31 C
Bhubaneswar
Friday, October 30, 2020

ଦୁର୍ଗାପୂଜା ଅବସରରେ କଲ୍ୟାଣ ଜୁଏଲର୍ସର ନୂଆ ଗହଣା ସମ୍ଭାର ‘ସଂକଳ୍ପ’ ।

Must read

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ଭୁବନେଶ୍ୱର,୫/୧୦ କଲ୍ୟାଣଜୁଏଲର୍ସ ପକ୍ଷରୁ ଦୁର୍ଗାପୂଜା ପରିପ୍ରେକ୍ଷୀରେନୂଆ ଗହଣା ସମ୍ଭାର ‘ସଂକଳ୍ପ’କୁଉନ୍ମୋଚନ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ମିନାକାରୀ କାର୍ଯ୍ୟହୋଇଥିବା ହାତ ତିଆରି ଗହଣାଗୁଡ଼ିକ ପାରମ୍ପରିକ ଢାଂଚାରେ ପ୍ରସ୍ତୁତକରାଯାଇଛି । ଆଂଚଳିକ ଲୋକମାନଙ୍କଆବଶ୍ୟକତାକୁ ନଜରରେ ରଖି ପ୍ରତିଟିଗହଣାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତକରାଯାଇଛି ।ସଂକଳ୍ପ ଗହଣା ସମ୍ଭାର ହେଉଛି ପଶ୍ଚିମବଙ୍ଗର ଗହଣା ପରମ୍ପରା ପ୍ରତି ଏକସମ୍ବର୍ଦ୍ଧନା ସ୍ୱରୂପ । ପାଂଚ୍ ନୋଲିହେୟାରଲୁମ୍ ନେକ୍ଲେସ୍ ଠାରୁ ଆରମ୍ଭକରି ସୁନାର ହାର, ଜୁଇ ହାର ଏବଂଚୁଡ଼ି, ରତନ ଚୁର ଷ୍ଟାଇଲ୍ର ଟାଇି ଚେନ୍, କାନ ଫାଶ ଓ ଅଙ୍ଗତି ରିଙ୍ଗ ଭଳିଗହଣାଗୁଡ଼ିକ ଏହି ସମ୍ଭାରରେ ରହିଛିଯାହା ହେଉଛି ସଂସ୍କୃତି ଓ ପାରମ୍ପରିକ ପ୍ରତୀକର ପ୍ରତିଫଳନ । ଏହି ଉତ୍ସବକୁଅଧିକ ଆକର୍ଷଣୀୟ କରିବା ଲାଗିକଲ୍ୟାଣ ଜୁଏଲର୍ସ ପକ୍ଷରୁ ‘୩୦୦କେଜି ଗୋଲ୍ଡ ଗିଭ୍ଆୱେ’ ଅଭିଯାନଘୋଷଣା କରାଯାଇଛି ।

କଲ୍ୟାଣଜୁଏଲର୍ସର କିଣାକିଣି ବେଳେଗ୍ରାହକମାନେ ରିଡିମେବଲ୍ ଭାଉଚର୍ପାଇବେ ଯାହା ଜରିଆରେ ସେମାନେସୁନା ଗହଣାର ଭିଏ ଉପରେ ୨୦-୫୦ ପ୍ରତିଶତ ପର୍ଯ୍ୟନ୍ତ ଏବଂ ହୀରାଗହଣା ଉପରେ ୨୫% ପର୍ଯ୍ୟନ୍ତ ରିହାତିପାଇବେ । ଏହି ଅଫର ନେଭମ୍ବର ୩୦ପର୍ଯ୍ୟନ୍ତ ବୈଧ ରହିବ ।ଏହି ଗହଣା ସମ୍ଭାରର ଉନ୍ମୋଚନଅବସରରେ ଶ୍ରୀଯୁକ୍ତ ଟି ଏସ୍କଲ୍ୟାଣରମଣନ, ଅଧ୍ୟକ୍ଷ ଓ ପରିଚାଳନାନିର୍ଦେଶକ, କଲ୍ୟାଣ ଜୁଏଲର୍ସ କହିଛନ୍ତିଯେ, ନ୍ତଦୁର୍ଗା ମାତାଙ୍କ ଘର ବାହୁଡ଼ାକୁପାଳନ କରୁଥିବା କେବଳ ଏକ ଧାର୍ମିକଉତ୍ସବ ନୁହେଁ ଦୁର୍ଗାପୂଜା । ଏହା ହେଉଛିନାରୀତ୍ୱର ଉତ୍ସବ ଏବଂ ଏଥିରେ ପ୍ରତିିଟିମହିଳାଙ୍କ ଦୃଢ଼ତା, ବ୍ୟାପକତା, ଠାଣୀଏବଂ ସୁନ୍ଦରତାର ଉତ୍ସବ ପାଳନକରାଯାଏ । ଚଳିତ ବର୍ଷ ଆମେ ଆମପୃଷ୍ଠପୋଷକମାନଙ୍କୁ ନୂଆ ସଂକଳ୍ପ ସମ୍ଭାରପ୍ରଦାନ କରି ଏହି ବର୍ଷର ଉତ୍ସବ ପାଳନକରୁଛୁ ।

ଏହି ପାରମ୍ପରିକ ଗହଣାଗୁଡ଼ିକଉଭୟ ସୁନ୍ଦର ଆଭୂଷଣ ଏବଂ ସମୃଦ୍ଧି ଓଆଶାର ପ୍ରତୀକ ଭାବେ ପ୍ରଦର୍ଶିତ ହେବ ।ଏହା ହିଁ ଆମେ ଚଳିତ ବର୍ଷ ମା’ ଦୁର୍ଗାଙ୍କନିକଟରେ ପ୍ରାର୍ଥନା କରୁଛୁ ।”କଲ୍ୟାଣ ଜୁଏଲର୍ସ ପକ୍ଷରୁ ଧନତେରସ୍ପ୍ରି-ବୁକ୍ ଅଫର ଘୋଷଣା କରାଯାଇଛିଯେଉଁଥିରେ ଗ୍ରାହକମାନେ ସୁନା ଗହଣାମୂଲ୍ୟ ଉପରେ ସୁରକ୍ଷା ପାଇବେ ।କିଣିବାକୁ ଚାହୁଥିବା ଗହଣାର ୨୦ପ୍ରତିଶତ ମୂଲ୍ୟ ଦେଇ ଗହଣାର ଅଗ୍ରୀମବୁକିଙ୍ଗ୍ କରିପାରିବେ । ଅଗ୍ରୀମ ବୁକିଙ୍ଗଅବଧି ଅକ୍ଟୋବର ୨୦ରେ ଶେଷହେବ । କରୋନା ମହାମାରୀକୁ ଦୃଷ୍ଟିରେରଖି ସପିଙ୍ଗର ଏକ ସୁରକ୍ଷିତ ଅନୁଭୂତିପ୍ରଦାନ କରିବା ଲାଗି କଲ୍ୟାଣ ଜୁଏଲର୍ସପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ଓ ନିରାପତାବ୍ୟବସ୍ଥା ଗ୍ରହଣ କରାଯାଇଛି ।ବେଙ୍ଗଲୀ ଅଭିନେତ୍ରୀ ରୀତାଭରିଚକ୍ରବର୍ତୀ ଓ କଂପାନିର ବ୍ରାଣ୍ଡ୍ଆମ୍ବାସାଡରଙ୍କୁ ନେଇ ପ୍ରସ୍ତୁତକରାଯାଇଥିବା ନୂଆ ବ୍ରାଣ୍ଡ୍ ଅଭିଯାନଜରିଆରେ ସଂକଳ୍ପ ସମ୍ଭାରକୁ ଉନ୍ମୋଚନକରାଯିବ । ଏହି ସମ୍ଭାରର ମୂଲ୍ୟ୨୦,୦୦୦ ଟଙ୍କାରୁ ଆରମ୍ଭ ହୋଇଛିଏବଂ ଏହା ପଶ୍ଚିମବଙ୍ଗ, ଓଡ଼ିଶା,ଆସାମ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେଥିବା କଲ୍ୟାଣ ଜୁଏଲର୍ସ ସୋ’ରୁମ୍ରେଉପଲବ୍ଧ ହେବ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବେଙ୍ଗାଲୁରୁରେ କେରଳ ସିପିଏମ୍ ସେକୀଙ୍କ ପୁଅ ଗିରଫ।

ବେଙ୍ଗାଲୁରୁରେ ଡ୍ରଗ୍ସ ବିକ୍ରି ପାଇଁ ଏନସିବି ଦ୍ୱାରା ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ହୋଇଥିବା ଆର୍ଥିକ କାରବାର ସଂପର୍କରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗୁରୁବାର କେରଳ ସିପିଆଇ...