25 C
Bhubaneswar
Thursday, October 22, 2020

କରୋନା ପରିଚାଳନାରେ ରାଜ୍ୟ ସରକାରଙ୍କ ତଥ୍ୟ ମିଥ୍ୟା ଓ ବିଭ୍ରାନ୍ତିକର ।

Must read

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭୁବନେଶ୍ୱର, ୧.୧୦(ନିପ୍ର): କରୋନା ମହାମାରୀ ପରିଚାଳନା କ୍ଷେତ୍ରରେ ରାଜ୍ୟସରକାର ଯେଉଁ ତଥ୍ୟ ଓଡ଼ିଶାବାସୀଙ୍କ ସାମନାରେ ରଖୁଛନ୍ତି ତାହା ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ ଅଭିଯୋଗ ଆଣିଛନ୍ତି । ଅସତ୍ୟ ଉପରେ ଆଧାରିତ ତଥ୍ୟ ବଳରେ ଡବ୍ଲୁଏଚ୍ଓ ପାଖରୁ ଯେଉଁ ପ୍ରମାଣପତ୍ର ସରକାର ହାସଲ କରିଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ସରକାର ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଶ୍ରୀଦାସ ଅଭିଯୋଗ କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀଙ୍କ ପାଖରେ କ୍ଷମାମାଗିବା ଉଚିତ୍ ବୋଲି ମଧ୍ୟ ସେ କହିଛନ୍ତି । କରୋନା ମୃତ୍ୟୁକୁ ନେଇ ଯେଉଁ ତଥ୍ୟ ସରକାର ଦେଇଛନ୍ତି ତାହା କିପରି ଅସତ୍ୟ ଉପରେ ଆଧାରିତ ତାର ପ୍ରମାଣ ଦେବାକୁ ଯାଇ ଶ୍ରୀଦାସ ବାଲେଶ୍ୱର ଉପକଣ୍ଠରେ ଥିବା ଲୁଣିଆ ଯୋଡ଼ି ନ୍ତମୁକ୍ତିଦ୍ୱାରନ୍ତ ମଶାଣିରେ ସତ୍କାର ହୋଇଥିବା କରୋନା ମୃତ୍ୟୁର ଶବର ହିସାବ ଦେଇଥିଲେ ।

ଅଗଷ୍ଟ-୧୭ରୁ ସେପ୍ଟେମ୍ବର-୧୪ ତାରିଖ ଭିତରେ ଏହି ମଶାଣିରେ ୮୨ଟିକରୋନା ସଂକ୍ରାନ୍ତ ଶବଦାହ ହୋଇଛି ପରିଚାଳନା କମିଟି ଏବାବଦକୁଶବପିଛା ୭୫୦୦ଟଙ୍କା ଲେଖାଏଁ ୬ଲକ୍ଷ୧୫ ହଜାର ଟଙ୍କା ପ୍ରଶାସନ ପାଖରେ ବିଲ୍ଦାଖଲ କରିଛି । ସେହି ସମୟ ଭିତରେ ୬ଜଣ ସଂଖ୍ୟାଲଘୁ ସଂପ୍ରଦାୟ ଲୋକଙ୍କର କରୋନାମୃତ୍ୟୁ ହୋଇଛି ଯାହା ନ୍ତମୁକ୍ତି ଦ୍ୱାରନ୍ତ ମଶାଣୀକୁ ଆସିନାହିଁ । ବାଲେଶ୍ୱରର ଜ୍ୟୋତି କୋଭିଡ୍ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଦୁଇ ଜଣକରୋନା ରୋଗୀଙ୍କର ଶବକୁ ମଧ୍ୟ ତାଙ୍କର ପରିବାର ଲୋକେ ଜବରଦସ୍ତ ନେଇଯାଇ ନିଜଗ୍ରାମରେ ଦାହ କରିଛନ୍ତି । ପୁନଶ୍ଚ ଏହିସମୟ ଭିତରେ କଟକ ଓ ଭୁବନେଶ୍ୱରରେ ମଧ୍ୟ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛିଯାହା ନ୍ତମୁକ୍ତି ଦ୍ୱାରନ୍ତରେ ଦାହ ନହୋଇ ସେମାନଙ୍କ ଗାଁ ମଶାଣୀରେ ଦାହ ହୋଇଛି ।ଏସବୁକୁ ବିଚାରକୁ ନେଇ ଅଗଷ୍ଟ-୧୭ତାରିଖରୁ ସେପ୍ଟେମ୍ବର-୧୫ ତାରିଖମଧ୍ୟରେ ବାଲେଶ୍ୱର ଜିଲ୍ଲାରେ କରୋନାମୃତ୍ୟୁ ୧୦୦ରୁ ଉର୍ଦ୍ଧ ହେବ ।

ମାତ୍ର ସରକାରଙ୍କ ହିସାବ ମୁତାବକ ଏହି ସମୟକାଳ ଭିତରେ ୨୧ଜଣଙ୍କର କରୋନା ମୃତ୍ୟୁହୋଇଛି । ଏଥିରୁ ପ୍ରମାଣିତ ହୁଏ ସରକାର କରୋନା ମୃତ୍ୟୁର ବାସ୍ତବ ଚିତ୍ର ଏବଂପରି ସଂଖ୍ୟାନଙ୍କୁ କିଭଳି ଲୁଚାଉଛନ୍ତି ଏବଂମିଛ ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ପ୍ରତାରିତକରିଛନ୍ତି । ମଣିଷର ମୃତ୍ୟୁପରେ ତାରଶବପ୍ରତି ରାଜ୍ୟ ସରକାର ବିଶ୍ୱାସଘାତକତା କରୁଛନ୍ତି ବୋଲି ଶ୍ରୀ ଦାସ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଏହିସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତିଶ୍ରୀ ପ୍ରଦୀପ ମାଝୀ ସରକାରଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣି କହିଲେ ଯେ କରୋନା ଚିକିତ୍ସା କ୍ଷେତ୍ରରେ ସରକାରଙ୍କ ଅବହେଳା ଅକ୍ଷମଣୀୟ ଏବଂ ଦୁର୍ଭାଗ୍ୟଜନକ ।

କରୋନା ରୋଗୀମାନେ ଆଇସିୟୁ ଏବଂ ଭେଂଟିଲେଟର ନପାଇ ଡହଳବିକଳ ହେଉଥିବା ବେଳେ ପିଏମ୍ କେୟାର ପାଣ୍ଠିରୁ ୫୬୭ଟି ଭେଂଟିଲେଟର ରାଜ୍ୟ ସରକାରଙ୍କୁ ମିଳିଥିଲା । ସେ ଭିତରୁ ସେପ୍ଟ୍ମେ୍ବର-୧୪ତାରିଖ ସୁଦ୍ଧା ମାତ୍ର ୧୪୭ଟି ଭେଂଟିଲେଟର ବ୍ୟବହୃତ ହୋଇଛି ଏବଂ ଅନ୍ୟଗୁଡ଼ିକ ଘରଭିତରେ ପଡ଼ି ରହିଛି । ଏହା ରାଜ୍ୟସରକାରଙ୍କ ଅପାରଗତା ଓ ସ୍ଥାଣୁତାର ପରିଚୟ ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ଶ୍ରୀ ମାଝୀ ମାଲକାନାଗିରୀ,କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଇତ୍ୟାଦି ଜିଲ୍ଲାଗୁଡିକର କରୋନା ଚିକିତ୍ସାର ସଂଗୀନ ଚିତ୍ର ଉପସ୍ଥାପିତ କରିବା ସହିତସରକାର ମିଥ୍ୟା ତଥ୍ୟ ଏବଂ ପରିସଂଖ୍ୟା ନଦେଇ ଓଡ଼ିଶା ବାସୀଙ୍କୁ ଯେଉଁ ପ୍ରତାରିତକରୁଛନ୍ତି ତାଙ୍କୁ ଲୋକେ କ୍ଷମାଦେବେ ନାହିଁବୋଲି କହିବା ସହିତ ପ୍ରଦେଶ କଂଗ୍ରେସ ଏହାବିରୋଧରେ ଦୃଢ଼ ପଦକ୍ଷେପ ନେବ ବୋଲିଚେତାବନୀ ଦେଇଛନ୍ତି

\

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...