22 C
Bhubaneswar
Saturday, October 31, 2020

ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ।

Must read

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଭୁବନେଶ୍ୱର,୧୩ା୧୦ ବଙ୍ଗୋପସାଗରରେସୃଷ୍ଟ ଲଘୁ·ପ ଗଭୀର ଅବପାତର ରୂପ ନେବା ପରେ ଏହାଗତ ୬ ଘଣ୍ଟା ମଧ୍ୟରେ ୧୭ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିଥିଲା । ଆଜି ସକାଳ ୫ଟା୩୦ ମିନିଟ୍ ସମୟରେ ବିଶାଖାପାଟନମ ଠାରୁ ପ୍ରାୟ ୧୨୦କିଲୋମିଟର ପ୍ରାୟ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ, କାକିନାଡା(ଆନ୍ଧ୍ରପ୍ରଦେଶ) ଏବଂ ନରସାପୁର (ଆନ୍ଧ୍ରପ୍ରଦେଶ) ର ପୂର୍ବ-ଉତ୍ତର-ପୂର୍ବରେ ୧୦୦ କିଲୋମିଟର ଦୂରରେ ଏହା କେନ୍ଦ୍ରିତ ହୋଇଥିଲା । ଏହାପରେ ସକାଳ ସାଢେ ୬ଟାରୁ ସାଢେ ୭ଟାଭିତରେ ତାହା କାକିନାଡ଼ାରେ ସ୍ଥଳଭାଗ ଅତିକ୍ରମକରିଛି । ଏବେ ସେଠାରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିଥିବା ଜଣାଯାଇଛି ।

ଏଥିଲାଗି ଆନ୍ଧ୍ରପ୍ରଦେଶର କାକିନାଡ଼ା ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାହେଉଥିବାର ସୂଚନା ମିଳିଛି । ଆସନ୍ତା୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାସମ୍ଭାବନା ରହିଛି । ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟଗଜପତି, ଗଞ୍ଜାମ, ରାୟଗଡ଼ା, ଖୋର୍ଦ୍ଧା, ପୁରୀ, ମାଲକାନଗିରି,କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅକ୍ଟୋବର ୧୭ ପର୍ଯ୍ୟନ୍ତବର୍ଷାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ଆକଳନକରିଛି ।ଏଣେ ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳବର୍ଷା ହୋଇଛି । ବିଶେଷ କରି କୋରାପୁଟ, ମାଲକାନଗିରି,ନବରଙ୍ଗପୁର, ଗଜପତି ଓ ରାୟଗଡ଼ାରେ ବର୍ଷାର ମାତ୍ର ଅଧିକରହିବ ବୋଲି କୁହାଯାଉଛି ।

ଏସବୁ ଜିଲ୍ଲାରେ ବର୍ଷାର ପରିମାଣବଢିଛି । ଇତିମଧ୍ୟରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦୦ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଲଘୁଚାପ ପ୍ରଭାବରେ ଗଜପତିଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଲୋକଙ୍କୁ ସ୍ଥାନାନ୍ତରକରି ବାତ୍ୟାଆଶ୍ରୟ ସ୍ଥଳୀରେ ରଖାଯାଇଥିବା ଜଣାଯାଇଛି ।ଏଣେକଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଆଦି ଜିଲ୍ଲାରେ ବି ବର୍ଷାଆରମ୍ଭ ହୋଇଯାଇଛି । ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଂଚଳରୁଆସିଛି ବର୍ଷା ବିଭୀଷିକାର ଭୟଙ୍କର ଚିତ୍ର । ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରୁ ମାଡ଼ି ଆସିଥିଲା ବର୍ଷା ପାଣି । ଆଉ ପାହାଡ ପାଦଦେଶରେ ଥିବା ଘର ଦ୍ୱାରକୁ ଧୋଇ ନେଇଛି ବର୍ଷାପାଣି । ପାତ୍ରପୁର ବ୍ଲକର ୩ଟି ଆଙ୍କୁଲି, ତୁମ୍ବା ଓ ବୁରାତାଲ ପଂଚାୟତରେବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଫଳରେ ପାହାଡି ଗାଁରେ ଥିବାଲୋକଙ୍କ ଜୀବନ ଜୀବିକା ଠପ ହୋଇଯାଇଛି । ବର୍ଷାକୁ ନେଇ ସ୍ଥାନୀୟ ଆଦିବାସୀ ଭୟଭିତ ହୋଇଯାଇଛନ୍ତି । ଲୋକେ ଜୀବନ ବିକଳେ ଘରୁସୁରକ୍ଷିତ ସ୍ଥାନକୁ ପଳାଇ ଆସିଥିବା ବେଳେ ଘରେ କିଛି ଗୃହ ପାଳିତ ପଶୁପକ୍ଷି ରହିଯାଇଥିବା ସୂଚନା ମିଳିଛି । ତେବେ ଏହି ଅଂଚଳରେ ଏଯାଏଁବାତ୍ୟା ତିତିଲିର କ୍ଷତ ଲିଭି ନାହିଁ । ଏବେ ବି ଲୋକେ ଅଂଟା ସଳଖି ଠିଆହୋଇ ପାରିନାହାନ୍ତି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାର ଗଞ୍ଜାମ ଓଗଜପତିର ସମଗ୍ର ଅଂଚଳରେ ଲାଗିରହିଛି ବର୍ଷା । ସାନଖେମୁଣ୍ଡି ବ୍ଲକଅନ୍ତର୍ଗତ କଉଡିଆ ପଂଚାୟତ ବଉଳଘାଇ ଗ୍ରାମ ସିନ୍ଧୁଆ ସ୍ୱାଇଁଙ୍କ ଘରରଛାତ ଲଗାଣ ବର୍ଷାରେ ଭୁଶୁଡି ପଡିଛି । ବହୁ ପୁରାତନ ଘର ହୋଇଥିବାରୁଛାତରୁ ପାଣି ବୋହିବା ବେଳେ ଅନ୍ୟ ଘର କାନ୍ଥ ଭୁଶୁଡି ଘରେ ପଡି ରହିଛି । ବର୍ଷା ଲାଗି ରହିଥିବା ବେଳେ ଘରେ ବର୍ଷା ଜଳ ବି ଭର୍ତ୍ତି ହୋଇରହିଛି ।ତେବେ ପ୍ରଶାସନ ପାଖରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଝାଡଖଣ୍ଡରେ ଟ୍ରକ୍ ଓଲଟି ୧୦ଟି ସିଆରପିଏଫ ଯବାନ ଆହତ |

ଶୁକ୍ରବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର କିଛି ବୋଭାଇନ୍ ପ୍ରାଣୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍ ଭାରସାମ୍ୟ ହରାଇ ଦଶଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଥିଲେ। ଏହି...