29 C
Bhubaneswar
Saturday, September 19, 2020

ଓଡ଼ିଶାର ଲକ୍ଷାଧିକ ଧାନ ଚାଷୀ ପ୍ରଭାବିତ ହେବେ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭୁବନେଶ୍ୱର,୨୨ ।୨(ନି.ପ୍ର): ଓଡ଼ିଶାର ଲକ୍ଷ୍ୟାଧିକ ଧାନ ଚାଷୀ, ଭାରତ ସରକାରଙ୍କ ନୂତନ ଟ୍ରାଇ ସାଇକାଜୋଲ୍ ଏବଂ ବ୍ରୁଫେଜିନ୍ କିଟନାଶକ ପ୍ରତିବନ୍ଧ ଆଦେଶ ୨୦୨୦, ରାଜପତ୍ରିକା ଆଦେଶ
ସୂଚନା, ତା ୩୧ ଜାନୁଆରୀ ୨୦୨୦ ଏସ୍.ଓ.୫୩୧(ଇ) ଅନୁଯାୟୀ ପ୍ରଭାବିତ ହେବେ । କୃଷି ଓ ଚାଷୀ କଲ୍ୟାଣ ମଙ୍ଗଳ ମନ୍ତ୍ରଣା ଳୟ ଏହି ନୂତନ ପ୍ରସ୍ତାବରେ, ଏହି ଦୁଇ କୀଟନାଶକକୁ ମାନବ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଦର୍ଶାଇ ପ୍ରତି ବନ୍ଧକ କରାଯାଇଛି । ଯାହାକି ଏକତରଫା ମନ୍ତବ୍ୟ, ଏହାର ସମ୍ପୂର୍ଣ୍ଣ ବିଶ୍ଲେଷଣ ନ କରି, ପୂର୍ଣ୍ଣ ପ୍ରୟୋଗିକ ତଥ୍ୟ, ପ୍ରମାଣ, ଅଧୟନ, ବିଶ୍ୱରେ ସଫଳତା ଅବ ଲ ମ୍ବନ କରିଥିବା ଅନ୍ୟ ଦେଶ ମାନେ, ଚାଷୀ ଓ ନିର୍ମାଣକାରୀ ସଂସ୍ଥା । ୟୁରୋପ ମହାଦେଶ ସହିତ ଅନ୍ୟ କିଛି ସ୍ଥାନରେ ଏହି ଦୁଇଟି କୀଟନାଶକର ପ୍ରୟୋଗକୁ ସମୀକ୍ଷା
କରାଯାଉଅଛି । ଏହି କୀଟନାଶକ ପ୍ରୟୋଗ ଦ୍ୱାରା ମୁଖ୍ୟତଃ ଧାନ ଫସଲକୁ ଅନିଷ୍ଟକାରୀ କୀଟ(ରାଇସ୍ ବାଲଷ୍ଟ/ ବ୍ରାଉନ୍ ପ୍ଲାଣ୍ଟ ହୋପର୍) ଦ୍ୱାରା ନଷ୍ଟରୁ ବଂଚୃାଇବାରେ ସାହାଯ୍ୟ କରେ । ଏହା ପ୍ରତିବନ୍ଧ କରିବା ପରିବର୍ତେ ଭାରତ ସର କାର ଏହାର ପ୍ରୟୋଗକୁ ବିବେକୀ ଓ ଦାୟିତ୍ୱ ସହିତ ଏହାର ବ୍ୟବ ହାର ଉପରେ ଗୁରୁତ୍ୱ ଦେବାର ଉଚିତ ଥିଲା । ଅନ୍ୟ ଦେଶ ମାନ ଙ୍କର ଏହାର ପ୍ରୟୋଗ ଦ୍ୱାରା ଲାଭକୁ ଅଧୟନ କରିବାର ଥିଲା । ଏବଂ ଏହା ଦ୍ୱାରା ଚାଷୀମାନେ ଲାଭଦାୟକ ହୋଇଥାନ୍ତେ । ଏହା ମଧ୍ୟ, ସରକାର ପ୍ରତ୍ୟକ୍ଷ ଓ ପ୍ରରୋକ୍ଷ ଭାବେ ସ ମ୍ଭାବିତ ପ୍ରତିବନ୍ଧକୁ ବୁଝିବାରେ ଅସହ୍ୟ
ହୋଇଛନ୍ତି । ଯାହାକି ସୀମିତ ପ୍ରଭାବି ବିକଳ୍ପ, କଳାବଜାରି, ବଜାରରେ ନକଲି ଉତ୍ପାଦର ବିସ୍ତାର ଆଦି ସାମିଲ ଅଛି ବୋଲି
କହିଛନ୍ତି ଅଗ୍ରଓ ଚେମ୍ ଫ୍ର୍ରେଡ୍ସନ୍ ଅଫ୍ ଇଣ୍ଡିଆର ସଭାପତି ଶ୍ରୀ ଏନ୍.କେ. ଅଗ୍ରୋବାଲ । ଏହା ବ୍ୟତୀତ ସେ କହିଛନ୍ତି ସରକାର ଏହି ପ୍ରତିବନ୍ଧ ଲଗାଇବା ପୂର୍ବରୁ,
ଆଗ ସମସ୍ତ ଦୃଷ୍ଟି କୋଣକୁ ନିଜ
ବିଚାରକୁ ନେବାର ଆବଶ୍ୟକତା ଥିଲା । ଯାହାଦ୍ୱାରା କୃଷି ବର୍ଗ ବନ୍ୟା, ମରୁଡି, ଋଣ, ସ୍ୱଳ୍ପ ଦାମରେ ନିମ୍ନ ସ୍ତରର କିଟନାଶକ ପ୍ରୟୋଗ କରିବା ଦ୍ୱାରା ତାଙ୍କର ଉତ୍ପାଦନରେ ହ୍ରାସ ହେଉଛି । ଗତ ସାଧାରଣ ବଜେଟରେ କୃଷିରେ ଅଧିକ ପୃି ବିନିଯୋଗ ପାଇଁ ସୁପାରିଶ କରାଯାଇଛି । କିନ୍ତୁ ଏହି କୀଟ ନାଶକ ପ୍ରତିବନ୍ଧକ ଯୋଗୁ ଚାଷୀଙ୍କ ମୁଖ୍ୟତଃ ଧାନ ଉତ୍ପାଦନ ହ୍ରାସ ପାଇବ । ଯାହାଦ୍ୱାରା ବିଶେଷ କରି ଓଡ଼ିଶାରେ ମୁଖ୍ୟତଃ ଧାନ ଚାଷୀ ହୋଇଥିବାରୁ, ଏହାର ସୁନିଶ୍ଚିତ ଚାଷୀଙ୍କ ଆର୍ଥିକ ଉପରେ ପ୍ରଭାବ
ପକାଇବ । ତେଣୁ ଅଗ୍ରଓ ଚେମ୍ ଫ୍ର୍ରେଡ୍ସନ୍ ଅଫ ଇଣ୍ଡିଆ ଏହାର ତୁରନ୍ତ ଏହି ପ୍ରତିବନ୍ଧକ ଉଠାଇ ବାକୁ ଦାବି ଜଣାଇଛି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...