26 C
Bhubaneswar
Wednesday, October 21, 2020

ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ।

Must read

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବାଙ୍ଗଲାଦେଶ ଅପେକ୍ଷା ବର୍ତ୍ତମାନ ସରକାରୀ ଭାବେ ଗରିବ ହୋଇଥିବାରୁ ଭାରତରେ ଆଙ୍ଗଷ୍ଟ ଏବଂ ଅସ୍ୱୀକାର |

ଦର୍ପଣ, କାନ୍ଥରେ ଦର୍ପଣ, ସେମାନଙ୍କ ମଧ୍ୟରୁ ସବୁଠାରୁ ଗରିବ କିଏ? ୧୯୭୧ରେ ଯେତେବେଳେ ବାଂଲାଦେଶ ଏକ ସ୍ଵାଧୀନ ଦେଶ...

ପୋଲସରା,୩୦ ।୯:ପୋଲସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଉଥିବା ନେଇ ବହୁଆଗରୁ ଆପତ୍ତି ଅଭିଯୋଗ ହୋଇଆସୁଥିଲା । ଯାହାକୁ ନେଇ ବିଜେପିପକ୍ଷରୁ ଦୁର୍ନୀତି ଅଭିଯୋଗ ହେଉଥିବା ଗ୍ରାମ ଗୁଡ଼ିକୁ ପରିଦର୍ଶନ ଆସି ଦୁର୍ନୀତିର ଗନ୍ଧ ବାରିଥିଲେ । ଏପରିକି ଗତ ତଳଦିନରେ ପୋଲସରା ବ୍ଳକ ମାଳ ତେନ୍ତୁଳିଆ ଗ୍ରାମ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତିକୁ ନେଇ ଗ୍ରାମବାସୀମାନେ ଆପତ୍ତିଅଭିଯୋଗ ଆଣିଥିବା ବେଳେ ଆମ ଗାଁଆମ ବିକାଶରେ ନିର୍ମାଣ ଧିନ ଥିବା ଏକଗୃହ କାର୍ଯ୍ୟ ନିର୍ମାଣକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଥିଲା ।ସରପଞ୍ଚ ସମର୍ଥକମାନେ ଆମ ଗାଁ ଆମବିକାଶ ନିର୍ମାଣ ଧିନ କାର୍ଯ୍ୟକୁ ପାଠାଗାରବୋଲି ସୂଚନା ପ୍ରଦାନ କରୁଥିବା ବେଳେଅନ୍ୟ ଏକ ଗୋଷ୍ଠୀ ଏହା କୁ ସମାଜ ଗୃହବୋଲି ଉତ୍ତର ରଖୁଥିବା ବେଳେ ଦୁର୍ନୀତିହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଯାହାକୁ ନେଇ ବିଜେପି ଘୁମୁସର ଜିଲ୍ଲାସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ, ଜିଲ୍ଲାଉପସଭାପତି ପ୍ରଭାକର ପଣ୍ଡା, ଯୁବ ମୋର୍ଚ୍ଚାସଭାପତି ପ୍ରମୋଦ କୁମାର ପଣ୍ଡା, ବରିଷ୍ଠଆଇନଜୀବୀ ପବିତ୍ର କୁମାର ନାୟକ,ଦୀପକ ପ୍ରଧାନ ପ୍ରମୁଖ ମାଳତେନ୍ତୁଳିଆଗ୍ରାମକୁ ଯାଇ ନିର୍ମାଣ ଧିନ ଗୃହ କାର୍ଯ୍ୟଦେଖି ଏହାର ସତ୍ୟସତ୍ୟା ଉପରେଦୁର୍ନୀତିର ଗନ୍ଧ ବାରିଥିଲେ । ଯାହାକୁନେଇ ମଙ୍ଗଳବାର ବିଜେପି ପକ୍ଷରୁବ୍ୟାପକ ଅନିୟମିତତା ଓ ମହା ଦୁର୍ନୀତିବିରୋଧରେ ପୋଲସରା ଏବିଡିଓଧର୍ମରାଜ ପରିଡ଼ାଙ୍କୁ ଅବଗତ କରାଇଦାବିପତ୍ର ପ୍ରଦାନ କରିଥିଲେ । ଏପରିକିପୋଲସରା ବ୍ଲକର ବିଭିନ୍ନ ପଞ୍ଚାୟତରେପ୍ରଧାନମନ୍ତ୍ରୀଆବାସ ଯୋଜନା,ମନରେଗା ଓ ବିଭିନ୍ନ ରାସ୍ତାଘାଟ କାମରେଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ୍ କରିସରକାରୀ ଅର୍ଥ ହଡ଼ପ କରୁଥିବା ନେଇମଧ୍ୟ ଆପତ୍ତି ଅଭିଯୋଗ ଆଣିଥିଲେ ।

ଏଭଳି ସଙ୍ଗିନ୍ ସ୍ଥିତିକୁ ସ୍ଥାନୀୟ ପ୍ରଶାସନଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଉଚିତପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାବିଜେପି ପକ୍ଷରୁ ଦାବି ହୋଇଛି । ଯଦିପାଞ୍ଚ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁକୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣକରାନଯାଏ ତେବେ ଆସନ୍ତା ସୋମବାରଦିନ ଠାରୁ ବିଜେପି ପକ୍ଷରୁ ପୋଲସରାବ୍ଲକ କାର୍ଯ୍ୟାଳୟ ସମ୍ମୁଖରେଅନର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆମରଣଅନସନରେ ବସିବାକୁ ବାଧ୍ୟ ହେବବୋଲି କଡ଼ା ଚେତାବନୀ ଦେଇଛନ୍ତିଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦମଲ୍ଲିକ, ଜିଲ୍ଲା ଉପସଭାପତି ପ୍ରଭାକରପଣ୍ଡା, ଯୁବମୋର୍ଚ୍ଚା ସଭାପତି ପ୍ରମୋଦପଣ୍ଡା, ଦୀପକ ପ୍ରଧାନ, ପୀତବାସପ୍ରଧାନ, ପ୍ରବିତ୍ର ନାୟକ, ସୀମିଞ୍ଜଳ ସାହୁପ୍ରମୁଖ ଦଳୀୟ ନେତା ଓ କର୍ମୀମାନେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବାଙ୍ଗଲାଦେଶ ଅପେକ୍ଷା ବର୍ତ୍ତମାନ ସରକାରୀ ଭାବେ ଗରିବ ହୋଇଥିବାରୁ ଭାରତରେ ଆଙ୍ଗଷ୍ଟ ଏବଂ ଅସ୍ୱୀକାର |

ଦର୍ପଣ, କାନ୍ଥରେ ଦର୍ପଣ, ସେମାନଙ୍କ ମଧ୍ୟରୁ ସବୁଠାରୁ ଗରିବ କିଏ? ୧୯୭୧ରେ ଯେତେବେଳେ ବାଂଲାଦେଶ ଏକ ସ୍ଵାଧୀନ ଦେଶ...

ଭାରତ-ଆମେରିକା ପ୍ରତିରକ୍ଷା କାରବାରରେ କଣ ଅଛି ।

ଅକ୍ଟୋବର ୨୬-୨୭ ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆମେରିକାର ବୈଦେଶିକ ସଚିବ ମାଇକେଲ...