28 C
Bhubaneswar
Monday, October 26, 2020

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ମୁ୍ୟଜିକ୍ ପ୍ଲେଲିଷ୍ଟ୍ ଆରମ୍ଭ ।

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଭୁବନେଶ୍ୱର, ୧୦ ।୧୦:ଦେଶର ଶ୍ରେଷ୍ଠ ଏଫ୍ଏମ୍ସିଜି କମ୍ପାନୀହିନ୍ଦୁସ୍ଥାନ କୋକା-କୋଲା ବେଭ୍ରେଜ୍ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସଅବସରରେ ମୁ୍ୟଜିକ୍ ପ୍ଲେଲିଷ୍ଟ୍ର ଆରମ୍ଭ କରାଯାଇଛି । ଏହାଦ୍ୱାରା ମାନସିକ ସମସ୍ୟାଥିବା ବ୍ୟକ୍ତି ବିଶେଷଙ୍କ ମାନସିକ ସ୍ଥିତିରେସୁଧାର, ଦୟା ଏବଂ ମନୋସ୍ତାତ୍ୱିକସାମାଜିକ ସହାୟତା ମିଳିପାରିବ । ଏହିମୁ୍ୟଜିକ୍ ପ୍ଲେଲିଷ୍ଟ୍ ନିର୍ଦ୍ଦିଷ୍ଟ ଭାବପ୍ରବଣତାରେସୁଧାର ଆଣିପାରିବ । ମହାମାରୀ ସଙ୍କଟସମୟରେ କମ୍ପାନୀ ପକ୍ଷରୁ ଏଭଳିଉଲ୍ଲେଖନୀୟ କାର୍ଯ୍ୟ ଆରମ୍ଭ ହୋଇଛି ।ଏହାର କମ୍ପୋଜିଶନ୍ରେଗ୍ଲୋକେନ୍ସ୍ପିଏଲ୍, ପିଆନୋ, ଆକ୍ୱୋଷ୍ଟିକ୍ଗିଟାର, ହାର୍ପ ଏବଂ ଜାଇଲୋଫୋନ୍ରବ୍ୟବହାର କରାଯାଇଛି । ଟ୍ରାକ୍ଗୁଡ଼ିକହିନ୍ଦୁସ୍ଥାନ କୋକା-କୋଲା ବେଭ୍ରେଜ୍ର’ମୁ୍ୟଜିକ୍ ଫର୍ ୱେଲନେସ୍’ ସିରିଜ୍ରଅଂଶବିଶେଷ । ସମସ୍ତ ଟ୍ରାକ୍ ମାଷ୍ଟ୍ରୋ ଡ.ଇଲିଆରାଜାଙ୍କ ଓରିଜିନାଲ୍ କମ୍ପୋଜିଶନ ।

ଏହାର ପ୍ରଥମ ସେଟ୍ ସିରିଜ୍ ଅନ୍ତର୍ଜାତୀୟଯୋଗଦିବସ ଅବସରରେ ରିଲିଜ୍କରାଯାଇଥିଲା । ମୁ୍ୟଜିକ୍ ପ୍ଲେଲିଷ୍ଟ୍ମାଗଣାରେ ହିନ୍ଦୁସ୍ଥାନ କୋକା-କୋଲାବେଭ୍ରେଜ୍ର ୟୁଟୁ୍ୟବ୍ ଚ୍ୟାନେଲରେଉପଲବ୍ଧ ହେଉଛି । ମୁ୍ୟଜିକ୍ କିଭଳିମାନସିକ ସମସ୍ୟା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣଭୂମିକା ଗ୍ରହଣ କରିଥାଏ, ତାହା ଏହାପ୍ରତିପାଦିତ କରୁଛି । ପ୍ଲେଲିଷ୍ଟ୍ରେ ଥିବାଟ୍ରାକ୍ରେ ହ୍ୟାପି, ମୋଟିଭେଟିଂ,ଏନର୍ଜିଟିକ୍, ମେଡ଼ିଟେଟିଭ୍, ସ୍ପିରିଚୁ୍ୟକ୍ଲ୍ଏବଂ ପିସ୍ଫୁଲ୍ ଆଦି ଜୋନ୍ ରହିଛି ।ପ୍ରଥମ ସେଟ୍ ସିରିଜ୍ରେକ ମେଜର କର୍ଡରବ୍ୟବହାର କରାଯାଇଥିଲା । ଏହା ପିସ୍ଏବଂ ଟେମ୍ପୋ ପାଇଁ ଉଦ୍ଧିଷ୍ଟ ଥିଲା ।ତେବେ ଦ୍ୱିତୀୟ ସେଟ୍ ସିରିଜ୍ରେ ମେଜରଏବଂ ମାଇନର୍ ସ୍କେଲ୍ର ମିଳିତଉପଯୋଗ କରାଯାଇଛି । ଯାହାକି ଶାନ୍ତଏବଂ ଧୀର ମେଲୋଡି ଉପଲବ୍ଧକରାଇବ ।

ପ୍ଲେଲିଷ୍ଟ୍ରେ ବାର୍ଡ ଚିର୍ରପିଂ,ରେନ୍, ବାବଲିଂ ରିଭର, ୱିଣ୍ଡ୍ ଆଦିରହିଛି । ଏହି ଅବସରରେ ମୁ୍ୟଜିକ୍ପ୍ଲେଲିଷ୍ଟ୍ ପ୍ରସ୍ତୁତ କରିଥିବା ବ୍ରାଣ୍ଡ୍ମୁ୍ୟସିକ୍ଏବଂ ସାଉଣ୍ଡ୍ସ୍ମିଥ୍ର ପ୍ରତିଷ୍ଠାତା ରାଜୀବରାଜା କହିଲେ, ହିନ୍ଦୁସ୍ଥାନ କୋକା-କୋଲାବେଭ୍ରେଜ୍ର ‘ମୁ୍ୟଜିକ୍ ଫର୍ ୱେଲନେସ୍’ସିରିଜ୍ ପାଇଁ ଆମେ କାର୍ଯ୍ୟ କରୁଥିବାରୁବେଶ୍ ଆନନ୍ଦିତ । ମୁ୍ୟଜିକ୍ରଆଶ୍ଚର୍ଯ୍ୟଜନକ ଏବଂ ରୋଗମୁକ୍ତକରିବାର ଶକ୍ତି ରହିଛି । ଏହା ମାନସିକଅବସାଦ, ଚାପ ଏବଂ ଭାବପ୍ରବଣତାସମସ୍ୟା ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣଭୂମିକା ଗ୍ରହଣ କରିଥାଏ । ଏହିଅବସରରେ ହିନ୍ଦୁସ୍ଥାନ କୋକା-କୋଲାବେଭ୍ରେଜ୍ର ମୁଖ୍ୟ ଯୋଗାଯୋଗଅଧିକାରୀ କମଳେଶ ଶର୍ମା କହିଲେ, ସୁସ୍ଥଏବଂ ନୀରୋଗ ରହିବା ଅତ୍ୟନ୍ତଗୁରୁତ୍ୱପୂର୍ଣ୍ଣ । ତେବେ ସରଳ ତଥାସହଜରେ କିପରି ସୁସ୍ଥ ରହିହେବ ତାହାବେଶ୍ ଗୁରୁତ୍ୱପୂର୍ଣ୍ଣ ।

ମୁ୍ୟଜିକ୍ ଶୁଣିବା ଦ୍ୱାରାଭାବପ୍ରବଣତା, ଅବସାଦରୁ ମୁକ୍ତି ମିଳିବାସହିତ ସ୍ଥିତିରେ ସୁଧାର ଆସିଥାଏ । ଏହିମୁ୍ୟଜିକ୍ ସିରିଜ୍ ପ୍ରସ୍ତୁତ କରିଥିବାରୁ ଆମେବେଶ୍ ଆନନ୍ଦିତ । ଏହା ଡାଉନଲୋଡ୍ପାଇଁ ମଧ୍ୟ ଉପଲବ୍ଧ । ଫଳରେଇଂଟରନେଟ୍ ସଂଯୋଗ ନ ଥିଲେ ବିମୁ୍ୟଜିକ୍ ଶୁଣିବା ବ୍ୟାହତ ହେବ ନାହିଁ ।ନିଜେ ନିଜର ସ୍ୱାସ୍ଥ୍ୟ ଯତ୍ନ ନେବା ପାଇଁମୁ୍ୟଜିକ୍ ଏକ ପୀଡ଼ା ହରଣର ମାଧ୍ୟମଭାବେ ପରିଗଣିତ ହୋଇଥାଏ । ହିନ୍ଦୁସ୍ଥାନକୋକା-କୋଲା ବେଭ୍ରେଜ୍ ପକ୍ଷରୁଏକ୍ସପର୍ଟ ସେସନ୍, କାଉନସେଲିଂ,ୱେବନିଅର ସହାୟତାରେ ଏହାରକର୍ମଚାରୀଙ୍କ ମଧ୍ୟରେ ସାମ୍ପ୍ରତିକ ମହାମାରୀସଙ୍କଟ ସମୟରେ ସକାରାତ୍ମକ ଚିନ୍ତା ସୃଷ୍ଟିପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତହୋଇପାରିବ । ପୂର୍ବରୁ କମ୍ପାନୀ ପକ୍ଷରୁଲୋକଙ୍କୁ ଘରେ ରହି ପରିବାର ସଦସ୍ୟଙ୍କସହିତ ମିଶି ଯୋଗ କରିବା ପାଇଁ ଉତ୍ସାହିତକରିବା ଲାଗି ମୁ୍ୟଜିକ୍ ପ୍ଲେଲିଷ୍ଟ ପ୍ରସ୍ତୁତକରାଯାଇଥିଲା । ୨୦୨୦ ଜୁନ୍ ୨୧ରେଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେଏହା ପ୍ରସ୍ତୁତ କରାଯାଇଥିଲା

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...