30 C
Bhubaneswar
Sunday, October 25, 2020

ବିମାନ ବନ୍ଦର ନିର୍ମାଣ ପାଇଁ ମାନନୀୟ ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ।

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଭୁବନେଶ୍ୱର,୫/୧୦ (ନିପ୍ର): ମହାରାଷ୍ଟ୍ର ଓଡିଆେ ଓଲଫେୟାର ଏସୋସିଏସନ ର ସଭାପତି ତଥାମୁମ୍ବାଇ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ଶ୍ରୀ ଭଗବାନ ପଣ୍ଡାମାନନୀୟ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏକ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ଯେ ଗଂଜାମ ବ୍ରହ୍ମପୁରଠାରେ ଏକ ବିମାନ ବନ୍ଦର ନିର୍ମାଣ ପାଇଁ । ସେ ବିଭିନ୍ନ କାରଣଦେଇ କହିଛନ୍ତି ଯେ ସେଠାରେ କାହିଁକି ସମ୍ଭବ ହୋଇପାରିବ ତାହା ମଧ୍ୟ ଚିଠି ମାଧ୍ୟମରେ ଜଣାଇଛନ୍ତିା ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା ଠାରେ ଆଗରୁ ଏକ ପୁରାତନ ଏୟାରଷ୍ଟ୍ରିପ ରହିଛି ଯାହାକି ପୁନଃନିର୍ମାଣ ହୋଇ ଏକବୃହତ ବିମାନ ବନ୍ଦରରେ ପରିଣତ କରାଯାଇ ପାରିବା ଉକ୍ତ ସହର ହେଉଛି ଦକ୍ଷିଣ ଓଡିଶା ଏବଂ ଉତରଆନ୍ଧ୍ର ର ବ୍ୟସ୍ତବହୁଳ ଏବଂ ବ୍ୟବସାୟିକ କେନ୍ଦ୍ର । ସେଠାରେ ମଧ୍ୟ ଏକ ଆର୍ମି କଲେଜ ରହିଛି ।

ତାଛଡା ସେଠାରେ ଇଣ୍ଡିଆନ ଇନଷ୍ଟି୍ଫ୍ୟୁଟ ଅଫ ସାଇନ୍ସଏଜୁକେସନ ଏଣ୍ଡ ରିସୋର୍ସ ରହିଛି । ଏହା ଏକ ଜାତୀୟଗର୍ବର ଅନୁଷ୍ଠାନ । ଯେଉଁଠାରେ କି ବିଶ୍ୱର ବିଭିନ୍ନ ସ୍ଥାନରୁ ଫାକ୍ୟୁଲିଟି ମାନେ ଭ୍ରମଣରେ ଆସିଥାନ୍ତି । ଦୁଇଟି ବିଶ୍ୱବିଦ୍ୟାଳୟ ,ଗୋଟିଏ ମେଡିକାଲ କଲେଜ ଏବଂ ଆଠଟି ଇଂଜିନିୟରିଂ କଲେଜ ସେଠାରେ ରହିଛି । ଉକ୍ତଅନୁଷ୍ଠାନ ଗୁଡିକ ଭୁବନେଶ୍ୱର କିମ୍ବା ବିଶାଖାପାଟଣା ଏୟାରପୋର୍ଟ ଉପରେ ନିର୍ଭରଶୀଳ । ଯାହାକି ବ୍ରହ୍ମପୁରରୁ୧୭୫ କି.ମି. ବା ୨୭୫ କିମି ଦୁରରେ ଅବସ୍ଥିତ । ଗୋପାଳପୁର ଏବଂ ଗୋପାଳପୁର ସମୁଦ୍ର ଉପକୂଳଭାରତର ଏକ ଆକର୍ଷଣୀୟ ସମୁଦ୍ର ଉପକୂଳ । ଯାହା କିଋଷିଆର ଭ୍ରମଣକାରୀଙ୍କୁ ଆକର୍ଷିତ କରିଥାଏ । କେତେକ ୫ ଷ୍ଟାର ହୋଟେଲ ଗୁଡିକ ଏହି ଅଂଚଳ ଅବସ୍ଥିତ ।

ଏତଦବ୍ୟତୀତ ସେଠାରେ ମଧ୍ୟ ଏକ ବୃହତବୌଦ୍ଧ ମଠ ଏବଂ ଏସିଆର ଜିରାଙ୍ଗ ଠାରେ ଅବସ୍ଥିତ । ଜଉଗଡର ଅଶୋକଙ୍କ ଶିଳାଲେଖ ଏକ ଅନନନୀୟ ଭ୍ରମଣୀୟ ସ୍ଥଳ । ଗଂଜାମ ରୁ ୫୦ ଭାଗ ଲୋକସୁରତ,ଗୁଜୁରାଟ ଏବଂ ଭାରତର ବିଭିନ୍ନ ସ୍ଥାନକୁ ଯାଇଛନ୍ତି . ସେମାନେ ରୋଜଗାର ସାରି ଓଡିଶାକୁଆସିଥାନ୍ତି .କିନ୍ତୁ ସେମାନଙ୍କ ଯାତାୟାତ ପାଇଁ ସେମାନେ ପୁରାପୁରିଭାବେ ଗୋଟିଏ ଟ୍ରେନ କୌଣାର୍କ ଏକ୍ସପ୍ରେସ ଉପରେ ନିର୍ଭର କରିଥାନ୍ତି ଯାହାକି ମୁମ୍ବାଇ ଭୁହବନେଶ୍ୱର ଦେଇ ଗତି କରିଥାଏ । ରିଜର୍ଭ ଟିକଟ ପାଇଁ ମାସକ ଆଗରୁ ଟିକେଟ କ୍ଫାଯାଇଥାଏ । ଆପଣ ଦୟାକରି ଦୁଇବର୍ଷ ପୂର୍ବର ଆଇ.ଆଇ.ଏମ ବ୍ରହ୍ମପୁରର ବାଦବିବାଦର ସମ୍ମୁଖୀନ ହୋଇଥିଲେ । ଏହାର ମୁଖ୍ୟ କାରଣ ହେଉଛିକେନ୍ଦ୍ର ବା ରାଜ୍ୟରେ ସରକାରୀ ବିମାନବନ୍ଦର ରଅନୁପସ୍ଥିତି ଯୋଗୁଁ ବାଦ ପଡିଛି ।

ଏହି ସହରର ଆମଦେଶର ଏକ ପ୍ରାକୃତିକ ପ୍ରସାଧନୀ ସ୍ଥାନ ଅଟେ .ପେଟ୍ରୋଲିୟମ ଉଦ୍ୟୋଗ ଏବଂ ଅନ୍ୟାନ୍ୟ ଗୌଣଅନୁଷ୍ଠାନ ଗୁଡିକ ଗୋପାଳପୁର,ଟେକ୍ସଟାଇଲ ପାର୍କ,ଡ୍ରଗ୍ସପାର୍କ,ଟାଟା ସେଜ ଗୁଡିକ ନିକଟରେ ବିମାନବ୍ନ୍ରବ୍ୟବସ୍ଥାା ହେଲେ ଏମାନଙ୍କର ଭବିଷ୍ୟତ ଉଜ୍ଜ୍ଳ ହେବା ସିଲଗ ଉଦ୍ୟେଗ,ପୁରାତନ ଗୃହ ଉଦ୍ୟୋଗ ,ଲୁଗାଶୁଖାଇବା ଏବଂ ବେପାର କରିବା ପାଇଁ ଓ ବ୍ୟବସାୟୀ ମାନଙ୍କ ଯୋଗାଯୋଗ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ମନୋରଂଜନ ଉଦ୍ୟୋଗଗୁଡିକ ଏଠାରେ କୁସ୍ୱପ୍ନ ଭଳି ଦୃଶ୍ୟମାନ ହୁଏ । ବିକଶିତ ଗୋପାଳପୁର ଜାତୀୟ ଏବଂ ଆନ୍ତର୍ଜାତୟ ସ୍ତରରେ ପୁଂଜିନିବେଶ କ୍ଷେତ୍ରରେ ଏମାନେ ଅସୁବିଧା ଭୋଗ କରୁଥାନ୍ତିା ଏହା ରାଜ୍ୟ ଏବଂ ଜାତୀୟ କ୍ଷେତ୍ରରେ ଆର୍ଥିକ ସ୍ଥିତିକୁସୁଦୁଢ କରିବାରେ ଅବଦାନ ରହିଛି ।

ଭୁବନେଶ୍ୱର ଏବଂ ବିଶାଖାପାଟଣା ବିମାନ କୁ ଯିବା ପାଇଁ ୫୦୦ମିଟର ଅଧିକ ସମୟ ଲାଗିଥାଏ । ଏକ ସର୍ବେକ୍ଷଣରୁ ଜଣାଯାଇଛି ପ୍ରତିଦିନ ୫୦ ଜଣ ବ୍ରହ୍ମପୁରରୁ ଭୁବନେଶ୍ୱର କୁ ଯାଇଥାନ୍ତି .ଏବଂ ୧୦୦ ଜଣ ଲୋକ ବିଶାଖାପାଟଣାକୁ ବିମାନ ଯୋଗେ ଫ୍ହାଳାଫଳ କରିଥାନ୍ତି .ସେଥିପାଇଁ ବ୍ରହ୍ମପୁରରେ ଏକ ବିମାନବନ୍ଦ୍ର ହେବାଅତ୍ୟନ୍ତ ଜରୁରୀ । ବରଂ ଏହା ଏକ ଶିକ୍ଷାଗତ ଉଦ୍ୟୋଗୀଏବଂ ଅନ୍ୟାନ୍ୟ ଉଦେ୍ଦଶ୍ୟ ପାଇଁ ମଧ୍ୟ ଉପଯୋଗି ହୋଇପାରିବ । ଉକ୍ତ ଅନୁରୋଧ ପତ୍ରରେ ଶ୍ରୀ ପଣ୍ଡାଙ୍କ ସମେତ ମନୋଜ ନାୟକ,ରାଜେନ୍ଦ୍ର ନାୟକ,ପ୍ରଣବପାଣି,ହୃଶିକେଶ ପାଣିଗ୍ରାହୀ,ଆଡଭୋକେଟ ଶ୍ରୀକାନ୍ତପାଢୀା ସୁଧୀର ରାଉତ, କାହ୍ନୁ୍ଫରଣ ପଣ୍ଡ.ବିକ୍ରମସାବତ,ଦଜୀପକ ସାହୁ,ବଳରାମ ପାତ୍ର.ବିଘ୍ନରାଜ ପରିଡା,ଅଟଲ ମହାରଣା,ସଂଜୟ ମହାକୁଡ,ରଂଜିତମହାନ୍ତି . ଦୁର୍ଯ୍ୟୋଧନ ପଣ୍ଡା,ଭଜମନ ପଣ୍ଡା,ମନ୍ମଥ ପାଢିଅଶୋକ ପାଣିଗ୍ରାହୀ ପ୍ରମୁଖ ଦସ୍ତଖତ କରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...