27.8 C
Bhubaneswar
Friday, October 30, 2020

ବିଜୁ ଜନତା ଦଳର ମିଶ୍ରଣ ପର୍ବ: କଂଗ୍ରେସର ଟାଣୁଆ ଯୁବନେତାଙ୍କ ଦଳରେ ଯୋଗଦାନ

Must read

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବାଲେଶ୍ୱର,୧୨ା୧୦:ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁପ୍ରମୁଖ ଦଳମାନଙ୍କ ପକ୍ଷରୁ ରଣକୌଶଳ ଜାରି ଥିବା ବେଳେ ଅନ୍ୟାନ୍ୟ ଦଳରୁଛାମୁଆ ଓ କର୍ମୀଙ୍କୁ ବିଜେଡିରେ ସାମିଲକରିବା ପ୍ରକ୍ରିୟା ଉପରେ ଦଳୀୟନେତାମାନେ ଅଧିକ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ନେତୃବର୍ଗଙ୍କ ଉପସ୍ଥିତିରେ ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେଟାଉନ କଂଗ୍ରେସର ବହୁ ଟାଣୁଆ ଯୁବନେତା ଓ ତାଙ୍କ ସହଯୋଗୀ ଦଳରେଯୋଗ ଦେଇଛନ୍ତି । ଜିଲ୍ଲା ସଭାପତିପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଏହି ମିଶ୍ରଣ ପର୍ବରେ ସଭାପତିତ୍ୱ କରିବାସହିତ ବିଜୁ ଜନତା ଦଳରେ ଯୁବନେତାମାନଙ୍କ ଆଗମନ କେବଳ ବାଲେଶ୍ୱର ସହରାଂଚଳ ନୁହେଁ ବରଂସମଗ୍ର ସଦର ନିର୍ବାଚନମଣ୍ଡଳୀର ବିଜେଡିସଂଗଠନ ଶକ୍ତିଶାଳୀ ହୋଇପାରିଛି ବୋଲିସେ କହିଥିଲେ ।

ଦଳୀୟ କର୍ମକର୍ତ୍ତା ଓସଦସ୍ୟମାନେ ନୂତନ ସଦସ୍ୟମାନଙ୍କ ସହଏକମନ ହୋଇ ସାଗଠନିକ କାର୍ଯ୍ୟକୁଆଗେଇ ନେବା ପାଇଁ ସଭାପତି ଶ୍ରୀ ଜେନାସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଆଇନ୍ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ବିଜେଡିପର୍ଯ୍ୟବେକ୍ଷକ ପ୍ରତାପ ଜେନା, ରାଜ୍ୟସଭାସାଂସଦ ପ୍ରତାପ ଦେବ, ପୂର୍ବତନବିଧାୟକ ପ୍ରଭାତ ବିଶ୍ୱାଳ ଓ ବର୍ଷିଆନ ରାଜନେତା ଅରୁଣ ଦେ ପ୍ରମୁଖ ଏହିକାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାସଭାପତିଙ୍କ ନେତୃତ୍ୱରେ ବିଭିନ୍ନ ଦଳରକର୍ମୀଙ୍କ ବିଜେଡିରେ ଯୋଗଦାନ ଦଳପାଇଁ ଅତ୍ୟନ୍ତ ଖୁସୀର ବିଷୟ ବୋଲିକହିଥିଲେ ।

ନବାଗତଙ୍କ ସକ୍ରିୟ କାର୍ଯ୍ୟଧାରା ଦଳୀୟ ସଂଗଠନକୁ ସୁଦୃଢ଼କରିବ ବୋଲି ସେମାନେ ମତ ପ୍ରକାଶକରିଥିଲେ । କଂଗ୍ରେସ ସଦସ୍ୟ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ଯୁବକ ଓଯୁବତୀଙ୍କ ବିଜେଡିରେ ସାମିଲ ହେବା ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ରାଜନୀତିକୁ ପ୍ରଭାବିତ କରିବ ବୋଲି ରାଜ୍ୟସ୍ତରୀୟ ନେତାମାନେ ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ସଦର ନିର୍ବାଚନମଣ୍ଡଳୀ ପାଇଁ ଦଳର ସାମ୍ଭାବ୍ୟପ୍ରାର୍ଥିନୀ ସୁବାସିନୀ ଜେନା ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକ ଆଦର୍ଶଓ ବିକାଶର ଧାରାରେ ଜନସାଧାରଣ ଅନୁପ୍ରାଣୀତ ହେବାକୁ ଆହ୍ୱାନ ଦେଇଥିଲେ । ବାଲେଶ୍ୱରର ବିକାଶ ପାଇଁରବୀନ୍ଦ୍ର ଜେନାଙ୍କ ଭଳି ନେତୃତ୍ୱ ପ୍ରତିବିଶ୍ୱାସ ରଖି ବିଜୁ ଜନତା ଦଳକୁ ଏହିଉପ-ନିର୍ବାଚନରେ ବିଜୟୀ କରିବା ପାଇଁସେ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୌରପାଳ ଆଲୋକସାହୁ, ବିଜେଡି ଟାଉନ ସଭାପତି ସନତଦାସ, ଯୁବ ବିଜେଡି ଜିଲ୍ଲା ସଭାପତି ଶୁଭେନ୍ଦୁ ମଙ୍ଗରାଜ ପ୍ରମୁଖ ଏଥିରେ ଯୋଗଦେଇ ନବାଗତ ସଦସ୍ୟମାନଙ୍କ ସ୍ୱାଗତ କରିଥିଲେ ।

ଏହି ଅବସରରେ ବିଜେଡିରେ ଯୋଗ ଦେଇଥିବା ପୂର୍ବତନଟାଉନ କଂଗ୍ରେସ ସଭାପତି ସୁବ୍ରତ ଦାସ,ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବନେତା ଶେଖ ଆୟୁବ ଓ ସେମାନଙ୍କ ଶତାଧିକ ସମର୍ଥକଙ୍କୁ ମନ୍ତ୍ରୀ ପ୍ରତାପ ଜେନା ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଆଦର୍ଶ ତଥା ଜିଲ୍ଲାସଭାପତି ଶ୍ରୀ ଜେନାଙ୍କ ନେତୃତ୍ୱ ପ୍ରତିଆସ୍ଥା ପ୍ରକଟ ସେବା ବିଜୁ ଜନତାଦଳରେ ଯୋଗ ଦେଇଛନ୍ତି ବୋଲି ନବାଗତ କର୍ମୀମାନେ ପ୍ରକାଶକରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ନୀଳଗିରି ବିଧାନସଭା ଆସନ ବିଜେଡିପ୍ରାର୍ଥୀ ସନ୍ତୋଷ ଖଟୁଆ, ସାହିରୁଲ ହକ୍,ମନୋଜ ରାଉତ, ସଞ୍ଜୀବ ଦାସ,ବ୍ରଜକିଶୋର ପ୍ରଧାନ, କୁଶାଲ ଚାଟାର୍ଜୀ,ଇନ୍ତେଖ୍ୱାବ ଅଲଲ୍ୀ ଖାନ୍ ପ୍ରମୁଖପରିଚାଳନା କରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବେଙ୍ଗାଲୁରୁରେ କେରଳ ସିପିଏମ୍ ସେକୀଙ୍କ ପୁଅ ଗିରଫ।

ବେଙ୍ଗାଲୁରୁରେ ଡ୍ରଗ୍ସ ବିକ୍ରି ପାଇଁ ଏନସିବି ଦ୍ୱାରା ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ହୋଇଥିବା ଆର୍ଥିକ କାରବାର ସଂପର୍କରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗୁରୁବାର କେରଳ ସିପିଆଇ...