21 C
Bhubaneswar
Monday, January 25, 2021

ଦଙ୍ଗା କରିବାକୁ ବିଦେଶୀରୁ ଫଣ୍ଡିଙ୍ଗ୍ ହୋଇଛି ୧୦୦ କୋଟି ।

Must read

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ହାଥରସ, ୭/୧୦ : ଭାରତର ବିକାଶ ଓ ଉନ୍ନତିକୁ ତା’ରପଡ଼ୋଶୀମାନେ ଦେଖି ସହିପାରୁନାହାନ୍ତି । ବିଗତ ୧୦ ବର୍ଷ ମଧ୍ୟରେକରୋନା କାଳ ପୂର୍ବରୁ ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ବର୍ଦ୍ଧିତ ସାମରିକଶକ୍ତି ଓ କେନ୍ଦ୍ରରେ ଏକ ସ୍ଥିର ଓ ସ୍ଥାୟୀ ସରକାରକୁ ଦେଖି ଏହାର ଶତ୍ରୁପଡ଼ୋଶୀରାଷ୍ଟ୍ରମାନେ ହତାଶ ହୋଇଯାଇଛନ୍ତି । ଏଣୁ ଭାରତରେ ନିୟମିତସମୟ ବ୍ୟବଧାନରେ ଜାତିଆଣ, ଧାର୍ମିକ ଓ ସାମ୍ପ୍ରଦାୟିକ ହିଂସା, ଦ୍ୱେଷ ଆଦିସୃଷ୍ଟି କରି ଜନସାଧାରଣଙ୍କୁ ନିଜ ନିଜ ଭିତରେ ରକ୍ତାକ୍ତ ସଂଘର୍ଷ କରାଇବାକୁଏହି ବିଦେଶୀ ଶକ୍ତିଗୁଡ଼ିକ ସୁଯୋଗ ଉଣ୍ଡୁଛନ୍ତି । ଆଉ ସେମାନଙ୍କୁ ସୁଯୋଗଦେଉଛନ୍ତି ଦେଶ ମଧ୍ୟରେ ଥିବା କେତେକ ନିର୍ଦ୍ଦିଷ୍ଟ ନ୍ୟସ୍ତ ସ୍ୱାର୍ଥପର ରାଜନୈତିକଦଳ ।

ଏହାର ଜ୍ୱଳନ୍ତ ପ୍ରମାଣ ବର୍ତ୍ତମାନ ଉତ୍ତର ପ୍ରଦେଶର ହାଥରସରେଦେଖିବାକୁ ମିଳିଛି ଯେଉଁଠାରେ ଜନୈକା ୧୯ ବର୍ଷର ଦଳିତ ଯୁବତୀକୁ ହତ୍ୟାକରାଯିବା ପରେ ଏହାକୁ କିଛି ରାଜନୈତିକ ଦଳ ଗଣଦୁଷ୍କର୍ମର ରଙ୍ଗ ଦେଇଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ଭୀଷଣ ହିଂସାକାଣ୍ଡ ଭିଆଇବାକୁ ଅପଚେଷ୍ଟାକରୁଛନ୍ତି ଏବଂ ଏଥିପାଇଁ ସେମାନଙ୍କୁ ବିଦେଶରୁ ପାଣ୍ଠି ଯୋଗାଇ ଦିଆଯାଉଛି ।ହାଥରସରେ ଦଙ୍ଗା କରିବାକୁ ବିଦେଶରୁ ୧୦୦ କୋଟି ଫଣ୍ଡିଂହୋଇଥିଲାବେଳେ କେବଳ ମରିସସ୍ରୁ ୫୦ କୋଟି ଟଙ୍କା ଆସିଥିବା ମାମଲାରତଦନ୍ତ କରୁଥିବା ତଦନ୍ତାକାରୀ ଏଜେନ୍ସି ଜାଣିପାରିଛି ।ଏହି ମାମଲାର ତଦନ୍ତ କରୁଥିବା ଏଜେନ୍ସିର କହିବାନୁଯାୟୀ, ହାଥରସକାଣ୍ଡ ବାହାନାରେ ଉତ୍ତର ପ୍ରଦେଶକୁ ଜାତିବାଦୀ ଦଙ୍ଗାର ରୂପ ଦେବା ଷଡଯନ୍ତ୍ରକରାଯାଇ ଏଥିନିମନ୍ତେ ଦେଶ ବିଦେଶରୁ ୧୦୦ କୋଟି ଟଙ୍କାରୁ ଅଧିକ ଫଣ୍ଡିଙ୍ଗ୍ହୋଇଛି ।

ସୂତ୍ର ଅନୁଯାୟୀ, କେବଳ ମରିସସରୁ ୫୦ କୋଟି ଟଙ୍କା ଟ୍ରାନ୍ସଫରହୋଇଛି । ବର୍ତ୍ତମାନ ହାଥରସ ମାମଲା ସହ ଜଡିତ ସବୁ ମାମଲାକୁ ସିବିଆଇକୁହସ୍ତାନ୍ତର କରାଯିବୟ ହାଥରସ କାଣ୍ଡ ବାହାନାରେ ରାଜ୍ୟରେ ଦଙ୍ଗା କରିବାକୁରାଜଧାନୀ ଲକ୍ଷ୍ନୌ ହାଥରସ ସମେତ ଅନେକ ଥାନାରେ ଅନେକ ମାମଲା ରୁଜ୍ଜୁହୋଇଛି । ହାଥରସ କାଣ୍ଡରେ ପ୍ରଥମେ ଏସଆଇଟି ଓ ସିବିଆଇ ଯାଞ୍ଚ ପାଇଁସୁପାରିଶ ପରେ ଏହି ମାମଲାରେ ଇଡି ମଧ୍ୟ ତଦନ୍ତରେ ଯୋଡି ହୋଇଯାଇଛି ।ହାଥରସକୁ ନେଇ ହୋଇଥିବା ୱେବସାଇଟ ‘ଜଷ୍ଟିସ ଫର ହାଥରସ ଭିକ୍ଟିମ୍’ ରଯାଞ୍ଚ ଇଡି କରିବ । ପ୍ରାଥମିକ ତଦନ୍ତରେ ଯାଞ୍ଚ ଏଜେନ୍ସି ଜାଣିବାକୁ ପାଇଥିଲେଯେ ପୀଡିତାଙ୍କୁ ନ୍ୟାୟ ଦେବା ନାଁରେ ରାତାରାତି ଏକ ୱେବସାଇଟ୍ ତିଆରିକରାଯାଇଥିଲା ।

ଏହି ୱେବସାଇଟ ଅନୁସାରେ ରାଜ୍ୟରେ ଦଙ୍ଗା କରାଇବାକୁଷଡଯନ୍ତ୍ର ହୋଇଥିଲା । ଏହି ୱେବସାଇଟ୍ ମାଧ୍ୟମରେ ଇସ୍ଲାମୀୟ ଦେଶରୁଫଣ୍ଡିଙ୍ଗ୍ ମଧ୍ୟ ହୋଇଥିଲା । ଏବେ ୱେବସାଇଟ୍ ଜରିଆରେ ଯେଉଁ ଖାତାକୁଟଙ୍କା ଆସିଛି ତାକୁ ଇଡି ଯାଞ୍ଚ ଇଡି କରିବ । ଏହା ପୂର୍ବରୁ ମଙ୍ଗଳବାର ଦିନଦିଲ୍ଲୀରୁ ହାଥରସ ଯାଉଥିବା ୪ ଜଣଙ୍କୁ ମଥୁରା ପୋଲିସ ଗିରଫ କରିଥିଲା ।ଏମାନେ ସମସ୍ତେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫ୍ଆଇ) ର ସଦସ୍ୟବୋଲି ଜଣାପଡିଛି । ଗିରଫମାନଙ୍କ ମଧ୍ୟରୁ ଜଣେ ବହରାଇଚର ଜରଲରବାସିନ୍ଦା । ଏହା ଜାଣିବା ପରେ ଉତ୍ତର ପ୍ରଦେଶ ସକ୍ରିୟ ହୋଇଯାଇଛି ।ବହରାଇଚ ପୋଲିସ କହିଛି ଯେ ଏହି ଅଞ୍ଚଳ ଇଣ୍ଡୋ-ନେପାଳ ସିମବର୍ତ୍ତୀ ଅଞ୍ଚଳଏବଂ କିଛି ସମୟରେ ପିଏଫଆଇ ସହିତ ଜଡିତ କିଛି ସଦସ୍ୟ ଗିରଫହୋଇଥିଲେ ।

- Advertisement -ଦଙ୍ଗା କରିବାକୁ ବିଦେଶୀରୁ ଫଣ୍ଡିଙ୍ଗ୍ ହୋଇଛି ୧୦୦ କୋଟି ।

More articles

LEAVE A REPLY

Please enter your comment!
Please enter your name here

- Advertisement -ଦଙ୍ଗା କରିବାକୁ ବିଦେଶୀରୁ ଫଣ୍ଡିଙ୍ଗ୍ ହୋଇଛି ୧୦୦ କୋଟି ।

Latest article

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ଓଡିଶା ମନ୍ତ୍ରୀଙ୍କ ଅବରୋଧିତ ବୋହୂ ନୀରବତା ଭାଙ୍ଗିଛନ୍ତି ।

ଭୁବନେଶ୍ବର: ଓଡିଶା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୋହୂ ଲିପ୍ପା ପ୍ରଧାନ ୨୦୧୬ ମସିହାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଅଫିସରେ...