24 C
Bhubaneswar
Saturday, January 16, 2021

ସତର୍କତା ଓ ସଚେତନତାକୁ ନେଇ ଜିଲ୍ଲାପାଳଙ୍କ ଭିଡିଓ କନ୍ ଫରେନ୍ସିଂ ।

Must read

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ବ୍ରହ୍ମପୁର,୧୩/୧୦: ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ଦୁର୍ଗାପୂଜା ଜନସମାଗମ ବିହୀନ ପାଳନ କରିବାପାଇଁ ପ୍ରଶାସନ ପକ୍ଷରୁ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି । ଜିଲ୍ଲାରେଏଯାବତ୍ କୋଭିଡ୍ ବିପଦ ମୁକ୍ତହୋଇନାହିଁ । କୋଭିଡ୍ ସଂକ୍ରମଣ ସଂଖ୍ୟାକମିଛି ସତ, କିନ୍ତୁ କେତେକ ସ୍ଥାନରେ ବର୍ତ୍ତମାନ ମଧ୍ୟ କୋଭିଡ୍ ସଂକ୍ରମଣ ରହିଛି । ଜନସାଧାରଣ ଗହଳିପୂର୍ଣ୍ଣ ସ୍ଥାନକୁ ଯାଇକୋଭିଡ୍ ସଂକ୍ରମିତ ହୋଇ ନିଜ ଜୀବନକୁତଥା ପରିବାର ବର୍ଗଙ୍କ ଜୀବନକୁ ବିପଦଆଡକୁ ଟାଣି ନିଅନ୍ତୁ ନାହିଁ ବୋଲି ଅନୁଷ୍ଠିତଭିଡିଓ କନ୍ଫରେନ୍ସିଂ ଜରିଆରେଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଛନ୍ତି । ତହସିଲଦାର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଗଣ ସାମାଜିକ ଦୂରôବ,ମାସ୍କ ବ୍ୟବହାର ଓ ପଞ୍ଚସୂତ୍ରୀ ନିୟମ ଦିଗରେ ଚଢାଉ କାର୍ଯ୍ୟକୁ ବ୍ୟାପକକରିବାକୁ ନିର୍ଦେଶ ଦିଆଯାଇଛି । ଯଦିଦୋକାନୀ ମାନେ ପଞ୍ଚସୂତ୍ରୀ ନିୟମର କଡାପାଳନ କରୁ ନାହାନ୍ତି ତେବେ ସଂପୃକ୍ତଦୋକାନକୁ ବନ୍ଦ କରାଯାଉ ।

ବସ୍ ଏବଂଅଟୋ ଗୁଡିକରେ ଯାତାୟାତ କରୁଥିବା ଯାତ୍ରୀଗଣଙ୍କ ସୁରକ୍ଷା ଦିଗରେ କିଭଳିପଦକ୍ଷେପ ଗ୍ରହଣ କରାଯାଉଛି ତାହାତଦାରଖ କରି ଚଢାଉ ପ୍ରକ୍ରିୟାକୁ ଜାରିରଖିବାକୁ କୁହାଯାଇଛି । ଟେଷ୍ଟିଂ ସଂଖ୍ୟାବୃଦ୍ଧି କରାଯାଉ, ଯେଉଁଠି ସଂକ୍ରମିତ ଚିହ୍ନଟହେଉଛନ୍ତି ସେହି ସବୁ ଅଞ୍ଚଳ ପୂର୍ବପରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟରେ କଣ୍ଟ୍ରୋଲରୁମ୍ ଚାଲୁ ରଖିବା ଓ ସଂକ୍ରମିତବ୍ୟକ୍ତିଙ୍କ ସହ ଜୁମ୍ ଭିଡିଓ ଦ୍ୱାରା ତାଙ୍କ ହାଲଚାଲ ବୁଝିବାକୁ ଜଣାଇଥିଲେ । ଗ୍ରାମାଞ୍ଚଳରେ ସଫେଇ କାର୍ଯ୍ୟକୁ ଗୁରୁôବଦିଆଯାଉ । ସହରାଞ୍ଚଳ ମଇଳାଉଠାଇବା କାର୍ଯ୍ୟ ରାତିରେ କରାନ୍ତୁ ଏବଂସମସ୍ତ ସଫେଇ କର୍ମଚାରୀଙ୍କ ସଂକ୍ରମଣ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣକରିବାକୁ ଜିଲ୍ଲାପାଳ ଜଣାଇଥିଲେ ।ଚଳିତ ବର୍ଷ ଦୂର୍ଗାପୂଜା ଛୁଟିରେ ଜିଲ୍ଲାର କୌଣସି ଅଧିକାରୀ କିମ୍ବା କର୍ମଚାରୀ ହେଡକ୍ୱାର୍ଟର ଛାଡିବେ ନାହିଁ । ସେଦିଗରେ ସତର୍କ କରାଇ ଦିଆଯାଇଛି । ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଚାଲୁରହିଛି ।

ଏଥି ସକାଶେ ମେଟ୍ରୋଲୋଜିକାଲ୍ ସେଣ୍ଟର ଭୁବନେଶ୍ୱର ଦ୍ୱାରା ଜାରି କରାଯାଇଥିବା ପାଣିପାଗସୂଚନା ଅନୁଯାୟୀ ୱେଲୋ ୱାର୍ଣ୍ଣିଂ ଦିଆଯାଇଛି । ଘଣ୍ଟାପ୍ରତି ୬୫କିଲୋମିଟର ବେଗରେ ପବନ ବହିବା ଓ ପ୍ରବଳବର୍ଷା ହେବାର ସମ୍ଭାବନା ରହିଛି ।ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷାଦୃଷ୍ଟିରୁ ସଜାଗ ରହିବାକୁ ସମସ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଜଣାଇଥିଲେ । ମାଟିକାନ୍ଥ ଘରେ ରହୁଥିବା ପରିବାର ବର୍ଗଙ୍କୁ କୋଠାକୁ ସ୍ଥାନାନ୍ତର କରି ରଖିବାକୁ ଜଣାଇଥିଲେ । ଗୋଷ୍ଠୀ ଉନ୍ନୟନଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀଅଧିକାରୀ ନିଜ କାର୍ଯ୍ୟାଳୟରେ କଣ୍ଟ୍ରୋଲରୁମ୍ ଖୋଲିବାକୁ କୁହାଯାଇଛି । ତିତିଲି ସମୟରେ ଯେଉଁ ଭଳି ପ୍ରସ୍ତୁତରହିଥିଲେ ସେହିଭଳି ପ୍ରସ୍ତୁତ ରହିବାକୁ କୁହାଯାଇଛି । କୌଣସି ଠାରେ ଅପ୍ରିତିକର ପରିସ୍ଥିତି ଦେଖାଗଲେ ତୁରନ୍ତ ଜିଲ୍ଲାପ୍ରଶାସନ ଦୃଷ୍ଟିକୁ ଆଣିବାକୁ ନିର୍ଦେଶଦିଆଯାଇଛି ।

ବୈଠକରେ ଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ସିନେ୍ଦଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁରମହାନଗର ନିଗମ କମିଶନର୍ ଡଃସିଦ୍ଧେଶ୍ଵର ବଳିରାମ ବନ୍ଦାର, ବ୍ରହ୍ମପୁରଉପଜିଲ୍ଲପାଳ ର୍କିତ୍ତୀ ଭାସନ୍ ଭି, ଅତିରିକ୍ତଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟକୁମାର ସାହୁ, ଡୁଡାର ପ୍ରକଳ୍ପ ନିଦେ୍ର୍ଦଶକସୁଦାମ ଚରଣ ମଣ୍ଡଳ, ଛତ୍ରପୁରଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲାଜରୁରୀ କାଳୀନ ଅଧିକାରୀ ଦିବ୍ୟଲୋଚନମହାନ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀମନୋରମା ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀଅମୂଲ୍ୟ କୁମାର ପ୍ରଧାନ, ଜାତୀୟ ସ୍ୱାସ୍ଥ୍ୟମିଶନର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର୍ ଶ୍ୟାମସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ

- Advertisement -ସତର୍କତା ଓ ସଚେତନତାକୁ ନେଇ ଜିଲ୍ଲାପାଳଙ୍କ ଭିଡିଓ କନ୍ ଫରେନ୍ସିଂ  ।

More articles

LEAVE A REPLY

Please enter your comment!
Please enter your name here

- Advertisement -ସତର୍କତା ଓ ସଚେତନତାକୁ ନେଇ ଜିଲ୍ଲାପାଳଙ୍କ ଭିଡିଓ କନ୍ ଫରେନ୍ସିଂ  ।

Latest article

ଓଡ଼ିଶାରେ ବିବାହ ଶୋଭାଯାତ୍ରାରେ ପ୍ରତିବନ୍ଧକ ହଟାଯାଇଥିଲା

ଭୁବନେଶ୍ୱର,ତା୧୫//୧ କୋବିଡ-୧୯ ମହାମାରୀ ହେତୁ ପୂର୍ବରୁ ବିବାହ ପ୍ରକ୍ରିୟା ଉପରେ ଲାଗୁ ହୋଇଥିବା ଓଡିଶା ସରକାର ଆଜି ପ୍ରତିବନ୍ଧକ ପ୍ରତ୍ୟାହାର କରି ନେଇଛନ୍ତି। “ବର୍ତ୍ତମାନର...

ବେଆଇନ ମଦ କାରବାର ପାଇଁ ଲେଡି ସିଭିଲ ଇଞ୍ଜିନିୟର, ଶାଶୁ ଗିରଫ

ଭଦ୍ରକ,ତା,୧୫/୧, ବେଆଇନ ମଦ ବ୍ୟବସାୟ ବିରୋଧରେ ଡ୍ରାଇଭ୍ ଜାରି ରଖି ଭଦ୍ରାକ୍ ଗ୍ରାମୀଣ ପୋଲିସ ସୀମା ଅନ୍ତର୍ଗତ ଘସୁରିପୋଖରୀ ଗ୍ରାମରେ ଭ୍ରାନ୍ତ ମଦ ବିକ୍ରି ଅଭିଯୋଗରେ ଗୁରୁବାର ଦିନ ଭଦ୍ରକ...

୧୯ ସ୍କୁଲ ଛାତ୍ର କୋଭିଡ -୧୯ ପାଇଁ ସକରାତ୍ମକ ପରୀକ୍ଷା କରନ୍ତି |

ସମ୍ବଲପୁର,ତା, ସମ୍ବଲପୁର ଜିଲ୍ଲାର ଲାଇକେରା ବ୍ଲକର ପ୍ରାୟ ୧୯ ଜଣ ଛାତ୍ର ଉପନ୍ୟାସ-କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ନଅ ମାସର ବ୍ୟବଧାନ ପରେ...

ବନ୍ଧୁଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳା ଏକାଧିକ ଥର ବଳାତ୍କାର ହୋଇଥିଲେ, ଅଭିଯୁକ୍ତ ଗିରଫ

ବ୍ରମପୁର,ତା,୧୫/୧,୨୫ ବର୍ଷ ବୟସ୍କା ମହିଳାଙ୍କୁ ମାସ ମାସ ଧରି ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଗୁରୁବାର ଦିନ ଜଣେ ଅଶ୍ଳୀଳ ଫଟୋ ଏବଂ ଭିଡିଓ...

ଟ୍ରାଏଲ୍ ରୁମରେ ଝିଅର ସୁଟିଂ ପାଇଁ ଯୁବକ ବନ୍ଦୀ ।

କେନ୍ଦୁଝର,ତା,୧୫/୧, ଗୁରୁବାର ଦିନ ସହରର ଏକ ସପିଂ ମଲ୍ର ଟ୍ରାଏଲ ରୁମରେ ପୋଷାକ ବଦଳୁଥିବା ବେଳେ ଜଣେ ଝିଅର ଫଟୋ ଏବଂ ଭିଡିଓକୁ ଗୁପ୍ତରେ...