21 C
Bhubaneswar
Monday, January 25, 2021

ଗୋଦରେଜ୍ ପକ୍ଷରୁ ନାଓ ଇଜ୍ ୱାଓ ଉତ୍ସବର ଶୁଭାରମ୍ଭ ।

Must read

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ଭୁବନେଶ୍ୱର,୧୨ ।୧୦;ଗୋଦରେଜ୍ ଆପ୍ଲାଏନ୍ସେସ୍ପକ୍ଷରୁ ନାଓ ଇଜ୍ ୱାଓ ଉତ୍ସବର ଶୁଭାରମ୍ଭ କରାଯାଇଛି । ଏହିଉତ୍ସବ ସମୟରେ ଗ୍ରାହକମାନଙ୍କୁ ଆବଶ୍ୟକ ଉଲ୍ଲାସ ପ୍ରଦାନକରିବା ଲାଗି ଲୋଭନୀୟ ଅଫର ପ୍ରସ୍ତୁତ କରାଯାଇଛି । ୯୦୦ଟଙ୍କିଆରୁ ଆରମ୍ଭ ଫିକ୍ସଡ୍ ଇଏମ୍ଆଇ, ବର୍ଦ୍ଧିତ ୱାରେଣ୍ଟି,କ୍ୟାସ୍ବ୍ୟାକ୍, ସୁଧ ମୁକ୍ତ ଇଏମ୍ଆଇ ବିକଳ୍ପ, ଜିରୋ ଡାଉନ୍ପେମେଣ୍ଟ ସ୍କିମ୍, ରିହାତି ଏବଂ ଏକ୍ସଚେଞ୍ଜ୍ ଅଫର ଭଳି ଅନେକସୁବିଧା କମ୍ପାନୀର ପରିବେଶ ମିତବ୍ୟୟୀ ଓ ପ୍ରଯୁକ୍ତିଭିତ୍ତିକଆପ୍ଲାଏନ୍ସେସ୍ ଉପରେ ଉପଲବ୍ଧ ହେବ । ଏହି ଅଫରଗୁଡ଼ିକଜରିଆରେ ଗ୍ରାହକମାନେ ନିଜ ଘରର ଆପ୍ଲାଏନ୍ସେସ୍ଗୁଡ଼ିକୁଅପ୍ଗ୍ରେଡ୍ କରିବାର ସୁଯୋଗ ପାଇବେ । କୋଭିଡ୍-୧୯ରମୁକାବିଲା ପାଇଁ ଲକ୍ଡାଉନ୍ ଘୋଷଣା ସତ୍ତ୍ୱେ କମ୍ପାନୀ ପକ୍ଷରୁସଦ୍ୟତମ ପ୍ରଯୁକ୍ତି ଭିତିକ ଉତ୍ପାଦ ଉନ୍ମୋଚନ ଜାରି ରହିଛି ।ଫ୍ରଷ୍ଟ-ଫ୍ରି ଓ ଡାଇରେକ୍ଟ କୁଲ୍ ରେଫ୍ରିଜରେଟର, ସେମି-ଅଟୋମେଟିକ୍ ୱାସିଂ ମେସିନ ଏବଂ ଅଟୋମେଟିକ୍ ୱାସିଂ ମେସିନ୍ବର୍ଗରେ ନୂଆ ଉତ୍ପାଦ ଅଣାଯାଇଛି ।

କମ୍ପାନୀ ଉତ୍ସବ ଋତୁରେ୧୩୨ ନୂଆ ଏସ୍କେୟୁ ଉନ୍ମୋଚନ କରିବାକୁ ଯୋଜନାରଖାଯାଇଛି । କମ୍ପାନୀ ପକ୍ଷରୁ ବିଭିନ୍ନ ସାମଗ୍ରୀ ଉପରେ ୩୫୫୯ଟଙ୍କା ମୂଲ୍ୟର ବିନା ମୂଲ୍ୟର ବର୍ଦ୍ଧିତ ୱାରେଣ୍ଟି, ୬୦୦୦ ଟଙ୍କାରକ୍ୟାସ୍ବ୍ୟାକ୍, ଏମ୍ଆର୍ପି ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତରିହାତି, ଅଗ୍ରଣୀ କ୍ରେଡିଟ୍/ଡେବିଟ୍ କାର୍ଡ ଉପରେ ସୁଧ ମୁକ୍ତଇଏମ୍ଆଇ, ୮/୦, ୧୦/୨ ଓ ୧୨/୪ ଭଳି ଫାଇନାନ୍ସସ୍କିମ୍ ଆଦି ଗାହକଙ୍କ ପାଇଁ ପ୍ରଦାନ କରାଯିବ । ସମସ୍ତ ଗୋଦରେଜ୍ଏସି ସହିତ କପର କଣ୍ଡେସନର ଉପରେ ୫ ବର୍ଷର ବର୍ଦ୍ଧିତୱାରେଣ୍ଟି ଦିଆଯିବ । କମ୍ପାନୀର ଏସି, ରେଫ୍ରିଜରେଟର, ୱାସିଂମେସିନ, ମାଇକ୍ରୋ ଓଭେନ, ଚେଷ୍ଟ ଫ୍ରିଜର ଓ ଏୟାର କୁଲରଆଦି ଉପରେ ଅକ୍ଟୋବର ୧ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସବୁଅଫର ଉପଲବ୍ଧ ହେବ । କମଳ ନନ୍ଦୀ, ବ୍ୟବସାୟ ମୁଖ୍ୟ ଓକାର୍ଯ୍ୟନିର୍ବାହୀ ଉପ ସଭାପତି, ଗୋଦରେଜ ଆପ୍ଲାଏନ୍ସେସ୍କହିଛନ୍ତି ଯେ, ନ୍ତପାରମ୍ପରିକ ଭାବେ ଉତ୍ସବ ଋତୁରେ ଭାରତୀୟଗ୍ରାହକମାନେ ଉତ୍ସବ ଋତୁରେ ସୁନା ଠାରୁ ଆରମ୍ଭ କରିଆପ୍ଲାଏନ୍ସେସ୍ ପର୍ଯ୍ୟନ୍ତ ମୂଲ୍ୟବାନ ଜିନିଷ ଆଦି କିଣନ୍ତି ।

କରୋନା ମହାମାରୀ ସମୟରେ ଗ୍ରାହକମାନେ ଆପ୍ଲାଏନ୍ସେସ୍ରମହତ୍ୱ ବୁଝିପାରିଛନ୍ତି । ଆର୍ଥିକ ଦୃଷ୍ଟିକୋଣରୁ ଏହି କଷ୍ଟକରସମୟରେ ଗ୍ରାହକମାନେ ଆର୍ଥିକ ନୟମିୟତା ଅନୁସାରେ ନିଜଘରକୁ ପସନ୍ଦର ଆପ୍ଲାଏନ୍ସେସ୍ ନେଇପାରିବେ । ଆମର ନୂଆଉତ୍ପାଦଗୁଡ଼ିକ ଉପରେ ଅନେକ ପ୍ରକାରର ଅଫର ରହିଛି । ସେଥିପାଇଁ ଆମେ ଏହାକୁ ନାଓ ଇଜ୍ ୱାଓ ଉତ୍ସବ ବୋଲିକହୁଛୁ । ସଞ୍ଜୀବ ଜୈନ, ଜାତୀୟ ବିକ୍ରି ମୁଖ୍ୟ, ଗୋଦରେଜ୍ଆପ୍ଲାଏନ୍ସେସ୍ କହିଛନ୍ତି ଯେ, ନ୍ତଗ୍ରାହକଙ୍କ ଆଶା ଓ ଆକାଂକ୍ଷାପୂରଣ କରିବା ପାଇଁ ଅର୍ଥପୂର୍ଣ୍ଣ ଭାବେ ଡିଜାଇନ କରାଯାଇଥିବାଶ୍ରେଷ୍ଠ ସମାଧାନ ପ୍ରଦାନ କରିବା ଲାଗି ଆମେ ଗୋଦରେଜ୍ଆପ୍ଲାଏନ୍ସେସ୍ରେ ଉଦ୍ୟମ କରୁଛୁ । ନାଓ ଇଜ୍ ୱାଓ ଉତ୍ସବସମୟରେ ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ଲାଗି ଆମେଆମର ଉତ୍ପାଦନ ବଢ଼ାଇଛୁ । ଗ୍ରାହକଙ୍କୁ ସୁରକ୍ଷା ପ୍ରଦାନ କରିବାଲାଗି ଆମେ ସ୍ପର୍ଶବିହୀନ କିଣାକିିଣିର ବ୍ୟବସ୍ଥା କରିଛୁ

- Advertisement -ଗୋଦରେଜ୍ ପକ୍ଷରୁ ନାଓ ଇଜ୍ ୱାଓ ଉତ୍ସବର ଶୁଭାରମ୍ଭ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଗୋଦରେଜ୍ ପକ୍ଷରୁ ନାଓ ଇଜ୍ ୱାଓ ଉତ୍ସବର ଶୁଭାରମ୍ଭ ।

Latest article

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ଓଡିଶା ମନ୍ତ୍ରୀଙ୍କ ଅବରୋଧିତ ବୋହୂ ନୀରବତା ଭାଙ୍ଗିଛନ୍ତି ।

ଭୁବନେଶ୍ବର: ଓଡିଶା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୋହୂ ଲିପ୍ପା ପ୍ରଧାନ ୨୦୧୬ ମସିହାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଅଫିସରେ...