18 C
Bhubaneswar
Tuesday, January 19, 2021

ମନ୍ତ୍ରୀ ଓ ବିଧାୟକଙ୍କ ନାମରେ ପୁରୀ ଏସଡିଜେଏମ୍ କୋର୍ଟରେ ମାମଲା

Must read

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ପୁରୀ,୧୩ା୧୦: ପୂର୍ବତନ ମନ୍ତ୍ରୀ ତଥାପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମସଂସ୍କାରରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଓ ବିଧାୟକଉମା ସାମନ୍ତରାୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛି ଜଗନ୍ନାଥ ସେନା । ଜଗନ୍ନାଥସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଉଭୟଙ୍କ ନାମରେ ପୁରୀ ଏସଡିଜେଏମ୍ କୋର୍ଟରେ ଏକ ମାମଲାଦାୟର୍ କରିଛନ୍ତି ।

ପୁରୀ ସମୁଦ୍ର କୂଳ ଥାନାରେ ଏନେଇଏତଲା ଦେବା ପରେ ପୁଲିସର କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟନ ହୋଇ ଜଗନ୍ନାଥ ସେନା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ସୂଚନାଯୋଗ୍ୟ, ଗତ ୪ ତାରିଖ ଦିନ ପୁରୀରସ୍ୱର୍ଗଦ୍ୱାରରେ ପୂର୍ବତନ ମନ୍ତ୍ରୀ ତଥା ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ଶହଶହ ଲୋକଙ୍କ ଭିଡ଼ ନେଇ ପୁରୀରେ ଥାନାରେ ଏତଲା ଦେଇଥିଲା ଜଗନ୍ନାଥ ସେନା । । ପୁରୀ ସମୁଦ୍ର କୂଳ ଥାନାରେଏନେଇ ଏତଲା ଦେଇଥିଲେ ଜଗନ୍ନାଥସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।ଏହି ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗଦେଇ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବିଧାୟକ ଉମାସାମନ୍ତରାୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନଦାଶ ।

ସଂକ୍ରମିତ ବ୍ୟକ୍ତି କିପରି ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି ବୋଲି ଅଭିଯୋଗ ଆଣିପ୍ରଶ୍ନ ଉଠାଇଥିଲା ଜଗନ୍ନାଥ ସେନା । ସେନା ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ବିଧାୟକ ଉମାସାମନ୍ତରାୟ ନିକଟରେ କରୋନା ସଂକ୍ରମିତ ହୋଇଥିଲେ । ମନ୍ତ୍ରୀ ସମୀର ରଞ୍ଜନଦାଶଙ୍କର ମଧ୍ୟ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ବୋଲି ଅଭିଯୋଗ କରିଥିଲେପ୍ରିୟଦର୍ଶନ ପଟ୍ଟନାୟକ । ସରକାର କରୋନା କାଳରେ ଅନ୍ତିମ ସଂସ୍କାର ପାଇଁସୀମିତ ଲୋକଙ୍କ ସମାଗମ ନେଇନିୟମ ରଖିଛନ୍ତି । ଏହା ପରେ ବିକିପରି ଏତେ ସଂଖ୍ୟାରେ ଜନଗହଳିହେଲା ଓ ପ୍ରଶାସନ ନୀରବ ରହିଲାସେନା ପକ୍ଷରୁ ଏ ନେଇ ଅଭିଯୋଗହୋଇଥିଲା । କରୋନା କାଳରେଅନ୍ତିମ ସଂସ୍କାରରେ ସୀମିତ ଲୋକଙ୍କସାମିଲ ହେବା ନେଇ ସରକାରନିୟମ କରିଛନ୍ତି । ଏହି ନିୟମଉଲ୍ଲଂଘନକାରୀଙ୍କୁ ଗିରଫ କରିବାକୁ ଦାବିକରିଥିଲା ଜଗନ୍ନାଥ ସେନା

- Advertisement -ମନ୍ତ୍ରୀ ଓ ବିଧାୟକଙ୍କ ନାମରେ ପୁରୀ ଏସଡିଜେଏମ୍ କୋର୍ଟରେ ମାମଲା

More articles

LEAVE A REPLY

Please enter your comment!
Please enter your name here

- Advertisement -ମନ୍ତ୍ରୀ ଓ ବିଧାୟକଙ୍କ ନାମରେ ପୁରୀ ଏସଡିଜେଏମ୍ କୋର୍ଟରେ ମାମଲା

Latest article

ଭାରତ କେବଳ ହାତଗଣତି ମିନିଟେରାଲ୍ସ ସହିତ ରହିଯାଇଛି ।

ଆମେରିକା : ଆମେରିକାର ବାରମ୍ବାର ଚେତାବନୀ ସ୍ଵତେ ଚୀନ୍ ସହିତ ନିବେଶ ଉପରେ ୟୁରୋପୀୟ ୟୁନିଅନର ସମ୍ପ୍ରତି ବିସ୍ତୃତ ଚୁକ୍ତିନାମା ସମଗ୍ର ବିଶ୍ୱରେ ଆଖିକୁ...

ସୋସିଆଲ ମିଡିଆରେ ମୋନୀ ରୟ ଜଣେ ଲୋକପ୍ରିୟ ସେଲିବ୍ରିଟି ଅଟନ୍ତି |

ନୂଆଦିଲ୍ଲୀ: ପୁଣି ଥରେ ଅଭିନେତ୍ରୀ ମୁନି ରୟ ନିଜର ସାଇଜଲିଂ ବିକିନି ଚିତ୍ର ସହିତ ଇଣ୍ଟରନେଟରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟାନର୍ଙ୍କର ଏକ ...

ପବଜୀ ମୋବାଇଲ୍ ଇଣ୍ଡିଆ ପୁନ ଆରମ୍ଭ ତାରିଖ ।

ନୂଆଦିଲ୍ଲୀ: ଭାରତରେ ଖେଳର ପୁନ ପ୍ରବେଶ ପାଇଁ ଲକ୍ଷ ଲକ୍ଷ ମୋବାଇଲ୍ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଆଗାମୀ ଦିନରେ ଦେଶରେ ମୋବାଇଲ୍ ଇଣ୍ଡିଆ...

ଜୁନ୍ ମଧ୍ୟଭାଗରୁ ଭାରତ ସର୍ବନିମ୍ନ ସ୍ପାଇକ୍ ରେକର୍ଡ କରିଛି ।

ନୁଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଭାରତ ୧୩,୭୮୮ ନୂତନ କୋଭିଡ -୧୯ ମାମଲା ରିପୋର୍ଟ କରିଛି | ଗତ ବର୍ଷ ଜୁନ୍ ମଧ୍ୟଭାଗରେ ଏହି...

ଆଜି ଷ୍ଟାର୍ଟଅପ୍ ଇଣ୍ଡିଆ ଆନ୍ତର୍ଜାତୀୟ ସମ୍ମିଳନୀ ।

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଷ୍ଟାର୍ଟଅପ୍ ସହ ଯୋଗାଯୋଗ କରିବେ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ...