26 C
Bhubaneswar
Sunday, October 25, 2020

ଡିଇଏଲ୍ଇଡି ପରୀକ୍ଷାର୍ଥୀଙ୍କୁ କରୋନା ଆକ୍ରାନ୍ତ କରାନଯାଉ ।

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଭୁବନେଶ୍ୱର, ୧୧ା୧୦(ନି.ପ୍ର):ଅଖିଳଭାରତ ଛାତ୍ରସଂଘ ଓ ନିଖିଳ ଓଡ଼ିଶାଡି.ଇଏଲ୍.ଇଡି. ଛାତ୍ରସଂଘ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଆଜି ଏ.ଆଇ.ଏସ୍.ଏଫ୍.ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସଭାପତି ସଂଘମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ଏକସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତହୋଇଯାଇଛି । ଓଡ଼ିଶା ସରକାରଙ୍କଅଦୂରଦର୍ଶୀ ଶ୍ରେଣୀଗୃହ ପରୀକ୍ଷାପରିଚାଳନା ନିଷ୍ପତ୍ତିକୁ ଦୃଢ ଭାବେ ନିନ୍ଦାକରାଯାଇଛି । ଗତକାଲି କେବଳଓଡ଼ିଶାରେ ତିନି ହଜାରରୁ ଊଦ୍ଧ୍ୱର୍ କରୋନାଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେଡି.ଇଏଲ୍.ଇଡି. ଛାତ୍ରଛାତ୍ରୀଙ୍କ ପ୍ରଥମ ଓଶେଷ ବର୍ଷ ପରୀକ୍ଷା ବିଭିନ୍ନ କେନ୍ଦ୍ରରେ ଶ୍ରେଣୀଗୃହରେ ପରିଚାଳନା କରିବା ନିଷ୍ପତ୍ତି ପରୀକ୍ଷାର୍ଥୀଙ୍କୁ କରୋନା କରାଳ ଗ୍ରାସରେ ଛାଡ଼ିଦେବା ପାଇଁ ଏକ ଦାୟିତ୍ୱହୀନ ନିଷ୍ପତ୍ତିବୋଲି କୁହାଯାଇଛି ।

ପରୀକ୍ଷାର୍ଥୀମାନଙ୍କର ପରୀକ୍ଷାକେନ୍ଦ୍ର ୧୦୦ ରୁ ୧୫୦ କି.ମି.ଦୂରତାରେ ହୋଇଥିବା ବେଳେ ପରୀକ୍ଷାର୍ଥୀଓ ତାଙ୍କ ଅଭିଭାବକଙ୍କ ଯାତାୟତ ଓପରୀକ୍ଷା ପାଇଁ ୧୫ଦିନ ରହଣି, ପରୀକ୍ଷାର୍ଥୀଓ ତାଙ୍କ ପରିବାରବର୍ଗଙ୍କ କରୋନାଟେଷ୍ଟିଙ୍ଗ୍ ବ୍ୟବସ୍ଥା ସମ୍ପର୍କରେ ସରକାରଚିନ୍ତା ନ କରି ଯେଉଁ ନିଷ୍ପତ୍ତି ନେଇଛନ୍ତି,ଏହା ଅନେକ ଛାତ୍ରଛାତ୍ରୀଙ୍କର ଜୀବନହାନୀଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ବି.ଇଡି. ଛାତ୍ରଛାତ୍ରୀଙ୍କ ପରୀକ୍ଷା କରୋନାସଂକ୍ରମଣ ଭୟରେ ଅନଲାଇନ୍ ମାଧ୍ୟମରେ କରାଯାଇଥିବା ବେଳେ ଡି.ଇଏଲ୍.ଇଡି.

ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଅଫ୍ଲାଇନ୍ରେକରାଯିବା ସରକାରଙ୍କ କରୋନା ମହାମାରୀସମ୍ପ୍ରସାରଣ ଯୋଜନା ନୁହେଁତ ? ଏହିନିଷ୍ପତ୍ତି ପ୍ରତ୍ୟାହାର କରି ୧୩ ହଜାର୫ଶହରୁ ଊଦ୍ଧ୍ୱର୍ ପରୀକ୍ଷାର୍ଥୀଙ୍କ ପାଇଁ ବିକଳ୍ପପରୀକ୍ଷା ବ୍ୟବସ୍ଥା କରାନଗଲେ ୧୨ଅକ୍ଟୋବରରେ ଏହି ଛାତ୍ରଛାତ୍ରୀମାନେମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସଘେରାଓ କରିବା ପାଇଁ ଏ.ଆଇ.ଏସ୍.ଏଫ୍ଏବଂ ନିଖିଳ ଓଡ଼ିଶା ଡି.ଇଏଲ୍.ଇଡି.ଛାତ୍ରସଂଘ ପକ୍ଷରୁ ମିଳିତ ଚେତାବନୀଦିଆଯାଇଛି । ଏହି ସମ୍ପର୍କରେଡି.ଇଏଲ୍.ଇଡି. ସଂସ୍ଥା ଓ ଶିକ୍ଷା ବିଭାଗଅବିଳମ୍ବେ ଛାତ୍ର ସମାଜ ହିତରେ ନିଷ୍ପତ୍ତିକରି ପରୀକ୍ଷାର୍ଥୀମାନଙ୍କର ଜୀବନ ସୁରକ୍ଷାକୁଅଗ୍ରାଧିକାର ଦେବେବୋଲି ଆଶାପୋଷଣ କରାଯାଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...