26 C
Bhubaneswar
Sunday, October 25, 2020

ରୋଷେଇ କରିବା ବେଳେ ହାତରେ ମୁଦି, ଚୁଡି ପିନ୍ଧିବେ ନାହିଁ ।

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ନୂଆଦିଲ୍ଲୀ, ୬/୧୦ : ଦେଶରେ ସ୍କୁଲ ଅକ୍ଟୋବର ମଧ୍ୟଭାଗରୁ କ୍ରମବଦ୍ଧ ତରିକାରେ ଖୋଲିବାକୁ ଯାଉଛି । ଏଣୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ବା ମିଡ-ଡେ’ ମିଲ୍ହାଇଜେନିକ ତରିକାରେ ପ୍ରସ୍ତୁତ ହେବା ଦରକାର । ଏଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଓ ବିତରଣ ପାଇଁ ପ୍ରୋଟୋକଲ ଜାରି କରିଛନ୍ତି । ପିଲାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଆଯାଇ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ପରଷା ଯିବାକୁ ଏହା ଦ୍ୱାରା ସୁନିଶ୍ଚିତ କରାଯାଉଛି । କେନ୍ଦ୍ର ସରକାରଙ୍କ ଏହି ନୂତନ ଗାଇଡ୍ଲାଇନ ଅନୁଯାୟୀ, ମଧ୍ୟାହ୍ନ ଭୋଜନ ରୋଷେୟା ରୋଷେଇ ସମୟରେ ହାତରେ ମୁଦି, ଚୁଡ଼ି କିମ୍ବା ନେଲପଲିସ ବ୍ୟବହାର କରିବେନାହିଁ ।

ଏହାକୁ ନିଶ୍ଚିତ କରିବା କାମ ଜିଲ୍ଲା ଓ ବ୍ଲକ୍ ପ୍ରଶାସନର । ଏହା ସହ କେହି ବି ମିଡ-ଡେ’ ମିଲ କର୍ମଚାରୀ ଯେମିତି କରୋନାରେ ସଂକ୍ରମିତ ହୋଇ ନ ଥିବେ ତାହା ଉପରେନଜର ରଖାଯିବ । ରୋଷେଇ କରିବା ପୂର୍ବରୁ କୁକ୍ ଓ ହେଲପରଙ୍କୁ ନିଜର ଓ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ରିପୋର୍ଟ ସ୍କୁଲରେ ଦାଖଲ କରିବାକୁ ହେବ । ଏହା ସହ ସ୍କୁଲ ଭିତରକୁ ପ୍ରବେଶ କରିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ ସେମାନେ କରାଇବେୟ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ରୋଷେଇ, ପରଷିବା ଓ ବିତରଣ ସମୟରେ କେହି ଘଣ୍ଟା, ମୁଦି ତଥା ଅନ୍ୟାନ୍ୟ ଜୁଏଲରି ବ୍ୟବହାର କରିବେ ନାହିଁ ।

ଏହା ସହ ନେଲପଲିସ ଓ ଆର୍ଟି ଫିସଅଲ ନଖ ମଧ୍ୟ ବ୍ୟବହାର କରିବେ ନାହିଁ । କାରଣ ବିଦେଶୀ ଜିନିଷରେ ତାହା ତିଆରି ହୋଇଥାଇପାରେ । କେହି ବାହାରେ ପାନ ଛେପି କି ଛେପ ପକାଇାବେ ନାହିଁ । କୁକ୍ ଓ ହେଲପରଙ୍କୁ ପର୍ଯ୍ୟାପ୍ତ ପରିମାଣର ସଫା ପ୍ରୋଟେକ୍ଟିଭ୍ ଆପ୍ରୋନ ଓ ହେଡଗିୟର ଯୋଗାଇବାକୁ ନିର୍ଦେଶ ଦିଆଯାଇଛି । ସଫାବାସନ ବ୍ୟବହାର କରିବାକୁ ମଧ୍ୟ ଏଥିରେ ନିର୍ଦେଶ ରହିଛି । ସେହିପରି ପନିପରିବାକୁ ହଳଦି ଓ ଲୁଣ ପାଣିରେ ପରିଷ୍କାର କରାଯି । ନଚେତ ୫୦ପିପଏମ କ୍ଲୋରିନରେ ଭଲ ସ୍ୱଚ୍ଛ ଜଳରେ ସଫା କରାଯିବ ।

ସାମଜିକ ଦୂରତ୍ୱ ସହ ଯେମିତି ଖାଦ୍ୟ ପରଷାଯିବ ସେ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ କୁହାଯାଇଛି । ଦରକାର ପଡ଼ିଲେ ପିଲାଙ୍କୁ କ୍ଲାସରୁମରେ ମଧ୍ୟ ଖାଦ୍ୟ ପରଷା ଯାଇପାରିବ । ତେବେ ଖାଦ୍ୟ ପଦାର୍ଥର ତାପାମାତ୍ର ଯେପରି ୬୫ ଡିଗ୍ରୀ ସେଲିସିୟସ ରହିବ । ରୋଷେଇ ସରିବାର ତୁରନ୍ତ ପରେ ଖାଦ୍ୟ ପିଲାଙ୍କୁ ଖାଇବାକୁ ଦିଆଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀରମେଶ ପୋଖରିୟାଲ ନିଶାଙ୍ଖ କହିଛନ୍ତି । ଏଥିସହ ରାଜ୍ୟମାନଙ୍କୁ ମଧ୍ୟ ସେମାନଙ୍କ ଗାଇଡଲାଇନ୍ସ ଅନୁଯାୟୀ ପ୍ରୋଟୋକଲ ପାଳନ କରିଯିବାକୁ କେନ୍ଦ୍ର ସରକାର ନିଦେ୍ର୍ଦଶ ଜାରି କରିଥିବା କେନ୍ଦ୍ରମନ୍ତ୍ରୀ ନିଶାଙ୍ଗ କହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...