21 C
Bhubaneswar
Monday, January 25, 2021

ବିଧାନସଭାରେ ଉଠିଲା ଖଣି ଦୁର୍ନୀତି ।

Must read

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ଭୁବନେଶ୍ୱର,୫ା୧୦ ଆଜି ବିଧାନସଭାରେ ବିରୋଧୀଦଳ ନେତାପ୍ରଦୀପ୍ତ ନାୟକ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି । ଖଣି ମାଫିଆ ଓ ଅଫିସରଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଦୁର୍ନୀତିହୋଇଛି, ଏଥିରେ ଜଡ଼ିତ ଅଫିସରଙ୍କବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ଏନେଇ ବାରମ୍ବାର ଚିଠି ଲେଖିଛି, .ହେଲେଉତ୍ତର ମିଳୁନି । ଖଣି ଲିଜ୍ ନବୀକରଣ ଓଡ଼ିଶା ପାଇଁ ଆତ୍ମଘାତୀ ବୋଲି ସେକହିଛନ୍ତି । ଖଣି ପ୍ରସଙ୍ଗ ନେଇ ବିରୋଧୀ ଶାସକ ମୁହାଁମୁହିଁ ହୋଇଛନ୍ତି । ଏ ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କୁ ଜବାବ ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ସେକହିଛନ୍ତି ଯେ ୨୦୧୫-୧୬ରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଓ ଧର୍ମେନ୍ଦ୍ରପ୍ରଧାନ ଓଡ଼ିଶା ଆସି କହିଲେ ରାଜ୍ୟ ଖଣି ରାଜସ୍ୱରୁ ଲକ୍ଷାଧିକ ଟଙ୍କା ପାଇବ ।

ହେଲେ କେତେ ଟଙ୍କା ଓଡ଼ିଶାକୁ ମିଳିଲାବୋଲି ମତ ଦେଇଛନ୍ତି । ଖଣି ନିଲାମ ସୁପ୍ରିମକୋର୍ଟ, କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ ଗାଇଡ ଲାଇନ ଅନୁସାରେ ହୋଇଛି । କିଛି ଲୁଚାଯାଉନାହିଁ । ସିଇସି ତଦନ୍ତ ବେଳେ କାହିଁକି କଂଗ୍ରେସ ତଥ୍ୟ ରଖିନ ଥିଲା । ନିର୍ଦ୍ଦିଷ୍ଟ ତଥ୍ୟ ଥିଲେ ବିରୋଧୀ ସର୍ବସମ୍ମୁଖରେ ରଖନ୍ତୁ କିନ୍ତୁ ଏହାକୁ ରାଜନୀତି କରା ନଯାଉ । ବରଂ ଆଲୋଚନା କରି ସମାଧାନ କରାଯାଉ ବୋଲିସେ କହିଛନ୍ତି ସେପଟେ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଅଂଶ ଗ୍ରହଣ କରିବାକୁ ନେଇଗୃହରେ ଅଚଳାବସ୍ଥା ଦେଖା ଦେଇଥିଲା ।

ଗୃହରେ ହଟଗୋଳ କରିବା ସହ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କଲେ କଂଗ୍ରେସ ଓ ବିଜେପି । ବିଜେପିର ମୁଲତବୀ ପ୍ରସ୍ତାବ ଗ୍ରହଣନ କରିବାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀଦଳ ନେତା । ବିଜେପି ଦେଇଥିବା ପ୍ରସ୍ତାବକୁ କାହିଁକି ଗ୍ରହଣ କରାଗଲା ନାହିଁ । କଂଗ୍ରେସର ଯଦି ମୁଲତବୀ ପ୍ରସ୍ତାବ ଦିଆଗଲା କାହିଁକି ଆମସହ ଆଲୋଚନା କରାଗଲା ନାହିଁ । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧିରେ ୨୦ଲକ୍ଷ ଲୋକ ପାଉଛନ୍ତି ।୩୭ ଲକ୍ଷ ଲୋକପ୍ରଥମ କିସ୍ତିରେ ପାଇଥିଲେ । ଦିତୀୟ କିସ୍ତିରେ ବାକି୧୭ ଲକ୍ଷ କୁଆଡ଼େ ଗଲେ ବୋଲିପ୍ରଶ୍ନ କଲେ ବିରୋଧୀ ଦଳ ନେତା ।

- Advertisement -ବିଧାନସଭାରେ ଉଠିଲା ଖଣି ଦୁର୍ନୀତି ।

More articles

LEAVE A REPLY

Please enter your comment!
Please enter your name here

- Advertisement -ବିଧାନସଭାରେ ଉଠିଲା ଖଣି ଦୁର୍ନୀତି ।

Latest article

ଡେମୋକ୍ରାଟ୍ ମାନେ ପ୍ୟାନେଲ୍ କୁ ସିନେଟର କ୍ରୁଜ୍, ହାୱଲି ଅନୁସଂଧାନ କରିବାକୁ କହିଛନ୍ତି |

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ଵାରାଜାନୁଆରୀ ୬ ରେ କ୍ୟାପିଟାଲରେ ହୋଇଥିବା ବିଦ୍ରୋହରେ ସେମାନଙ୍କର ଭୂମିକାକୁ ସମ୍ପୂର୍ଣ୍ଣ ରୂପେ ବୁଝିବା ପାଇଁ ରିପବ୍ଲିକାନ୍...

ଭାରତୀୟ ମହିଳା ଦଳ ପାଇଁ ମଧ୍ୟ ରାହୁଲ ଦ୍ରାବିଡ ଏକ ଦୃଢ କ୍ରିକେଟ୍ ଗଠନ କରିଛନ୍ତି ।

ଅଷ୍ଟ୍ରେଲିଆ :ଅଷ୍ଟ୍ରେଲିଆରେ ଭାରତର ଐତିହସିକକ ଦ୍ୱିତୀୟ ସିଧାସଳଖ ଟେଷ୍ଟ ସିରିଜ୍ ବିଜୟର ଆଲୋକ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ। ଗବାରେ ଥିବା ଦୁର୍ଗଟି ପ୍ରକୃତରେ ଦ୍ୱିତୀୟ...

ଲାଲଟାନାର ଦଶମ ସଂସ୍କରଣ ଆୟୋଜନ କରେ |

ମାଡାଗାସ୍କର: ଭାରତର ଦୂତାବାସ ଶୁକ୍ରବାର ଦିନ ଏହାର ମାସିକ ସାହିତ୍ୟ କାର୍ଯ୍ୟକ୍ରମ ଲାଲଟାନା ର ଦଶମ ସଂସ୍କରଣର ଆୟୋଜନ କରିଛି | ଏହି କାର୍ଯ୍ୟକ୍ରମରେ ମାଲାଗାସୀ କବିମାନେ ଭାରତୀୟ କବିତାର...

ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ |

ଭୁବନେଶ୍ବର: ଗତ ୨୧ ଦିନ ମଧ୍ୟରେ ଓଡିଶାରେ ୪୨୬୭ ଡ୍ରାଇଭିଂ ଲାଇସେନ୍ସ କୁ ସ୍ଥଗିତ ରଖାଯାଇଛି ବୋଲି ଶୁକ୍ରବାର ଦିନ ରାଜ୍ୟ ପରିବହନ...

ଓଡିଶା ମନ୍ତ୍ରୀଙ୍କ ଅବରୋଧିତ ବୋହୂ ନୀରବତା ଭାଙ୍ଗିଛନ୍ତି ।

ଭୁବନେଶ୍ବର: ଓଡିଶା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୋହୂ ଲିପ୍ପା ପ୍ରଧାନ ୨୦୧୬ ମସିହାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଅଫିସରେ...