23 C
Bhubaneswar
Saturday, October 31, 2020

୪୫% ପୁରୁଷ ପ୍ରୋଷ୍ଟେଟ୍ ସମସ୍ୟାରେ ପୀଡିତ ।

Must read

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ସମ୍ବଲପୁର, ୧୩/୧୦ ଭାରତ ହେଉଛିବିଶ୍ୱର ସର୍ବବୃହତ୍ ଓ ସବୁଠାରୁ ଦ୍ରୁତ ବେଗରେ ବୃଦ୍ଧିପାଉଥିବା ବୟସ୍କ ପୁରୁଷଙ୍କ ଜନସଂଖ୍ୟା ମଧ୍ୟରୁଗୋଟିଏ । ସାଧାରଣତଃ ଏହି ବୟସର ପୁରୁଷମାନେଟାଇପ୍୨ ଡାଇବେଟିସ୍, ଉଚ୍ଚ ରକ୍ତଚାପ,କୋଲେଷ୍ଟେରୋଲ, କାଟାରାକ୍ଟ ଏବଂ ବିନାଇନ୍ପ୍ରୋଷ୍ଟାଟିକ୍ ହାଇପର୍ପ୍ଲାସିଆ କିମ୍ବା ବିପିଏଚ୍କୁହାଯାଉଥିବା ଏକ ଅବସ୍ଥା ଦ୍ୱାରା ସୃଷ୍ଟି ହେଉଥିବାଏକାଧିକ ଅସୁସ୍ଥତାର ସମ୍ମୁଖୀନ ହୋଇଥାନ୍ତି ।ବିପିଏଚ୍ ହେଉଛି ପ୍ରୋଷ୍ଟେଟ୍ର ଏକ ବୟସ ସମ୍ବନ୍ଧିତବିବର୍ଦ୍ଧନ ଯାହାକି ମୂତ୍ରାଶୟର ବାହ୍ୟପଥରେ ବାଧାସୃଷ୍ଟି କରିଥାଏ, ଏହା ଅସୁବିଧାଜନକ ଲକ୍ଷଣମାନସୃଷ୍ଟି କରିଥାଏ, ଯାହାଫଳରେ ବାରମ୍ବାର ପରିସ୍ରାଲାଗିବା ରାତିରେ ଶୋଇବା ସମୟରେ ପରିସ୍ରା ପାଇଁବାରମ୍ବାର ନିଦରୁ ଉଠିବା, ପରିସ୍ରା ସମୟରେ ଦୁର୍ବଳପ୍ରବାହ ଓ ପରିସ୍ରା ପରେ ମଧ୍ୟ ସନ୍ତୁଷ୍ଟ ନଲାଗିବା ଭଳିସମସ୍ୟା ଦେଖାଦେଇଥାଏ । ଭାରତରେକରାଯାଇଥିବା ଅନୁସନ୍ଧାନ ତଥ୍ୟ ମୁତାବକ, ୪୫ବର୍ଷରୁ ଅଧିକ ବୟସ୍କ ପ୍ରାୟ ୬୫% ପୁରୁଷ ଏହିଭଳିସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ତେବେ ଅଧିକାଂଶପୁରୁଷ ଏହାକୁ ଲୁଚାଇଥାନ୍ତି ।ଭିଏସ୍ଏସ୍ ମେଡିକାଲ କଲେଜ ସମ୍ବଲପୁର୍ରୟୁରୋଲୋଜିଷ୍ଟ ଡଃ ସୟ ମହାପାତ୍ର ପ୍ରୋଷ୍ଟେଟ୍ସଚେତନତା ମାସ ଉପରେ ଆୟୋଜିତ ଏକୱେବିନାର୍ରେ କହିଥିଲେ ଯେ, ଡାକ୍ତରଙ୍କ ଅନୁଯାୟୀ,ଅଧିକାଂଶ ରୋଗୀ ସେମାନଙ୍କର ଲକ୍ଷଣକୁ ସ୍ୱଭାବିକଦର୍ଶାଇଥାନ୍ତି । ସେମାନେ ଚୁପ୍ଚାପ ଏହି ଲକ୍ଷଣଗୁଡିକୁସହ୍ୟ କରିଥାନ୍ତି ଓ ସ୍ୱାସ୍ଥ୍ୟାବସ୍ଥା ଜଟିଳ ନହେବାପର୍ଯ୍ୟନ୍ତ ସେଗୁଡିକର ମୁକାବିଲା ପାଇଁ ବିଭିନ୍ନରଣନୀତି ଆପଣାଇଥାନ୍ତି । ବିପିଏଚ୍ରେ ପୀଡିତରୋଗୀମାନେ ବାରମ୍ବାର ୱାଶରୁମ୍ ଯିବାକୁ ଚାହିଁଥାନ୍ତି ।ମେଡିକାଲ ଟର୍ମରେ ଏହାକୁ ଅର୍ଜେନ୍ସି କୁହାଯାଇଥାଏ ।ଯଦି ସମୟରେ ଏହାର ଚିକିତ୍ସା ନକରାଯାଏ ତେବେରିକରେଂଟ୍ ଆକୁ୍ୟଟ୍ ୟୁରିନାରୀ ରିଟେନ୍ଓନ (ପରିସ୍ରାକରିବାରେ ହଠାତ୍ ଯନ୍ତ୍ରଣାଦାୟକ ଅସାମର୍ଥତା),ରିକରେଂଟ୍ ୟୁରିନାରି ଇନ୍ଫେକ୍ସନ, ଷ୍ଟୋନ୍ ହେବା,ଏପରିକି ଉଭୟ କିଡ୍ନି କ୍ଷତିଗ୍ରସ୍ତ କିମ୍ବା ଫେଲ୍ ହେବାଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

ଏହା ରୋଗୀଙ୍କୁଅତିରିକ୍ତ ଅସୁସ୍ଥତାରେ ପକାଇବା ସହିତ ରୋଗୀଓ ତାଙ୍କ ପରିଜନଙ୍କ ଉପରେ ସର୍ଜରୀର ଅତିରିକ୍ତବୋଝ ମଧ୍ୟ ଲଦି ଦେଇଥାଏ । ଅଧିକାଂଶ ମାମଲାରେସର୍ଜରୀ ପରେ ମଧ୍ୟ ସମସ୍ୟା କମିନଥାଏ, ଯାହାଫଳରେରୋଗୀଙ୍କୁ ସାରା ଜୀବନ କ୍ୟାଥେଟେରିଜେସନ କିମ୍ବାଡାଇଲିସିସ୍ରେ ରଖିବାକୁ ପଡିପାରେ । ବିପିଏଚ୍କୁଏକାଧିକ ଶାରୀରିକ, ରେଡିଓଗ୍ରାଫିକ୍ ପରୀକ୍ଷଣ ଓ କିଛିଲ୍ୟାବ୍ ଟେଷ୍ଟ ମାଧ୍ୟମରେ ଚିହ୍ନଟ କରାଯାଇଥାଏ ।ପ୍ରୋଷ୍ଟେଟ୍ର ଶାରୀରିକ ପରୀକ୍ଷଣ ସାମିଲ ଥିବା ଡିଆର୍ଇ(ଡିଜିଟାଲ ରେକ୍ଟାଲ ଏକ୍ଜାମିନେଶନ) ଭଳି ପରୀକ୍ଷଣଏହାକୁ ସମ୍ଭାବ୍ୟ ପ୍ରୋଷ୍ଟେଟ୍ କ୍ୟାନ୍ସରୁ ସ୍କ୍ରିନ୍ କରିବା ପାଇଁଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆବ୍ଡୋମିନାଲ ଓ ପେଲ୍ଭିକ୍ଅଲ୍ଟ୍ରାସାଉଣ୍ଡ ମଧ୍ୟ ପ୍ରୋଷ୍ଟେଟ୍ ଗ୍ଲାଣ୍ଡର ଆକାର ସୂଚିତକରିଥାଏ । ଲ୍ୟାବ୍ ଟେଷ୍ଟରେ ପିଏସ୍ଏ (ପ୍ରୋଷ୍ଟେଟ୍-ସ୍ପେସିଫିକ ଆଂଟିଜେନ୍)ସାମିଲ ରହିଥାଏ । ପିଏସ୍ଏହେଉଛି ଏକ ପ୍ରୋଟିନ ଯାହାକି କେବଳ ପ୍ରୋଷ୍ଟେଟ୍ ଦ୍ୱାରାନିର୍ମିତ । ପ୍ରୋଷ୍ଟେଟ୍ ସୁସ୍ଥ ଥିଲେ ରକ୍ତରେ ଖୁବ୍ କମ୍ପିଏସ୍ଏ ମିଳିଥାଏ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଝାଡଖଣ୍ଡରେ ଟ୍ରକ୍ ଓଲଟି ୧୦ଟି ସିଆରପିଏଫ ଯବାନ ଆହତ |

ଶୁକ୍ରବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର କିଛି ବୋଭାଇନ୍ ପ୍ରାଣୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍ ଭାରସାମ୍ୟ ହରାଇ ଦଶଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଥିଲେ। ଏହି...