26 C
Bhubaneswar
Sunday, October 25, 2020

କୋଇଲା ଖଣି ବିସ୍ଥାପିତଙ୍କୁ ଉଚିତ୍ କ୍ଷତିପୂରଣଦେବାକୁ ସୁନ୍ଦରଗଡ଼ ବିଧାୟିକାଙ୍କ ପତ୍ର

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଭବନେଶ୍ୱର, ୨/୧୦ : ସୁନ୍ଦରଗଡ଼ଜିଲ୍ଲା ହେମଗିରି ବ୍ଲକ୍ରେ ଓଡ଼ିଶା କୋଲ୍ ପାୱାର ଲିମିଟେଡ୍ (ଓସିପିଏଲ୍) ତାହାର କୋଇଲା ଖଣିସମ୍ପ୍ରସାରଣ ଲାଗି ଜମି ଅଧିଗ୍ରହଣ କରୁଛି । ଏହିକାର୍ଯ୍ୟ ପାଇଁ ଜମି ହରାଉଥିବା ଲୋକଙ୍କୁ ୨୦୧୩ମସିହାର ଥଇଥାନ ଓ ପୁନର୍ବାସ ଆଇନ୍ ଅନୁଯାୟୀ କ୍ଷତିପୂରଣ ପ୍ରଦାନ ସହିତ ସେମାନଙ୍କ ଜୀବନଜୀବିକା ପ୍ରତି ଧ୍ୟାନ ଦେବା ଲାଗି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦାବି କରିଛନ୍ତି । ଏପ୍ରସଙ୍ଗରେ ଶ୍ରୀମତୀ ଟେଟେ ରାଜସ୍ୱ ଓ ବିପର୍ଯ୍ୟୟପ୍ରଶମନ ବିଭାଗର ପ୍ରମୁଖ ସଚିବଙ୍କୁ ପତ୍ରଲେଖିଛନ୍ତି ।

ଶ୍ରୀମତୀ ଟେଟେ ଦର୍ଶାଇଛନ୍ତି ଯେହେମଗିରି ବ୍ଲକ୍ରେ ସରକାର କୋଇଲା ଖଣିସମ୍ପ୍ରସାରଣ ପାଇଁ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଜମି ହରାଉଥିବା ମାଲିକଙ୍କୁ ସ୍ୱଚ୍ଛଉପାୟରେ କ୍ଷତିପୂରଣ ପ୍ରଦାନ କରାଯିବା ଆବଶ୍ୟକ । ଲୋକମାନଙ୍କ ଜୀବନ ଜୀବିକାନେଇ ହୋଇଥିବା ସାମାଜିକ ସର୍ଭେକ୍ଷଣରେ ସଂଗ୍ରହ କରାଯାଇଥିବା ସୂଚନାର ପୁନର୍ବିଚାର ଲାଗିଶ୍ରୀମତୀ ଟେଟେ କହିଛନ୍ତି । ଠିକଣା ସୂଚନାସଂଗ୍ରହ କରାଗଲେ ଲୋକଙ୍କ ଅଧିକାରକୁ ଅଣଦେଖା କରାଯାଇପାରିବ ନାହିଁ ଏବଂସେମାନେ ଠିକଣା ଭାବେ କ୍ଷତିପୂରଣ ପାଇପାରିବେ । କେବଳ ଏହି କୋଇଲା ଖଣିନୁହେଁ ବିଭିନ୍ନ କମ୍ପାନୀର ଜମି ଅଧିଗ୍ରହଣ ସମୟରେ ଲୋକେ ଆଇନ୍ ମୁତାବକ କ୍ଷତିପୂରଣ ପାଉନ ଥିବାର ଅଭିଯୋଗ ସାମ୍ନାକୁ ଆସୁଥିବାବିଧାୟିକା କହିଛନ୍ତି ।

ଅତୀତରେ ବିଭିନ୍ନ କମ୍ପାନୀଦ୍ୱାରା ହେଉଥିବା ଜମି ଅଧିଗ୍ରହଣ ସମୟରେ ନ୍ୟାୟ ନ ପାଇ ହତାଶ ହୋଇ କୋର୍ଟ କଚେରୀକୁଯାଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ବିନା ଗ୍ରାମସଭାଓ ପ୍ରଭାବିତ ଲୋକଙ୍କୁ ସୂଚନା ନ ଦେଇ ଜମିଅଧିଗ୍ରହଣ ଚାଲିଛି । ଏପରିକି ଥଇଥାନ ନକରିଓ ପୂର୍ବ ସୂଚନା ନ ଦେଇ ଲୋକଙ୍କ ଘର ଭାଙ୍ଗିଦିଆଯାଉଛି । ଏହାଦ୍ୱାରା ଜମି ଅଧିଗ୍ରହଣ ଯୋଗୁନିଜର ଜୀବନ ଜୀବିକା ହରାଉଥିବା ଲୋକଙ୍କମଧ୍ୟରେ କ୍ରୋଧ ବୃଦ୍ଧି ପାଉଛି । ତେଣୁ ଲୋକଙ୍କସ୍ୱାର୍ଥକୁ ଦୃଷ୍ଟିରେ ରଖି ସ୍ୱଚ୍ଛତା ଉପାୟରେ ସେମାନଙ୍କୁ କ୍ଷତିପୂରଣ ଦିଆଯିବା ଆବଶ୍ୟକ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...