26 C
Bhubaneswar
Sunday, October 25, 2020

ପୁଲିସ ନିର୍ଯାତନା ପ୍ରତିବାଦରେ ଥାନା ଘେରିଲେ ଗ୍ରାମବାସୀ ।

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଭୁବନେଶ୍ୱର,୧୫ ।୧୦:ଭାରତର ସର୍ବବୃହତ ଷ୍ଟେନଲେସ୍ ଷ୍ଟିଲ୍ନିର୍ମାତା ଜିନ୍ଦଲ ଷ୍ଟେନଲେସ୍ ପକ୍ଷରୁ ଏହାରଦେଶବ୍ୟାପୀ ପାଇପ୍ ଓ ଟୁ୍ୟବ୍ (ପିଆଣ୍ଡ୍ଟି)କୋ-ବ୍ରାଣ୍ଡିଂ ଅଭିଯାନ ଜିନ୍ଦଲ ସାଥୀ୨.୦ର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭବିଷୟରେ ଆଜି ଘୋଷଣା କରାଯାଇଛି ।୨୦୧୯ ଜୁଲାଇରେ କମ୍ପାନି ଉନ୍ମୋଚନକରିଥିବା ପ୍ରଥମ ପର୍ଯ୍ୟାୟର ସଫଳତାପରେ ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭହୋଇଛି ଯାହା ଷ୍ଟେନଲେସ୍ ପିଆଣ୍ଡ୍ଟିବଜାରରେ ନକଲି/ଜାଲ ସମସ୍ୟାରସମାଧାନ କରିବ । ୨୦୨୧-୨୨ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନି ଏହାରପିଆଣ୍ଡ୍ଟି ବଜାର ଅଂଶକୁ ୬୦% ପର୍ଯ୍ୟନ୍ତବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଶିଳ୍ପଆକଳନ ଅନୁଯାୟୀ, ବର୍ତ୍ତମାନପିଆଣ୍ଡ୍ଟିର ବଜାର ପରିମାଣ ପ୍ରାୟ୭୦୦୦ କୋଟି ଟଙ୍କା ଏବଂ ଏହା ବାର୍ଷିକ୧୦-୧୨% ହାରରେ ଅଭିବୃଦ୍ଧି ହାସଲକରୁଛି ।

ପ୍ରଥମ ପର୍ଯ୍ୟାୟର ସଫଳତାରେଉଲ୍ଲସିତ ହୋଇ ଯାହା କମ୍ପାନିର ବଜାରଅଂଶକୁ ଏହି କ୍ଷେତ୍ରରେ ୪୪%ରୁ୫୦%କୁ ବୃଦ୍ଧି କରିଛି, ସେହି କାର୍ଯ୍ୟକ୍ରମରସମ୍ଭାବନାକୁ ଜିନ୍ଦଲ ଷ୍ଟେନଲେସ୍ ପକ୍ଷରୁପ୍ରଥମ ପର୍ଯ୍ୟାୟର ୨୮ଟି ସହରରୁ ବଢ଼ାଇଦ୍ୱିତୀୟ ପର୍ଯ୍ୟାୟରେ ୨୭୦ଟି ସହରକୁସମ୍ପ୍ରସାରିତ କରାଯାଇଛି । ଏଥିରେ ସାମିଲରହିଛି ମେଟ୍ରୋ ଏବଂ ପ୍ରଥମ ଓ ଦ୍ୱିତୀୟଶ୍ରେଣୀ ସହର ଯେଉଁଠାରେ ପ୍ରମୁଖ ଏବଂକ୍ଷୁଦ୍ର ପିଆଣ୍ଡ୍ଟି ବଜାର ରହିଛି । ବଜାରରେଯେଉଁ ନକଲି ଯୋଗାଣ ରହିଛି ସେବିଷୟରେ ସଚେତନତା ସୃଷ୍ଟି କରିବା ଲାଗିକମ୍ପାନି ସ୍ଥାନୀୟ ଫେବ୍ରିକେଟରମାନଙ୍କପାଖରେ ପହଞ୍ଚôଛି । କୋ-ବ୍ରାଣ୍ଡିଂଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ସମ୍ପର୍କରେଜିନ୍ଦଲ ଷ୍ଟେନଲେସ୍ର ପରିଚାଳନାନିର୍ଦେଶକ ଅଭୁ୍ୟଦୟ ଜିନ୍ଦଲ କହିଛନ୍ତିଯେ, ବର୍ତ୍ତର୍ମାନ ସୁଦ୍ଧା ଜିନ୍ଦଲ ସାଥୀରପ୍ରଥମ ପର୍ଯ୍ୟାୟ ଅଭିଯାନ ଆମ ଆଶାଠାରୁଅଧିକ ରହିଛି ।

ଆମେ ନକଲି ବଜାରକୁଗତବର୍ଷର ୨୫%ରୁ ହ୍ରାସ କରି ଚଳିତବର୍ଷ ୨୦%କୁ ଆଣିବାରେ ସଫଳହୋଇଛୁ । ଶିଳ୍ପର ଏକ ଅଗ୍ରଣୀ ସଂସ୍ଥାଭାବେ ଜିନ୍ଦଲ ଷ୍ଟେନଲେସ ଏବଂ ଆମସହଯୋଗୀ ନିର୍ମାତାମାନେ ଧାର୍ଯ୍ୟ କରିଥିବାଆନ୍ତର୍ଜାତିକ ଗୁଣାତ୍ମକ ମାନକକୁ ସୁରକ୍ଷିତରଖିବା ଆମର ଦାୟିତ୍ୱ ବୋଲି ଆମେଭାବୁଛୁ । ନକଲି ବଜାର କେବଳ ଆମକୁକ୍ଷତି ପହଞ୍ଚାଉନାହିଁ ବରଂ ଏହା ଏହିକ୍ଷେତ୍ରରେ ପରିଚାଳିତ ହେଉଥିବାଏମ୍ଏସ୍ଏମ୍ଇଗୁଡ଼ିକୁ ମଧ୍ୟ ପ୍ରଭାବିତକରଉଛି ଯେଉଁମାନଙ୍କ ଅବଦାନ ମୋଟପିଆଣ୍ଡ୍ଟି ବଜାର ପ୍ରତି ପ୍ରାୟ ୭୫%ରହିଛି । ସ୍ଥାନୀୟ ବଜାରକୁ ନକଲିଉତ୍ପାଦରୁ ରହିଥିବା ବିପଦରୁ ସୁରକ୍ଷା ପ୍ରଦାନକରିବା ଏବଂ ଚୂଡ଼ାନ୍ତ ବ୍ୟବହରକାରୀଙ୍କପାଇଁ ସଠିକ୍ ଗୁଣାତ୍ମକ ମାନରଡେକୋରେଟିଭ୍ ଷ୍ଟେନଲେସ୍ ଷ୍ଟିଲ୍ପିଆଣ୍ଡ୍ଟି ଯୋଗାଇବା ଲାଗି ୧୦୦ଏମ୍ଓୟୁ ସହଯୋଗୀଙ୍କ ସହିତ ମିଶି୨୦୧୯ ଜୁଲାଇରେ ଜିନ୍ଦଲଷ୍ଟେନଲେସ୍ ପକ୍ଷରୁ ନ୍ତଜିନ୍ଦଲ ସାଥୀ କୋ-ବ୍ରାଣ୍ଡିଂ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

ଏହି ଅଭିଯାନର ଅଂଶସ୍ୱରୂପ ଜିନ୍ଦଲଷ୍ଟେନଲେସ୍ ଏବଂ ଏହାର ଏମ୍ଓୟୁସହଯୋଗୀଙ୍କ ଲୋଗୋ, ଷ୍ଟେନଲେସ୍ଷ୍ଟିଲ୍ର ମାନ ଏବଂ ସଂପୃକ୍ତ ଏମ୍ଓୟୁରନମ୍ବରକୁ ନେଇ ଏକ ଷ୍ଟାଣ୍ଡାର୍ଡାଇଜଡ୍ ସିଲ୍ପ୍ରସ୍ତୁତ କରାଯାଇଥିଲା । ଭାରତରେଷ୍ଟେନଲେସ୍ ଷ୍ଟିଲ୍ ପିଆଣ୍ଡ୍ଟି କ୍ଷେତ୍ରରବିପୁଳ ଅଭିବୃଦ୍ଧି ସୁଯୋଗ ରହିଛି । ଏକଅଭିବୃଦ୍ଧିଶୀଳ ଏବଂ ଦ୍ରୁତ ସହରୀକରଣହେଉଥିବା ଦେଶରେ ଷ୍ଟେନଲେସ୍ ଷ୍ଟିଲ୍ଅଧିକ ନିରନ୍ତର ଏବଂ ଉକ୍ରଷ୍ଟ ପସନ୍ଦସାବ୍ୟସ୍ତ ହୋଇଛି କାରଣ ଏହା ଦୀର୍ଘସ୍ଥାୟୀହୋଇଥିବା ବେଳେ ଜୀବନଚକ୍ର ମୂଲ୍ୟକମ୍, କମ୍ ରକ୍ଷଣାବେକ୍ଷଣ ଆବଶ୍ୟକ,ଅତୁଳନୀୟ ସୁନ୍ଦରତା ସହିତ ୧୦୦%ରିସାକଲ୍ ହୋଇପାରିବ । ଷ୍ଟେନଲେସ୍ ଷ୍ଟିଲ୍ଡେକୋରେଟିଭ୍ ପିଆଣ୍ଡ୍ଟିକୁ ସ୍ଥାପତ୍ୟ,କୋଠା ଏବଂ ନିର୍ମାଣ (ଏବିସି) ଓଅଟୋମୋବାଇଲ୍, ରେଲ ଏବଂପରିବହନ (ଏଆର୍ଟି)ରେ ବ୍ୟବହାରକରାଯାଉଛି ।

ଉପକୂଳ ଭିତିଭୂମି ପାଇଁମଧ୍ୟ ଷ୍ଟେନଲେସ୍ ଷ୍ଟିଲ୍ ପସନ୍ଦରଉପକରଣ କାରଣ ଏହା କଳଙ୍କି ନିରୋଧୀଓ ଦୃଢ଼ ଉତ୍ପାଦ ଦରକାର କରିଥାଏ । ବିଶ୍ୱସ୍ତରରେ ଅଳଙ୍କାରିକ, ଢ଼ାଞ୍ଚା, ହିଟ୍ଏକ୍ସଚେର, ହଲୋ ସେକ୍ସନ,ଅଟୋମୋବାଇଲ୍, ଏକ୍ଜଷ୍ଟ, ପାଣିପାଇପଲାଇନ୍, ଖାଦ୍ୟ ଓ ପାନୀୟ, ଚିିନିଶିଳ୍ପ ଆଦିରେ ପ୍ରୟୋଗ କ୍ଷେତ୍ରରେଭାରତୀୟ ପିଆଣ୍ଡ୍ଟି ନିର୍ମାତାମାନଙ୍କୁ ସ୍ୱୀକୃତିମିଳିଛି । ଆତ୍ମନିର୍ଭର ଭିତ୍ତିଭୂମି ବିକାଶ ପ୍ରତିସରକାରଙ୍କ ବର୍ଦ୍ଧିତ ଗୁରୁତ୍ୱ ଯୋଗୁଁ ଏହିକ୍ଷେତ୍ର ଆହୁରି ଆଗକୁ ବଢ଼ିବ । ବର୍ତମାନରମହାମରୀ ଯୋଗୁଁ ସାନିଟାିଜର ଡିସ୍ପେନ୍ସିଂମେସିନ୍, ହାଣ୍ଡ୍ ୱାସିଂ ଷ୍ଟାଣ୍ଡ୍ ଏବଂହସ୍ପିଟାଲ୍ ବେଡ୍ ଆଦିରେ ଷ୍ଟେନଲେସ ଷ୍ଟିଲ୍ପିଆଣ୍ଡ୍ଟିର ପ୍ରୟୋଗ ବଢ଼ଇବ ଏବଂ ନୂଆପ୍ରୟୋଗ ଉଦୀୟମାନ ହେବ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...