27.8 C
Bhubaneswar
Friday, October 30, 2020

ଜିଲ୍ଲା ଗ୍ରାମ୍ୟ ସଡକ ଯୋଜନା ପ୍ରସ୍ତୁତି କାର୍ଯ୍ୟାନୟନ ଉପରେ ବିଶଦ୍ ଆଲୋଚନା

Must read

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବାରିପଦା,୧୬ା୧୦ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୨୬ଟି ବ୍ଲକ ଅଂଚଳରେ ଗ୍ରାମ୍ୟ ନିର୍ମାଣ(ଆର୍ଡି ବିଭାଗ ଦ୍ୱାରା ବିଶେଷଗ୍ରାମ୍ୟ ସଡକପଥର ସଂଯୋଗୀକରଣଯୋଜନା କାର୍ଯ୍ୟକ୍ରମରେ ଉନ୍ନତିକରଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡକ ଯୋଜନା -୩ୟ ପର୍ଯ୍ୟାୟକାର୍ଯ୍ୟଖସଡା ଚଳିତ ବର୍ଷରେସରକାରଙ୍କ ଦ୍ୱାରା ନୂତନ ବୈଷୟିକଜ୍ଞାନ କୌଶଳ ଜିଓ-ଟ୍ୟାଙ୍ଗିମୋବାଇଲ୍ ଆପ୍ ଉପଯୋଗିତାମାଧ୍ୟମରେ ପ୍ରତି କ୍ୟାଣ୍ଡିଡେଟ୍ ରୋଡ୍ମ୍ୟାପ୍ ବାହାରକରାଯାଇଅଗ୍ରଧିଜକାର ଭିର୍ତିରେ ପ୍ରସ୍ତୁତିକରାଯାଇଥିବା ସଡକପଥରକାର୍ଯ୍ୟକାରିତା ସଂପର୍କରେ ଜିଲ୍ଲାପରିଷଦର ଏକ ସ୍ୱତନ୍ତ୍ର ବୈଠକତା.୧୬.୧୦.୨୦୨୦ ରିଖପୂର୍ବାହ୍ନରେ ଭିଡିଓ କନଫରେନ୍ସିଜରିଆରେ ଜିଲ୍ଲା ସ୍ତରରେଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନଭିଡିଓ କନ୍ଫରେନ୍ସିଂ ହଲ ଏବଂଜିଲ୍ଲାର ସମସ୍ତ ୨୬ଟି ବ୍ଲକକାର୍ଯ୍ୟାଳୟରେ ଥିବା ଭିଡିଓକନ୍ଫରେସିଂ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି ।

ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁଜାତାମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିସ୍ୱତନ୍ତ୍ର ବୈଠକରେ ରାଜ୍ୟସଭାସାଂସଦ ଶ୍ରୀମତୀ ମମତା ମହାନ୍ତ,ବାରିପଦା ବିଧାୟକ ପ୍ରକାଶସୋରେନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷନରେଶ ଚନ୍ଦ୍ର ସାହୁ, ଜିଲ୍ଲାପାଳ ତଥାମୁଖ୍ୟ କାର୍ଯ୍ୟନିର୍ବାହୀ ମୟୂରଭଞ୍ଜ,ବିନୀତ୍ ଭରଦ୍ୱାଜ୍ ଭାପ୍ରସେ, ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପନିଦେ୍ର୍ଦଶକ, ମୟୂରଭଞ୍ଜ ଭୂବେଶକୁମାର ନାୟକ, କରଂଜିଆ,ରାଇରଙ୍ଗପୁର ଓ ବାରିପଦା ଗ୍ରାମ୍ୟଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ /ସହକାରୀ ଯନ୍ତ୍ରୀ ପ୍ରମୂଖ ଯୋଗଦେଇଥିବାବେଳେ ସେହିପରି ବ୍ଲକସ୍ତରରେ ମୋରଡା ବିଧାୟକରାଜକିଶୋର ଦାସ, ସାରସକଣାବିଧାୟକ ବୁଢାନ ମୁର୍ମୁ, ଉଦଳାବିଧାୟକ ଭାସ୍କର ମଢେଇ,ରାଇରଙ୍ଗପୁର ବିଧାୟକ ନବଚରଣମାଝୀ, ଯଶିପୁର ବିଧାୟକ ଇଂଗଣେଶ ରାମସିଂ ଖୁଂଟିଆ ପ୍ରମୁଖସମେତ ସଂପୃକ୍ତ ଜିଲ୍ଲା ପରିଷଦସଦସ୍ୟ / ସଦସ୍ୟା, ପଂଚାୟତ ସମିତିଅଧ୍ୟକ୍ଷ / ଅଧ୍ୟକ୍ଷା ଓ ଲାଇନ ବିଭାଗପଦାଧିକାରୀ ଯୋଗ ଦେଇଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣକରି ମତପୋଷଣ କରିଥଲେ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷାଶ୍ରୀମତୀ ମୁର୍ମୁ ସମସ୍ତଙ୍କୁ ସ୍ୱାଗତ ଜଣାଇସଂପ୍ରତି ବିଶ୍ୱ ମହାମାରୀ କରୋନାମୁକାବିଲା ଦିଗରେ ଜିଲ୍ଲାରେସମସ୍ତଙ୍କର ସତର୍କ ସଜାଗ ତଥାସକ୍ରୀୟ ସହଯୋଗ କରାଯାଇଆସୁଥିବାବେଳେ ଅକାଳରେ ପ୍ରାଣହରାଇଥିବା କରୋନା ଯୋଦ୍ଧା /ସାଧାରଣ ଜନତାଙ୍କ ଆତ୍ମାର ସଦ୍ଗତିକାମନା କରି ୧ ମିନିଟ୍ ନୀରବପ୍ରାର୍ଥନା କରାଯାଇଥିଲା । ତତ୍ପରେବୈଠକରେ ବିଶେଷ କରିସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗଗାଇଡ୍ ଲାଇନ୍ ଅନୁସାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜାନ(ପିଏମ୍ଜିଏସ୍ୱାଇ) ୩ୟପର୍ଯ୍ୟାୟରେ ଜିଲ୍ଲାର ଗ୍ରାମ୍ୟସଡକପଥର ଉନ୍ନତି କରଣ ପାଇଁବୈଶୟୀକ ଜ୍ଞାନ କୌଶଳ ଜିଓମୋବାଇଲ୍ ଆପ୍- ଜିଓ ଟ୍ୟାଙ୍ଗଡ୍ଫଟୋଗ୍ରାଫ୍, ଉପଯୋଗ ଦ୍ୱାରାଗୁଗୁଲ୍ ଆର୍ଥ ସଫଟ୍ୱାର ମାଧ୍ୟମରେ୧୫ ଟି ଅଗା୍ରଧିକାର ସୁବିଧାଉପଯୋଗ ଆଧାରରେ ପ୍ରସ୍ତୁତିକରାଯାଇଥିବା ଜିଲ୍ଲା ଗ୍ରାମ୍ୟ ସଡକଯୋଜାନ (ଡିଆରଆର୍ପି)କାର୍ଯ୍ୟଖସଡାର ବିଭିନ୍ନ ଦିଗ ଉପରେବିଶଦ ଆଲୋଚନା କରିବା ସହିତଏହାର କାର୍ଯ୍ୟକାରିତା ଦିଗରେଅଗ୍ରାଧିକାର ଭତିରେ ସଡକର ଉନ୍ନତିକରଣ କରାଯିବା ପାଇଁ ଗୁରୁତ୍ୱାରୋପକରାଯାଇଥିଲା ।

ଏହି ଯୋଜାନକାର୍ଯ୍ୟାନୟନର ଗାଇଡ୍ ଲାଇନ୍ଅନୁସାରେ ସଂଯୋଗ କରୁଥିବା ସଡକମୁଖ୍ୟ ସ୍ଥାନରେ ଶିକ୍ଷାନୁଷ୍ଠାନ,ସ୍ୱାସ୍ଥ୍ୟକେନ୍ଦ୍ର, ହାଟବଜାର (ମାର୍କେଟ୍କଂପ୍ଲେକ୍ସ) ବିଦୁ୍ୟତ୍, ପରିବହ. ବସଷ୍ଟାଣ୍ଡଆଦି ଅଗ୍ରାଧିକାର ଭିତିରେ ବିଭିନ୍ନ ସୁବିଧାଉପଲବ୍ଧ ଥିବା ଜିଲ୍ଲାର ୩ ଆରଡିଡିଭିଜନୱାରୀ ପ୍ରସ୍ତୁତି କରାଯାଇଥିବାସିୟୁସିପିଏଲ୍ ଓ କ୍ୟାଣ୍ଡିଡେଟ୍ ରୋଡ୍ମ୍ୟାପ୍ ତାଲିକା ସବିଶେଷ ଅଲୋଚନାକରାଯାଇ ଚଳିତ ବର୍ଷ ପ୍ରତି ବ୍ଲକରୁ୩୦ କିମି ରାସ୍ତର ଉନ୍ନତି କରଣକରାଯିବା ପାଇଁ ପ୍ରସ୍ତୁତି ତାଲିକାବୈଠକରେ ଅନୁମୋଦନ ନିମନ୍ତେନିଷ୍ପତି ନିଆଯାଇଥିଲା ।

ଅନୁଷ୍ଠିତ ଏହିଭିଡିଓ କନ୍ଫରେନସିଂ ବୈଠକରେସଂପୃକ୍ତ ବିଧାୟକ, ଜିଲ୍ଲା ପରିଷଦସଦସ୍ୟ/ସଦସ୍ୟା ପଂଚାୟତ ସମିତିରଅଧ୍ୟକ୍ଷ/ଅଧ୍ୟକ୍ଷା ଙ୍କ ଦ୍ୱାରା ଗ୍ରାମ୍ୟ ରାସ୍ତାଉନ୍ନତିକରଣ ସଂପର୍କୀତ ଉତ୍ଥାପିତବିଭିନ୍ନ ଆପତି ଅଭିଯୋଗ ପ୍ରତି ଧ୍ୟାନଦେଇ ପରବର୍ତୀ ପ୍ରସ୍ତାବ ଗୁଡିକ ବିହିତପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତିନିଆଯାଇଥିବାବେଳେ ରାସ୍ତାରମାନ ଓଗୁଣବତା ବଜାୟ ରଖି କାର୍ଯ୍ୟ ତ୍ୱରାନ୍ନିତକରାଯିବାକୁ ଗୁରୁତ୍ୱରୋପକରାଯାଇଥିଲା । ଅନ୍ୟାନ୍ୟ ପ୍ରସଂଗରେଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁର୍ମୁଜିଲ୍ଲାର ବିଶେଷ କରି ଦୁର୍ଗମ ଅଂଚଳଗମନାଗମନର ସୁବିଧା ଉପଯୋଗପାଇଁ ଗ୍ରାମ୍ୟ ଓ ବସ୍ତିରେ ରାସ୍ତା ଓ ପୋଲସଂଯୋଗୀକରଣ କରାଯିବା ଏବଂସୀମାନ୍ତ ବ୍ଲକ ଅଂଚଳ ଗ୍ରାମର ରାସ୍ତାସଂଯୋଗ କରାଯିବା ନେଇବୈଠକରେ ଗୁରୁତ୍ୱାରୋପକରାଯାଇଥିଲା । ଶେଷରେଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶ୍ରୀ ସାହୁସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବେଙ୍ଗାଲୁରୁରେ କେରଳ ସିପିଏମ୍ ସେକୀଙ୍କ ପୁଅ ଗିରଫ।

ବେଙ୍ଗାଲୁରୁରେ ଡ୍ରଗ୍ସ ବିକ୍ରି ପାଇଁ ଏନସିବି ଦ୍ୱାରା ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ହୋଇଥିବା ଆର୍ଥିକ କାରବାର ସଂପର୍କରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗୁରୁବାର କେରଳ ସିପିଆଇ...