21 C
Bhubaneswar
Monday, January 25, 2021

ହାଥରସ୍ ଘଟଣାରେ ତାତିଲା ପିସିିସି ଅନୁସୂଚିତ ଜାତି ବିଭାଗ ।

Must read

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ଭୁବନେଶ୍ୱର,୫ା୧୦:ଉତର ପ୍ରଦେଶ ରାଜ୍ୟର ହାଥରସ୍ ଗ୍ରାମର ଅନୁସୂଚିତ ଜାତି ବାଳିକାକୁ ଗଣଦୁଷ୍କର୍ମ ଓହତ୍ୟା ଘଟଣାରେ କେନ୍ଦ୍ର ନରେନ୍ଦ୍ର ମୋଦିସରକାର ଓ ଉତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଦୋଷୀକୁ ଦଣ୍ଡଦେବା ପରିବର୍ତେ ଘଟଣାକୁ ଚପାଇ ଦେବାପାଇଁ ଉଦ୍ୟମ କରିବା ଅତ୍ୟନ୍ତ ନିନ୍ଦନୀୟ ।ଯୋଗୀ ଆଦିତ୍ୟନାଥ ସରକାରଙ୍କ ପୋଲିସବିଭାଗ ମୃତକ ପରିବାରକୁ ବନ୍ଦୀ ବନାଇସଂପୃକ୍ତ ବାଳିକାଙ୍କ ମୃତ ଦେହକୁ ତରବରିଆଭାବେ ପୋଡିଦେବା ସହ ଭାରତୀୟ ଜାତୀୟ କଂଗ୍ରେସର ନେତା ଶ୍ରୀଯୁକ୍ତ ରାହୁଲଗାନ୍ଧୀ ଏବଂ ଶ୍ରୀମତୀ ପ୍ରି୍ରୟଙ୍କା ଗାନ୍ଧୀଙ୍କୁ ତାଙ୍କପରିବାରକୁ ଭେଟିବା ପାଇଁ ନଦେବା ଅତ୍ୟନ୍ତକ୍ଷୋଭର ବିଷୟ । ମୃତକ ବାଳିକା ମନିଷାବାଲ୍ମିକୀଙ୍କ ପରିବାରକୁ ଭେଟିବା ପାଇଁକଂଗ୍ରେସ ଦଳର ନେତା ଓ ସାଂସଦମାନେ ଗଲାବେଳେ ଉତର ପ୍ରଦେଶ ପୋଲିସର ଅଭଦ୍ରୋଚିତ ବ୍ୟବହାରକୁ ପ୍ରଦେଶକଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗନିନ୍ଦା କରୁଛି ।

ଘଟଣାରେ ସଂପୃକ୍ତ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁଆନ୍ତରିକତା ଦେଖାଉନଥିବା ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ବରଖାସ୍ତ ଓପୀଡିତାକୁ ନ୍ୟାୟ ଦାବିରେ ଆଜି ଓଡିଶାପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଛକଠାରେ କୋଭିଡ୍ ନିୟମ ପାଳନ ପୂର୍ବକ ଏକବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କେନ୍ଦ୍ର ବିଜେପି ସରକାର ଗତ ନିର୍ବାଚନସମୟରେ ଅନୁସୂଚିତ ଜାତି ଓ ଜନଜାତି ଭୋଟରମାନଙ୍କୁ ସୁରକ୍ଷାର ମିଥ୍ୟା ପ୍ରତିଶ୍ରୁତିଦେଇ, ଏପରିକି ସେମାନଙ୍କ ଘରେଭୋଜନ କରି ସେମାନଙ୍କ ହୃଦୟ ଜିଣିଭୋଟ ନେଲା ପରେ ସରକାର ଗଠନ କରିଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାରକୁ ପ୍ରୋତ୍ସାହନ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତଳିକା କଂଗ୍ରେସ ତରଫରୁ ଦାହ କରାଯାଇଥିଲା ।

ଗାନ୍ଧିଜୀ ଓ ଡ. ଭୀମରାଓଆମ୍ବେଦକରଙ୍କ ପ୍ରତିମୂର୍ତି ତଳେ ନୀରବପ୍ରତିବାଦ ଧାରଣା ପରେ ପ୍ରଦେଶ କଂଗ୍ରେସଅନୁସୂଚିତ ଜାତି ବିଭାଗ ତରଫରୁ କଂଗ୍ରେସଭବନରୁ ଏକ ଶୋଭାଯାତ୍ରା ବାହାରିମାଷ୍ଟରକ୍ୟାଂଟିନ୍ ଛକ ଠାରେ ଏହିକୁଶପୁତଳିକା ଦାହ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶକୁମାର ରାଉତରାୟ, ହଳଧର ସେଠୀ,ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ରଶ୍ମିମହାପାତ୍ର, ପଦ୍ମାକର ଗୁରୁ, ବିଶ୍ୱଭୁଷଣ ଦାସ,କନକଲତା ମଲ୍ଲିକ, ଶି୍ରୟାସ୍ମିତା ପଣ୍ଡା, ସଂକୁନାକହଁର, ଦେବେନ୍ଦ୍ର ପ୍ରସାଦ ଦାସ, ରମାକାନ୍ତନାୟକ, କହ୍ନେଇ ସେଠୀ, ଅଶୋକ ନାୟକ,ନାରାୟଣ ଜେନା, ପ୍ରକାଶ ମିଶ୍ର, ନରେଶମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ସୁଶାନ୍ତ ତି୍ରପାଠୀ,ସତ୍ୟବ୍ରତ ନାୟକ, ଦେଓ ପ୍ରସାଦ, ନାସିର ଖାନ୍ଓ କ୍ଷୀରୋଦ କୁମାର ବେହେରାଙ୍କ ସମେତବହୁ ସଂଖ୍ୟାରେ କଂଗ୍ରେସ ନେତା ଓ କର୍ମୀଅଂଶଗ୍ରହଣ କରିଥିଲେ ।

- Advertisement -ହାଥରସ୍ ଘଟଣାରେ ତାତିଲା ପିସିିସି ଅନୁସୂଚିତ ଜାତି ବିଭାଗ ।

More articles

LEAVE A REPLY

Please enter your comment!
Please enter your name here

- Advertisement -ହାଥରସ୍ ଘଟଣାରେ ତାତିଲା ପିସିିସି ଅନୁସୂଚିତ ଜାତି ବିଭାଗ ।

Latest article

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ଓଡିଶା ମନ୍ତ୍ରୀଙ୍କ ଅବରୋଧିତ ବୋହୂ ନୀରବତା ଭାଙ୍ଗିଛନ୍ତି ।

ଭୁବନେଶ୍ବର: ଓଡିଶା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୋହୂ ଲିପ୍ପା ପ୍ରଧାନ ୨୦୧୬ ମସିହାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଅଫିସରେ...