25 C
Bhubaneswar
Monday, October 26, 2020

ପିଆଣ୍ଡ୍ଟି କ୍ଷେତ୍ରର ୬୦% ବଜାର ଅଂଶ ହାସଲ କରିବାକୁ କମ୍ପାନୀର ଲକ୍ଷ୍ୟ ।

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଭୁବନେଶ୍ୱର,୧୫ ।୧୦;ଭାରତର ସର୍ବବୃହତ ଷ୍ଟେନଲେସ୍ ଷ୍ଟିଲ୍ନିର୍ମାତା ଜିନ୍ଦଲ ଷ୍ଟେନଲେସ୍ ପକ୍ଷରୁ ଏହାର ଦେଶବ୍ୟାପୀ ପାଇପ୍ ଓ ଟୁ୍ୟବ୍ (ପିଆଣ୍ଡ୍ଟି)କୋ-ବ୍ରାଣ୍ଡିଂ ଅଭିଯାନ ଜିନ୍ଦଲ ସାଥୀ୨.୦ର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭବିଷୟରେ ଆଜି ଘୋଷଣା କରାଯାଇଛି ।୨୦୧୯ ଜୁଲାଇରେ କମ୍ପାନି ଉନ୍ମୋଚନକରିଥିବା ପ୍ରଥମ ପର୍ଯ୍ୟାୟର ସଫଳତାପରେ ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭହୋଇଛି ଯାହା ଷ୍ଟେନଲେସ୍ ପିଆଣ୍ଡ୍ଟିବଜାରରେ ନକଲି/ଜାଲ ସମସ୍ୟାରସମାଧାନ କରିବ । ୨୦୨୧-୨୨ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନି ଏହାରପିଆଣ୍ଡ୍ଟି ବଜାର ଅଂଶକୁ ୬୦% ପର୍ଯ୍ୟନ୍ତବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଶିଳ୍ପଆକଳନ ଅନୁଯାୟୀ, ବର୍ତ୍ତମାନପିଆଣ୍ଡ୍ଟିର ବଜାର ପରିମାଣ ପ୍ରାୟ୭୦୦୦ କୋଟି ଟଙ୍କା ଏବଂ ଏହା ବାର୍ଷିକ୧୦-୧୨% ହାରରେ ଅଭିବୃଦ୍ଧି ହାସଲକରୁଛି ।

ପ୍ରଥମ ପର୍ଯ୍ୟାୟର ସଫଳତାରେଉଲ୍ଲସିତ ହୋଇ ଯାହା କମ୍ପାନିର ବଜାରଅଂଶକୁ ଏହି କ୍ଷେତ୍ରରେ ୪୪%ରୁ୫୦%କୁ ବୃଦ୍ଧି କରିଛି, ସେହି କାର୍ଯ୍ୟକ୍ରମରସମ୍ଭାବନାକୁ ଜିନ୍ଦଲ ଷ୍ଟେନଲେସ୍ ପକ୍ଷରୁପ୍ରଥମ ପର୍ଯ୍ୟାୟର ୨୮ଟି ସହରରୁ ବଢ଼ାଇଦ୍ୱିତୀୟ ପର୍ଯ୍ୟାୟରେ ୨୭୦ଟି ସହରକୁସମ୍ପ୍ରସାରିତ କରାଯାଇଛି । ଏଥିରେ ସାମିଲରହିଛି ମେଟ୍ରୋ ଏବଂ ପ୍ରଥମ ଓ ଦ୍ୱିତୀୟଶ୍ରେଣୀ ସହର ଯେଉଁଠାରେ ପ୍ରମୁଖ ଏବଂକ୍ଷୁଦ୍ର ପିଆଣ୍ଡ୍ଟି ବଜାର ରହିଛି । ବଜାରରେଯେଉଁ ନକଲି ଯୋଗାଣ ରହିଛି ସେବିଷୟରେ ସଚେତନତା ସୃଷ୍ଟି କରିବା ଲାଗିକମ୍ପାନି ସ୍ଥାନୀୟ ଫେବ୍ରିକେଟରମାନଙ୍କପାଖରେ ପହଞ୍ଚôଛି । କୋ-ବ୍ରାଣ୍ଡିଂଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ସମ୍ପର୍କରେଜିନ୍ଦଲ ଷ୍ଟେନଲେସ୍ର ପରିଚାଳନା ନିର୍ଦେଶକ ଅଭୁ୍ୟଦୟ ଜିନ୍ଦଲ କହିଛନ୍ତିଯେ, ବର୍ତ୍ତର୍ମାନ ସୁଦ୍ଧା ଜିନ୍ଦଲ ସାଥୀରପ୍ରଥମ ପର୍ଯ୍ୟାୟ ଅଭିଯାନ ଆମ ଆଶାଠାରୁଅଧିକ ରହିଛି ।

ଆମେ ନକଲି ବଜାରକୁଗତବର୍ଷର ୨୫%ରୁ ହ୍ରାସ କରି ଚଳିତବର୍ଷ ୨୦%କୁ ଆଣିବାରେ ସଫଳହୋଇଛୁ । ଶିଳ୍ପର ଏକ ଅଗ୍ରଣୀ ସଂସ୍ଥାଭାବେ ଜିନ୍ଦଲ ଷ୍ଟେନଲେସ ଏବଂ ଆମସହଯୋଗୀ ନିର୍ମାତାମାନେ ଧାର୍ଯ୍ୟ କରିଥିବାଆନ୍ତର୍ଜାତିକ ଗୁଣାତ୍ମକ ମାନକକୁ ସୁରକ୍ଷିତରଖିବା ଆମର ଦାୟିତ୍ୱ ବୋଲି ଆମେଭାବୁଛୁ । ନକଲି ବଜାର କେବଳ ଆମକୁକ୍ଷତି ପହଞ୍ଚାଉନାହିଁ ବରଂ ଏହା ଏହିକ୍ଷେତ୍ରରେ ପରିଚାଳିତ ହେଉଥିବାଏମ୍ଏସ୍ଏମ୍ଇଗୁଡ଼ିକୁ ମଧ୍ୟ ପ୍ରଭାବିତକରଉଛି ଯେଉଁମାନଙ୍କ ଅବଦାନ ମୋଟପିଆଣ୍ଡ୍ଟି ବଜାର ପ୍ରତି ପ୍ରାୟ ୭୫%ରହିଛି । ସ୍ଥାନୀୟ ବଜାରକୁ ନକଲିଉତ୍ପାଦରୁ ରହିଥିବା ବିପଦରୁ ସୁରକ୍ଷା ପ୍ରଦାନକରିବା ଏବଂ ଚୂଡ଼ାନ୍ତ ବ୍ୟବହରକାରୀଙ୍କପାଇଁ ସଠିକ୍ ଗୁଣାତ୍ମକ ମାନରଡେକୋରେଟିଭ୍ ଷ୍ଟେନଲେସ୍ ଷ୍ଟିଲ୍ପିଆଣ୍ଡ୍ଟି ଯୋଗାଇବା ଲାଗି ୧୦୦ଏମ୍ଓୟୁ ସହଯୋଗୀଙ୍କ ସହିତ ମିଶି୨୦୧୯ ଜୁଲାଇରେ ଜିନ୍ଦଲଷ୍ଟେନଲେସ୍ ପକ୍ଷରୁ ନ୍ତଜିନ୍ଦଲ ସାଥୀ କୋ-ବ୍ରାଣ୍ଡିଂ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

ଏହି ଅଭିଯାନର ଅଂଶସ୍ୱରୂପ ଜିନ୍ଦଲଷ୍ଟେନଲେସ୍ ଏବଂ ଏହାର ଏମ୍ଓୟୁସହଯୋଗୀଙ୍କ ଲୋଗୋ, ଷ୍ଟେନଲେସ୍ଷ୍ଟିଲ୍ର ମାନ ଏବଂ ସଂପୃକ୍ତ ଏମ୍ଓୟୁର ନମ୍ବରକୁ ନେଇ ଏକ ଷ୍ଟାଣ୍ଡାର୍ଡାଇଜଡ୍ ସିଲ୍ପ୍ରସ୍ତୁତ କରାଯାଇଥିଲା । ଭାରତରେଷ୍ଟେନଲେସ୍ ଷ୍ଟିଲ୍ ପିଆଣ୍ଡ୍ଟି କ୍ଷେତ୍ରରବିପୁଳ ଅଭିବୃଦ୍ଧି ସୁଯୋଗ ରହିଛି । ଏକଅଭିବୃଦ୍ଧିଶୀଳ ଏବଂ ଦ୍ରୁତ ସହରୀକରଣହେଉଥିବା ଦେଶରେ ଷ୍ଟେନଲେସ୍ ଷ୍ଟିଲ୍ଅଧିକ ନିରନ୍ତର ଏବଂ ଉକ୍ରଷ୍ଟ ପସନ୍ଦସାବ୍ୟସ୍ତ ହୋଇଛି କାରଣ ଏହା ଦୀର୍ଘସ୍ଥାୟୀ ହୋଇଥିବା ବେଳେ ଜୀବନଚକ୍ର ମୂଲ୍ୟକମ୍, କମ୍ ରକ୍ଷଣାବେକ୍ଷଣ ଆବଶ୍ୟକ,ଅତୁଳନୀୟ ସୁନ୍ଦରତା ସହିତ ୧୦୦%ରିସାକଲ୍ ହୋଇପାରିବ । ଷ୍ଟେନଲେସ୍ ଷ୍ଟିଲ୍ଡେକୋରେଟିଭ୍ ପିଆଣ୍ଡ୍ଟିକୁ ସ୍ଥାପତ୍ୟ,କୋଠା ଏବଂ ନିର୍ମାଣ (ଏବିସି) ଓଅଟୋମୋବାଇଲ୍, ରେଲ ଏବଂପରିବହନ (ଏଆର୍ଟି) ରେ ବ୍ୟବହାର କରାଯାଉଛି ।

ଉପକୂଳ ଭିତିଭୂମି ପାଇଁମଧ୍ୟ ଷ୍ଟେନଲେସ୍ ଷ୍ଟିଲ୍ ପସନ୍ଦର ଉପକରଣ କାରଣ ଏହା କଳଙ୍କି ନିରୋଧୀଓ ଦୃଢ଼ ଉତ୍ପାଦ ଦରକାର କରିଥାଏ । ବିଶ୍ୱସ୍ତରରେ ଅଳଙ୍କାରିକ, ଢ଼ାଞ୍ଚା, ହିଟ୍ଏକ୍ସଚେର, ହଲୋ ସେକ୍ସନ,ଅଟୋମୋବାଇଲ୍, ଏକ୍ଜଷ୍ଟ, ପାଣିପାଇପଲାଇନ୍, ଖାଦ୍ୟ ଓ ପାନୀୟ, ଚିିନିଶିଳ୍ପ ଆଦିରେ ପ୍ରୟୋଗ କ୍ଷେତ୍ରରେଭାରତୀୟ ପିଆଣ୍ଡ୍ଟି ନିର୍ମାତାମାନଙ୍କୁ ସ୍ୱୀକୃତିମିଳିଛି । ଆତ୍ମନିର୍ଭର ଭିତ୍ତିଭୂମି ବିକାଶ ପ୍ରତିସରକାରଙ୍କ ବର୍ଦ୍ଧିତ ଗୁରୁତ୍ୱ ଯୋଗୁଁ ଏହିକ୍ଷେତ୍ର ଆହୁରି ଆଗକୁ ବଢ଼ିବ । ବର୍ତମାନରମହାମରୀ ଯୋଗୁଁ ସାନିଟାିଜର ଡିସ୍ପେନ୍ସିଂମେସିନ୍, ହାଣ୍ଡ୍ ୱାସିଂ ଷ୍ଟାଣ୍ଡ୍ ଏବଂହସ୍ପିଟାଲ୍ ବେଡ୍ ଆଦିରେ ଷ୍ଟେନଲେସ ଷ୍ଟିଲ୍ପିଆଣ୍ଡ୍ଟିର ପ୍ରୟୋଗ ବଢ଼ଇବ ଏବଂ ନୂଆପ୍ରୟୋଗ ଉଦୀୟମାନ ହେବ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...