21 C
Bhubaneswar
Monday, January 25, 2021

ବ୍ରାହ୍ମଣୀରେ ବିଭିନ୍ନ ଡାକ୍ତରଖାନାର ହଜାର ହଜାର ରୋଗୀଙ୍କର ବର୍ଜ୍ୟ ପାଣି ମିଶୁଛି ।

Must read

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ରାଉରକେଲା, ୧୦ ।୧୦:ସୁନ୍ଦରଗଡ ଜିଲ୍ଲା ଦେଇ ପ୍ରବାହିତ ବ୍ରାହ୍ମଣୀନଦୀରେ ଦିନକୁ ଦିନ ପ୍ରଦୁଷଣର ମାତ୍ରାବଢିବାରେ ଲାଗିଛି । ଜିଲ୍ଲାରେ ଥିବାଡାକ୍ତରଖାନା ଗୁଡିକରେ ରହୁଥିବା ହଜାରହଜାର ରୋଗୀଙ୍କର ମଇଲା ପାଣି ପ୍ରତିଦିନନଦୀରେ ମିଶୁଥିବା ବେଳେ ଏବେକୋଭିଡ୍ ରୋଗୀଙ୍କ ପାଣି ମଧ୍ୟ ମିଶିବାରେଲାଗିଛି । ସୁନ୍ଦରଗଡ ଜିଲ୍ଲାରେ ଥିବା ବ୍ରାହ୍ମଣୀନଦୀର ପବିତ୍ରତାକୁ ନେଇ ଅନେକ କଥାରହିଛି । ସବୁଦିନ ଅନେକ ଭକ୍ତ ଏହିନଦୀରେ ବୁଡ ପକାଇ ନିଜକୁ ଧନ୍ୟମନେ କରୁଛନ୍ତି । କିନ୍ତୁ, ଏହି ନଦୀ ଉପରେଦିନକୁ ଦିନ ଅତ୍ୟାଚାର ବଢି ଚାଲିଛି ।

କଳକାରଖାନାର ଜାବତୀୟ ଅଳିଆ ପାଣିକୁଏହି ନଦୀକୁ କାରଖାନା ଗୁଡିକ ବିନାପରିିଚାଳନାରେ ଛାଡୁଥିବା ବେଳେ ସମଗ୍ରଇସ୍ପାତ ସହରର ଅଳିଆ ପାଣି ବିନାଟ୍ରିଟମେଂଟରେ ଏହାରି ଭିତରକୁ ପ୍ରତିମୁହୁର୍ତରେ ଛଡା ଚାଲିଛି, ତାହାରି ଭିତରେଥିବା ସହରର ଡାକ୍ତରଖାନା ଗୁଡିକରଅଳିଆ ପାଣି ନଦୀରେ ଆଗରୁ ବିନାପରିଚାଳନାରେ ମିଶୁଥିଲା କିନ୍ତୁ ବର୍ତମାନକୋଭିଡ ଡାକ୍ତରଖାନା ହୋଇଥିବାଡାକ୍ତରଖାନା ଗୁଡିକର ଅଳିଆ ପାଣି ବିନାଟ୍ରିଟମେଂଟରେ ମଧ୍ୟ ସିଧା ସଳଖବ୍ରାହ୍ମଣୀରେ ମିଶିବାରେ ଲାଗିଛି । ଏନେଇପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ସମେତଦାୟିତ୍ୱରେ ଥିବା ଅଧିକାରୀ ମାନେ ନୀରବଦ୍ରଷ୍ଟା ସାଜିଥିବାର ଅଭିଯୋଗ ହେଉଛି ।

ସହରରେ ଥିବା ଆଇଜିଏଚ, ସୁନ୍ଦରଗଡସରକାରୀ ଡାକ୍ତରଖାନା, ରାଉରକେଲାସରକାରୀ ଡାକ୍ତରଖାନା, ସିଡବ୍ଲୁସିଡାକ୍ତରଖାନା, ହାଇଟେକ୍, ଆସ୍ଥା ଭେଷଜ,କେଟିଏଚ, ସୁପରସ୍ପେସାଲିଟି ଡାକ୍ତରଖାନାଗୁଡିକର ୨୦୧୯ ସଜ୍ୟା ସଂଖ୍ୟାକୁ ଯଦିହିସାବକୁ ନିଆଯାଏ, ତେବେ ଏହାରପରିମାଣ ୧୫୫୦ ଥିଲା । ବର୍ତମାନଏହାର ସଂଖ୍ୟା ୨୦୦୦ରୁ ଅଧିକ ବୋଲିକୁହାଯାଉଛି । ଏହାଛଡା ଅନେକଡାକ୍ତରଖାନା ରହିଛି ଯେଉଁମାନେ ତାଙ୍କଡାକ୍ତରଖାନା ଚଳାଇଥିଲେ ବି ସେମାନେଏହି ତାଲିକାକୁ ଆସି ନାହାନ୍ତି । ଯେମିତିକିଲାଇଫ୍ ଲାଇନ ଡାକ୍ତରଖାନା, ଇଏସଆଇଡାକ୍ତରଖାନା ଓ ଆହୁରି ଅନେକ । ଏମାନଙ୍କସଜ୍ୟାକୁ ଯଦି ହିସାବକୁ ନିଆଜିବ ତାହାରପରିମାଣ ୧୦୦୦ ହେବ ବୋଲିକୁହାଯାଛି ।

ସେହିଭଳି ବର୍ତମାନ କୋଭିଡ୍ଡାକ୍ତରଖାନା ହୋଇଥିବା ଜୟପ୍ରକାଶର୩୦୭ ଶଜ୍ୟା ଥିବା ସରକାରୀ ସୂତ୍ରରୁଜଣାପଡିଥିବା ବେଳେ, ଅନ୍ୟତମକୋଭିଡ୍ ଡାକ୍ତରଖାନା ମେମୋରିଆଲ,ହାଇଟେକ ଓ ନୂଆକରି ହୋଇଥିବାକୋଭିଡ୍ ଡାକ୍ତରଖାନା ମନୁ ପଟ୍ଟନାୟକ ଡାକ୍ତରଖାନାର ଆନୁମାନିକ ଶଜ୍ୟାସଂଖ୍ୟାକୁ ମିଶାଇଲେ କୋଭିଡ୍ଡାକ୍ତରଖାନା ଗୁଡିକର ଶଜ୍ୟା ସଂଖ୍ୟା ପ୍ରାୟ ୮୦୦ ହେବ ବୋଲି କୁହାଯାଉଛି ।ମୋଟ୍ ଉପରେ ଦେଖିବାକୁ ଗଲେଜିଲ୍ଲାରେ ସରକାରୀ ବେସରକାରୀ ଓବର୍ତମାନ କୋଭିଡ୍ ଛାପ ନେଇଥିବା ଡାକ୍ତରଖାନା ଗୁଡିକର ସଜ୍ୟା ସଂଖ୍ୟା ପ୍ରାୟ୪୦୦୦ ହେବ ବୋଲି କୁହାଯାଉଛି ।ଏହି ସବୁ ଡାକ୍ତରଖାନା ଗୁଡିକ ମଧ୍ୟରୁକେବଳ ଜେପି ଡାକ୍ତରଖାନା ପ୍ରଦୁଷଣନିୟନ୍ତ୍ରଣ ବୋର୍ଡର ନିୟମକୁ ମାନିଥିବାବେଳେ, ଅନ୍ୟ ମାନେ ନିଜ ହିସାବରେଚାଲିଛନ୍ତି ।

ଏପରିକି ୩ କୋଭିଡ୍ଡାକ୍ତରଖାନା ମଧ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ୭ର ନିୟମକୁ ମାନି ନଥିବା ଖବର ମିଳିଛିା ଏମାନେ ନିଜ ଡାକ୍ତରଖାନାରୁବାହାରୁଥିବା ବର୍ଯ୍ୟ ଜଳର ସଠିକପରିଚାଳନା ଲାଗି ଆଜିଯାଏ କୌଣସିବ୍ୟବସ୍ଥା ନକରି ବର୍ଯ୍ୟଜଳ ଗୁଡିକୁ ସିଧାସଳଖ ନଦୀକୁ ଛାଡି ଦେଇଛନ୍ତି ବୋଲିଅଭିଯୋଗ ହେଉଛି । ଖାଲି ସେତିକିନୁହେଁ, ଏହି ସବୁ ସ୍ଥାନରୁ ବାହାରୁଥିବାକଠିନ ଅଳିଆକୁ ପରିଚାଳନା ଲାଗି ଏକଠିକା ସଂସ୍ଥା ଦାୟିତ୍ୱ ନେଇଛି ବୋଲିପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ କହୁଥିବାବେଳେ ଏହି ଅଫିସ, ଯାହା ଆରଜିଏଚପାଖରେ ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛିତାହା ତାଲା ପଡି ରହିଛି । ଡିସପୋଜାଲସିରିଞ୍ଜକୁ କିଛି ଲୋକ ବାଛି ନେଇଯାଉଥିବା ବେଳେ, ଅନ୍ୟ ଗୁଡିକୁଏମାନେ ଏଣେ ତେଣେଫୋପାଡିଦେଉଥିବା ଅଭିଯୋଗ ହେଉଛିା ଅନେକ ସମୟରେ ନଦୀକୂଳରେଏଭଳି ଅଳିଆ ଦେଖା ଯାଉଥିବା ବେଳେବିପିୟୁଟି ପାଖରେ ଥିବା ଖାଲି ଯାଗାରେମଧ୍ୟ ମେଡିକାଲ ଅଳିଆ ପଡୁଥିବାରଅଭିଯୋଗ ହେଉଛି ।

ସୁନ୍ଦରଗଡ ଜିଲ୍ଲାରେଯଦି ଡାକ୍ତରଖାନାର ଅଳିଆ ପାଣି ଓ ବର୍ଯ୍ୟବସ୍ତୁର ପରିଚାଳନା ଏଇଆ ହୁଏ ଓ ରାଜ୍ୟପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ କେବଳଦେଖଣାହାରି ହୁଏ ତେବେ ବ୍ରାହ୍ଣଣୀ ଉପରେପ୍ରଦୁଷଣର ଚାପ ଦିନକୁ ଦିନ ଆହୁରି ବଢିବ ।ଏହା ଦ୍ୱାରା ନଦୀ ଉପରେ ନିର୍ଭର କରୁଥିବାଲୋକଙ୍କ ଦୁଃଖ ଆଗକୁ ବଢିବ ଏବଂସେମାନେ ବିଭିନ୍ନ ପ୍ରକାର ସଂକ୍ରମକ ରୋଗରଶିକାର ହେବେ ଏଥିରେ ତିଳେମାତ୍ର ସନେ୍ଦହନାହିଁ ବୋଲି ମତ ପ୍ରକାଶ ପାଇଛି

- Advertisement -ବ୍ରାହ୍ମଣୀରେ ବିଭିନ୍ନ ଡାକ୍ତରଖାନାର ହଜାର ହଜାର ରୋଗୀଙ୍କର ବର୍ଜ୍ୟ ପାଣି ମିଶୁଛି ।

More articles

LEAVE A REPLY

Please enter your comment!
Please enter your name here

- Advertisement -ବ୍ରାହ୍ମଣୀରେ ବିଭିନ୍ନ ଡାକ୍ତରଖାନାର ହଜାର ହଜାର ରୋଗୀଙ୍କର ବର୍ଜ୍ୟ ପାଣି ମିଶୁଛି ।

Latest article

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ଓଡିଶା ମନ୍ତ୍ରୀଙ୍କ ଅବରୋଧିତ ବୋହୂ ନୀରବତା ଭାଙ୍ଗିଛନ୍ତି ।

ଭୁବନେଶ୍ବର: ଓଡିଶା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୋହୂ ଲିପ୍ପା ପ୍ରଧାନ ୨୦୧୬ ମସିହାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଅଫିସରେ...