26 C
Bhubaneswar
Wednesday, October 21, 2020

ହାଇକୋର୍ଟରେ ଆଉ ଏକ ମିସ୍ କେସ୍ ଦାଖଲ ହୋଇଛି ।

Must read

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

କଟକ,୧୧ା୧୦: ବଗଲାଧର୍ମଶାଳା ଜମି ବିକ୍ରି ମାମଲାରେଆବେଦନକାରୀ ଜଗନ୍ନାଥ ବସ୍ତିଆ ଆଉଏକ ମିସକେସ୍ ଦାଖଲ କରିଛନ୍ତି । ସେଏଥିରେ ଦର୍ଶାଇଛନ୍ତି ଯେ, ବଗଲା ଜମିକୁରାଜ୍ୟ ସରକାର ବେଆଇନ ଭାବେ ବିକ୍ରିକରିଦେବାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ୫କୋଟି ଟଙ୍କାର ଭୂ-ରାଜସ୍ୱ କ୍ଷତି ସହିବାକୁପଡିଛି । ବଗଲା ଧର୍ମଶାଳା ଜମି ସାବକରେକର୍ଡ ଅନୁଯାୟୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ହୋଇଥିବାରୁ ତାହାକୁ ବିକ୍ରିକରିବାର କ୍ଷମତା ପୁରୀ ଜିଲ୍ଲାପାଳଙ୍କର ନାହିଁବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି । ପୁରୀ ତହସିଲ୍ଦାରଙ୍କ ଜମି ମାଲିକାନାରେକର୍ଡ ସଂଶୋଧନ, ମ୍ୟୁଟେସନ୍ ଏବଂ ୬ଜଣ ଲଜ୍ ମାଲିକଙ୍କୁ ଜମି ପଟାବଣ୍ଟନ ସମ୍ପୂର୍ଣ୍ଣ ବେଆ।ଇନ ।

ମାଟି ତୋଟାମୌଜାରେ ପ୍ରସାଦ ଯୋଜନାରେ ଧର୍ମଶାଳାର୍ନିମାଣ ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିରପ୍ରଶାସନ ଆବଣ୍ଟନ କରିଥିବା ୨ ଏକରଜମି ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ଅବସ୍ଥାନପାଇଁ ଆଦୌ ଉପଯୁକ୍ତ ନୁହେଁ ବୋଲିମିସପିଟିସନରେ ସେ ଉଲ୍ଲେଖ କରିଛନ୍ତି ।ଦାତବ୍ୟ କାର୍ଯ୍ୟ ଲାଗି ମିଳିଥିବା ଜମିକୁଅନ୍ୟକୁ ହସ୍ତାନ୍ତର କରାଯାଇ ପାରିବ ନାହିଁବୋଲି ଦୃଢ ଯୁକ୍ତି ଉପସ୍ଥାପନ କରିଛନ୍ତି । ଆବେଦନକାରୀ ଦର୍ଶାଇଛନ୍ତି, ରାଜ୍ୟ ସରକାର ୨୦୧୮ରେଲଜିଂ ହାଉସ୍ ଫଣ୍ଡ କମିଟି ଭାଙ୍ଗିବା ସହ ବିହାର ଓ ଓଡ଼ିଶା ପ୍ଲେସେସ୍ ଅଫ ପିଲଗ୍ରିମେଜ୍ ଆଇନକୁ ଉଚ୍ଛେଦ କରିଥିଲେ । ପରେ ବଗଲା ଧର୍ମଶାଳା ପୁରୀ ସଂସ୍ଥା ହାତକୁ ଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ପୁରୀ ପୌରସଂସ୍ଥା ଓଡିଶା ପୌର ଆଇନ ଅନୁଯାୟୀ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗକୁ ବଗଲା ଧର୍ମଶାଳା ଜମି ହସ୍ତାନ୍ତର କରିନାହିଁ । କିନ୍ତୁ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ପୁରୀ ତହସିଲ୍ଦାର ଏହି ଜମିର ମାଲିକାନା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସମେତ ୬ ଜଣ ଲଜିଂ ମାଲିକଙ୍କ ନାମରେ ରେକର୍ଡ ସଂଶୋଧନ କରିଛନ୍ତି ।

କହ୍ନେୟାଲାଲ୍ ବଗଲା ନାମକ ବ୍ୟକ୍ତି ଏହି ଜମି ଦାନ କରିଥିବା ସମ୍ପର୍କିତକୌଣସି ରେକର୍ଡ ପ୍ରଶାସନ ପାଖରେ ନଥିବା କଥା ପ୍ରଶାସନ ପକ୍ଷରୁ କୁହାଯାଇଥିଲାବେଳେ ଏ ସମ୍ପର୍କିତ ସମସ୍ତ ରେକର୍ଡ ହାଇକୋର୍ଟରେ ଶ୍ରୀ ବସ୍ତିଆ ଦାଖଲ କରିଛନ୍ତିୟ ବଗଲା ଧର୍ମଶାଳା ଜମି ରେକର୍ଡ ସଂଶୋଧନ ପାଇଁ ପୁରୀ ତହସିଲ୍ଦାରଙ୍କୁ ନିଦେ୍ର୍ଦଶଦେବାର କ୍ଷମତା ଓଡିଶା ସର୍ଭେ ଏବଂ ସେଟଲ୍ମେଣ୍ଟ ଆକ୍ଟ ଅନୁଯାୟୀ ଜିଲ୍ଲାପାଳଙ୍କର ନାହିଁବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି । ଉଲ୍ଲେଖଯୋଗ୍ୟ, ବଗଲା ଧର୍ମଶାଳା ଜମିହସ୍ତାନ୍ତର ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ତହସିଲ୍ଦାର ଜବାବ ରଖିବାପରେ ହାଇକୋର୍ଟ ଆବେଦନକାରୀଙ୍କୁ ପ୍ରତିଜବାବ ରଖିବାକୁ ନିଦେ୍ର୍ଦଶ ଦେଇଥିଲେ ।ଏହି ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୨ ତାରିଖକୁ ଧାର୍ଯ୍ୟ ହୋଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ବାଲେଶ୍ୱର,୧୯ା୧୦: ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେଜିଲ୍ଲାବାସୀ ପ୍ରତିକ୍ଷଣରେ ଚିକ୍ରାର କରୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରିବାଲେଶ୍ୱର ସଦର ମହକୁମାରେ ଥାଇମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନଉଠାଇଛି...