36 C
Bhubaneswar
Sunday, April 11, 2021

ଦିନକରେ ନେଲା ୪ ଜୀବନ

Must read

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ପିପିଲି/ବଳଙ୍ଗା,୨୩ା୨(ନି.ପ୍ର): ମାତିଛି ନରହନ୍ତା ଦନ୍ତା । ଗୋଟିଏ ଦିନରେ ନେଇଛି ୪ ଜୀବନ । ଅନ୍ୟ ଦଶ ଜଣଙ୍କୁ ଆକ୍ରମଣ କରିଛି । ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବା ଜଣାପଡିଛି । ସେପଟେ ବନ ବିଭାଗ ଓ ପୋଲିସ ମିଳିତ ଭାବରେ ହାତୀକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ ଜାରି ରଖିଥିଲେ
ମଧ୍ୟ ଘଉଡାଇବାରେ ଫେଲ ମାରିଛନ୍ତି । ଅନ୍ୟପଟେ ବନ ବିଭାଗର ଖାମଖିଅୟଲ ନିତୀ ଯୋଗୁଁ ୪ ନିରୀହଙ୍କ ଜିବନ ଗଲା ବୋଲି ପୁରୀ ଜିଲ୍ଲା ବିଜେପି ଅଧକ୍ଷ ଅଭିଯୋଗ କରିଥିବା ବେଳେ ହାତୀକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଛି । ସୂଚନା ଅନୁଯାୟୀ ପିପିଲି ବ୍ଲକ ଅଧିନସ୍ଥ ସଂପୁର ଓ ଚନ୍ଦ୍ରାଦେଇପୁର ପଂଚାୟତରେ ରବିବାର ଦିନ ଭୋର ସମୟରେ ଏକ ଦନ୍ତା ହାତୀ ପଶି ଆତଙ୍କରାଜ ସୃଷ୍ଟି କରି ୪ଜଣଙ୍କ ଜୀବନ ନେଇଛି । ହାତୀଟି ୨ଦିନତଳୁ ଡେଲାଙ୍ଗରେ ସାଧରଣ ଲୋକମାନଙ୍କୁ ଭୟଭିତ କରି ରଖିଥିବା ବେଳେ ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ହାତୀ ଘଉଡାଇବାରେ ଅବହେଳା କରିଥିବା ସାଧରଣ ଲୋକେ ଅଭିଯୋଗ କରିଛନ୍ତି । ହାତୀଟି ଡେଲାଙ୍ଗ ଅଂଚଳ ଦେଇ ପିପିଲିକୁ ଆସିଥିବା ଜଣାପଡିଛି । ହାତୀ ଆକ୍ରମଣରେ ମୃତୁ୍ୟ ସଂଖ୍ୟା ୪ ହୋଇଥିବା ବେଳେ ମିଳିଥିବା ସୁଚନାମୁତାବକ ହାତୀଟି ବଳଙ୍ଗା ଥାନା ଅଧିନରେ୨ଜଣ ଓ ପିପିଲି ଥାନା ଅଧିନରେ ୨ଜଣ ଲୋକଙ୍କୁ ଦଳି ମାରିଦେଇଛି । ସେହିପରି ହାତୀ ଆକ୍ରମଣରେ ୧୦ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି । ଆଜି ସକାଳେ ଶୈାଚ ହେବାକୁ ପୋଖରୀକୁ ଯାଇଥିବା ସମୟରେ ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ଥାନା ଅନ୍ତର୍ଗତ ଗୋପିନାଥ ପୁର ପଞ୍ଚାୟତର ଯୁଗଳ କିଶୋର ଭଟ୍ଟଙ୍କୁ ହାତୀ ଆକ୍ରମଣ କରି ମାରି ଦେଇଥିବା ବେଳେ ବୁଦ୍ଧିବାମନ ପୁଷ୍ଟି ଓ ହାଡିବନ୍ଧୁ ସାହୁ ହାତୀ ଆକ୍ରମଣରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତ । ପରେ ହାତୀ ଚନ୍ଦ୍ରାଦେଇପୁର ମାଟିଘର ସାହି ଗ୍ରାମର ମକରା ପଲାଇଙ୍କୁ ·ଷ ଜମିରେ ଆକ୍ରମଣ କରି କ·ଡି ମାରି ଦେବା ପରେ ପିପିଲି ସଂପୁର ପଞ୍ଚାୟତ ରାଜତଇ ଗ୍ରାମର ଚୈତନ ସାହୁଙ୍କୁ ଶୈାଚ ହେବା ସମୟରେ ମାରି ଦେଇଥିଲା । ସେହିପରି ଦୂର୍ଗାଦାସପୁର ପଞ୍ଚାୟତ ଜମାଲପୁର ଗ୍ରାମର ଅଜୟ କୁମାର ନାୟକ(୩୦) ମାତ୍ର କିଛି ଘଣ୍ଟା ବ୍ୟବଧାନରେ ଦନ୍ତା ହାତୀ ଆକ୍ରମଣର ଶୀକାର ହୋଇଥିଲେ । ଘଟଣାସ୍ଥଳରେ ଖୋର୍ଦ୍ଧା ଡିଏଫଓ ବାଲିପାଟଣା ରେଞ୍ଜର ବାଳକାଟି ଡେଲାଙ୍ଗ ଓ କଣାସରୁ ଫରେଷ୍ଟର ନିୟୋଜିତ ହୋଇ ହାତୀର ଗତିବିଧିକୁ ନଜର କରିବା ସହିତ ଜଙ୍ଗଲକୁ ଛାଡିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖିଥିବା ବିଭାଗୀୟ ଅଧିକାରୀ ଶ୍ରୀ ଦାସ ସୁଚନା ଦେଇଛନ୍ତି । ଅନ୍ୟପଟେ ବନ ବିଭାଗ ପାଇଁ ୪ଜଣଙ୍କର ମୃତୁ୍ୟ ହୋଇଥିବା ସାଧାରଣରେ ଆଲୋଚନା ହେଉଛି । ପ୍ରଥମେ ଡେଲାଙ୍ଗ ଅଂଚଳରୁ ହାତୀର ଗତିବିଧିକୁ ନଜର କରି ବନ ବିଭାଗ ଲୋକମାନଙ୍କୁ ସଚେତନ କରାଇଥିଲେଏହି ଘଟଣା ଘଟିନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ହାତୀ ଘଉଡାଇବା କାମ ଜାରି ରହିଛି । କେତେକ ଅଞ୍ଚଳରେ ବିଦୁ୍ୟତ କାଟି ଦିଆଯାଇଛି । ଅନ୍ଧାର ହେଲେ ଘଉଡାଇବା କାମ ଠିକ୍ରେ ହୋଇ ପାରିବ ବୋଲି ଡ଼ିଏଫଓ ସୂଚନା ଦେଇଛନ୍ତି

- Advertisement -ଦିନକରେ ନେଲା ୪ ଜୀବନ

More articles

LEAVE A REPLY

Please enter your comment!
Please enter your name here

- Advertisement -ଦିନକରେ ନେଲା ୪ ଜୀବନ

Latest article

ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା |

ଜମ୍ମୁ: ଭାରତୀୟ, ଚୀନ୍ ସେନା ମଧ୍ୟରେ ସୀମା ଆଲୋଚନା ୧୩ ଘଣ୍ଟା ଧରି ଚାଲିଥିଲା ​​ଏବଂ ବିଭିନ୍ନ ଘର୍ଷଣ ପଏଣ୍ଟରେ ପୂର୍ବ ଲଦାଖରେ ହୋଇଥିବା ଅସନ୍ତୋଷକୁ ନେଇ ଭାରତୀୟ ଏବଂ...

ସମାବେଶକୁ ବାତିଲ କରି ‘ଜରୁରୀ ସାକ୍ଷାତ’ ପାଇଁ ଦିଲ୍ଲୀକୁ ଦୌଡ଼ିଲା

ନୁଆଦିଲ୍ଲୀ: “ଜରୁରୀ ବୈଠକ” ପାଇଁ ନୂଆଦିଲ୍ଲୀକୁ ଫେରିବା ପରେ ମଙ୍ଗଳବାର ଦିନ ହୁଗଲି ଜିଲ୍ଲାର ଦଳର ସଭାପତି ଜେ ପି ନାଡଡାଙ୍କ ଉଭୟ ରାଲିକୁ...

କୋଭିଡ -୧୯ ର ଦ୍ୱିତୀୟ ତରଙ୍ଗ ଭାରତର ଅର୍ଥନୀତିକୁ ଖରାପ କରିବ କି?

ଭାରତର ଅର୍ଥନୀତି ଏକ ନୂତନ ଆର୍ଥିକ ବର୍ଷ ଆରମ୍ଭ କଲାବେଳେ ଏକ ଅନ୍ଧକାର ମେଘ ପାଖେଇ ଆସୁଛି: ଦ୍ୱିତୀୟ ତରଙ୍ଗ | ପ୍ରତ୍ୟେକ ଦିନ...

ଭାରତର ସାମରିକ ରାଜା ସର୍ବୋଚ୍ଚ ଜାତୀୟ ସୁରକ୍ଷା ଆୱାନ ଦେଇଥିଲେ ।

ଭାରତର ବରିଷ୍ଠ ସୈନିକ କମାଣ୍ଡର ସାଇବର ବିପଦରୁ ରକ୍ଷା କରିବା ପାଇଁ ନିର୍ମାଣ କ୍ଷମତା, ଭାରତର ଯୁଦ୍ଧ ଶକ୍ତିର ପୂର୍ଣ୍ଣ ସମ୍ଭାବନାକୁ ବାହାର କରିବା ପାଇଁ ତିନି ସେବା ମଧ୍ୟରେ...

ଆମକୁ ଅଣଦେଖା କରିବା ଛଳନା କଲେ ମଧ୍ୟ ସରକାର କମ୍ପିତ ହେଲେ

କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଚାଷ ଆଇନ ଉପରେ ଏକ ବୈଠକ କରିଥିଲା। ୭୭ ଦିନ ହେଲା, ଉଭୟ ପକ୍ଷ ମଧ୍ୟରେ କୌଣସି...