23 C
Bhubaneswar
Saturday, October 31, 2020

ଆୟୁର୍ବେଦର ସାମଗ୍ରିକ ଆରୋଗ୍ୟ କ୍ଷମତା ଅଛି : ହର୍ଷ ବର୍ଦ୍ଧନ ।

Must read

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ନୂଆଦିଲ୍ଲୀ: କରୋନାଭାଇରସ୍ ରୋଗ ପ୍ରତିକାରଏବଂ ଚିକିତ୍ସାରେ ଆୟୁର୍ବେଦୀୟ ଉପ·ରକୁରବିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସମର୍ଥନକରିବା ସହ ସେଥିରେ ଥିବା ରୋଗ ପ୍ରତିରୋଧକଶକ୍ତି ବୃଦ୍ଧିକାରୀ ଗୁଣର ପ୍ରଶଂସା କରିଛନ୍ତି ।ଆଜି “ରବିବାର ସମ୍ବାଦ’ର ପଞ୍ଚମସଂସ୍କରଣରକୁ ସମ୍ବୋଧିତ କରିବା ସମୟରେବର୍ଦ୍ଧନଙ୍କୁ ଜଣେ ବ୍ୟକ୍ତି ପ·ରିଥିଲେ- କୋଭିଡ୍-୧୯ଚିକିତ୍ସା ଲାଗି ଆୟୁର୍ବେଦ ଔଷଧରେ ଥିବା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଗୁଣର ସାମର୍ଥ୍ୟପ୍ରମାଣିତ ହୋଇ ନ ଥିଲେ ବି କାହିଁକି ବିଭିନ୍ନ ଦାବିନେଇ ଆୟୁର୍ବେଦୀୟ ଚିକିତ୍ସାର ପ୍ରଚାର କରାଯାଉଛି ।ଏହାର ଉତର ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ,ରୋଗ ପରି·ଳନା କ୍ଷେତ୍ରରେ ଆୟୁର୍ବେଦର ସାମଗ୍ରିକଉପସ୍ଥାପନା ଅଛି ।

ଏଥିରେ କେଣସି ରୋଗ ଚିକିତ୍ସା କରିବା ଏବଂତାହାର ନିରାକରଣ କରିବା ନିମନ୍ତେ ସାମଗ୍ରିକ ସୁସ୍ଥତା ଉପରେଧ୍ୟାନ ଦିଆଯାଏୟ ତେଣୁ, ସିଲିକୋ ଅଧ୍ୟୟନ, ପରୀକ୍ଷାମୂଳକ ଅଧ୍ୟୟନ ଏବଂ ନେଦାନିକ ପରୀକ୍ଷା ଭଳି ବିଜ୍ଞାନଭିତିକ ଅଧ୍ୟୟନସମେତ ଆୟୁର୍ବେଦ ଶାସ୍ତ୍ରର ଗଭୀର ଅଧ୍ୟୟନ ପରେ କୋଭିଡ୍-୧୯ ବିପକ୍ଷରେ ସତର୍କତାମୂଳକ ଚିକିତ୍ସା ଭାବେ ମିଶ୍ରିତଆୟୁର୍ବେଦ ଔଷଧ ଅନୁମୋଦନ କରାଯାଉଛି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍-୧୯ ମହାମାରୀସମୟରେ ଲୋକମାନଙ୍କର ସ୍ୱାସ୍ଥ୍ୟ ବୃଦ୍ଧି ଏବଂ ଆବଶ୍ୟକତାକୁ·ହିଁ ରୋଗ ପ୍ରତିରୋଧକ ଶକ୍ତି ପରିବତର୍ନ ନିମନ୍ତେ ସମୟ-ସିଦ୍ଧ ଏବଂ ପ୍ରମାଣଭିତିକ ପ୍ରାକୃତିକ ଆୟୁଷ ଉପଚାର ବ୍ୟବହାରନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସର୍ବସାଧାରଣଙ୍କ ଲାଗି ଉପଦେଶା ବଳୀପ୍ରଚାର କରିଛି ।

କୋଭିଡ୍-୧୯ ନିମନ୍ତେ ମିଶ୍ରିତ ଉପ·ରମଧ୍ୟରେ ରହିଛି ଗୁଡୁଚି, ଅଶ୍ୱଗନ୍ଧା, ଗୁଡୁଚି ଓ ପୀପଳି ମିଶ୍ରଣ ଏବଂ ଆୟୁଷ-୬୪ । ଏଥିରେ ରୋଗ ପ୍ରତିରୋଧକ ଶକ୍ତିପରିବର୍ତ୍ତନକାରୀ ଭୂତାଣୁ ନିରୋଧୀ, ଆଣ୍ଟିବାୟୋଟିକ୍ ଏବଂ ପ୍ରଦାହ ନିରୋଧୀ ଗୁଣଥିବା କଥା କେତେଗୁଡ଼ିଏ ଉଲ୍ଲେଖନୀୟ ଅଧ୍ୟୟନରୁ ପ୍ରମାଣିତ ହୋଇଛି ବୋଲି ବର୍ଦ୍ଧନବୁଝାଇ କହିଛନ୍ତି । ଦେଶରେ କରୋନା ଭ୍ୟାକସିନ୍ ବିତରଣକୁ ନେଇ ସୃଷ୍ଟି ହୋଇଥିବା ଗୁଜବ ଉପରେସ୍ୱାସ୍ଥ୍ୟ ମନ୍ତ୍ରୀପ୍ରତିକ୍ରିୟା ରଖିଛନ୍ତି । ଏହି ଗୁଜବକୁ ସେ ଖଣ୍ଡନ କରିଛନ୍ତି ଯେ ସରକାରବୟସ୍କଙ୍କ ପରିବର୍ତ୍ତେ ଯୁବପିଢୀଙ୍କୁ କରୋନା ଭ୍ୟାକସିନ୍ ଉପଲବ୍ଧ କରିବାକୁ ଯୋଜନାକରୁଛନ୍ତି । ଡ.ହର୍ଷବର୍ଦ୍ଧନ କହିଛନ୍ତି ଯେ ଏମିତି କୌଣସି କଥା ନାହିଁ । ଏହା ସମ୍ପୂର୍ଣ୍ଣ ଭୁଲ ।ସଣ୍ଡେ ସମ୍ବାଦ କାର୍ଯ୍ୟକ୍ରମରେ ଡ.ହର୍ଷବର୍ଦ୍ଧନ ଅନେକ ପ୍ରଶ୍ନର ଜବାବ ଦେଇଛନ୍ତି ।

ଆଗାମୀ ପର୍ବପର୍ବାଣି ଓ ଭଗବାନଙ୍କ ପୂଜାକୁ ନେଇ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଚେତନରହିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ ଦେଶବାସୀଙ୍କ ଜୀବନ ରକ୍ଷା କରିବା ତାଙ୍କକର୍ତ୍ତବ୍ୟୟ ଆଡମ୍ବର ଭାବେ ପୂଜା କିମ୍ବା ପର୍ବପର୍ବାଣି ପାଳନ କରିବାକୁ କୌଣସି ଧର୍ମକିମ୍ବା ଭଗବାନ କହି ନାହାନ୍ତି । ନିଜ ବିଶ୍ୱାସକୁ ପ୍ରମାଣ କରିବାକୁ ବଡ ସଂଖ୍ୟାରେ ଏକତ୍ରିତହେବା ଆବଶ୍ୟକତା ନାହିଁ । ଡ.ହର୍ଷବର୍ଦ୍ଧନ ଆଗକୁ କହିଛନ୍ତି ଯେ ସରକାର ଏବେ ସୁଦ୍ଧାକୋଭିଡ୧୯ ଭ୍ୟାକସିନ ପାଇଁ ଜରୁରୀକାଳୀନ ପ୍ରାଧିକରଣ ଦେବା ଉପରେ କୌଣସିବି·ର କରିନାହାନ୍ତିୟ ଏହା ପୂର୍ବରୁ ଲୋକଙ୍କ ସୁରକ୍ଷା ପାଇଁ ଭ୍ୟାକସିନ ଟ୍ରାଏଲର ଦ୍ୱିତୀୟଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର କ୍ଲିନିକାଲ୍ ଡାଟା ଅପେକ୍ଷାରେ ଅଛନ୍ତି ।

ଭେକସିନ୍ ଟ୍ରାଏଲ୍ସଫଳ ହେବାପରେ ଯେଉଁମାନଙ୍କ ଜୀବନ ପ୍ରତି ବିପଦ ଅଛି କିମ୍ବା ଯେଉଁମାନଙ୍କୁସଂକ୍ରମଣ ହେବାରେ ଅଧିକ ଆଶଙ୍କା ଅଛି ସେମାନଙ୍କୁ ପ୍ରାଥମିକତା ଦିଆଯିବ ।କରୋନା ଭ୍ୟାକସିନ ସୀମିତ ମାତ୍ରାରେ ସପ୍ଲାଏ ହେବାର ମଧ୍ୟ ଆଶଙ୍କା ରହିଛି ବୋଲିସେ କହିଛନ୍ତି । ଭାରତ ଭଳି ବଡ ଦେଶରେ ପ୍ରାଥମିକତା ଆଧାରରେ ଟୀକାକରଣ ପ୍ରସ୍ତୁତିଆବଶ୍ୟକ ବୋଲି ସେ କହିଛନ୍ତି ।ଏହା ପୂର୍ବରୁ ଅକ୍ଟୋବର ୭ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରୀଡ.ହର୍ଷବର୍ଦ୍ଧନ କହିଥିଲେ ଯେ ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସ୍ୱାସ୍ଥ୍ୟହାର ଏବଂଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଲଗାତାର ହ୍ରାସ ପାଉଥିବା ପ୍ରମାଣ କରୁଛି ଯେ ସରକାରଙ୍କ ନେତୃତ୍ୱରେ କୋଭିଡ-୧୯ ଉପରେ ରୋକ ଲଗାଇବା ରଣନୀତି ସଫଳ ହୋଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଝାଡଖଣ୍ଡରେ ଟ୍ରକ୍ ଓଲଟି ୧୦ଟି ସିଆରପିଏଫ ଯବାନ ଆହତ |

ଶୁକ୍ରବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର କିଛି ବୋଭାଇନ୍ ପ୍ରାଣୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍ ଭାରସାମ୍ୟ ହରାଇ ଦଶଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଥିଲେ। ଏହି...