଇସାରେ ଖରିଦ କରୁଥିବାବେଳେଟାଟାପାୱାର ୨୭୭ ପଇସା, ନେସ୍କୋ୩୧୬.୩୦ପଇସା ଓ ୱେସ୍କୋ୩୨୨.୬୦ ପଇସାରେ ଖରିଦକରୁଛନ୍ତି ।

ବିତରଣ କମ୍ପାନୀ ଗୁଡିକର ଏହିବିପୁଳ ପରିମାଣର ବାକି ଅର୍ଥ ଆଦାୟହୋଇ ପାରୁନଥିବାବେଳେ ଏହା ମଧ୍ୟରେଅନେକ ବଡ ବଡ ଶିଳ୍ପସଂସ୍ଥା ରହିଛନ୍ତିା କେତେକ ଶିଳ୍ପସଂସ୍ଥା ବିଜୁଳି ବାକିଶୁଝିବା ବଦଳରେ ବିତରଣ କମ୍ପାନୀବିରୁଦ୍ଧରେ ଆଇନ୍‍ ଅଦାଲତର ଆଶ୍ରୟନେଇ ସମୟ ଗଡାଇ ଚାଲିଛନ୍ତି । ଏଣେଦେୟ ଅନାଦେୟ ଯୋଗୁଁ ବିତରଣକମ୍ପାନୀର କ୍ଷତି ବଢି ବଢି ଚାଲିବା ସହିତଗ୍ରିଡ୍‍କୋକୁ ତାହାର ଦେୟ ପଇଠକରିବାରେ ବିଫଳ ହେଉଛନ୍ତି । ଗ୍ରିଡ୍‍କୋଠିକଣା ସମୟରେ ଅର୍ଥ ନପାଇବାରୁମୋଟା ଅଙ୍କର ଋଣ କରିବାକୁ ବାଧ୍ୟହେଉଛି । କାରଣ ଗ୍ରିଡ୍‍କୋ ଯେଉଁସବୁସଂସ୍ଥାରୁ ବିଜୁଳି ଆଣି ବିତରଣ କମ୍ପାନୀଗୁଡିକୁ ଯୋଗାଇ ଦେଉଛିସେମାନଙ୍କ ଅର୍ଥ ଠିକଣା ସମୟରେପରିଶୋଧ କରିବାକୁ ପଡିବ । ତେବେ କରୋନା ସମୟରେ ବିଜୁଳି ଦେୟ ହ୍ରାସପାଇଥିବା ବେଳେ ବାକିଆ ଅର୍ଥ କିଭଳିଆଦାୟ ହେବ ତାହା ଏବେ କର୍ତ୍ତୃପକ୍ଷଙ୍କ ପାଇଁବଡ ଚ୍ୟାଲେଞ୍ଜ ହୋଇଛି

- Advertisement -ବାକି ପଡିଛି ୪୨୨୨ କୋଟି ଟଙ୍କାରୁ ଅଧିକ ବିଜୁଳି ବିଲ୍ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ବାକି ପଡିଛି ୪୨୨୨ କୋଟି ଟଙ୍କାରୁ ଅଧିକ ବିଜୁଳି ବିଲ୍ ।

Latest article

ବିବାଦରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା ।

ମୁମ୍ୱାଇ,ତା,୨୪/୧୧; ଗଞ୍ଜେଇ ଘରେରଖିବା ସହ ସେବନକରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା...

ଓଡ଼ିଶା ଚାଷୀଙ୍କୁ କେନ୍ଦ୍ର ଦେଇଛି ୬୦, ୮୩୬ କୋଟି : ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ, ୨୪/୧୧;–ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତ ମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା...

ଏନ୍ଟିସିଏକୁ ଚିଠି ଲେଖିଲା ବନ ବିଭାଗ ।

ଭୁବନେଶ୍ୱର,୨୪/୧୧: ରାଜ୍ୟ ବନବିଭାଗକୁ ସୁନ୍ଦରୀଚିନ୍ତାୟ ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି (ଏନଟିସିଏ)କୁ ଚିଠିଲେଖିଲା ବନବିଭାଗ । ସୁନ୍ଦରୀଫେରିବ ନା...

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ବୟାନ ।

ନୂଆଦିଲ୍ଲୀ,୨୩ା୧୧: ଯଦି ରାଜ୍ୟ ଗୁଡ଼ିକ ଠିକ୍ ଭାବେ ପ୍ରସ୍ତୁତ ନ ହେବେ, ତା'ହେଲେ ଡିସେମ୍ବରରେ ସ୍ଥିତି ଆହୁରି ବିଗିଡ଼ି ଯିବ । ଆଜି ରାଜ୍ୟ...

ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି ।

କଟକ,୨୪୧୧: ସ୍କୁଲ ଫି' ଛାଡପ୍ରସଙ୍ଗରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଛନ୍ତି । କେତେ ପ୍ରତିଶତ ଫି ଛାଡ କରିହେବ ସେ...