34 C
Bhubaneswar
Friday, September 18, 2020

ଆଶା-ଆଶଙ୍କାରେ ବାଲେଶ୍ୱର ଓଭର ବି୍ରଜ୍ ମରାମତ

Must read

ଲୁଟ୍ ପରେ ଲୁଟ୍ ଉଦ୍ୟମ ଜାରି ରହିଛି

ପିପିଲି,୧୭ ।୯(ନି.ପ୍ର): ପୁରୀଭୁବନେଶ୍ୱର ୩୧୬ ନମ୍ବର ଜାତୀୟରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । ପ୍ରତ୍ୟକ ଦିନ ଲୁଟେରାମାନେ ଦିନ ହେଉ କି ରାତି ଲୁଟ କରିଚାଲିଛନ୍ତି...

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

ବାଲେଶ୍ୱର,୨୩ା୨(ନି.୍ର): ବାର ମ୍ବାର ଦାବି ରେ ବାଲେଶ୍ୱରର ଜୀବନରେଖା ଭାବେ ରିଚିତ ଓଡ଼ିଶାର ୁରାତନ ୍ଲାଏ ଓଭର ବି୍ରଜ୍ର ମରାମତି ପାଇଁ ବ୍ରିଟ୍ ପକ୍ଷରୁ ଉଦ୍ୟମ ଆର ମ୍ଭ ହୋଇଥିଲେ ବି ବ୍ରିଜ୍ ତଳ ଦୋକାନ ଅପସାରଣ ଏବେ ମୁଖ୍ୟ ସମସ୍ୟା ହୋଇଛି । ବ୍ରିଜ୍ ମରାମତି ପାଇଁ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଶେଷ ସହ କେବଳକାର୍ଯ୍ୟାରମ୍ଭକୁ ଅପେକ୍ଷା ଥିବା ବେଳେ ଦୋକାନୀଙ୍କ ମେଳି ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଦୋକାନ ଅପସାରଣ ପାଇଁ ବ୍ରିଟ୍ ପକ୍ଷରୁ ଦୋକାନୀଙ୍କୁ ଦିଆଯାଇ ଥିବା ଚରମ ନୋଟିସକୁ ନେଇ ଓଭର ବି୍ରଜ୍ ତଳ ବ୍ୟବସାୟୀ ସଂଘ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏନେଇ ସହଗଠନର ଏକ ଜରୁରୀ ବୈଠକ ସହରରାଣ୍ଡ ିଛକଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟାରେ ଆୟୋ ଜିତ ଏହି ବୈଠକରେ ବ୍ୟବସାୟୀ ସଂଘର ସଭାତି ସମାଜସେବୀ ଅଜୟ କୁମାର ବିଶ୍ୱାଳ ସଭାପତିତ୍ୱ କରିବା ସହ ବ୍ରିଟ୍ ପକ୍ଷରୁ ବ୍ରିଜ୍ ତଳ ଦୋକାନୀଙ୍କ ଦିଆଯାଇଥିବା ନୋଟିସକୁ ତର୍ଜମା କରିଥିଲେ ।

ବାଲେଶ୍ୱର ଜିଲ୍ଲାାଳ ସମ୍ପ୍ରତି ବ୍ରିଟ୍ର ଅଧ୍ୟକ୍ଷ ଥିବା ବେଳେ ଦୀର୍ଘଦିନରୁ ବ୍ୟବସାୟ କରି ରି ବାର ୍ରତିୋଷଣ କରିଆସିଥିବା ଦୋକାନୀଙ୍କ ସ୍ୱାର୍ଥରକ୍ଷା ନେଇ କର୍ତୃପକ୍ଷ ନାଟିସ୍ରେ କିଛି ଉଲ୍ଲେଖ ନ କରିବା ଠିକ୍ ହୋଇନାହିଁ ବୋଲି ସେ କହିଥିଲେ । ବ୍ୟବସାୟୀ ସଂଘର ସମ୍ପାଦକ ରଂଜନ ବାଗ୍, ୂର୍ବତନ କାଉନସିଲର ଶ ମ୍ଭୁ ସିଂ, ଈଶ୍ୱର ଚନ୍ଦ୍ର ମହାାତ୍ର, ସୋମ ନାଥ ୍ରସାଦ ଦାସ, ମଧୁସୂ ଷଡ଼ଙ୍ଗୀ ୍ରମୁଖ ଏଥିରେ ଯୋଗ ଦେଇ ଓଭର ବ୍ରିଜ୍ ମରାମତି ନାମରେ ବ୍ରିଟ୍ କର୍ତୃପକ୍ଷ ଦେଇ ଥିବା ନୋଟିସ୍ର ଅସ୍ପଷ୍ଟ ଆଭି ମୁଖ୍ୟକୁ ନେଇ ଉଦ୍ ବେଗ ୍ରକାଶ କରିଥିଲେ । ଦୀର୍ଘ ଦିନ ଧରି ବ୍ରିଟ୍କୁ ଭଡ଼ା ଦେଇ ଦୋକାନୀ ମାନେ ବ୍ୟବସାୟ କରିଆସୁଥିବା ବେଳେ ସେମାନଙ୍କ ସହ ଆଲୋ ଚନା ନ କରି ୧୫ ଦିନରେ ଦୋକାନ ଅସାରଣ ।ଇଁ ନୋଟିସ୍ ଦେବା ଅତ୍ୟନ୍ତ ଦୁର୍ଭା ଗ୍ୟର ବିଷୟବୋଲି କହି ଥିଲେ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଭର ବ୍ରିଜ୍ ମରାମତିକୁ ବ୍ୟବ ସାୟୀ ସଂଘ ସ୍ୱାଗତ କରୁଥିଲେ ବି
ଦୋକାନ ଅସାରଣ ସମ୍ପର୍କିତ ୍ରଶାସନ ଆଭିମଖ୍ୟ ସ୍ପଷ୍ଟ କରିବା ଏକାନ୍ତ ଆବଶ୍ୟକ ବୋଲି ଉପ ସ୍ଥିତ ବ୍ୟବସାୟୀମାନେ କହିଥିଲେ କେତେ ଦୋକାନ ଅସାରଣ ହେବ , ଏକକାଳୀନ ସମସ୍ତ ଦୋକାନ ଅ ସାରଣ ହେବ ନା ର୍ଯ୍ୟାୟ କ୍ରମେ ଅପସାରିତ ହେବେ, କେତେଦିନାଇଁଅସାରଣ ହେବେ, ଅପସାରଣ ସମୟରେ ସେମାନଙ୍କ ଥଇଥାନ ବ୍ୟବସ୍ଥା ହୋଇଛି କି ନାହିଁ ,ଏ ସମ୍ପର୍କରେ ବ୍ରିଟ୍ କର୍ତୃପକ୍ଷ ସ୍ପଷ୍ଟ ନ କରିବା ର୍ଯ୍ୟନ୍ତ ଓଭର ବ୍ରିଜ୍ ତଳ ବ୍ୟବସାୟୀ ସଂଘ ଉଚ୍ଛେଦକୁ ବିରୋଧ କରିବ ବୋଲି ଆଜିର ଏହି ବୈଠ କରେ ନିଷ୍ପତି ନିଆଯାଇଥିଲା । ଏନେଇ ଆସନ୍ତା ୨୫ ତାରିଖ ଦିନ ସଂଘ ଜିଲ୍ଲାାଳଙ୍କୁ ସାକ୍ଷାତ ସହ ଦାବିପତ୍ର ୍ରଦାନ କରିବ ବୋଲି କର୍ମକର୍ତାମାନେ ସୂଚନା ଦେଇଛନ୍ତି । ଓଭର ବ୍ରିଜ୍ ତଳର ଦୋକାନୀଙ୍କ ସମେତ ସହ ରର ଅନ୍ୟାନ୍ୟ ଅଂଚଳ ବ୍ୟବସାୟୀ ମାନେ ବି ଏହି ବୈଠକରେ ଉପସ୍ଥିତ ଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଲୁଟ୍ ପରେ ଲୁଟ୍ ଉଦ୍ୟମ ଜାରି ରହିଛି

ପିପିଲି,୧୭ ।୯(ନି.ପ୍ର): ପୁରୀଭୁବନେଶ୍ୱର ୩୧୬ ନମ୍ବର ଜାତୀୟରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । ପ୍ରତ୍ୟକ ଦିନ ଲୁଟେରାମାନେ ଦିନ ହେଉ କି ରାତି ଲୁଟ କରିଚାଲିଛନ୍ତି...

ମାକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ମାକୁ ହତ୍ୟାୁବନେଶ୍ୱର,୧୭ା୯(ନି.ପ୍ର.): ରାଜଧାନୀଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତସୁନ୍ଦରପଦା ଅଞ୍ଚଳରେ ମା'କୁ ଦୁଇ ନାବାଳକ ପୁଅପିଟିପିଟି ହତ୍ୟା କରିଥିବା ଭଳି ଏକ ଅଭାବନୀୟଘଟଣା ଗୁରୁବାର ଜଣାପଡ଼ିଛି...

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା...

ଡରାଉଛି ସେପ୍ଟେମ୍ବର

ଭୁବନେଶ୍ୱର,୧୭ା୯(ନି.ପ୍ର.):ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ଜଣ କରୋନା ଅ ।କ୍ରାନ୍ତ ମୃତ୍ୟୁବରଣକରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣମହିଳା ଥିବାବେଳେ ୧୦ ଜଣ ପୁରୁଷଅଛନ୍ତି...

କରୋନା ଚିକିତ୍ସାରେ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭ା୯(ନି.ପ୍ର.):ପ୍ଲାଜମା ଥେରାପିରେ ନୁତନ ମାଇଲଖୁଣ୍ଟସ୍ଥାପନ କଲା ଓଡ଼ିଶା । ରାଜ୍ୟରେ୧୦୦୦ରୁ ଅଧିକ ରୋଗୀଙ୍କୁ ପ୍ଲାଜମାଥେରାପି ଜରିଅ ।ରେ ଚିକିତ୍ସାକରାଯାଇଛି । ଟ୍ୱିଟ କରି ରାଜ୍ୟ...