26 C
Bhubaneswar
Wednesday, October 21, 2020

ଦୁର୍ନୀତି ଅଭିଯୋଗ କଲା ବିଜେପି ।

Must read

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବ୍ରହ୍ମପୁର,୧/୧୦-କିରୋସିନୀ କଳା ବଜାରୀରେ ଗଞ୍ଜାମଜିଲ୍ଲା ସବୁବେଳେ ଚର୍ଚ୍ଚାରେ ରହି ଆସୁଛି । ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ କଳାବଜାରୀ କରାଯାଇ ପ୍ରବଳ ମାତ୍ରାରେ ଦୁର୍ନୀତି କରାଯାଉଥିବା ଖବର ବହୁ ବାର ସାମ୍ନାକୁଆସିଛି । ତେବେ ବର୍ତ୍ତମାନ ସମୟରେ କରୋନାକୁ ନେଇ ଲୋକେ ଭୟଭୀତ ହେବା ସହ ଜିଲ୍ଲା ପ୍ରଶାସନର କଡାକଟକଣା ଭିତରେ ରହୁଥିବା ବେଳେଏହାର ସୁଯୋଗ ନେଇ ପୁଣି ଏକ ଦୁର୍ନୀତିସାମ୍ନାକୁ ଆସିଛି । ଗତ ମାର୍ଚ୍ଚ ମାସ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଜନସାଧାରଣ କରୋନାର ଭୟାବହତା ରେ ଅତିଷ୍ଠହୋଇ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ବେଳେ ଏହାର ସୁଯୋଗ ନେଇଜିଲ୍ଲା ଯୋଗାଣ ବିଭାଗର ପ୍ରୋତ୍ସାହନ ହାତଥାଇ ସାଧାରଣ କିରୋସିନୀ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ନଜରକୁ ଆସିଛି ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକରେ ହିତାଧିକାରୀଙ୍କୁ କିରୋସିନି ଦେବା ବଦଳରେ କେବଳ କାଗଜ ପତ୍ରରେ ହିଁଦେଲା ଭଳି ଏହା ଦର୍ଶାଯାଇଛି । କିନ୍ତୁୁ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗଞ୍ଜାମ ବିଜେପିର ବରିଷ୍ଠ ନେତା ତଥା ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କାହ୍ନୁଚରଣପତି । ଦିଗପହଣ୍ଡି ଠାରେ ଦିନ ଦିପହରେ ଦିଗପହଣ୍ଡି ଡିପରୁ ସାଧାରଣ କିରସିନୀ ବଣ୍ଟନ ଗାଡିରୁ ପମ୍ପ ଯୋଗେ ବ୍ୟାରେଲ ବ୍ୟାରେଲ କିରୋସିନି ବାହାର କରାଯାଇଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରଲ ହୋଇଥିଲା । ଏହି ଭାଇରଲ ଘଟଣାକୁ ଶ୍ରୀ ପତି ନିଜେ ଟ୍ୱିଟ ଯୋଗେ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଗୃହବିଭାଗକୁ ୨୯/୦୭/୨୦୨୦ ରେ ଜଣାଇଥିଲେ ମଧ୍ୟ ସେଥିପ୍ରତି କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ।

ଯାହାକି ଜିଲ୍ଲା ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇ ଦେଇଛି ବୋଲି ଶ୍ରୀ ପତିମତ ରଖିଛନ୍ତି । ପ୍ରକାଶ ଥାଉକି ଦିଗପହଣ୍ଡି ଡିପରୁ ଚିକିଟି ନିର୍ବାଚନ ମଣ୍ଡଳୀ ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ସମସ୍ତ ହିତାଧିକାରୀଙ୍କୁ କିରୋସିନି ଯୋଗାଯାଇଥାଏ । ସେହିଭଳି ଖୋଲ୍ଲିକଟରେ ମଧ୍ୟ ହିତାଧିକାରୀଙ୍କ କାର୍ଡରେ ଜବରଦସ୍ତୀ କିରୋସିନୀ ନେଲା ଭଳି ଲେଖାଇବା ବିଷୟ ଗଣ ମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରକୃତରେ ସମ୍ପୁର୍ଣ୍ଣ ଗଞ୍ଜାମ ଜିଲ୍ଲାରେ ଗତ ୬ ମାସର କିରୋସିନୀକୁ ସିଧାସଳଖ ହିତାଧିକାରୀଙ୍କୁ ନଦେଇ ବାଟମାରଣା କରାଯାଇଛି ବୋଲି ବିଜେପି ନେତା କାହ୍ନୁ ପତି ଅଭିଯୋଗ କରିବାସହ ମୁଖ୍ୟମନ୍ତ୍ରୀ, ୫ଟି-ସଚିବ ତୁରନ୍ତଏଥିରେ ହସ୍ତକ୍ଷେପ କରି ଗାମ ଜିଲ୍ଲାରେ କିରୋସିନୀ ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତକଲେ ବହୁ ଅସାଧୁ ଡିଲର ଓ ଯୋଗାଣ ବିଭାଗର ଅଧିକାରୀଙ୍କ ମଧୂଚନ୍ଦ୍ରିକାର ପ୍ରକୃତ ସତ୍ୟ ପଦାକୁ ଆସି ପାରିବ ବୋଲିକହିଛନ୍ତି ।

ନଚେତ ବିଜେଡି ସରକାରକୁ ଗାମ ଜିଲ୍ଲାବାସୀ କେବେ ହେଲେ କ୍ଷମାଦେବେ ନାହିଁ ଶ୍ରୀ ପତି କହିଛନ୍ତି । ଏଥିସହ ଘଟଣାକୁ ରାଜ୍ୟ ସରକାର ଓଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇଏଥିରେ ସମ୍ପୃକ୍ତ ଯୋଗାଣ ବିଭାଗଅଧିକାରୀ ଏବଂ ଅସାଧୂ ଡିଲର ପ୍ରତି ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବିକରିଛନ୍ତି । ନହେଲେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଗାମ ଜିଲ୍ଲା ଏହିବିଷୟକୁ ନେଇ ରାଜରାସ୍ତାକୁ ଓହ୍ଲାଇବାସହ ଜିଲ୍ଲାର ସମସ୍ତ ବ୍ଳକରେ ଆନ୍ଦୋଳନକୁ ଜୋରଦାର କରିବ ବୋଲିବିଜେପିର ବରିଷ୍ଠ ନେତା କାହ୍ନୁ ପତି ଚେତାବନୀ ଦେଇଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବାଙ୍ଗଲାଦେଶ ଅପେକ୍ଷା ବର୍ତ୍ତମାନ ସରକାରୀ ଭାବେ ଗରିବ ହୋଇଥିବାରୁ ଭାରତରେ ଆଙ୍ଗଷ୍ଟ ଏବଂ ଅସ୍ୱୀକାର |

ଦର୍ପଣ, କାନ୍ଥରେ ଦର୍ପଣ, ସେମାନଙ୍କ ମଧ୍ୟରୁ ସବୁଠାରୁ ଗରିବ କିଏ? ୧୯୭୧ରେ ଯେତେବେଳେ ବାଂଲାଦେଶ ଏକ ସ୍ଵାଧୀନ ଦେଶ...