31 C
Bhubaneswar
Friday, October 30, 2020

ସାତସଙ୍ଖ ପୋଷ୍ଟ ଅଫିସ ଡାକସେବା ଅଚଳ ହୋଇପଡିଛି ।

Must read

ବୈଦେଶିକ ମନ୍ତ୍ରଣାଳୟ ସାଉଦିର ଭାରତୀୟ ମାନଚିତ୍ରର ଭୁଲ ଚିତ୍ରକୁ ବିରୋଧ କରିଛି ।

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ଏହାର ବାହ୍ୟ ସୀମାକୁ ଭୁଲ ଚିତ୍ରଣ କରି ସାଉଦି କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ କରିଛି ବୋଲି ଖବର...

ଆତଙ୍କବାଦ ବିରୋଧରେ ଲଢେଇରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିସର ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା...

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ବଳଙ୍ଗା,୧୧ ।୧୦: ଲୋକଙ୍କବାର୍ତ୍ତାକୁ ଲେଖା ମାଧ୍ୟମରେ । ନିଜ ବନ୍ଧୁ,ପରିଜନଙ୍କ ନିକଟରେ ପହଞ୍ଚାଇବା ପାଇଁସାରା ଦେଶରେ ତତ୍ପର ରହିଛି ଡାକବିଭାଗ । ଆଜିର ଡିଜିଟାଲ ଯୁଗରେମୋବାଇଲ, ଫେସବୁକ, ହ୍ୱାଟସଅପ୍ଆଦିର ବହୁଳ ବ୍ୟବହାର ପରେ ବିଡାକବିଭାଗ ତାର ସ୍ୱତନ୍ତ୍ର ସ୍ଥାନ ବଜାୟରଖି ଜନସେବାରେ ନିଜକୁ ତତ୍ପରରଖିଥିବା ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳଓ ସହରାଞ୍ଚଳ ସମେତ ବିଭିନ୍ନ ସରକାରୀବେସରକାରୀ ସଂସ୍ଥା ଗୁଡ଼ିକମାନଙ୍କରେଅପବ୍ୟବହାର କରାଯାଉଥିବା ଭଳିସଙ୍ଗୀନ ଅଭିଯୋଗ ଆସିଛି । ଅଭିଯୋଗପତ୍ରରୁ ଜଣାଯାଇଛି ଯେ ସାତସଙ୍ଖ ଉପଡାକଘର ଅଧିକାରୀ ଦୀର୍ଘ ୨ମାସ ହେବସାତସଙ୍ଖ ଡାକଘରେ ଦାୟିତ୍ୱ ଗ୍ରହଣକରିବା ଦିନ ଠାରୁ ସଦାସର୍ବଦା କାର୍ଯ୍ୟରେକୋହଳ ମନୋଭାବ ଦର୍ଶାଇ ଏହାକୁ ଆସୁଥିବା ସେବାକାରୀମାନେ ଅବ୍ୟବସ୍ଥାମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି । ଡାକସେବାକୁ ନେଇ ଏହି ଅଞ୍ଚଳରେବସବାସ କରୁଥିବା ବାସିନ୍ଦା ମାନଙ୍କମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ,ସେବାକୁ ନେଇ ବାରମ୍ବାର ଅଭିଯୋଗହୋଇ ଆସୁଛି ।

ଅପରପକ୍ଷରେ ସାତସଙ୍ଖଓ ତାହାର ଆଖପାଖ ଅଞ୍ଚଳରେ ବର୍ତ୍ତମାନପର୍ଯ୍ୟନ୍ତ ଏତେଟା ଫଳପ୍ରଦ ହୋଇପାରିନାହିଁ । ପ୍ରକାଶ ଥାଉକି ସାତସଙ୍ଖ ଫାଣ୍ଡିଅଞ୍ଚଳରେ ରହିଛି ଏକ ଉପଡାକଘର ।ଏହି ଡାକଘର ଉପରେ ୩୦ ହଜାରରୁଊଦ୍ଧ୍ୱର୍ ବାସିନ୍ଦା ନିର୍ଭର କରିଥାନ୍ତି । ମାତ୍ରବର୍ଷର ବହୁ ସମୟରେ ଏହି ଡାକଘରରେଲିଙ୍କଫେଲ୍, ସଞ୍ଚୟଖାତା ଖୋଲିବା,ଉଠାଣ, ଟଙ୍କା ଜମା, ଷ୍ପିଡିପୋଷ୍ଟ, ଚିଠିରେଜେଷ୍ଟ୍ରି ଜନିତ ସମସ୍ୟା ଉପଜୁଥିବାରୁଲୋକ ମାନଙ୍କୁ ହଇରାଣ ହରକତରସମ୍ମୁଖୀନ ହେବାକୁ ପଡିଥାଏ ବୋଲିବହୁବାର ଅଭିଯୋଗ ହୋଇ ଆସିଛି ।ଜୈନିକ ପୋଷ୍ଟ ମାଷ୍ଟର ଅଫିସରେ ନରହିସଦାସର୍ବଦା ବାହାରେ ରହୁଥିବା ଅଭିଯୋଗହୋଇଅ ।ସୁଥିଲେ ମଧ୍ୟ ବିଭାଗୀୟଅଧିକାରୀ ସେସବୁ ଜାଣିଶୁଣି ପଦକ୍ଷେପଗ୍ରହଣ କରୁନାହାନ୍ତି ।

ମାତ୍ର ଏହିଉପଡାକଘରରେ ଲୋକ ମାନଙ୍କୁ ସମସ୍ତସୁବିଧା ମିଳି ପାରିନଥାଏ ବୋଲିଅଭିଯୋଗ ହୋଇଛି । ବିଭିନ୍ନପ୍ରତିଯୋଗିତା ମୂଳକ ପରୀକ୍ଷାରେ ଫର୍ମପୁରଣ ଲାଗି ଉର୍ଦ୍ଧିଷ୍ଟ ଆଇପିଓ ଏହିଡାକଘରେ ସମୟ ସମୟରେ ଉପଲବ୍ଧନଥାଏ । ଯାହା ଫଳରେ ପ୍ରାର୍ଥୀ ମାଡ଼ଙ୍କୁନିରାଶ ହୋଇ ଫେରିବାକୁ ପଡେ ।ସେମାନେ ଅନ୍ୟ କୌଣସି ଉପାୟ ନପାଇପୁରୀ ପ୍ରାୟ ୨୭ କିଲୋମିଟର ଦୂରଡାକବିଭାଗର ମୁଖ୍ୟ କାର୍ଯ୍ୟାଳୟରୁଆଇପିଓ ସଂଗ୍ରହ କରିଥାନ୍ତି । ଏଥପାଇଁସେମାନଙ୍କୁ ଅଯଥାରେ ଅର୍ଥ ଓ ସମୟରମୂଲ୍ୟ ଦେବାକୁ ପଡିଥାଏ । ସେହିପରିବଳଙ୍ଗା ଓ ତାହାର ଆଖପାଖ ଅଞ୍ଚଳରେଥିବା ଉପଡାକଘରେ ଅବସ୍ଥା ମଧ୍ୟ ପ୍ରାୟସମାନ । ଏହି ଡାକଘର ଉପରେ୫୦ହଜାର ବାସିନ୍ଦା ପୂର୍ଣ୍ଣମାତ୍ରାରେ ର୍ନିଭରକରିଥାନ୍ତି ।

ଏଠାରେ ଲୋକ ମାନେ ଜମାକରୁଥିବା ଟଙ୍କା ମାଚୁ୍ୟରିଟି ହେବା ପରେମଧ୍ୟ ପାଇବାକୁ ଅସୁବିଧାର ସମ୍ମୁଖୀନହେବାକୁ ପଡେ ବୋଲି ସାଧାରଣରେଅ ।ଲୋଚନା ହେଉଛି । ଗତ କିଛି ଦିନତଳେ ଏଠାକାର ବାସିନ୍ଦାମାନେଡାକଘରରେ ଲାଗି ରହିଥିବା ଅବ୍ୟବସ୍ଥାବିରୋଧରେ ଏକଜୁଟ ହୋଇ ଡାକଘରସମ୍ମୁଖରେ ହୋହାଲ୍ଲା କରିବା ସହ ପୋଷ୍ଟମାଷ୍ଟରଙ୍କୁ ଘେରାଓ କରିଥିବାର ନିଜର ଅଛି । ପରେ ଏହି ଅବବ୍ୟସ୍ଥା ସମ୍ପର୍କରେଖବର ପାଇ ଡାକବିଭାଗର ଉପରିସ୍ଥଅଫିସର ଘଟଣାସ୍ଥଳରେ ପହଞ୍ଚôଥିଲେ ।ଡାକଘରେ ମଧ୍ୟ ଅନୂରୂପ ଅବ୍ୟବସ୍ଥା ଲାଗିରହୁଥିବା ଅଭିଯୋଗ ହୋଇଛି । ଫଳରେଏହି ଅଞ୍ଚଳରେ ରହୁଥିବା ବରିଷ୍ଠନାଗରିକ, ସ୍ୱେଚ୍ଛାସେବୀ ମହିଳା,ଖଟିଖିଅ । ଶ୍ରମିକ, ଛାତ୍ରଛାତ୍ରୀମାନଙ୍କୁଉପଯୁକ୍ତ ଡାକସେବା ମିଳିବାରେ ବଞ୍ଚôତହେବାକୁ ପଡୁଛି । ଫଳରେ ବିଭିନ୍ନଜିନିଷ, ଗୁରୁତ୍ୱପୂର୍ଣ୍ଣ କାଗଚପତ୍ର, ଦସ୍ତାବିଜଆଦି ପଠାଇବା ପାଇଁ ଏହି ଡାକଘରଉପରେ ପଡିଥାଏ । ଯାଦ୍ୱାରାକି ଅ ।ଗାମୀଦିନରେ ଏକ ବଡଧରଣର ଜନଆନେ୍ଦାଳନ ହେବା ସହିତ ସ୍ଥାନୀୟଅଞ୍ଚଳର ଜନସାଧାରଣ ମାନେ ପୁରୀ ଜିଲ୍ଲାମୁଖ୍ୟ ଡାକସେବା ଅଧିକାରୀଙ୍କୁ ଲିଖିତଅଭିଯୋଗ ଜଣାଇଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବୈଦେଶିକ ମନ୍ତ୍ରଣାଳୟ ସାଉଦିର ଭାରତୀୟ ମାନଚିତ୍ରର ଭୁଲ ଚିତ୍ରକୁ ବିରୋଧ କରିଛି ।

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ଏହାର ବାହ୍ୟ ସୀମାକୁ ଭୁଲ ଚିତ୍ରଣ କରି ସାଉଦି କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ କରିଛି ବୋଲି ଖବର...

ଆତଙ୍କବାଦ ବିରୋଧରେ ଲଢେଇରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିସର ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା...

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...