29 C
Bhubaneswar
Saturday, January 16, 2021

ମହିଳାଙ୍କୁ ସୁରକ୍ଷା ନ ଦେଇପାରିଲେ ଗାଦି ଛାଡ଼ : ଲେଖାଶ୍ରୀ ସାମନ୍ତସିଂହାର ।

Must read

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ଭୁବନେଶ୍ୱର,୧୪/୧୦ ରାଜ୍ୟରେ ନାବାଳିକା ଓ ମହିଳାମାନେ ସଂପୂର୍ଣ୍ଣଭାବେ ଅସୁରକ୍ଷିତ । ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର,ଅସଦାଚରଣ,ଦୁଷ୍କର୍ମ, ଘରୋଇ ହିଂସାଏବଂ ହତ୍ୟା ଘଟଣା ଆଦି ବୃଦ୍ଧି ପାଇବାରେଲାଗିଛି । ମହିଳାଙ୍କୁ ଅଶାଳୀନ ବ୍ୟବହାରବଳି ଅପରାଧରେ ଦେଶରେ ଓଡିଶା ଏକନମ୍ବର ବୋଲି ଏନସିଆରବି ରିପୋର୍ଟରେଉଲ୍ଲେଖ ରହିଛି । ମହିଳାଙ୍କ ପ୍ରତିରାଜ୍ୟସରକାର ଓ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ଗତ ବର୍ଷଅପେକ୍ଷା ଚଳିତ ବର୍ଷ ମହିଳାଙ୍କ ସହଦୁଷ୍କର୍ମ ଘଟଣା ବଢିବାରେ ଲାଗିଛି ।ଜଗତସିଂହପୁର ଜିଲ୍ଲା ତିର୍ତୋଲ ଅଂଚଳରଏକ ନବାଳିକାକୁ କଟକରଚାଉଳିଆଗଂଜ ଥାନା ଅନ୍ତର୍ଗତ ଗତିରାଉତ ପାଟଣାଠାରେ କିଛି ଦୃବୁର୍ତ ୨୨ଦିନ ଧରି ଦୁଷ୍କର୍ମ କରିବା ଘଟଣା ରାଜ୍ୟସରକାର ଓ ପୋଲିସ ପ୍ରଶାସନରମୁଖା ଖୋଲିଦେଇଛି ।

କମିଶନରେଟଅଧୀନରେ ଥିବା କଟକ ସହରରେ ୩ସପ୍ତାହରୁ ଉଦ୍ଧ୍ୱର୍ ସମୟ ଧରି ଏକ ନାବାଳିକାସହ ଦୁଷ୍କର୍ମ ହେଉଥିବାବେଳେ ପୋଲିସଓ ପ୍ରଶାସନ କିପରି ଏ ସମ୍ବନ୍ଧରେ କିଛିଜାଣିପାରିଲେ ନାହିଁ ତାହା ବଡ ପ୍ରଶ୍ନବାଚୀସୃଷ୍ଟି କରିଛି । ମହିଳାଙ୍କ ସୁରକ୍ଷା ଦିଗରେକୌଣସି କଠୋର ଆଇନ ରାଜ୍ୟରେ ଲାଗୁହୋଇନଥିବା ଯୋଗୁଁ ଏଭଳି ଅଭାବନୀୟଘଟଣା ଦିନକୁ ଦିନ ସାମ୍ନାକୁ ଆସୁଛି ବୋଲିବିଜେପି ରାଜ୍ୟ ସାଧାରଣ ସଂପାଦିକାଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗକରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାରକହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେବିଜେପି ପକ୍ଷରୁ ୧୫୦ରୁ ଉଦ୍ଧ୍ୱର୍ ଦୁଷ୍କର୍ମଘଟଣା ସଂପର୍କରେ ରାଜ୍ୟସରକାରଙ୍କୁଅବଗତ କରାଇବା ପରେ ବି ମୁଖ୍ୟମନ୍ତ୍ରୀଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।ରାଜ୍ୟରେ ମହିଳାମାନଙ୍କ ଉପରେଦୁର୍ବ୍ୟବହାର, ଦୁଷ୍କର୍ମ ବୃଦ୍ଧି ପାଉଥୁଲେ ମଧ୍ୟରାଜ୍ୟସରକାର ସଂପୂର୍ଣ୍ଣଭାବେ ନୀରବରହିଛନ୍ତି ।

କେବଳ ଏହି ଘଟଣା ନୁହେଁମାଲକାନଗିରି ପୋଲିସ କ୍ୟାଟିଂନରେଆଦିବାସୀ ମହିଳାଙ୍କ ସହ ଦୁଷ୍କର୍ମ ଓ ହତ୍ୟାଘଟଣା, ବୀରମିତ୍ରପୁର ପୋଲିସ ଥାନାଭିତରେ ଥାନା ଅଧିକାରୀ ଏକ ନାବାଳିକାଆଦିବାସୀ ଝିଅକୁ ୪ ମାସ ଧରି ଦୁଷ୍କର୍ମକରିବା ଘଟଣା ସମେତ ଅନେକ ଘଟଣାବିରୁଦ୍ଧରେ ରାଜ୍ୟସରକାର ଆଖିଦୃଶିଆକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ।ଅନ୍ୟପଟେ ତିର୍ତୋଲରେ ଉପନିର୍ବାଚନରେରାଜ୍ୟସରକାର, ପୋଲିସ ଓ ପ୍ରଶସାନନିର୍ବାଚନ କିପରି ଶାସକ ଦଳ ଜିତିବସେନେଇ କାର୍ଯ୍ୟ କରୁଛନ୍ତି । ଶାସକ ଦଳନାରୀ ଓ ନାବାଳିକାଙ୍କୁ ସୁରକ୍ଷା ଦେଇପାରୁନଥିବାରୁ ତାଙ୍କୁ ଶାସନ ଦାୟୀତ୍ୱରେରହିବାର କୌଣସି ଅଧିକାର ନାହିଁ । ମହିଳାଅପରାଧ ଘଟଣା ଗୁଡିକରେ ରାଜ୍ୟ ମହିଳାକମିଶନ ରାଜନୈତିକ ଅଭିସନ୍ଧି ଦେଖିକରିମୁହଁ ଖୋଲନ୍ତି । ୫ ବର୍ଷ ପରେ ଏବେ୧୫ ଦିନ ତଳେ ମହିଳା କମିଶନ ମୁହଁଖୋଲିଥିଲେ । ମହିଳା ଶିଶୁ ବିକାଶ ମନ୍ତ୍ରୀ,ଗୃହମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ମହିଳା ସୁରକ୍ଷାଦିଗରେ ସବୁବେଳେ ନୀରବ ରହିବାଅତ୍ୟନ୍ତ ନିନ୍ଦନୀୟ ।

ମହିଳା ସମ୍ମାନର କଥାକହୁଥିବା ମୁଖ୍ୟମନ୍ତ୍ରୀଙ୍କର ଗତ ୭ ମାସହେଲା ଦର୍ଶନ ମିଳୁନି । ମାସ ମାସ ଧରିଅଜ୍ଞାତବାସରେ ରହିଥିବା ମୁଖ୍ୟମନ୍ତ୍ରୀରାଜ୍ୟର ମହିଳାମାନଙ୍କୁ କେବେ ବି ନ୍ୟାୟଦେଇପାରିବେ ନାହିଁ । ତିର୍ତୋଲଉପନିର୍ବାଚନ ବିଜେଡି ଡିତିବା ନେଇଶାସକ ଦଳ ନେତା ଡିଣ୍ଡିମପିଟୁଥିବାବେଳେ ସେହି ଅଂଚଳର ଏକନାବାଳିକା ସହ ଦୁଷ୍କର୍ମ ଘଟଣାରେ ଏବେସେମାନେ ନୀରବଦ୍ରଷ୍ଟା ସାଜିଛନ୍ତି । ୫୦ଭାଗ ମହିଳା ଭୋଟରଙ୍କ ସୁରକ୍ଷା ଦିଗରେମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ରହୁଛନ୍ତି ?ଯେଉଁମାନେ ମହିଳାଙ୍କୁ ସୁରକ୍ଷାଦେଇପାରିବେ ସେ ରାଜନୈତିକ ଦଳନିଜ ଗାଦି ଛାଡନ୍ତୁ ବୋଲି ଡ.ସାମନ୍ତସିଂହାର କହିଛନ୍ତି । ଆମ୍ବୁଲାନ୍ସନମିଳିବା ଯୋଗୁଁ ଟ୍ରଲିରେ ଏକ ମହିଳାରୋଗୀଙ୍କୁ ୯୦ କିମି ପର୍ଯ୍ୟନ୍ତ ନେଇଶେଷରେ ମେଡିକାଲରେ ତାଙ୍କର ମୃତୁ୍ୟହେବା ଘଟଣାରେ ମୁଖ୍ୟମନ୍ତ୍ରୀ ମୁହଁଖୋଲିଲେ ନାହିଁ ।

ଦିନ ଦ୍ୱପ୍ରହରରେ ମାଭଉଣୀଙ୍କ ଇଜ୍ଜତ ଲୁଟ୍ ହେବ ଏବଂସରକାର ପୋଲିସ ଚୁପ୍ ରହିବେ, ଏଭଳିସରକାର ଶାସନରେ ରହିବାର କୌଣସିନୈତିକ ଅଧିକାର ନାହିଁ । ତୁରନ୍ତରାଜ୍ୟସରକାର ମହିଳାଙ୍କ ସୁରକ୍ଷାରେବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ଏହିଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଗିରଫ କରିସେମାନଙ୍କ ବିରୁଦ୍ଧରେ ପୋକସୋ ଆକ୍ଟଲଗାଇ ଫାଶୀ ଦେବାର ବ୍ୟବସ୍ଥା କରନ୍ତୁ ।ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମବଢୁଥିବାବେଳେ ମୁଖ୍ୟମନ୍ତ୍ରୀ ନୀରବ ନରହିକେବେ ମହିଳାଙ୍କ ପ୍ରତି ଜିରୋ ଟଲେରାନ୍ସଆଇନ ଆଣିବେ ତାହା ସ୍ପଷ୍ଟ କରନ୍ତୁ ବୋଲିଡ. ସାମନ୍ତସିଂହାର ଦାବୀ କରିଛନ୍ତି । ଏହିସାମ୍ବାଦିକ ସମ୍ମିଳନୀରେ ମହିଳା ମୋର୍ଚ୍ଚାରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ଓକସ୍ତୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ

- Advertisement -ମହିଳାଙ୍କୁ ସୁରକ୍ଷା ନ ଦେଇପାରିଲେ ଗାଦି ଛାଡ଼ : ଲେଖାଶ୍ରୀ ସାମନ୍ତସିଂହାର  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ମହିଳାଙ୍କୁ ସୁରକ୍ଷା ନ ଦେଇପାରିଲେ ଗାଦି ଛାଡ଼ : ଲେଖାଶ୍ରୀ ସାମନ୍ତସିଂହାର  ।

Latest article

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ଟ୍ରାଏଲ୍ ରୁମରେ ଝିଅର ସୁଟିଂ ପାଇଁ ଯୁବକ ବନ୍ଦୀ ।

କେନ୍ଦୁଝର,ତା,୧୫/୧, ଗୁରୁବାର ଦିନ ସହରର ଏକ ସପିଂ ମଲ୍ର ଟ୍ରାଏଲ ରୁମରେ ପୋଷାକ ବଦଳୁଥିବା ବେଳେ ଜଣେ ଝିଅର ଫଟୋ ଏବଂ ଭିଡିଓକୁ ଗୁପ୍ତରେ...