28 C
Bhubaneswar
Sunday, February 28, 2021

ଓଡିଶୀ ଓ ଚମ୍ପୁରେ ଦୁଲୁକିଲା ମଂଚ

Must read

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

କୋଣାର୍କ,୨୩ ।୨(ନି.ପ୍ର): ପଦ୍ମଶୀ୍ର ଗୁରୁ ସ୍ୱର୍ଗତ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଅର୍କବିହାରର ନାଟ୍ୟମଣ୍ଡପରେ ଆୟୋଜିତ ୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବର ଶୁକ୍ରବାର ଥିଲା ଶେଷ ସଂଧ୍ୟା । ଏହି ୩ଦିନିଆ ଉତ୍ସବର ଶେଷ ସଂଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ଲୋକମଣ୍ଡଳ ଅଧିକାରୀ ସୂର୍ଯ୍ୟ ରଥ,ଭାଷା ଆନେ୍ଦାଳନ ର ପୁରଧା ତଥା କବି ଶଙ୍କର ପରିଡା, ନାଟ୍ୟମଣ୍ଡପର ସମ୍ପାଦକ ଶିବାଶିଷ ପ୍ରଧାନ, ସ୍ୱର୍ଗତ ପଦ୍ମଶୀ୍ର ଗୁରୁ ଗଙ୍ଗାଧର ପ୍ରଧାନ ଙ୍କ ସହ ଧର୍ମିଣୀ ସୁଲଚୋନା ପ୍ରଧାନ,ନାଟ୍ୟ ମଣ୍ଡପର ସଭାପତି ଡଃ ରମଣୀ ରଞନ ଜେନା ଓ ଗୁରୁପଦ ବଳିଆର ସିଂ ପ୍ରମୁଖ ଯୋଗଦେଇ ଉତ୍ସବ କୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଯାପିତ କରିଥିଲେ । ପାରମ୍ପାରିକ ରିତୀନିତୀ ରେ ଘନ୍ଟ ,ମର୍ଦଳ ଓ ଶଙ୍ଖ
ଧ୍ୱନିରେ ଆାର ମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରସିଦ୍ଧ ସୀତାର ବାଦକ ଗୁରୁ ରବି ଶଙ୍କର ପ୍ରଧାନ ଙ୍କ ଦ୍ୱାରା ଶାସ୍ତ୍ରୀୟ ରାଗ ଉପରେ ଆଧାରିତ ସଙ୍ଗୀତ ପରିବେଷିତ ହୋଇଥିଲା । ପରେ ଗୁରୁ ମନୋରଞନ ପ୍ରଧାନ ଓ ମୀନତି ପ୍ରଧାନ ଓ ସାଥୀ ମାନଙ୍କ ଦ୍ୱାରା ରାଧା କଳାକୁଞ ଭୂବନେଶ୍ୱର ର ନୃତ୍ୟାଙ୍ଗାନା ମାନେ ମଂଚରେ ପରିବେଷଣ କରିଥିଲେ ଓଡିଶୀ ଯାହା ଦର୍ଶକ ଙ୍କୁ ଆତ୍ମ ବିଭୋର କରିଥିଲା । ଶେଷରେ ମୟୁରଭଞ ର କଳାକାର ମାନେ ମଂଚରେ ଉପସ୍ଥାପିତ କରିଥିଲେ ଚମ୍ପୁ । ଯାହା କଳାପ୍ରେମୀ ଦର୍ଶକ ମାନଙ୍କ ମନକୁ ବେଶ୍ ଛୁଇଁ ପାରିଥିଲା । ଏହି ୩୪ ତମ କୋଣାର୍କ ନୃତ୍ୟ ସଙ୍ଗୀତ ଉତ୍ସବ ରେ ଉେ ଲ୍ଲଖନୀୟ ଅବଦାନ ପାଇଁ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସ୍ୱର୍ଗୀୟ ନୃତ୍ୟଗୁରୁ ପଦ୍ମଶୀ୍ର ଡଃ ମୀନତି ମିଶ୍ରଙ୍କୁ ଗରୁ ଗଙ୍ଗାଧର ପ୍ରଧାନ ଲାଇଫଟାଇମ ଆଚିଭମେନ୍ଟ ଆଓ୍ୟାର୍ଡ ମରୋଣଉପରାନ୍ତ ପ୍ରଦାନ କରାଯାଇଥିଲା । ୩ଦିନଆ ଏହି କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କୋଣାର୍କ ଥାନାଧିକାରୀ ଶୀ୍ର ରଞନ କୁମାର ମଲ୍ଲିକଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା । ଏହି ୩ଦିନିଆ କା୍ର୍ୟ୍ୟକ୍ରମକୁ ନାଟ୍ୟମଣ୍ଡପର ଯୁଗ୍ମ
ସମ୍ପାଦକ ଗୁରୁପଦ ବଳିଆର ସିଂ, ସୁଦେଶ୍ନା ସାସମଲ, ନାଟ୍ୟମଣ୍ଡପର ଉପଦେଷ୍ଠା ତି୍ରବିକ୍ରମ ରାମକୃଷ୍ଣ ମହାପାତ୍ର, ନାଟ୍ୟମଣ୍ଡପର ସଭ୍ୟ ଜଟାଧାରୀ ସ୍ୱାଇଁ, ଗୁରୁ ଜୟକୃଷ୍ଣ ନାୟକ, ଆଡଭୋକେଟ ପ୍ରତାପ ମହାନ୍ତି ଓ ବୁଢୀ ଅପା ଓ ଯୁବ ସା ମ୍ବାଦିକ ପ୍ରତାପ କାଣ୍ଡି , ଅଜିତ ମଲ୍ଲିକ ଙ୍କ ସହ ନାଟ୍ୟମଣ୍ଡପର ସମସ୍ତ କର୍ମକର୍ତା ମାନେ ଉପସ୍ଥିତ ରହି ୩ ଦିନିଆ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

- Advertisement -ଓଡିଶୀ ଓ ଚମ୍ପୁରେ ଦୁଲୁକିଲା ମଂଚ

More articles

LEAVE A REPLY

Please enter your comment!
Please enter your name here

- Advertisement -ଓଡିଶୀ ଓ ଚମ୍ପୁରେ ଦୁଲୁକିଲା ମଂଚ

Latest article

ବିଜେପି ଦ୍ଵାରା ଯୋଜନା କରାଯାଇଥିବା ରେଡ ଦୁର୍ଗ ଘଟଣା

ପୁଡୁଚେରୀ : କଂଗ୍ରେସ ସରକାର କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ "କ୍ଷୁଦ୍ର ରାଜନୀତି" କରିଛନ୍ତି ବୋଲି ରବିବାର ଦିନ ପୋଲଡୁଚେରୀର କରାଇକ୍କାଲରେ...

ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଥିଲେ

ନୁଆଦିଲ୍ଲୀ: ଜିତେନ୍ଦ୍ର ମିଶ୍ର କାନାଡାର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଜୁରି ଚୟନ କରିଛନ୍ତି: ୨୪ ତମ ମଣ୍ଟ୍ରିଆଲ୍ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଫେଷ୍ଟିଭ୍...

ସମ୍ବଲପୁର ଜେଲ ଭିତରେ ମଦ୍ୟପ ୱାର୍ଡର ସହକର୍ମୀ ଆକ୍ରମଣ।

ସମ୍ବଲପୁର: ଶନିବାର ବିଳମ୍ବିତ ରାତିରେ ଜଣେ ୱାର୍ଡର ତାଙ୍କ ଦୁଇ ସହକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ସମ୍ବଲପୁର ସର୍କଲ ଜେଲ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଅନେକ ଅଂଶରେ ସାଧାରଣ ଠାରୁ ୫ ଡିଗ୍ରୀ ବଞ୍ଚିବା ପାଇଁ ତାପମାତ୍ରା |

ଭୁବନେଶ୍ଵର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ପୂର୍ବାନୁମାନ ଅନୁଯାୟୀ ଓଡିଶାର ଅନେକ ଅଂଶ ପାଇଁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ...

ପ୍ରକଳ୍ପ ଉପରେ ଓଡିଶା ବିଧାନସଭା ସଂକଳ୍ପ ପାରିତ କରିଛି ।

ପୁରୀ: ଦାଦଶ ଶତାବ୍ଦୀର ଶ୍ରୀମନ୍ଦିରର ସୁରକ୍ଷା, ଭକ୍ତମାନଙ୍କ ପାଇଁ ଉତ୍ତମ ସୁବିଧା ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ବିଧାନସଭା ଏକ ସର୍ବସମ୍ମତ ସଂକଳ୍ପ ପାରିତ କରିଛି।...