26 C
Bhubaneswar
Sunday, October 25, 2020

୨ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି ।

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଚେନ୍ନାଇ, ୭/୧୦ : ଆୟକର ବିଭାଗବୁଧବାର ଦିନ ତାମିଲନାଡୁ କୋଡାନାଡ ଓ ସିରୁଥବୁରଅଞ୍ଚଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀଶଶିକଳାଙ୍କ ସମ୍ପତ୍ତି ସଂଲଗ୍ନ କରିଛି । ଆୟକର ବିଭାଗକହିଛି ଯେ ଶଶିକଳାଙ୍କର ପାଖାପାଖି ୨ ହଜାର କୋଟିଟଙ୍କାର ସମ୍ପତ୍ତି ଜବତ କରିଛି । ଆୟକର ବିଭାଗ ଦ୍ୱାରାଜବତ କରାଯାଇଥିବା ସମ୍ପତ୍ତିର ପୁରା ତଥ୍ୟ ବର୍ତ୍ତମାନମିଳିନାହିଁ । ଆୟକର ବିଭାଗ ଗତ ମାସରେ ଶଶିକଳାଙ୍କକୋଟିଏ ଟଙ୍କାର ସମ୍ପତ୍ତି ଜବତ କରିଥିଲା ।

ଏହା ପୂର୍ବରୁଖବର ଆସିଥିଲା ଯେ ଆୟକର ବିଭାଗ ସେପ୍ଟେମ୍ବରମାସରେ ଶଶିକଳାଙ୍କ ପାଖାପାଖି ୩୦୦ କୋଟି ଟଙ୍କାରସମ୍ପତ୍ତି ଜବତ କରିଥିଲା ।ଏକ ଗଣମାଧ୍ୟମ ଏକ ଦୈନିକ ଖବରକାଗଜଉଦେ୍ଦଶ୍ୟରେ ଲେଖିଥିଲା ଯେ ସମ୍ପତ୍ତିରେ ଜୟଲଳିତାଙ୍କବେଦ ନିଳୟମ ନିବାସ ସାମ୍ନା ଜମି ସାମିଲ ଅଛି । ସମ୍ପତ୍ତିଅଧିଗ୍ରହଣ ଶ୍ରୀ ହରି ଚନ୍ଦନା ଇଷ୍ଟେଟ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା କରାଯାଇଥିଲା, ଯାହାର ନିର୍ଦେଶକ ଶଶିକଳାଙ୍କସମ୍ପର୍କୀୟୟ ଯାଞ୍ଚ ପରେ ଅଧିକାରୀ କହିଛନ୍ତି ଯେ କମ୍ପାନୀ ପାଖରେ କୌଣସି ବ୍ୟବସାୟ ନଥିଲା । ଏହା ପୂର୍ବରୁନଭେମ୍ବର ମାସରେ ଆୟକର ବିଭାଗ ଶଶିକଳାଙ୍କ ୧୫୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିବା ଖବର ସାମ୍ନାକୁଆସିଥିଲା । ଶଶିକଳା ଓ ତାଙ୍କ ସମ୍ପର୍କୀୟଙ୍କ ଅଧୀନରେ ଥିବା ସମ୍ପତ୍ତି ଉପରେ ଚଢ଼ାଉ କରି ଏଜେନ୍ସିକୁ ଦସ୍ତାବିଜମିଳିଥିଲା ।

ଏହି ସବୁ ସମ୍ପତ୍ତିକୁ ବେନାମୀ ଅଧିନିୟମ ଅନୁଯାୟୀ ଜବତ କରାଯାଇଥିଲା । ସଂଲଗ୍ନ କରାଯାଇଥିବାଏହିସବୁ ସମ୍ପତ୍ତି ଚେନ୍ନାଇ, କୋଏମ୍ବାଟୁର, ପୁଡୁଚେରୀ ଓ ତାମିଲନାଡୁର ଅନ୍ୟ ସ୍ଥାନମାନଙ୍କରେ ଥିଲା । କଥିତ ଭାବେଏହିସବୁ ସମ୍ପତ୍ତିର ଉଲ୍ଲେଖ ଶଶିକଳା କିମ୍ବା ତାଙ୍କ ପରିବାର ନିଜ ସମ୍ପତ୍ତି ଘୋଷଣା କରିବା ସମୟରେ କରିନଥିଲେ ।ଏହି ସବୁ ସମ୍ପତ୍ତିକୁ “ଅପରେସନ କ୍ଲିନ ମନି’ ଅନୁଯାୟୀ ଆୟକର ବିଭାଗ ଦ୍ୱାରା ଜବତ କରାଯାଇଥିଲା ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...