30 C
Bhubaneswar
Friday, May 14, 2021

ବିନା ଓଟିପିରେ ମିଳିବନି ଏଲପିଜି ସିଲିଣ୍ଡର ଗ୍ୟାସ ।

Must read

ନୂଆଦିଲ୍ଲୀ,୧୬ା୧୦: ନଭେମ୍ବର ପହିଲାରୁ ବିନାଓଟିପିରେ ଏଲପିଜି ସିଲିଣ୍ଡର ଗ୍ୟାସ ମିଳିବନି ବୋଲି ସରକାରୀତେଳ କମ୍ପାନୀ ନୂଆ ନିୟମ ଲାଗୁ କରିବାରୁ ଯାଉଛି । ସୂଚନାଅନୁସାରେ, ଏବେ କେବଳ ଫୋନରେ ଅର୍ଡର ବୁକ୍ କରିବା ଦ୍ୱାରାହିଁ ସିଲିଣ୍ଡର ଡେଲିଭରି ହେବନି ।ସିଲିଣ୍ଡର ଚୋରି ହେଉଥିବା ଗ୍ୟାସ୍, ସିଲିଣ୍ଡର ଚୋରି ରୋକିବାଓ ପ୍ରକୃତ କଷ୍ଟମରଙ୍କୁ ଚିହ୍ନଟ କରିବା ପାଇଁ ଲାଗୁ କରାଯାଇଛି । ତୈଳକମ୍ପାନୀ ଏଲପିଜି ସିଲିଣ୍ଡରର ନୂଆ ଡେଲିଭରି ସିଷ୍ଟମ ଲାଗୁ କରିବାକୁଯାଉଛନ୍ତି । ଏହି ସିଷ୍ଟମରେ ଏବେ କେବଳ ବୁକିଂ କରିବାରେ କାମଚଳିବନି ।

ତେଳ କମ୍ପାନୀ ନୂଆ ସିଷ୍ଟମକୁ ଅଥଣ୍ଟିକେସନ୍କୋଡ୍(ଡିଏସି) ସହିତ ଯୋଡିବାର ଯୋଜନା କରୁଛନ୍ତି । ଏଥିରେସିଲିଣ୍ଡର ବୁକିଂ କରିବା ନେଇ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲନମ୍ବର ଉପରେ ଏକ କୋଡ୍ ଆସିବ ଏହି କୋଡ୍ ସିଲିଣ୍ଡର ଡେଲିଭରି କରିବା ସମୟରେଡେଲିଭରି ବୟକୁ ଦେବାକୁ ହେବ । ଯେଉଁ ପର୍ଯ୍ୟନ୍ତ ଏହିକୋଡ ନଆସିବ ସେ ପର୍ଯ୍ୟନ୍ତ ଡେଲିଭରି ପୁରାହେବନାହିଁ ଓ ଷ୍ଟାଟସ୍ ପେଣ୍ଡିଂ ରହିବ ।ଯଦି ଆପଣଙ୍କ ମୋବାଇଲ ନମ୍ବର ଗ୍ୟାସ୍ବିକ୍ରେତା ଏଜେନ୍ସିଙ୍କ ପାଖରେ ରେଜିଷ୍ଟର୍ଡ ନାହିଁ କିମ୍ବାନମ୍ବର ବଦଳି ଯାଇଛି ତେବେ ଡେଲିଭରି କରିଛନ୍ତିତେବେ ଏହାକୁ ଅପଡେଟ୍ କରିପାରିବେୟ ଏଥିପାଇଁଡେଲିଭରି ବୟଙ୍କୁ ଏକ ଆପ୍ ସୁବିଧା ଦିଆଯିବ ।ଡେଲିଭରି କରିବା ସମୟରେ ଆପଣ ସେହି ଅ ।ପ୍ସାହାଯ୍ୟରେ ନିଜର ମୋବାଇଲ ନମ୍ବର ଡେଲିଭରି ବୟକୁଅପଡେଟ୍ କରିପାରିବେ ।

ଆପ୍ ଜରିଆରେ ରିୟଲଟାଇମ୍ ବେସିସରେ ମୋବାଇଲ ନମ୍ବର ଅପଡେଟ୍ହୋଇଯିବ । ଏହାପରେ ସେହି ନମ୍ବର କୋଡ୍ ମଧ୍ୟଜେନରେଟ୍ କରିବାର ସୁବିଧା ରହିବ ।ତେଲ କମ୍ପାନୀଏହି ନୂଆଡେଲିଭରି ସିଷ୍ଟମ ପରୀକ୍ଷଣ ଭାବେ ୧୦୦ସ୍ମାର୍ଟ ସିଟିରେ ଲାଗୁ କରିବେ । ଏହା ପାଇଲଟ୍ ପ୍ରୋଜେକ୍ଟଭାବରେ କାମ କରିବ । ଧୀରେ ଧୀରେ ଦେଶର ଅନ୍ୟଭାଗରେ ମଧ୍ୟ ଏହି ସିଷ୍ଟମ ଲାଗୁ କରାଯିବ । ବର୍ତ୍ତମାନ ସମୟରେ ଦୁଇଟି ସହରରେ ଏହି ସିଷ୍ଟମ ପାଇଲଟ୍ପ୍ରୋଜେକ୍ଟ ଭାବରେ ଚାଲିଛ । ନୂଆ ସିଷ୍ଟମ କେବଳଘରୋଇ ଗ୍ୟାସ୍ ସିଲିଣ୍ଡରରେ ଲାଗୁ ହେବୟ କମର୍ସିଆଲସିଲିଣ୍ଡରକୁ ଏହାଠାରୁ ଅଲଗା ରଖାଯିବ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article