30 C
Bhubaneswar
Sunday, October 25, 2020

ବିଜେଡି ଓ କଂଗ୍ରେସ ନେତା ବିଜେପିରେ ସାମିଲ ।

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଭୁବନେଶ୍ୱର,୫/୧୦ (ନିପ୍ର): ରାଜ୍ୟରେ ଶାସକ ବିଜୁ ଜନତା ଦଳର ଏକଛାଟିଆ,ମନୋମୁଖୀ ଶାସନରେ ରାଜ୍ୟବାସୀ ହନସନ୍ତା ଦୁର୍ନୀତି ଏବଂ ଅତ୍ୟାଚାର ବର୍ତମାନ ଶାସନ ବ୍ୟବସ୍ଥାର ଅଙ୍ଗ ପାଲଟି ଯାଇଛି । କୃଷକ,ଚାଷୀ, ମହିଳା ବିରୋଧୀ ଶାସକ ବିଜେଡିଦଳର ବିଧାୟକ, ସାଂସଦଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଦୁର୍ନୀତି ଏବଂଅତ୍ୟାଚାର ବ୍ୟବସ୍ଥାରେ ସଂପୃକ୍ତ ଅଛନ୍ତି । ବହୁଜନ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାଠୁ ଆରମ୍ଭ କରି ବିଭିନ୍ନ ବିକାଶମୁଳକ କାର୍ଯ୍ୟବାଧାପ୍ରାପ୍ତ ହୋଉପଡିଛି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇପଡିଛି । ଶାସକ ବିଜେଡିରଏହି ଅନ୍ୟାୟ ଓ ଅତ୍ୟା୍ଫାର ବିରୁଦ୍ଧରେ ଲଢେଇକରିବା ପାଇଁ ଭାରତୀୟ ଜନତା ପାର୍ଟୀ ଦେଇଥିବା ଡାକରାରେ ଆଜି ଜଗତସିଂହପୁରଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଜେଡି ଏବଂକଂଗ୍ରେସ ଦଳର ଶହ ଶହ କାର୍ଯ୍ୟକର୍ତା ସାମିଲ ହୋଇଛନ୍ତି ।

ନୂତନ ଭାବେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ଉପସଭାପତି ଶ୍ରୀ ଭୃଗୁବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରି୍ଫନ୍ଦନ, ଜଗତସିଂହପୁର ଜିଲ୍ଲାସଭାପତି ସତ୍ୟବ୍ରତ ମହାପାତ୍ର, ଜିଲ୍ଲା ପ୍ରଭାରୀଶାରଦା ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, ଭୂବନେଶ୍ୱର ଜିଲ୍ଲା ସଭାପତିବାବୁ ସିଂହ, ଘୁମୁସୁର (ଗଂଜାମ) ଜିଲ୍ଲାସଭାପତି ଗୋକୁଳାନନ୍ଦ ମଲ୍ଲିକ, ଜିଲ୍ଲାର ବରିଷ୍ଠନେତା ରମାକାନ୍ତ ଭୋଇ ଏବଂ ରାଜକିଶୋର ବେହେରା ପ୍ରମୁଖ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।

ଆଜି ଏହି ମିଶ୍ରଣ ପର୍ବରେ ହାଜିପୁର ଜିଲ୍ଲାପରିଷଦ ପ୍ରାର୍ଥୀ ରନ କୁମାର ବେହେରା,ପୂର୍ବତନ ସମିତି ସଭ୍ୟଚିତରଂଜନ ସାହୁ,ପୂର୍ବତନ ଗୋବିନ୍ଦପୁର ସରପଂଚ ଶାରଦାପ୍ରସାଦ କାଣ୍ଡି, କନକପୁରର ସୁନିଲ ମହାରଣା,ତେନ୍ତୁଳିପଡା ପୂର୍ବତନ ସରପଂଚ, ପୂର୍ବତନ ସରପଂଚ ଅକ୍ଷୟ ମହାନ୍ତି, ବସନ୍ଦରା ପୂର୍ବତନସରପଂଚ ନିଶିକାନ୍ତ ମଲ୍ଲିକ, ତରଜଙ୍ଗାର ବୈଷ୍ନବ ଜଥା, ଶିବପୁରର ଅଲୋକ କୁମାରଭୋଇ, ଅଢଙ୍ଗା ଗ୍ରାମର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଶିବପୁରର ପୂର୍ବତନ ସମିତିସଭ୍ୟ ସତ୍ୟରନ ସେଠୀ, ବିରିଡିର ଅଲେଖମାଝୀ, ଦିପ୍ତୀରନ ଭୋଇ, ଅଖତର ରଜାକ୍,ଖଗେଶ୍ୱର ଭୋଇ, ସୁଶାନ୍ତ ରାଉତ ପ୍ରମୁଖନିଜ ନିଜ ସମର୍ଥକଙ୍କ ଗ୍ରହଣରେ ବିଜେପିରେ ଯୋଗଦାନ କରିଛନ୍ତି ।

ସେହିପରି ରଘୁନାଥପୁର ବ୍ଲକ ତରିକୁନ୍ଦ ଗ୍ରାମ ପଂଚାୟତର ବୈରାଗୀ ଚନ୍ଦ୍ର ବେହେରା, ତରିକୁନ୍ଦର ପୂର୍ବତନ ସରପଞ୍ଚ ସୁବାଷଚନ୍ଦ୍ର ସାହାଣୀ,ମହେଶ୍ୱର ସ୍ୱାଇଁ, ଡା.କେଳୁ ଦାଶ, ସୁବୋଧ କୁମାର ବାରିକ, ନିରନ ବେହେରା, ନାଏବସରପଂଚନରହରି ସାହୁ, ସୟଦ ଅକବରଅଲ୍ଲୀ, ସୟଦ ଅସପକ୍ ଅଲ୍ଲୀ, ସୟଦ ଲାଲା;ଜୟସୋଲ ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ନରେନ୍ଦ୍ରନାଥ ନାଏକ, ସୁବାଷ ଚନ୍ଦ୍ରସାହୁ, ଧନେଶ୍ୱର ନାଏକ, ରମେଶଚନ୍ଦ୍ରବେହେରା, ଆଶିଷ କୁମାର ବେହେରା, ମାନସକୁମାର ସାମନ୍ତରାୟ, ବିଶ୍ୱଜିତ ନାଏକ;ବରଗୋଲ ପଂଚାୟତ ଅଧ୍ୟକ୍ଷ ରମେଶ ଚନ୍ଦ୍ରମହାନ୍ତିଙ୍କ ସମେତ ନବକିଶୋର ମଲ୍ଲିକ,ଜଗବନ୍ଧୁ ସ୍ୱାଇଁ, ପ୍ରଦୀପ୍ତ କୁମାର ସ୍ୱାଇଁ, ପ୍ରଦୀପ୍ତକୁମାର ମହାନ୍ତି, ସୁବାଷ ଚନ୍ଦ୍ର ସ୍ୱାଇଁ, ତ୍ରିଲୋଚନ ଦଳେଇ, ପ୍ରଫୁଲ୍ଲ କୁମାର ଜେନା, ସଂଜୟକୁମାର ନାଏକ, ଅରୁଣ କୁମାର ସ୍ୱାଇଁ,ଦେବେନ୍ଦ୍ର ମାନିକ ପ୍ରମୁଖ ଆନୁଷ୍ଠାନିକ ଭାବେବିଜେପିରେ ସାମିଲ ହୋଇଛନ୍ତି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜନକଲ୍ୟାଣଓ ରାଷ୍ଟ୍ରହିତକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରି ଭାରତବର୍ଷକୁ ବିଶ୍ୱରେ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିବାରେ ସଫଳ ହୋଇଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ସମର୍ଥକଙ୍କ ଗ୍ରହଣରେ ବିଜେପିରେ ସାମିଲ ହେବା ଅବସରରେ ନୂତନଭାବେ ସାମିଲ ହୋଇଥିବା ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ମାନେ କହିଛନ୍ତି । ରାଜ୍ୟର ସ୍ୱାର୍ଥ ପାଇଁଶାସକ ବିଜେଡିର ଦୁର୍ନୀତି, ଭ୍ରଷ୍ଟା୍ଫାର,ମନୋମୁଖୀ ଶାସନ ବିରୁଦ୍ଧରେ ବିଜେପିର ଏହିଲଢେଇ ଜାରୀ ରହିବ ବୋଲି ଆଜିର ମିଶ୍ରଣପର୍ବ ଅବସରରେ ଶ୍ରୀ ହରି୍ଫନ୍ଦନ କହିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...