22 C
Bhubaneswar
Saturday, October 31, 2020

ଜିଲ୍ଲା ବିକାଶରେ ଅବଦାନ ଅଧିକ ନେଇ କଂଗ୍ରେସର ଦାବି ।

Must read

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ବାଲେଶ୍ୱର,୧୪ା୧୦:ବାଲେଶ୍ୱର ବିକାଶରେ ସର୍ବାଧିକ ଅବଦାନଥିବା କଂଗ୍ରେସ ଦଳର ପ୍ରାର୍ଥୀ ମମତାକୁଣ୍ଡୁଙ୍କ ପ୍ରତି ସମସ୍ତେ ସମର୍ଥନ କରିବାକୁପିସିସି ପ୍ରବକ୍ତା ସୁଦର୍ଶନ ଦାସ ଆହ୍ୱାନଦେଇଛନ୍ତି । ଏହି ପରିପ୍ରେକ୍ଷୀେ ଜିଲ୍ଲାକଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସଯୋଗଦେଇ ବାଲେଶ୍ୱର ବିକାଶରେକଂଗ୍ରେସର ଭୂମିକା ଓ ଅନ୍ୟାନ୍ୟ ଦଳୀୟନେତାଙ୍କ ସ୍ଥାଣୁତା ସମ୍ପର୍କରେ ସେ ସୂଚନାଦେଇଥିଲେ । ଶିଳ୍ପାୟନଠାରୁ ସାଧାରଣସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, କୃଷିଆଦି ପ୍ରତିଟି କ୍ଷେତ୍ରରେ କଂଗ୍ରେସ ସମୟରେହିଁ ଉନ୍ନତି ହୋଇଥିଲା ।

ବିରଳା ଟାୟାର୍ସ,ବାଲେଶ୍ୱର ଆଲୋଏଜ, ଇମାମି ପେପରମିଲ୍ସ ପ୍ରଭୃତି ବଡ଼ ବଡ଼ ଶିଳ୍ପାନୁଷ୍ଠାନକଂଗ୍ରେସ ସମୟରେ ପ୍ରତିଷ୍ଠା ହୋଇଥିଲା ।ସେହିପରି ତକ୍ରାଳୀନ ସାଂସଦ ତଥାକେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ସମୟରେବାଲେଶ୍ୱରରେ ସରକାରୀ ମେଡିକାଲକଲେଜ, ଏମ୍ସ ସେଟଲାଇଟ ସେଣ୍ଟର,ତାମୂଳିଆ ସମେତ ସୋର ଓ ଜଳେଶ୍ୱରରରେଳ ଫ୍ଲାଇ ଓଭର ବ୍ରିଜ୍, ସିପେଟ,ନୋସି ବିଜିନେସ ପାର୍କ ପ୍ରଭୃତି ପ୍ରତିଷ୍ଠାହୋଇଥିଲା । ଇତିମଧ୍ୟରେ ବିଜେପି ଓବିଜେଡିର ସାଂସଦ ବାଲେଶ୍ୱରରୁପ୍ରତିନିଧିତ୍ୱ କରିଥିଲେ ବି ଜିଲ୍ଲାର ବିକାଶଦିଗରେ କୌଣସ ଆଖିଦୃଶିଆ କାର୍ଯ୍ୟ କରିନଥିବା ଶ୍ରୀ ଦାସ ଆରୋପ ଉଠାଇଥିଲେ ।

ବାଲେଶ୍ୱର ବିକାଶକୁ ନେଇ କଂଗ୍ରେସପାଖରେ ଏକାଧିକ ପ୍ରମାଣ ଥିବା ବେଳେବିଜେପି ଓ ୨୧ ବର୍ଷ ଶାସନରେ ରହିଆସିଥିବା ବିଜେଡି ମାତ୍ର ୫ଟି ଲେଖାଏଁନମୁନା ପେସ କରିବାକୁ ଶ୍ରୀ ଦାସ ଆହ୍ୱାନଦେଇଛନ୍ତି । ଜିଲ୍ଲା ବିକାଶରେ କଂଗ୍ରେସରଅବଦାନକୁ ଦୃଷ୍ଟିରେ ରଖି ଚଳିତନିର୍ବାଚନରେ ସୁଯୋଗ୍ୟ ଦଳୀୟ ପ୍ରାର୍ଥୀମମତା କୁଣ୍ଡୁଙ୍କୁ ଅଧିକରୁ ଅଧିକ ସମର୍ଥନମିଳିଲେ ବାଲେଶ୍ୱରରେ ସର୍ବାଙ୍ଗୀନ ବିକାଶସମ୍ଭବ ହୋଇପାରିବ ବୋଲି ଶ୍ରୀ ଦାସକହିଥିଲେ ।

ରାଜ୍ୟ ମହିଳା କଂଗ୍ରେସସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ,ପୂର୍ବତନ ବିଧାୟକ ଗୋପନାରାୟଣଦାସ,ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀପ୍ରଜ୍ଞାପାରମିତା ମହାନ୍ତି, ବାଲେଶ୍ୱର ଜିଲ୍ଲାକିଷାନ କଂଗ୍ରେସ ସଭାପତି ନିରଂଜନବେହେରା, ନଗର କଂଗ୍ରେସ ସଭାପତିପଦ୍ମଲୋଚନ ଲେଙ୍କା ପ୍ରମୁଖ ଏଥିରେଯୋଗଦେଇ ଉପନିର୍ବାଚନରେ ଦଳୀୟପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମମତାକୁଣ୍ଡୁଙ୍କ ଶିକ୍ଷାଗତ ଯୋଗ୍ୟତା,ସମାଜସେବା ମୂଳକ କାର୍ଯ୍ୟଧାରାସମ୍ପର୍କରେ ଆଲୋକପାତ କରିବା ସହତାଙ୍କୁ ସମସ୍ତେ ସମର୍ଥନ ଦେବାକୁନିବେଦନ କରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଝାଡଖଣ୍ଡରେ ଟ୍ରକ୍ ଓଲଟି ୧୦ଟି ସିଆରପିଏଫ ଯବାନ ଆହତ |

ଶୁକ୍ରବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର କିଛି ବୋଭାଇନ୍ ପ୍ରାଣୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍ ଭାରସାମ୍ୟ ହରାଇ ଦଶଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଥିଲେ। ଏହି...