27 C
Bhubaneswar
Sunday, September 20, 2020

ଆନ୍ତର୍ଜାତୀୟ ମାତୃଭାଷା ଦିବସ

Must read

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ବାଲେଶ୍ୱର,୨୩ା୨(ନି.ପ୍ର): ଫେବୃଆରୀ ୨୧ ତାରିଖକୁ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଭାବେ ପାଳନ କରାଯାଥିବା ବେଳେ ବାଲେଶ୍ୱରରେ ଫକୀରମୋହନ ସାହିତ୍ୟ ପରିଷଦ ଓ ଓଡ଼ିଆ ଭାଷା ବିକାଶ ଆନେ୍ଦାଳନର ମିଳିତ ଆନୁକୁଲ୍ୟରେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ
ହୋଇଯାଇଛି । କବିତୀର୍ଥ ଶାନ୍ତିକାନନଠାରେ ଆୟୋଜିତ ଏହି ଉତ୍ସବରେ ‘ଓଡ଼ିଆ ଭାଷା ବିକାଶ ଆନେ୍ଦାଳନ’ର ଅଧ୍ୟକ୍ଷ ତଥା ବିଶିଷ୍ଟ ବ୍ୟଙ୍ଗକାର ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୌରୋହିତ୍ୟ କରିଥିଲେ । ‘ଫକୀରମୋହନ ସାହିତ୍ୟ ପରିଷଦ’ର ସଭାପତି ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଏଥିରେ ଯୋଗଦେଇ ୨୦୦୦ ମସିହାରୁ ବାଲେଶ୍ୱରରେ ପାଳିତ ହୋଇ ଆସୁଥିବା ଆନ୍ତର୍ଜାତୀୟ ଭାଷା ଦିବସର ସମ୍ପୂର୍ଣ୍ଣ ଇତିହାସ ଉପସ୍ଥାପନ ସହ ଭାଷାଭତିକ ରାଷ୍ଟ୍ରଭାବେ ପ୍ରଥମେ ସୃଷ୍ଟି ହୋଇଥିବା ବାଙ୍ଗଲାଦେଶର ମାନ୍ୟତା ପ୍ରସଙ୍ଗରେ ସୂଚନା ଦେଇଥିଲେ ।

ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଡକ୍ଟର ଭାଗବତ ପ୍ରସାଦ ଦାସ, ବରିଷ୍ଠ ସାରସ୍ୱତ ସାଧକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି, ବରିଷ୍ଠ ଗବେଷକ ଡକ୍ଟର ରମାକାନ୍ତ ବେହେରା ଓ ପ୍ରତିଷ୍ଠିତ ଭେଷଜ ବିଶେଷଜ୍ଞ ତଥା କଥାକାର ଡାକ୍ତର ଚୋ÷ଧୁରୀ ସତ୍ୟବ୍ରତ ନନ୍ଦ ନିଜ ନିଜର ବକ୍ତବ୍ୟରେ ମାତୃଭାଷାର ସମୃଦ୍ଧି ଗୋଟିଏ ଜାତିକୁ ରୁଦ୍ଧିମନ୍ତ କରିଥାଏ ବୋଲି ମତପ୍ରକାଶ କରିଥିଲେ । ଓଡ଼ିଆ ଭାଷାର ପ୍ରାଚିନତା ସମ୍ପର୍କରେ ବକ୍ତାମାନେ ଆଲୋକପାତ ସହ ପ୍ରାୟୋଗିକ କ୍ଷେତ୍ରରେ ଥିବା ତ୍ରୁଟି ସୁଧାର ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଶିଶୁଛାତ୍ର ସାଇକୃଷ୍ଣା ମାତୃଭାଷା ସମ୍ପର୍କିତ ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସେହିିଭଳି ଫକୀର ମୋହନଙ୍କର ‘ମୋ ଜୀବନ ସାରଧନ’ ଓ ‘ଭାଷା ହିଁ ଜୀବନୀଶକ୍ତି ଜାତିମାନଙ୍କର’ ଗୀତଦ୍ୱୟକୁ ଛାତ୍ରୀ ଶ୍ୱେତାଲିଶା ପ୍ରିୟଦର୍ଶିନୀ ଓ କଲ୍ୟାଣୀ ନନ୍ଦ ଗାନ କରିଥିବା ବେଳେ ବିମଳ ଜେନାଙ୍କର ‘ଅ ଠାରୁ କ୍ଷ ସବୁ ଅକ୍ଷର’ ଗୀତଟିକୁ ସୁଚିତ୍ରା ସାହୁ ପରିବେଷଣ କରିଥିଲେ ।

ଡକ୍ଟର ସାରଙ୍ଗଧର ତ୍ରିପାଠୀ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ନିବାରଣ ଜେନା ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କବି ଦୀପକ ବୋଷ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଡକ୍ଟର କ୍ଷିତୀଶ୍ୱର ଦାସ, ଦୀନବନ୍ଧୁ ଲେଙ୍କା, ପ୍ରଦୀପ ଚା.ଟ୍ଟାର୍ଜୀ, ତପନ ରାୟ, ଅରୁଣା ରାୟ, ସୁବ୍ରତା ମହାନ୍ତି, ଦେବାଶିଷ ସିଂହ, ତୃ ପ୍ତିରାଣୀ ପାତ୍ର,ଶରତ କୁମାର ମହାପାତ୍ର, ଶଶିରଞ୍ଜନ ମଲ୍ଲିକ, ଅବନ୍ତୀ ପ୍ରଧାନ,ଜ୍ୟୋତ୍ସ୍ନା ରାୟ ମହାପାତ୍ର,ସଞ୍ଜୟ କୁମାର ପଣ୍ଡା, ବିଜୟ କୁମାର ମହାନ୍ତି, କମଳାକାନ୍ତ ଦାଶ, ପଦ୍ମଲୋଚନ ଦତ, ଦେବେନ୍ଦ୍ର ଦାସ, ଡକ୍ଟର ହେମମାଳା ଦାଶ, ନୃସିଂହ ଚରଣ ନାୟକ, ପ୍ରଭାକର ସାହୁ, ଜୁମରନାଥ ପାତ୍ର, ପୀତା ମ୍ବର ଦାସ, ପ୍ରୀତିଲେଖା ଦାସ, ବିଦ୍ୟାଧର ସାହୁ, ସୁଧାକର ସେଠୀ, ବାସନ୍ତୀ କର, ଅନସୂୟା ନାୟକ, ଚତରଞ୍ଜନ ରାଉତ, ପ୍ରତିମା ପଣ୍ଡା, ଶ୍ରୀରୂପା ମଞ୍ଜରୀ ସେନ୍, ଜୟନ୍ତୀ ରଣା, ଡକ୍ଟର ରତ୍ନାକର ସିଂହ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଏଭନ୍ ପକ୍ଷରୁ ନୂଆ ବ୍ରାଣ୍ଡ ଅଭିଯାନ ‘ୱାଚ୍ ମି ନାଓ’ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ବିୟୁଟି କମ୍ପାନୀ ଏଭନ୍ ପକ୍ଷରୁ ଏକନୂତନ ବ୍ରାଣ୍ଡ କ୍ୟାମ୍ପେନ୍ 'ୱାଚ୍ ମି ନାଓ'ଶୁଭାରମ୍ଭ କରାଯାଇଛି, ଯାହାକିଲୋକମାନଙ୍କୁ ଏହି ଆଇକୋନିକ୍କମ୍ପାନୀ ଉପରେ ସେମାନଙ୍କରମତାମତକୁ ପୁନର୍ବିଚାର...

କର୍ଡ ମାଏଷ୍ଟ୍ରୋ ରେଫ୍ରିଜରେଟର୍ର ଶୁଭାରମ୍ଭ

ଭୁବନେଶ୍ୱର,୧୮/୯ (ନିପ୍ର):ଭାରତର ସର୍ବାଧିକ ବିଶ୍ୱାସନୀୟ ଉପଭୋକ୍ତାଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡସାମ୍ସଙ୍ଗ ପକ୍ଷରୁ ଅଧିକକ୍ଷମତା ସହିତ ଏହାର କର୍ଡମାଏଷ୍ଟ୍ରୋରେଫ୍ରିଜରେଟର୍ର ୪ଟିନୂତନ ମଡେଲ୍ର ଶୁଭାରମ୍ଭକରାଯାଇଛି । ଦହି ବା କର୍ଡତିଆରି କରିପାରୁଥିବା ବିଶ୍ୱରପ୍ରଥମ ରେଫ୍ରିଜରେଟର,କର୍ଡ ମାଏଷ୍ଟ୍ରୋ...

ଫ୍ରିଚାର୍ଜର ଡିଜିଟାଲ୍ କାରବାରରେ ୧୦ ଗୁଣା ବୃଦ୍ଧି

ଭୁବନେଶ୍ୱର,୧୮/୯ (ନିପ୍ର): ମହାମାରୀ ଓ ଲକ୍ଡାଉନ୍ ସ୍ଥିତି ସାରାବିଶ୍ୱର ପ୍ରତିଟି ଲୋକଙ୍କ ପାଇଁ ଏକ ଆହ୍ୱାନପୂର୍ଣ୍ଣ ପରିସ୍ଥିତି । ତେବେ ଏହାମଧ୍ୟ ଅସ୍ୱୀକାର କରିହେବ ନାହିଁ ଯେ ଯେତେବେଳେ ସ୍ପର୍ଶବିହୀନ...

ନୂଆ ରୋଲସ-ରଏସ ଘୋଷ୍ଟ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରିଛ

ଗୁଡଉଡ,ୱେଷ୍ଟଶାସିକ୍ସ୍,୧୮/୯(ନିପ୍ର): ନୂଆ ରୋଲସ-ରଏସ ଘୋଷ୍ଟଗ୍ରାହକଙ୍କ ଆବଶ୍ୟକତା ପୂରଣକରିପାରିଛି । ରୋଲସ-ରଏସ ୧୧୬-ବର୍ଷର ଇତିହାସ ମଧ୍ୟରେ ସର୍ବାଧିକସଫଳତା ଘୋଷ୍ଟ ଯୋଗୁ ଉପଲବ୍ଧିକରିପାରିଛି । ୨୦୦୯ରେ ଘୋଷ୍ଟ ଏହାରଯାତ୍ରା ଆରମ୍ଭ କରିଥିଲା ।...

ଉନ୍ନୟନ ବ୍ୟୟ ନୈରାଶ୍ୟ ଜନକ

ଭୁବନେଶ୍ୱର,୧୮ ।୯(ନି.ପ୍ର):ଉନ୍ନୟନ କାର୍ଯ୍ୟ ପାଇଁ ପାଣ୍ଠି ମହଜୁଦଥିବାବେଳେ ଅଧିକାଂଶ ବିଭାଗ କିନ୍ତୁ ଅର୍ଥଖର୍ଚ୍ଚ କରିପାରୁ ନାହାନ୍ତି । ଏଭଳିନୈରାଶ୍ୟଜନକ ବ୍ୟୟ ଏବେ ରାଜ୍ୟସରକାରଙ୍କୁ ଚିନ୍ତାରେ...