26 C
Bhubaneswar
Wednesday, October 21, 2020

ମେକ୍‍ ଇନ୍‍ ଓଡ଼ିଶା ନେଇ ବିଚାର ଚାଲିଛି ।

Must read

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ଭୁବନେଶ୍ୱର,୫ା୧୦(ନି.ପ୍ର.):ଚଳିତବର୍ଷ ନଭେମ୍ବର ୩୦ ତାରିଖରେ ହେବାକୁ ଥିବା ମେକ୍‍ଇନ୍‍ ଓଡିଶା କନକ୍ଲେଭ ପାଇଁ ଯୋଜନା ହୋଇଥିବାବେଳେ ଏବେ ତାହା ହେବ କି ନାହିଁବିଚାର ଚାଲିଛି । କରୋନା ମହାମାରୀ ପାଇଁକନ୍‍କ୍ଲେଭ ଆୟୋଜନରେ ଏଭଳି ଅବସ୍ଥା ସୃଷ୍ଟିହୋଇଥିବା ଦର୍ଶାଇଛନ୍ତି ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କରମିଶ୍ର । ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଶିଳ୍ପାୟନକୁ ପ୍ରୋସôାହିତ କରିବା ସକାଶେ ବିଗତ୫ବର୍ଷ ମଧ୍ୟରେ ସବୁଦାୟ ୭୯ଟି ଶିଳ୍ପମେଳା ଆୟୋଜନ ହୋଇଛି । ଏଥି ମଧ୍ୟରୁ ଓଡିଶା ଭିତରେ୨୪ଟି ଓ ଓଡିଶା ବାହାରେ ୫୫ଟି ଟି ମେଳାଆୟୋଜନ ହୋଇଛି ଓଡିଶା ଭିତରେକରାଯାଇଥିବା ୨୪ଟି ଶିଳ୍ପମେଳା ମଧ୍ୟରୁ୨୦୨୦-୨୧ ମସିହାରେ ୯ଟି ମେଳା କରୋନାମହାମାରୀ ଯୋଗୁଁ ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହୋଇଛି ।

ଓଡିଶା ଭିତରେ ଆୟୋଜିତ ସମସ୍ତ ମେଳାଭୁବନେଶ୍ୱରରେ ହୋଇଛି । ଏଥି ମଧ୍ୟରୁ ୨୦୧୬-୧୭ ମସିହାରେ ୨ଟି, ୨୦୧୭-୧୮ ମସିହାରେ୬ଟି, ୨୦୧୮-୧୯ ମସିହାରେ ୨ଟି,୨୦୧୯-୨୦ ମସିହାରେ ୫ଟି ଓ ୨୦୨୦-୨୧ ବର୍ଷରେ ୯ଟି ଶିଳ୍ପମେଳା ଆୟୋଜନ ହୋଇଛିା ତେବେ ଚଳିତବର୍ଷ ଆୟୋଜିତ ସମସ୍ତ ୯ଟି ମେଳାଜୁନ୍‍ରୁ ଅଗଷ୍ଟମାସ ମଧ୍ୟରେ ୱେବିନାରରେ କରାଯାଇଛିା ସେହିଭଳି ରାଜ୍ୟ ବାହାରେ ଆୟୋଜିତ ହୋଇଥିବା ଶିଳ୍ପମେଳାଗୁଡିକ ବିଭିନ୍ନ ଦେଶୟୁଏଇ, ଆମେରିକା, ତାଇୱାନ,ଜାପାନ, ଥାଇଲ୍ୟାଣ୍ଡ, ଜର୍ମାନୀ,ଇଟାଲୀ, ସାଉଦି ଆରବ, ଚୀନ୍‍,ସିଙ୍ଗାପୁର ସମେତ ଦେଶ ଭିତରେ ନୂଆଦିଲ୍ଲୀ,ହାଇଦ୍ରାବାଦ, ଚେନ୍ନାଇ, ନାଗପୁର, ଭାଇଜାଗ,ଅହମ୍ମଦାବାଦ, ମୁମ୍ବାଇ ଆଦିରେ ଅନୁଷ୍ଠିତ ହୋଇଛି ।

୨୦୧୬-୧୭ ବର୍ଷରେ ରାଜ୍ୟ ବାହାରେ ୧୨ଟି ଶିଳ୍ପମେଳା ଆୟୋଜିତ ହୋଇଥିବାବେଳେ ୨୦୧୭-୧୮ରେ ୧୨ଟି, ୨୦୧୮-୧୯ ରେ ୧୩ଟି ଓ୨୦୧୯-୨୦ ବର୍ଷରେ ୧୮ଟି ଶିଳ୍ପମେଳା ଆୟୋଜିତ ହୋଇଛି ।ଏହିସବୁ ଶିଳ୍ପ ମେଳାରେ ବିଭିନ୍ନ ସଂସ୍ଥାମାନଙ୍କଦ୍ୱାରା ବର୍ତ୍ତମାନ ସୁଦ୍ଧା ୬,୨୬,୩୫୯.୫୩କୋଟିଟଙ୍କାର ପୁଞ୍ଜି ନିବେଶ ପାଇଁ ୨୮୬ଟି ପ୍ରସ୍ତାବ ଦାଖଲ ହୋଇଥିଲା । ଏହି ପ୍ରସ୍ତାବ ମଧ୍ୟରୁ ୨୧୨ଟିଏକକ ବାତାୟନ ପ୍ରଣାଳୀ ମାଧ୍ୟମରେ୫,୨୮,୬୦୯ କୋଟି ଟଙ୍କାର ପୁଞ୍ଜିନିବେଶ ସହ ଅନୁମୋଦନ ହୋଇଛି । ଅନୁମୋଦିତ ପ୍ରସ୍ତାବ ମଧ୍ୟରୁ୧୩ଟି ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣକାର୍ଯ୍ୟକ୍ଷମ ହୋଇଥିବାବେଳେ ୧୦୪ଟି ସେମାନଙ୍କର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ଓଅନ୍ୟ ଗୁଡିକ ବିଭିନ୍ନ ପର୍ଯ୍ୟାୟରେ ଅଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବାଙ୍ଗଲାଦେଶ ଅପେକ୍ଷା ବର୍ତ୍ତମାନ ସରକାରୀ ଭାବେ ଗରିବ ହୋଇଥିବାରୁ ଭାରତରେ ଆଙ୍ଗଷ୍ଟ ଏବଂ ଅସ୍ୱୀକାର |

ଦର୍ପଣ, କାନ୍ଥରେ ଦର୍ପଣ, ସେମାନଙ୍କ ମଧ୍ୟରୁ ସବୁଠାରୁ ଗରିବ କିଏ? ୧୯୭୧ରେ ଯେତେବେଳେ ବାଂଲାଦେଶ ଏକ ସ୍ଵାଧୀନ ଦେଶ...