25 C
Bhubaneswar
Thursday, October 22, 2020

ସରକାରୀ ଯୋଜାନାର ସଫଳ ରୂପାୟନ ପାଇଁ ଆହ୍ୱାନ ।

Must read

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ମାର୍ଶାଘାଇ,୧୦ ।୧୦:ପଟ୍ଟାମୁଣ୍ଡାଇପଚାଂୟତ ସମିତି ବୈଠକକୋଭିଡ କଟକଣା ମଧ୍ୟରେ ପଚାଂୟତସମିତି ସମ୍ମିଳନୀ କକ୍ଷରେ ଅଣୁଷ୍ଠିତ ହୋଇଯାଇଛି । ପଚାଂୟତ ସମିତି ଅଧ୍ୟକ୍ଷାଜ୍ୟୋର୍ତିମୟୀ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇକରୋନା ମୁକାବିଲା କ୍ଷେତ୍ରରେ ପ୍ରଶାସନସହ ତାଳ ଦେଇ ପଚାଂୟତ ପ୍ରତିନିଧିମାନେ ଉଲ୍ଲେଖନୀୟ କାର୍ଯ୍ୟ କରି ସଫଳତା ହାସଲ କରିଥିବାରୁ ସାଧୁବାଦ ଜଣାଇଥିଲୋ କୋଭିଡ ଯୋଗୁଁ ବିକାଶ ପ୍ରକ୍ରିୟା କିଛିମାତ୍ରାରେ ପ୍ରଭାବିତ ହୋଇଥିଲେ ମଧ୍ୟବିକାଶଧାରା ଜାରି ରହିଛି । ବିଶେଷ କରିଏମଏନଆରଜିଏସ ଯୋଜନାରେପ୍ରବାସୀଙ୍କୁ କର୍ମସଂସ୍ଥାନ ଯୋଗାଇବାକୁପରାର୍ମଶ ଦେଇଥିଲେ ।

ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ କରି ଗରିବଲୋକମାନଙ୍କ ମୁହଁରେ ହସ ଫୁଟାଇବା ସହିତ ପଟ୍ଟାମୁଣ୍ଡାଇକୁ ଏକ ଅଗ୍ରଣୀ ପଚାଂୟତ ସମିତିରେ ପରିଣତ କରିବାକୁ ଶ୍ରୀସାହୁ ଆହ୍ୱାନ ଦେଇଥିଲେ । ଏହିବୈଠକରେ ବିଡିଓ ଭରତ ଚନ୍ଦ୍ର ପରିଡାଉପସ୍ଥିତ ରହି ପୂର୍ବ ବୈଠକର ବିବରଣୀ ଉପସ୍ଥାପନ କରିବା ସହିତ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲୋ ସମିତି ଅଧ୍ୟକ୍ଷା ଶ୍ରୀମତୀ ବେହେରା କୋଭିଡ ମୁକାବିଲା ସହ ବିକାଶପ୍ରକ୍ରିୟାରେ ପଚାଂୟତ ପ୍ରତିନିଧିମାନେ ସାମିଲ ହୋଇ ବିକାଶଧାରାକୁ ଆଗେଇନେବାକୁ ନିବେଦନ କରିଥିଲେ ।

ବିଭିନ୍ନ ପଚାଂୟତରେ କାର୍ଯ୍ୟକାରୀ ହେଉଥିବା ଯୋଜନାରେ କୌଣସି ସମସ୍ୟା ସଂପର୍କରେ ସିଧାସଳଖ ଅଧ୍ୟକ୍ଷାଙ୍କ ଦୃଷ୍ଟିଆକର୍ଷଣ କରିବାକୁ ପଚାଂୟତ ପ୍ରତିନିଧିମାନଙ୍କୁ ସେ ପରାର୍ମଶ ଦେଇଥିଲୋ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ,ସହନିର୍ବାହୀଯନ୍ତ୍ରୀ ଇଂ, ସୁରେଶ ବେହେରା, କେନ୍ଦ୍ରାପଡା ବିଧାୟକଙ୍କ ପ୍ରତିନିଧିଅଶୋକ ମଲିକ ଯୋଗ ଦେଇ ବିଭିନ୍ନସମସ୍ୟା ସଂପର୍କରେ ପଚାଂୟତ ପ୍ରତିନିଧିମାନଙ୍କ ମତାମତ ଶୁଣିଥିଲେ । ଏହିବୈଠକରେ ସରପଚଂ ନିରଞନମାଝି,ରମେଶ ଦାସ, ରତିକାନ୍ତ ସାହାଣୀ,ଅନ୍ନପୂର୍ଣ୍ଣ ସେଠୀ, ପ୍ରିୟଦର୍ଶନୀ ତରାଇ, ଭାରତୀ ଦାସ, କୁଳମଣି ମଳିକ,ସନ୍ଧ୍ୟାରାଣୀ ଜେନା, ସମୀର ପ୍ରଧାନ, କବିତାପରିଡା, ରୀନାରାଣୀ ମଳିକ, କୈଳାସସିଂହ, କମଳା ସ୍ୱାଇଁ, ପ୍ରଫୁଲ୍ଲ ତରାଇ,ରଶ୍ମିତା ବାରିକ, ଲକ୍ଷ୍ମୀପ୍ରିୟା ଜେନା, ରବିନ୍ଦ୍ରବେହେରା, ବିରଚିଂ ନାରାୟଣ ଦାଶ,ମିନତୀ ପାତ୍ର, ପୁଷ୍ପାଞଳୀ ସେଠୀ,ସ୍ୱେତାଲଲିନୀ ପରିଡା, ପ୍ରଭାତ ପ୍ରଧାନ,ନିଲୀମା ଧଳ, ବିଜୟ ରାଉତ, ବନ୍ଦିତାଦାସ, ସୁଜାତା ପ୍ରଧାନ ଓ

ସମିତି ସଭ୍ୟଶ୍ରୀକାନ୍ତ ସାହୁ, ରଞନ ବିଶ୍ୱାଳ, ନମିତାଦାସ, ବବିତା ମଳିକ, ମନୋରମା ଭୂୟାଁ,ବନସ୍ମିତା ଦାସ, ଝୁନୁଲତା ବେହେରା,ବାସନ୍ତୀ ମଳିକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।ଜିଲ୍ଲାପରିଷଦ ସଦସ୍ୟ ପ୍ରଫୁଲ୍ଲ ପ୍ରଧାନ,ସାରଥୀ ଦାଶ, ନାରଦ ବିଶ୍ୱାଳ, ସ୍ୱପ୍ନାରାଣିଖଣ୍ଡାୟୀ ଯୋଗ ଦେଇ ନିଜ ନିଜରମତାମତ ଉପସ୍ଥାପନ କରିଥିଲେ । ଏହିବୈଠକରେ ଆବାସ ଯୋଜନା,ଏମଏନଆରଜିଏସ, ଜିଜିୱାଇ, କୃଷି,ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ,ଉଠାଜଳସେଚନ ପାନୀୟଜଳ, ସାଧାରଣବଟଂନ, ସମବା. ମହିଳା ଓ ଶିଶୁ ବିକାଶ, ବିଦୁ୍ୟତ, ବନୀକରଣ , ଭତା, କୋଭିଡପରିଚାଳନା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ବୈଠକରେଏବିଡିଓ ସନ୍ତୋଷ କୁମାର ମନ୍ତ୍ରୀ ବ୍ଲକସହକାରୀଯନ୍ତ୍ରୀ ପ୍ରସନ୍ନ ରାଉତ, ଜୟନ୍ତପାତ୍ର, ଶ୍ରବଣ ବିଶ୍ୱାଳ, ଏକେ ବର୍ମା ପ୍ରମୁଖବ୍ଲକର ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...