31 C
Bhubaneswar
Friday, October 30, 2020

ପୂର୍ବତଟ ରେଳପଥର ମାଇଲଖୁଣ୍ଟ ।

Must read

ପାକିସ୍ତାନର ପୁଲୱାମା ଆଡମିଶନ ଉପରେ ସୀତାରାମ ୟେଚୁରୀ ପ୍ରତିକ୍ରିୟା ।

ପୁଲୱାମା 'ଇମ୍ରାନ ଖାନ ସରକାରଙ୍କ ସଫଳତା' ବୋଲି ପାକିସ୍ତାନ ସ୍ୱୀକାର କରିବା ପରେ ମଧ୍ୟ ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତ ସରକାରଙ୍କଠାରୁ ଏକ ସରକାରୀ ବିବୃତ୍ତି...

ବୈଦେଶିକ ମନ୍ତ୍ରଣାଳୟ ସାଉଦିର ଭାରତୀୟ ମାନଚିତ୍ରର ଭୁଲ ଚିତ୍ରକୁ ବିରୋଧ କରିଛି ।

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ଏହାର ବାହ୍ୟ ସୀମାକୁ ଭୁଲ ଚିତ୍ରଣ କରି ସାଉଦି କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ କରିଛି ବୋଲି ଖବର...

ଆତଙ୍କବାଦ ବିରୋଧରେ ଲଢେଇରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିସର ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା...

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଭୁବନେଶ୍ୱର,୨ା୧୦:ଅଧିକ ପଣ୍ୟ ପରିବହନ ର ଲକ୍ଷ୍ୟସାଧନରେ, ଭାରତୀୟ ରେଳବାଇ ଏକଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି ।୨୦୨୦ ସେପ୍ଟେମ୍ବର ମାସ ରେ ପଣ୍ୟବୋଝେଇ ଓ ପରିବହନ ବିଗତ ସେପ୍ଟେମ୍ବରମାସ ମାନଙ୍କ ପଣ୍ୟ ପରିବହନ କୁ ଭାରତୀୟ ରେଳବାଇ ଅତିକ୍ରମ କରିପାରିଛି । ଏକ ଉଲ୍ଲେଖନୀୟ ପ୍ରଦର୍ଶନରେ, ୨୦୨୦ସେପ୍ଟେମ୍ବର ମାସରେ ଭାରତୀୟ ରେଳବାଇ୧୦୨.୧୨ ନିୟୁତ ଟନ୍ ପଣ୍ୟ ପରିବହନ କରିଛି, ଯାହା ଗତ ବର୍ଷର ସେପ୍ଟେମ୍ବରମାସ ପଣ୍ୟ ପରିବହନ ଠାରୁ ୧୩.୫୯ନିୟୁତ ଟନ୍ ତଥା ୧୫.୩୫ ଶତକଡା ବୃଦ୍ଧିକରିପାରିଛି ୨୦୧୯ ମସିହା ସେପ୍ଟେମ୍ବର ମାସରେ ଭାରତୀୟ ରେଳବାଇ ୮୮.୫୩ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲା ।

ଭାରତୀୟ ରେଳବାଇ ଦ୍ୱାରା ଗତ ସେପ୍ଟେମ୍ବର ମାସରେ ସର୍ବାଧିକ୧୦୨.୧୨ ନିୟୁତ ଟନ୍ ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ଏକ ପ୍ରମୁଖଅଂଶ ପ୍ରଦାନ କରିଛି । ୨୦୨୦ ସେପ୍ଟେମ୍ବର ମାସରେ ପୂର୍ବତଟ ରେଳପଥ ୧୬.୧୬ନିୟୁତ ଟନ୍ ପଣ୍ୟ ପରିବହନ କରିଛି । ଯାହାକି୨୦୧୯ ସେପ୍ଟେମ୍ବର ମାସ ଠାରୁ ୧.୫୮ନିୟୁତ ଟନ୍ ଅଧିକ ବା ୧୦.୯ ଶତକଡାବୃଦ୍ଧି ଆଣି ପାରିଛି ୨୦୧୯ ସେପ୍ଟେମ୍ବର ମାସରେ ପୂର୍ବତଟ ରେଳପଥ ୧୪.୫୮ନିୟୁତ ଟନ ପଣ୍ୟ ପରିବହନ କରିଥିଲା ।କୋଭିଡି ୧୯ ପ୍ରୋଟୋକଲକୁ ପାଳନ କରିଲକ ଡାଉନ ସମୟରେ ପୂର୍ବ ତଟ ରେଳ ପରିସୀମାରେ ଥିବା ଶିଳ୍ପ ଏବଂ ଖଣିଜ ୟୁନିଟ୍ଗୁଡିକରେ ତାଲା ପଡିବା ସହ କାର୍ଯ୍ୟ ବନ୍ଦକରାଯିବ ଏବଂ କମ୍ କର୍ମଜୀବୀ ନେଇ କାର୍ଯ୍ୟକରିବା ସତ୍ୱେ ପୂର୍ବତଟ ରେଳପଥ ଏହି ସଫଳତାକୁ ହାସଲ କରିଛି । ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପାଇବାକୁ ପୂର୍ବତଟ ରେଳପଥ ସେପ୍ଟେମ୍ବର, ୨୦୨୦ରେ ଦୈନିକ ୮୧୧୪ ଟି ୱାଗନ୍ ବ୍ୟବହାର କରିଛି ଯାହା ସେପ୍ଟେମ୍ବର ୨୦୧୯ତୁଳନାରେ ଦୈନିକ ୭୬୩ ଟି ଅଧିକ ୱାଗନ୍ରେ ପଣ୍ୟ ବୋଝେଇ କରି ୧୦.୪ଶତକଡା ବୃଦ୍ଧି ଆଣିପାରିଛି । ସେପ୍ଟେମ୍ବର,୨୦୧୯ ରେ ପୂର୍ବତଟ ରେଳପଥ ପଣ୍ୟବୋଝେଇ ପାଇଁ ଦୈନିକ ପ୍ରାୟ ୭୩୫୧ଟିୱାଗନ୍ ବ୍ୟବହାର କରିଥିଲା ।

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୁଷଣଙ୍କ ଦକ୍ଷ ନେତୃତ୍ୱରେ ବ୍ୟବସାୟ ବିକାଶ ୟୁନିଟ୍ ମାଧ୍ୟମରେ ମାଲ ପରିବହନ କାର୍ଯ୍ୟର ନିରନ୍ତର ସମୀକ୍ଷା, ଲଜିଷ୍ଟିକ୍କ୍ଷେତ୍ରରେ ସ୍ଥିରତା ଏବଂ ନିଶ୍ଚିତତା ସହିତଅଭିନବ ନୀତି ପ୍ରସ୍ତୁତ କରିବା, ରେଳରୁମୋଡାଲ୍ ଗମନାଗମନ ପାଇଁ ନୂତନମାର୍ଗକୁ ଆକର୍ଷିତ କରିବା ଇତ୍ୟାଦି ଯୋଗୁଁପଣ୍ୟ ବୋଝେଇ କ୍ଷେତ୍ରରେ ଏହି ସଫଳତାହୋଇପାରିଛି । । ଏହି ସଫଳତା ପାଇଁପୂର୍ବତଟ ରେଳପଥ ଏହାର ତିନିଟିରେଳମଣ୍ଡଳର ପରିଶ୍ରମୀ ତଥା ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ଶ୍ରେୟ ଦେବା ସହ କୋଲିୟରି,ବନ୍ଦର, ଇସ୍ପାତ କାରଖାନା, ସିମେଣ୍ଟ,ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀଏବଂ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଅ । ସମେତ ସମସ୍ତ ହିତାଧିକାରୀଙ୍କ ଉଦ୍ୟମଏବଂ ସହଯୋଗକୁ ପ୍ରଶଂସା କରିଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପାକିସ୍ତାନର ପୁଲୱାମା ଆଡମିଶନ ଉପରେ ସୀତାରାମ ୟେଚୁରୀ ପ୍ରତିକ୍ରିୟା ।

ପୁଲୱାମା 'ଇମ୍ରାନ ଖାନ ସରକାରଙ୍କ ସଫଳତା' ବୋଲି ପାକିସ୍ତାନ ସ୍ୱୀକାର କରିବା ପରେ ମଧ୍ୟ ସିପିଆଇ (ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଭାରତ ସରକାରଙ୍କଠାରୁ ଏକ ସରକାରୀ ବିବୃତ୍ତି...

ବୈଦେଶିକ ମନ୍ତ୍ରଣାଳୟ ସାଉଦିର ଭାରତୀୟ ମାନଚିତ୍ରର ଭୁଲ ଚିତ୍ରକୁ ବିରୋଧ କରିଛି ।

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତ ଏହାର ବାହ୍ୟ ସୀମାକୁ ଭୁଲ ଚିତ୍ରଣ କରି ସାଉଦି କର୍ତ୍ତୃପକ୍ଷଙ୍କ ବିରୋଧରେ ଏକ ପ୍ରତିବାଦ କରିଛି ବୋଲି ଖବର...

ଆତଙ୍କବାଦ ବିରୋଧରେ ଲଢେଇରେ ଫ୍ରାନ୍ସ ସହ ଭାରତ ଛିଡା ହୋଇଛି ।

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିସର ଏକ ଚର୍ଚ୍ଚ ଭିତରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ଦୃଢ ନିନ୍ଦା...

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...