25 C
Bhubaneswar
Thursday, October 22, 2020

ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ ।

Must read

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭୁବନେଶ୍ୱର,୨ ।୧୦(ନି.ପ୍ର): ଅଖିଳଭାରତ କଂଗ୍ରେସ କମିଟିର ପୂର୍ବତନସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଏବଂପ୍ରିୟଙ୍କା ଗାନ୍ଧୀ ଆଜି ହାଥରସ୍ ଗଣଦୁଷ୍କର୍ମରମୃତ ପୀଡ଼ିତାର ପରିବାରକୁ ଭେଟିବାକୁଯାଉଥିବା ବେଳେ ଉତର ପ୍ରଦେଶର ପୋଲିସ୍ ଯେଭଳି ଭାବରେ ଉଭୟରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଯେପରିଭାବରେ ଆକ୍ରମଣ କଲେ ତାରପ୍ରତିବାଦରେ ଆଜି ପ୍ରଦେଶ ଯୁବ କଂଗ୍ରେସସଭାପତି ଶ୍ରୀ ସ୍ମୃତି ରନ ଲେଙ୍କା ଏବଂଛାତ୍ର କଂଗ୍ରେସ ନେତା ୟାସିର ନୱାଜଙ୍କମିଳିତ ନେତୃତ୍ୱରେ ମାଷ୍ଟର କ୍ୟାଂଟିନଛକରେ ବିକ୍ଷୋଭ ପ୍ରଦର୍ଶନକରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ତାରାପ୍ରସାଦ ବାହିନୀ ପତି ଓବିଧାୟକ ରମେଶ ଚନ୍ଦ୍ର ଜେନାଯୋଗ ଦେଇଥିଲେ ।

ଛାତ୍ର କଂଗ୍ରେସ ଓଯୁବ କଂଗ୍ରେସ କର୍ମକର୍ତା ଓ କର୍ମୀମାନେକଂଗ୍ରେସ ଭବନରୁ ଏକ ଶୋଭଯାତ୍ରାରେଯାଇ ମାଷ୍ଟରକ୍ୟାଂଟିନ ଠାରେ ରାସ୍ତାରୋକକରିବା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଏବଂ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଆଦିତ୍ୟନାଥଙ୍କ କୁଶପୁତଳିକା ଦାହକରିଥିଲେ । ବିଜେପି ସରକାର ଉତରପ୍ରଦେଶରେ ହିଟଲରୀ ଶାସନ ଚଳାଇଛନ୍ତିବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କନିଦେ୍ର୍ଦଶରେ ପୋଲିସ୍ ନିଜର ସୀମାଉଲଙ୍ଘନ କରି ରାହୁଲ ଗାନ୍ଧୀ ଏବଂପ୍ରିୟଙ୍କା ଗାନ୍ଧୀଙ୍କୁ ଯେଭଳି ଦୁଃବ୍ୟବହାରକରିଛନ୍ତି ତାହା ଦ୍ୱାରା ଦେଶରେଗଣତନ୍ତର ହତ୍ୟା ହୋଇଛି ଏବଂ ମୋଦିତନ୍ତ୍ର ବା ହିଟଲରୀ ତନ୍ତ୍ର ·ଲିଛି ବୋଲିପ୍ରମାଣିତ । ଗଣ ଦୁଷ୍କର୍ମର ଅପରାଧୀଙ୍କୁଧରିବା ପାଇଁ ଏପର୍ଯ୍ୟନ୍ତ ଉତର ପ୍ରଦେଶପୋଲିସ ସକ୍ଷମ ହୋଇପାରିଲା ନାହିଁ ।

ମାତ୍ର ପୀଡ଼ିତାର ପରିବାରକୁ ଭେଟିବାକୁଯାଉଥିବା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କାଗାନ୍ଧୀଙ୍କୁ ବଳପୂର୍ବକ ଅଟକାଇଦିଆଗଲା । ଦେଶରେ ଗଣତନ୍ତ୍ର ନାହିଁ ।ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ମୋଦୀଓ ଯୋଗୀଙ୍କର ନାଜିବାଦିି ଶାସନକୁବିରୋଧ କରିବା ସହ ଯୋଗୀଙ୍କରଇସ୍ତଫା ଦାବି କରୁଛି । ଅପରାଧିଙ୍କୁତୁରନ୍ତ ଗିରଫ କରାଯାଇ ଦଣ୍ଡିତକରିବାକୁ ମଧ୍ୟ ଦାବି କରାଯାଉଛି । ଏହିକାର୍ଯ୍ୟକ୍ରମରେ ରାଜୀବ ପଟ୍ଟନାୟକ ,ଅଜୟ ସାହୁ, ସ୍ୱାଗତ କର, ସଂକୁନାକହଁର, ଗୋପନ ମାର୍ଥା, ନଳିନୀକାନ୍ତନାୟକ, ବିରଂଚି ବାରିକ୍, ଜ୍ଞାନରନରାଉତ, ବିଶ୍ୱରନ ଦାସ, ଆଶୁତୋଷଲେଙ୍କା, ଅମ୍ରିତା ଦାସ, ମୁନି ଥାପ୍ପା,ସୁମିତ୍ରା ଜେନା, ବିପ୍ଳବ ପରିଡ଼ା, ସୌମ୍ୟମିଶ୍ର, ବାଦଲ ମହାନ୍ତି, ରିତୁଲମହାରଣା, ଅଖିଲେଶ ଯାଦବ, ଯୁବରାଜମହାନ୍ତି, ଅହମ୍ମଦ ଖାନ, ସୁରଜ ରାଉତ,ସାଗର ପଟ୍ଟନାୟକ, ରିତ ସେନାପତି,ଅଭିଳାଷ ସାମନ୍ତ ରାୟ, ସୁମନ୍ତ କୁମାରପ୍ରମୁଖ ଅଂଶଗ୍ରହଣ କରିଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...