25 C
Bhubaneswar
Thursday, October 22, 2020

ରାଜ୍ୟରେ କମିଛି ଗାଡି ବିକ୍ରି, ଗତବର୍ଷ ତୁଳନାରେ ଖସିଲା ୧୮.୫୬ % ।

Must read

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭୁବନେଶ୍ୱର,୧୧ା୧୦: ଗତବର୍ଷ ତୁଳନାରେ ଚଳିତବର୍ଷ ସେପ୍ଟେମ୍ବରରେ ରାଜ୍ୟରେ ଗାଡିବିକ୍ରି ୧୮.୫୬% ହ୍ରାସ ଘଟିଛି । ୨୦୧୯ସେପ୍ଟେମ୍ବରରେ ରାଜ୍ୟରେ ୫୯,୦୮୮ ସଂଖ୍ୟକ ଯାନପଞ୍ଜୀକରଣ ହୋଇଥିବା ବେଳେ ଏ ବର୍ଷ ସମାନ ସମୟରେଏହା ୪୮,୧୧୯ ୟୁନିଟକୁ ହ୍ରାସ ପାଇଛି । ଆଲୋଚ୍ୟସମୟରେ ରାଜ୍ୟରେ ମୋଟ ୩୯,୧୯୩ ୟୁନିଟ୍ଦୁଇଚକିଆ ଯାନ ବିକ୍ରି ହୋଇଛି, ଯାହାକି ଗତବର୍ଷ ସେପ୍ଟେମ୍ବରରେ ୪୯,୫୦୨ ୟୁନିଟ୍ ଥିଲା । ସେହିଭଳି ଗତବର୍ଷ ସେପ୍ଟେମ୍ବରରେ ରାଜ୍ୟରେ୨,୧୯୩ ୟୁନିଟ୍ ତିନିଚକିଆ ଯାନ ପଞ୍ଜୀକରଣ ହୋଇଥିବାବେଳେ ଏ ବର୍ଷ ସମାନ ସମୟରେ ଏହା ୯୮୪ୟୁନିଟକୁ ସଙ୍କୁଚିତ ହୋଇଛି । ବାଣିଜ୍ୟିକ ଯାନ ବିକ୍ରିଗତବର୍ଷର ୨,୩୬୦ ୟୁନିଟ୍ ତୁଳନାରେ ୧,୭୩୧ୟୁନିଟକୁ ହ୍ରାସ ପାଇଛି ।

ପାସେଞ୍ଜର ଭେଇକିଲ(ପିଭି)ବିକ୍ରି ପଞ୍ଜୀକରଣ ଗତବର୍ଷ ସେପ୍ଟେମ୍ବରରେ ୪,୦୦୬ୟୁନିଟ୍ ଥିବାବେଳେ ଏ ବର୍ଷ ସମାନ ସମୟରେ ୪,୫୮୪ୟୁନିଟକୁ ବୃଦ୍ଧି ଘଟିଛି । ଏ କ୍ଷେତ୍ରରେ ୧୪.୪୩% ଅଭିବୃଦ୍ଧି ଦେଖାଦେଇଛି ।ସେହିଭଳି ଗତବର୍ଷ ସେପ୍ଟେମ୍ବରରେ ୧,୦୨୭ୟୁନିଟ୍ ଟ୍ରାକ୍ଟର ବିକ୍ରି ହୋଇଥିବାବେଳେ ଏ ବର୍ଷସେପ୍ଟେମ୍ବରରେ ଏହା ୧,୬୨୭ ୟୁନିଟ୍ ରହିଛି । ଏକ୍ଷେତ୍ରରେ ୫୮.୪୨% ବୃଦ୍ଧି ଘଟିଛି । ଅଟୋମୋବାଇଲଡିଲର ମହାସଂଘ (ଫାଡା) ପ୍ରଦତ୍ତ ତଥ୍ୟରୁ ଏହା ଜଣାପଡ଼ିଛି । ଫାଡା ତଥ୍ୟ ଅନୁସାରେ, ଗତବର୍ଷ ସେପ୍ଟେମ୍ବର ତୁଳନାରେ ଚଳିତବର୍ଷ ସେପ୍ଟେମ୍ବରରେ ଦେଶରେ ମୋଟଗାଡି ବିକ୍ରିରେ ୧୦.୨୪%ହ୍ରାସ ଘଟିଛି । ଆଲୋଚ୍ୟସମୟରେ ଦେଶରେ ମୋଟ୧୩,୪୪,୮୬୬ ୟୁନିଟ୍ଗାଡି ପଞ୍ଜୀକରଣ ହୋଇଛି,ଯାହାକି ଗତବର୍ଷ ସମାନ ସମୟରେ୧୪,୯୮,୨୮୩ ୟୁନିଟ୍ଥିଲା ।

ତେବେ ମାସିକଭିତ୍ତିରେ ଅର୍ଥାତ ଅଗଷ୍ଟତୁଳନାରେ ସେପ୍ଟେମ୍ବରରେ ଗାଡି ପଞ୍ଜୀକରଣରେ୧୧.୪୫% ବୃଦ୍ଧି ଘଟିଛି । ଦେଶରେ ମୋଟ ଦୁଇଚକିଆଯାନ ବିକ୍ରି ଏ ବର୍ଷ ସେପ୍ଟେମ୍ବରରେ ୧୦,୧୬,୯୭୭ୟୁନିଟ୍ ରହିଛି, ଯାହାକି ୨୦୧୯ ସେପ୍ଟେମ୍ବରରେ୧୧,୬୩,୯୧୮ ୟୁନିଟ୍ ଥିଲା । ତିନିଚକିଆଯାନବିକ୍ରିରେ ୫୮.୮୬% ହ୍ରାସ ଘଟିଛି । ଗତବର୍ଷ ସେପ୍ଟେମ୍ବରରେ ଦେଶରେ ମୋଟ ୫୮,୪୮୫ ୟୁନିଟ୍ତିନିଚକିଆ ଯାନ ବିକ୍ରି ହୋଇଥିବାବେଳେ ଏ ବର୍ଷସେପ୍ଟେମ୍ବରରେ ଏହା ୨୪,୦୬୦ ୟୁନିଟ୍କୁ ହ୍ରାସ ପାଇଛି ।

ବାଣିଜ୍ୟିକ ଯାନ ବିକ୍ରି ଗତବର୍ଷର ୫୯,୬୮୩ ୟୁନିଟରୁ୩୯,୬୦୦ ୟୁନିଟକୁ ହ୍ରାସ ପାଇଛି । ସେହିଭଳି ପିଭିବିକ୍ରି ଗତବର୍ଷର ୧,୭୮,୧୮୯ ୟୁନିଟ୍ରୁ୧,୯୫,୬୬୫ ୟୁନିଟଟକୁ ବୃଦ୍ଧି ପାଇଛ । ଟ୍ରାକ୍ଟରବିକ୍ରିରେ ବି ବୃଦ୍ଧି ଘଟିଛି । ଗତବର୍ଷ ସେପ୍ଟେମ୍ବରରେ ଦେଶରେ ୩୮,୦୦୮ ୟୁନିଟ୍ ଟ୍ରାକ୍ଟର ବିକ୍ରି ହୋଇଥିବାବେଳେ ଏ ବର୍ଷ ସମାନ ସମୟରେ ଏହା୬୮,୫୬୪ ୟୁନିଚୁ ବୃଦ୍ଧି ପାଇଛି ।ଫାଡା ସଭାପତିଭିଙ୍କେଶ ଗୁଲାଟି କହିଛନ୍ତି ଯେ,ସରକାରଙ୍କ ଅବିରତ ଉଦ୍ୟମ ଯୋଗୁ ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ଗାଡି ପଞ୍ଜୀକରଣ ବୃଦ୍ଧି ପାଇଛି ।ତେବେ ବାର୍ଷିକ ଭିତ୍ତିରେ ବିକ୍ରି ହ୍ରାସ ପାଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...