26 C
Bhubaneswar
Wednesday, October 21, 2020

ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ ।

Must read

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବାରିପଦା,୧୩ ।୧୦ରାଜ୍ୟସରକାରଙ୍କ ଜାଗା ମିଶନ (ଲ୍ୟାଣ୍ଡ ମିଶନ)ଯୋଜନାରେ ବାରିପଦା ପୌରାଞ୍ଚଳରଭୂମିହୀନ ବସ୍ତି ବାସିନ୍ଦାଙ୍କୁୁ ଭୂମି ଅଧିକାରପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭହୋଇଛି । ଏହି ଯୋଜନାରେ ଯୋଗ୍ୟହୀତାଧିକାରୀ ଭୂମିହୀନ ବସ୍ତି ବାସିନ୍ଦାମାନଙ୍କୁ ବାସପଯୋଗୀ ଭୂମି ଅଧିକାରପ୍ରମାଣପତ୍ର (ପଟ୍ଟା) ଯୋଗାଇ ଦେବା ଲକ୍ଷ୍ୟନେଇ ରାଜ୍ୟ ସରାକାରଙ୍କ ଗୃହ ନିର୍ମାଣ ଓନଗର ଉନ୍ନୟନ ବିଭାଗ ଦ୍ୱାରା କାର୍ଯ୍ୟକାରୀକରାଯାଇଛି । ଏହି ଯୋଜନାର ସଫଳରୂପାୟନ ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନତତ୍ତ୍ୱାବଧାନରେ ବାରିପଦା ପୌର ପରିଷଦପକ୍ଷରୁ ସୋମବାର ପୂର୍ବାହ୍ନରେ ବାରିପଦାପୌରାଞ୍ଚଳର ଭଞ୍ଜପୁର ୱାର୍ଡ ନଂ-୨ ସ୍ଥିତଅଙ୍ଗନୱାଡି କେନ୍ଦ୍ର ପରିସରରେ ଏବଂଶ୍ରୀପଦ୍ଗ ୱାର୍ଡ ନଂ-୧୩ ସ୍ଥିତ ବହୁମୁଖୀଆଶ୍ରୟ ସ୍ଥଳଠାରେ ଆୟୋଜିତ ଭୂମିହୀନବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାରଯୋଗ୍ୟତା ପ୍ରମାଣପତ୍ର ବଂଟନକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟରାଜ୍ୟସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗମନ୍ତ୍ରୀ ସୁଦାମ ମାର୍ଣ୍ଡି ସମ୍ମାନିତ ଓ ସମ୍ମାନିତଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶସୋରେନ ପ୍ରମୁଖ ଯୋଗଦେଇ ଭୂମିଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନକାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭକରିବା ସହିତ ଭୂମିହୀନ ବସ୍ତିବାସିନ୍ଦାଯୋଗ୍ୟ ହୀତାଧିକାରୀମାନଙ୍କୁ ଭୂମିଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନକରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥିରାଜସ୍ୱ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଓଡିଶା ସରକାରଙ୍କଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଜାଗାମିଶନ ଯୋଜନାରେ ବିଶେଷ କରିସହରାଞ୍ଚଳରେ ବସବାସ କରୁଥିବା ସମସ୍ତଭୂମିହୀନ ବସ୍ତି ବାସିନ୍ଦା ମାନଙ୍କୁବାସପଯୋଗୀ ଭୂମି ଅଧିକାର ଯୋଗ୍ୟତାପ୍ରମାଣ ପତ୍ର (ପଟ୍ଟା) ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଇଥିବା ଉଲ୍ଲେଖକରିବା ସହିତ ଏହି ଯୋଜନା କାର୍ଯ୍ୟକ୍ରମସରକାରଙ୍କ ଏକ ଐତିହାସିକ ପଦକ୍ଷେପବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବାରିପଦା ପୌରପରିଷଦ ପ୍ରଶାସନ ପ୍ରତେକ୍ଷ୍ୟତତ୍ତ୍ୱାବଧାନରେ ସହରାଞ୍ଚଳର ପ୍ରଥମପର୍ଯ୍ୟାୟରେ ୪୮୧୭ ଜଣ ଭୂମିହୀନଯୋଗ୍ୟ ହିତାଧିକାରୀ ମାନଙ୍କୁ ଭୂମିଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ପ୍ରଦାନକରାଯାଉଥିବା ପ୍ରଶଂସା କରିଥିଲେ

।ରାଜସ୍ୱ ମନ୍ତ୍ରୀ ଆହୁରି କହିଲେ ଯେ,ସହରାଞ୍ଚଳ ଭୂମିହୀନମାନଙ୍କ କଲ୍ୟାଣ ପାଇଁକାର୍ଯ୍ୟକାରୀ କାରଯାଇଥିବା ଏପରି ଏକଜନ କଲ୍ୟାଣକାରୀ ଯୋଜନାକାର୍ଯ୍ୟକାରିତା ଦ୍ୱାରା ହିତାଧିକାରୀ ମାନଙ୍କ ଜୀବନଧାରଣ ମାନ ଉନ୍ନତି ହୋଇପାରିବବୋଲି ଆଶାବ୍ୟକ୍ତ କରିଥିଲେ । ସମ୍ମାନିତଅତିଥି ବାରିପଦା ବିଧାୟକ ଶ୍ରୀ ସୋରେନସହରାଞ୍ଚଳ ବସ୍ତି ବାସିନ୍ଦା ଗରିବ ଭୂମିହୀନପରିବାର ଏହି ଯୋଜନାରେ ବିଶେଷଉପକୃତ ହୋଇ ପାରିବେ ବୋଲି ପ୍ରକାଶକରିବା ସହିତ ବାରିପଦା ସହରାଂଚଳରସମସ୍ତ ଭୂମିହୀନମାନଙ୍କୁ ବାସପଯୋଗୀଭୂମି ପର୍ଯ୍ୟାୟକ୍ରମେ ଯୋଗାଇ ଦେବାଦିଗରେ ପୌରପ୍ରଶାସନ ପକ୍ଷରୁ ବିହୀତପଦକ୍ଷେପ ଗ୍ରହଣ କରାଯାଇଥିବାରୁସାଧୁବାଦ୍ ଜଣାଇବା ସଙ୍ଗେସଙ୍ଗେ ପ୍ରର୍ଯ୍ୟାୟକ୍ରମେ ବାସପଯୋଗୀ ଭୂମି ସମସ୍ତ ଯୋଗ୍ୟହିତାଧିକାରୀଙ୍କୁ ଯୋଗାଇ ଦେବାକୁପରାମର୍ଶ ଦେଇଥିଲେ । ଜିଲ୍ଲାପ୍ରଶାସନତତ୍ୱାବଧାନରେ ବାରିପଦା ପୌରପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତଭରଦ୍ୱାଜ, ଭା.ପ୍ର.ସେ. ବାରିପଦାଉପଜିଲ୍ଲାପାଳ ତଥା ପୌରନିର୍ବାହୀଧିକାରୀପି.ଅନ୍ୱେଶା ରେଡ୍ଡି ଭା.ପ୍ର.ସେ. ପ୍ରମୁଖଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ ସୁପରିଚାଳିତହୋଇଥିଲା ।

ସୂଚନାଯୋଗ୍ୟ ଯେ ରାଜ୍ୟସରକାରଙ୍କ ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗ ଯୋଜନା ଜାଗା ମିଶନଯୋଜନାରେ ବାରିପଦା ପୌରାଞ୍ଚଳରସମସ୍ତ ୱାର୍ଡରେ ଥିବା ୪୬ଟି ବସ୍ତିଅଞ୍ଚଳରେ ବସବାସ କରୁଥିବା ଭୂମିହୀନପରିବାରମାନଙ୍କୁ ସତନ୍ତ୍ର ଚିହ୍ନଟଅଭିଯାନ କାର୍ଯ୍ୟକ୍ରମ ଦ୍ୱାରା ୭୬୨୫ଜଣ ଚିହ୍ନଟ କରାଯାଇଥିବାବେଳେସେଥିରୁ ୪୮୧୭ ଜଣଙ୍କୁ ପ୍ରଥମପର୍ଯ୍ୟାୟରେ ବାସପଯୋଗି ଭୂମିଅଧିକାର ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନକାର୍ଯ୍ୟ ତ୍ୱାରାନିତ କରାଯାଉଥିବାବେଳେ ଆଜିର ଶୁଭାରମ୍ଭକାର୍ଯ୍ୟକ୍ରମରେ ୧୧୨୧ ଜଣଙ୍କୁ ଭୂମିଯୋଗ୍ୟତା ପ୍ରମାଣପତ୍ର ବଣ୍ଟନକରାଯାଇଥିଲା । ପରବର୍ତୀପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ଯୋଗ୍ୟହୀତାଧିକାରମାନଙ୍କୁ ଭୂମି ପ୍ରମାଣ ପତ୍ରଯୋଗାଇ ଦେବାର ବ୍ୟବସ୍ଥାକାର୍ଯ୍ୟକ୍ରମକୁ ତ୍ୱରାନିତ କରାଯାଉଅଛି ।ଏହାଦ୍ୱାରା ଭୂମିହୀନ ବସ୍ତିବାସିନ୍ଦାମାନେବାସପଯୋଗୀ ଜାଗା ପାଇବା ସହିତଆବାସ ଯୋଜନାରେ ଘର,ପାଇଖାନା, ପାନୀୟ ଜଳ, ରାସ୍ତା ତଥାସର୍ବପରି ଜୀବନଜୀବିକା ନିର୍ବାହ ଆଦିଆନୁସଙ୍ଗିକ ସୁବିଧା ସୁଯୋଗପାଇପାରିବାର ବ୍ୟବସ୍ଥା ରହିଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଜାଗାମିଶନ ଯୋଜନା ରାଜ୍ୟର ବିଜ୍ଞାପତଅଂଚଳ ଏବଂ ପୌରାଞ୍ଚଳରବସ୍ତିବାସିନ୍ଦାଙ୍କ କଲ୍ୟାଣ ପାଇଁଉଦିଷ୍ଟଥିବା ଏହି ଯୋଜନା ସମଗ୍ରରାଜ୍ୟରେ ପ୍ରଥମ ହୋଇଥିବାବେଳେଏହା ବିଶ୍ୱର ସର୍ବବୃହତ୍ ଯୋଜନାଭାବେ ପରିଗଣିତ ହୋଇଛି । ଉକ୍ତଅନୁଷ୍ଠିତ ଭୂମିଅଧିକାର ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମରେହିତାଧିକାରୀ ମାନେ ଯୋଗ ଦେଇ ପ୍ରମାଣପତ୍ର ଗ୍ରହଣ କରିଥିଲେ । ବାରିପଦାପୌରପାଳିକା ସଂପୃକ୍ତ ବିଭାଗ କ୍ଷେତ୍ରଅଧିକାରୀ ତଥା କର୍ମଚାରୀମାନେକାର୍ଯ୍ୟକ୍ରମ ପରିଚାଳନା କରିଥିେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବାଙ୍ଗଲାଦେଶ ଅପେକ୍ଷା ବର୍ତ୍ତମାନ ସରକାରୀ ଭାବେ ଗରିବ ହୋଇଥିବାରୁ ଭାରତରେ ଆଙ୍ଗଷ୍ଟ ଏବଂ ଅସ୍ୱୀକାର |

ଦର୍ପଣ, କାନ୍ଥରେ ଦର୍ପଣ, ସେମାନଙ୍କ ମଧ୍ୟରୁ ସବୁଠାରୁ ଗରିବ କିଏ? ୧୯୭୧ରେ ଯେତେବେଳେ ବାଂଲାଦେଶ ଏକ ସ୍ଵାଧୀନ ଦେଶ...