31 C
Bhubaneswar
Friday, October 30, 2020

୨ ଯବାନ ସହିଦ, ୩ ଆହତ

Must read

ପାକିସ୍ତାନର ପୁଲୱାମା ଆଡମିଶନ ଉପରେ ସୀତାରାମ ୟେଚୁରୀ ପ୍ରତିକ୍ରିୟା ।

ପୁଲୱାମା 'ଇମ୍ରାନ ଖାନ ସରକାରଙ୍କ ସଫଳତା' ବୋଲି ପାକିସ୍ତାନ ସ୍ୱୀକାର କରିବା ପରେ ମଧ୍ୟ ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତ ସରକାରଙ୍କଠାରୁ ଏକ ସରକାରୀ ବିବୃତ୍ତି...

ବୈଦେଶିକ ମନ୍ତ୍ରଣାଳୟ ସାଉଦିର ଭାରତୀୟ ମାନଚିତ୍ରର ଭୁଲ ଚିତ୍ରକୁ ବିରୋଧ କରିଛି ।

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ଏହାର ବାହ୍ୟ ସୀମାକୁ ଭୁଲ ଚିତ୍ରଣ କରି ସାଉଦି କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ କରିଛି ବୋଲି ଖବର...

ଆତଙ୍କବାଦ ବିରୋଧରେ ଲଢେଇରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିସର ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା...

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଶ୍ରୀନଗର,୫ା୧୦: ଆଜି ପରାହ୍ଣପ୍ରାୟ ୧୨:୫୦ରେ ଦକ୍ଷିଣ କଶ୍ମୀରର ପାମ୍ପୋର ଅନ୍ତର୍ଗତ କାନ୍ଦିଜାଲ ସେତୁ ନିକଟରେ ଏକ ପାଟ୍ରୋଲିଙ୍ଗ୍ ପାର୍ଟିକୁ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ଅନ୍ୟୂନ ୨ଜଣ ସିଆର୍ପିଏଫ୍ ୟବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ୩ ଜଣ ଆହତ ହୋଇଥିବା କଥା ସରକାରୀ ଅଧିକାରୀ ମାନେ କହିଛନ୍ତି ୟସିଆର୍ପିଏଫ୍ ୧୧୦ ବାଟାଲିୟାନର ଏହି ଯବାନମାନେ ଜମ୍ମୁଓ କଶ୍ମୀର ପୁଲିସଙ୍କ ସହ ମିଶି ପୁଲୱ୍ୱାମା ଜିଲ୍ଲର ପାମ୍ପୋରରେ ଥିବା କାନ୍ଦି ଜାଲସେତୁ ନିକଟରେ “ରୋଡ୍ ଓପେନିଙ୍ଗ୍’ ଡିୟୁଟି କରୁଥିଲେ ।

ଏହି ସମୟରେ ଦଳେ ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ୫ ଜଣ ସିଆରପିଏଫ୍ ଜବାନ ଆହତ ହୋଇଥିଲେ । ଆହତ ମାନଙ୍କୁ ଜିଲ୍ଲା ହସ୍ପିଟାଲ୍କୁ ନିଆଯାଇଥିଲା । ସେଠାରେ ଦୁଇଜଣ ଆହତ ଯବାନ ସହିଦ ହୋଇଯାଇଥିଲେ । ଏବେ ବାକି ୩ଜଣ ଶ୍ରୀନଗରସ୍ଥିତ ସେନାହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଶ୍ରୀନଗର ଉପକଣ୍ଠରେ ଥିବା ଏକପାଟ ବା ଅଳ୍ପ ପାଣି ଥିବା ସନ୍ତସନ୍ତିଆ ଅଞ୍ଚଳରୁ ସମ୍ପୃକ୍ତ ଆତଙ୍କବାଦୀମାନେ ବାହାରି ଆସି ଆକ୍ରମଣ କରିଥିବା କଥାପୁଲିସ ସନ୍ଦେହ କରୁଛି ।

ଆକ୍ରମଣ ପରେଜାତୀୟ ରାଜପଥରେ ଯାନବାହନ ଚଳାଚଳ ନିଷିଦ୍ଧ କରାଯାଇଛି । ଆତଙ୍କବାଦୀ ମାନେ ଖସି ଯାଇଛନ୍ତିକି, ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଆତଙ୍କବାଦୀ ମାନଙ୍କୁ ଧରିବା ଲାଗି ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍ କରାଯାଇ ତଲାସ କରାଯାଉଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପାକିସ୍ତାନର ପୁଲୱାମା ଆଡମିଶନ ଉପରେ ସୀତାରାମ ୟେଚୁରୀ ପ୍ରତିକ୍ରିୟା ।

ପୁଲୱାମା 'ଇମ୍ରାନ ଖାନ ସରକାରଙ୍କ ସଫଳତା' ବୋଲି ପାକିସ୍ତାନ ସ୍ୱୀକାର କରିବା ପରେ ମଧ୍ୟ ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତ ସରକାରଙ୍କଠାରୁ ଏକ ସରକାରୀ ବିବୃତ୍ତି...

ବୈଦେଶିକ ମନ୍ତ୍ରଣାଳୟ ସାଉଦିର ଭାରତୀୟ ମାନଚିତ୍ରର ଭୁଲ ଚିତ୍ରକୁ ବିରୋଧ କରିଛି ।

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ଏହାର ବାହ୍ୟ ସୀମାକୁ ଭୁଲ ଚିତ୍ରଣ କରି ସାଉଦି କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ କରିଛି ବୋଲି ଖବର...

ଆତଙ୍କବାଦ ବିରୋଧରେ ଲଢେଇରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିସର ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା...

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...